mission shakti banner

ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ହେଲେ ବାୟୁସେନା ପଶ୍ଚିମ ଏୟାର କମାଣ୍ଡ ମୁଖ୍ୟ

BSKY banner  750×100
0

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ବାୟୁସେନାର ପଶ୍ଚିମ ଏୟାର କମାଣ୍ଡ’ର ମୁଖ୍ୟ ଭାବେ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରୁ ସଫଳତାର ସହ ଉତ୍ତୀର୍ଣ ହେବ ପରେ, ୧୯୮୧ ଜୁନରେ ଫାଇଟର ପାଇଲଟ ଭାବରେ ସେ ବାୟୁସେନାରେ ଯୋଗ ଦେଇଥିଲେ। ଏୟାର ମାର୍ଶାଲ ରଘୁନାଥଙ୍କର ସବୁଠାରୁ ଅଧିକ ସମୟ ଉଡାଣ ଅନୁଭବ ରହିଥିବା ବେଳେ, ସେ ୪୨ ପ୍ରକାର ବାୟୁ ଯାନ ଉଡାଣ କରିଛନ୍ତି।

Leave A Reply