ଶିଶୁ ବାଟିକା ଜ୍ଞାନ ବିଜ୍ଞାନ ମେଳା

ଚୌଦ୍ୱାର :  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିଶୁ ମେଳାରେ…
Read More...

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ସୁନାଚେନ୍‍ ଝାମ୍ପିନେଲେ ଦୁର୍ବୁତ୍ତ

ଆଠଗଡ :  ଆଠଗଡ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଦୁର୍ବୁତ୍ତ ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଇଥିବା ଜଣାପଡିଛି । ଆଠଗଡ ଡାକ୍ତରଖାନାରେ ସେବିକା ଭାବେ…
Read More...

ଜିମସାରର ପ୍ରଥମ ଡାକ୍ତର ପରେଶ କୁମାର ଜଗତୀଙ୍କ ପରଲୋକ

ଆଠଗଡ :  ଆଠଗଡର ସୁନାମଧନ୍ୟ ଚିକିତ୍ସକ ତଥା ଜିମସାରର ପ୍ରତିଷ୍ଠାତା ଚିକିତ୍ସକ ଡାକ୍ତର ପରେଶ କୁମାର ଜଗତୀ(୭୭)ଙ୍କର ଗୁରୁବାର ଦିନ ପ୍ରାୟ ୧ଟା ବେଳେ  ମେଡିକାଲ ରାସ୍ତାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଗତ…
Read More...

ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ

ଆଠଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୫ଟି ସହରର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଏହି ଆଭାସୀ କାର୍ଯ୍ୟକ୍ରମରେ ଆଠଗଡ ଏନଏସି କର୍ତ୍ତୃପକ୍ଷ ସାମିଲ…
Read More...

‘ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ’ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର : ଗୁରୁବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁରୁବାର ସନ୍ଧ୍ୟାରେ ରାଜଭବନରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି…
Read More...

ମାଣ୍ଡିଆ ଦିବସ ପାଳିତ 

ଜି. ଉଦୟଗିରି : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜନବିକାଶ ସହାୟତାରେ ଗୁରୁବାର ପ୍ରଥମ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ଠାରେ ଓଡିଶା ମିଲେଟ…
Read More...

ଶତ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜର ସମ୍ପୂର୍ଣ୍ଣ ବ୍ରଡଗେଜ୍ ନେଟୱର୍କ ବିଦ୍ୟୁତିକରଣର ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରାରମ୍ଭ କରିଛି । ଶତ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଭାରତୀୟ ରେଳବାଇ ଅଗ୍ରସର ହେଉଛି । ଏହି…
Read More...

ଗୁଜରାଟ ବିଧାନସଭା ନିର୍ବାଚନ ; ବିଜେପିର ୧୬୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ଡେସ୍କ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ୧୬୦ଜଣିଆ ପ୍ରାର୍ଥୀତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ରାଜ୍ୟ…
Read More...

ହିମାଚଳ ବିଧାନସଭା ନିର୍ବାଚନ : ସରିଲା ପ୍ରଚାର,୧୨ରେ ଭୋଟ

ଡେସ୍କ :  ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାରସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ମତ ଦେବାପାଇଁ…
Read More...

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ‌ ରାଷ୍ଟ୍ରପତିଙ୍କ ମାଲ୍ୟାର୍ପଣ

ଭୁବନେଶ୍ବର : ଗୁରୁବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଜଧାନୀ ଭୁବନେଶ୍ବରର ୬ଟି ବିଭିନ୍ନ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ‌ ମାଲ୍ୟାର୍ପଣ କରୁଛନ୍ତି । ପ୍ରଥମେ…
Read More...

ଟି-୨୦ ବିଶ୍ବକପ୍‌ ଫାଇନାଲରେ ଇଂଲଣ୍ଡ

ଆଡିଲେଡ୍‌  : ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଦ୍ବିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଞ୍ଚିଛି । ଫଳରେ…
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ପାଇଁ…
Read More...

ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଶୋଭାଯାତ୍ରା

ଫୁଲବାଣୀ: ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ବୁଧବାର ଏକ ଶୋଭାଯାତ୍ରା ସିଭିଲ୍‌ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲା ଜଜ୍‌(ଆଡହକ୍‌) ତଥା ଫାଷ୍ଟ…
Read More...

ଓଲଟିଲା ବାଇଗଣ ବୋଝେଇ ପିକଅପ୍‌ ଭ୍ୟାନ୍‌; ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ମାଧପୁର ନିକଟରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇଗଣ ବୋଝେଇ ପିକଅପ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିବା ଫଳରେ…
Read More...

ବାଇକ ଦୁର୍ଘଟଣା; ଦୁଇ ଆହତ

ହରଭଙ୍ଗା: ପୁରୁଣାକଟକ ଥାନା ଚାରିଛକ ନର୍ସରୀ ନିକଟରେ ବୁଧବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଗାଡିନଂ ଓଆର୧୨ ବି.୪୧୭୮ ବାଇକ ଯୋଗେ ଫୁଲବାଣୀ ଅଂଚଳର  ଉମାକାନ୍ତ…
Read More...

କାମ କରୁନି ଏଟିଏମ୍‌ ମେସିନ; ସାଧାରଣରେ ଅସନ୍ତୋଷ

କାମାକ୍ଷାନଗର: କାମାକ୍ଷାନଗର ସହରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ ମେସିନ ଅଚଳ ହୋଇ ପଡ଼ିରହିଛି ।  ଏଟିଏମ ମେସିନ ଖରାପ ଥିବାରୁ ଅନେକ ବ୍ୟବସାୟୀ ଓ ସାଧାରଣ ​‌ଲୋକ ବହୁ ଅସୁବିଧାର ସମ୍ମୁଖୀନ…
Read More...

ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଇନ୍ଦିପୁର ଗାଁର ସନିକଟ ରାମିଆଳ ନଦୀରେ ଜଣେ ଯୁବକ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଛି ।  ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ଯୁବକ ଜଣକ ପ୍ରାଣ ହରାଇଛନ୍ତି l  ମୃତ ଯୁବକ…
Read More...

ଇଡି ଖୋଲିବ ନାଗ ପେଡ଼ି; ଚାଲିଛି ଅର୍ଚ୍ଚନାଙ୍କ ପୈତୃକ ଘରେ ତନାଘନା

ଭବାନୀପାଟଣା: ଇଡି ଖୋଲିବ ନାଗ ପେଡ଼ି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଫିଟିବ ଗୁମର । ଅର୍ଚ୍ଚନା ନାଗର ଆୟର ସୂତ୍ର ଜାଣିବାକୁ କଳାହାଣ୍ଡି କେସିଙ୍ଗାରେ ପହଞ୍ଚିଛି ଇଡି । ଦୁଇଟି ଗାଡିରେ ଇଡିର ଟିମ୍ କେସିଙ୍ଗାରେ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି… ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଯାଇ କରିବେ…
Read More...

ବଢ଼ୁଛି ମାଣ୍ଡିଆ ଚାଷର ଚାହିଦା; ଭଲ ଦୁଇ ପଇସା ପାଉଛନ୍ତି ଚାଷୀ

ନବରଙ୍ଗପୁର:  କୃଷିପ୍ରଧାନ ନବରଙ୍ଗପୁର ଜିଲାରେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଉଛି । ଏହି ଜିଲାରେ କିଛି ବର୍ଷ ହେଲା ଜିଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ  ପ୍ରୋତ୍ସାହନ ଦିଆଯାଉଛି । ଫଳରେ…
Read More...

ଯୁବକଙ୍କୁ ହତ୍ୟା ପରେ ଥାନା ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ; ପୁଲିସକୁ ହତ୍ୟାକାରୀଙ୍କ ଖୋଲା ଚ୍ୟାଲେଞ୍ଜ

ବୁର୍ଲା: ବୁର୍ଲା ସହରରେ ନିର୍ମମ ହତ୍ୟା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ରାତିସାରା ଯନ୍ତ୍ରଣା ଦେଇ ଦୁର୍ବୃତ୍ତ ମାନେ ହତ୍ୟା କରିବା ପରେ ଉଲଗ୍ନ ଅବସ୍ଥାରେ ବୁର୍ଲା ଥାନା ସମ୍ମୁଖରେ ଫିଙ୍ଗିଦେଇ ଚାଲିଯାଇଛନ୍ତି ।…
Read More...

ଋଣ ଟଙ୍କା ଶୁଝି ନପାରିବାରୁ ସିଲ୍‌ ହେଲା ନାରାୟଣପୁରର ଫର୍ଚ୍ୟୁନ ସ୍ପରିଟ୍‌

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଠାରୁ ଆଲିପୁର ରାସ୍ତାରେ ଥିବା ଫର୍ଚ୍ୟୁନ ସ୍ପିରିଟ ଲିମିଟେଡ କମ୍ପାନୀକୁ ସିଲ୍‌ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସରଫେସି ଆଇନ ୨୦୦୨ ଅନୁସାରେ…
Read More...

ନବରଙ୍ଗପୁରରେ ସ୍ୱତନ୍ତ୍ରବିକାଶ ପରିଷଦର ନିର୍ଦ୍ଦେଶକ ପ୍ରଦୀପ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର: ନିକଟରେ ରାଜ୍ୟ ସରକାରଙ୍କର ଦ୍ୱାରା ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ବିକାଶ ପରିଷଦର ନିର୍ଦ୍ଦେଶକ ତଥା ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀ ପ୍ରଥମଥର ପାଇଁ ନବରଙ୍ଗପୁର ଆସିବା ଅବସରରେ ବିଜୁ ଜନତା ଦଳ…
Read More...

ସଂଗ୍ରହାଳୟ ପ୍ରାଙ୍ଗଣରେ ଖୋଲିଲା ମିଲ୍ଳେଟ ଷ୍ଟଲ୍‌

ବୌଦ୍ଧ: ବୌଦ୍ଧ ଜିଲା ସଂଗ୍ରହାଳୟ ପ୍ରାଙ୍ଗଣରେ ବୁଧବାର ଦିନ ମିଲ୍ଳେଟ ଷ୍ଟଲକୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳେବେହରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ସମୟରେ ବିଭିନ୍ନ ବିଦ୍ୟାଳୟର…
Read More...

ଦେବଗଡ଼ ଆର୍‌ସିଏମ୍‌ଏସ୍‌ ନିର୍ବାଚନ: ଈଶ୍ୱର ଚନ୍ଦ୍ର ସାହୁ ସଭାପତି ନିର୍ବାଚିତ

ଦେବଗଡ଼: ଦେବଗଡ ଆର୍‌ସିଏମ୍‌ଏସ୍‌ (ଆଂଚଳିକ ବାଣିଜ୍ୟ ସମବାୟ ସମିତି)ର ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ଈଶ୍ୱର ଚନ୍ଦ୍ର ସାହୁ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦୀ ପ୍ରତାପ ପ୍ରଧାନଙ୍କୁ ଏକ…
Read More...

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ସକାଳ ୧୦.୫୦ରେ ସେ ଭୁବନେଶ୍ବର…
Read More...

ଭାରତ-ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲ ଆଜି

ଆଡିଲେଡ୍‌  : ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଗୁରୁବାର ଆଡିଲେଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ୪ର୍ଥ ଥର ପାଇଁ ସେମିଫାଇନାଲ ଖେଳିବାକୁ…
Read More...

କାମଦେଉନି କୀଟନାଶକ : ଚାଷୀଙ୍କୁ ଚକଡ଼ା ଚଡ଼କ

କୋକସରା : ଅମଳ ପୂର୍ବରୁ ଚକଡ଼ା ଚଡ଼କରେ ଚାଷୀ ହତାଶ ହୋଇ ପଡିଲେଣି। କୀଟନାଶକ ପ୍ରୟୋଗ କଲେ ମଧ୍ୟ କିଛି କାମ ଦେଉନାହିଁ। କୃଷି ବିଭାଗ ପାଖରେ ଏହାର ଉତ୍ତର ନାହିଁ। ଏଭଳି ସ୍ଥିତିରେ କଳାହାଣ୍ଡି ଜିଲା କୋକସରା ବ୍ଲକର…
Read More...

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା  : ଶୀର୍ଷ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ବୁଧବାର ପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ। ଅଷ୍ଟ୍ରେଲିଆ​ରେ‌…
Read More...

ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍‌ଗେଟ

ପାଣିକୋଇଲି : ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦିନ ହେବ କଣ୍ଟ ପୂରିବା ପରେ ମଧ୍ୟ ସ୍ଥାନାନ୍ତର ହେଉନଥିଲା ପାଣିକୋଇଲି ଟୋଲ୍‌ଗେଟ। ଏହାକୁ ନେଇ ପାଣିକୋଇଲି ମା’ ତାରିଣୀ ଟ୍ରକ ମାଲିକ ସଂଘ ଯାଜପୁର ରୋଡ…
Read More...

‘ଦୁର୍ନୀତିଗ୍ରସ୍ତ ଅସଲ ରାଷ୍ଟ୍ର ବିରୋଧୀ’

ନୂଆଦିଲ୍ଲୀ : ଦୁର୍ନୀତିଗ୍ରସ୍ତମାନେ ଏହି ଦେଶକୁ ଧ୍ୱଂସ କରିବାରେ ଲାଗିଛନ୍ତି। ସେମାନେ ଅର୍ଥବଳରେ ଦୁର୍ନୀତି ପରେ ଦୁର୍ନୀତି କରିଚାଲିଛନ୍ତି ବୋଲି ସୁପ୍ରିମକୋର୍ଟ ବୁଧବାର ମତ ରଖିଛନ୍ତି। ଏଲ୍‌‌ଗାର ପରିଷଦ ମାମଲାରେ…
Read More...

ପୁରୀରେ ଏଏସ୍‌ଆଇ ମୁଖ୍ୟ କାର୍ଯ୍ୟାଳୟ

ନୂଆଦିଲ୍ଲୀ : ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ) ପୁରୀଠାରେ ଏକ ନୂତନ ମୁଖ୍ୟ…
Read More...

ଭୋଟର କାର୍ଡ ସହ ଆଧାର ସଂଯୋଗରେ ନବରଙ୍ଗପୁର ରାଜ୍ୟରେ ପ୍ରଥମ

ନବରଙ୍ଗପୁର : ଭୋଟର କାର୍ଡ ସହିତ ଆଧାର ନମ୍ବର ସଂଯୋଗରେ ନବରଙ୍ଗପୁର ଜିଲ। ରାଜ୍ୟରେ ପ୍ରଥମ ହୋଇଛି । ଜିଲ।ର ୯୪.୦୭ପ୍ରତିଶତ ଭୋଟରଙ୍କ ଆଧାର ସଂଯୋଗ ହୋଇସାରିଛି । ଆଉ ବଳକା ଭୋଟରଙ୍କ ଆଧାର ଲିଙ୍କ୍ ଶୀଘ୍ର ଶେଷ ହେବ ବୋଲି…
Read More...

‘ପ୍ରୋମିଜ୍’ ଆରମ୍ଭ, ୱାଟର ଇଆର୍‌ପି ଖୁବ୍‌ଶୀଘ୍ର

ଭୁବ‌େ‌ନଶ୍ବର : ରାଜ୍ୟ ଜଳସମ୍ପଦ ବିଭାଗରେ ବୁଧବାର ୮୭ ଜଣ ମହିଳା ଯନ୍ତ୍ରୀଙ୍କ ସମେତ ମୋଟ ୨୫୭ କନିଷ୍ଠ ଯନ୍ତ୍ରୀ(ସିଭିଲ) ଯୋଗଦାନ କରିଛନ୍ତି। ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଦିଗଦର୍ଶନ…
Read More...

ସବୁ ଟିଭି ଚାନେଲ ଜାତୀୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ପ୍ରସାରଣ କରିବେ

ନୂଆଦିଲ୍ଲୀ : ଦେଶର ସମସ୍ତ ଟିଭି ଚାନେଲ ଦୈନିକ ଅତିକମ୍‌ରେ ୩୦ ମିନିଟ୍‌ ଜାତୀୟ ସ୍ବାର୍ଥ ସମ୍ବଳିତ କିମ୍ବା ସାଧାରଣ ଜନତାଙ୍କ ସେବା ଉପଯୋଗୀ ପ୍ରସଙ୍ଗକୁ ପ୍ରସାରଣ କରିବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏ…
Read More...

ଗୁରୁବାର ରାଶିଫଳ (୧୦/୧୧/୨୦୨୨)

ମେଷ : ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ : ଶ୍ରୀଚନ୍ଦ୍ର ଭୋଗ ହେତୁ…
Read More...

ପରାଜୟ ଦ୍ବାରରେ ରୁଷ୍‌, ଖେରସନରୁ ହଟାଇଲା ସୈନ୍ୟ

ମସ୍କୋ : ରୁଷ୍-ୟୁକ୍ରେନ ଯୁଦ୍ଧରେ ରୁଷ୍ ଏକପ୍ରକାର ପରାଜୟ ଆଡକୁ ଗତିକରୁଛି। କାରଣ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିଥିବା ରୁଷ୍ ଏବେ ନିଜର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ…
Read More...

ଗୁଜରାଟ ନିର୍ବାଚନ : ବିଜେପିରେ ବଢୁଛି ଅନ୍ତର୍ଦ୍ବନ୍ଦ୍ବ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପାଇଁ ଗୁଜରାଟ ରାଜନୀତି ଚଳଚଞ୍ଚଳ ରହିଛି । କଂଗ୍ରେସ ଓ ବିଜେପି ସହିତ ଆମ୍ ଆଦମୀ ପାର୍ଟି (ଆପ୍‌) ସେମାନଙ୍କ ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। କ୍ରମାଗତ ୨୨ବର୍ଷ ଧରି…
Read More...

ସଞ୍ଜୟ ରାଉତଙ୍କୁ ଜାମିନ

ମୁମ୍ବଇ : ମୁମ୍ବଇ ଗୋରେଗାଓଁସ୍ଥିତ ପତ୍ରା ଚାଲ୍‌ ପୁନଃବିକାଶ ଯୋଜନାରେ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗକ୍ରମେ ଗିରଫ ହୋଇ ଜେଲ୍‌ରେ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବୁଧବାର ଏକ ସ୍ବତନ୍ତ୍ର ପିଏମଏଲଏ…
Read More...

ବେଦାନ୍ତ ଝାରସୁଗୁଡ଼ା ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ଲାଗି ଉପକରଣ ପ୍ରଦାନ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ଜଙ୍ଗଲରେ ନିଆଁକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ପ୍ରୟାସ ଲାଗି ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ ବ୍ଲୋୟର ଯୋଗାଇ ଦେଇଛି।  ବେଦାନ୍ତ ଲିଃ ଝାରସୁଗୁଡ଼ାର…
Read More...

ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ। ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ। କୋର୍ଟ ପରିସରରେ ଆଇନଜୀବୀ, ପାରା ଲିଗାଲ ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ…
Read More...

ଅବକାରୀ ଚଢ଼ଉ ; ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

କାମାକ୍ଷାନଗର :  କାମାକ୍ଷାନଗରର ବିଭିନ୍ନ ସ୍ଥାନରୁ  ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ଏହି କାରବାରରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ତୁମୁଶିଙ୍ଗା ଗ୍ରାମର ବିଜୟ ନାୟକ। ବିଜୟ ଅନେକ…
Read More...

ଏନପିଏସ୍ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ 

ଫୁଲବାଣୀ : ରାଜ୍ୟ ସରକାର ସମସ୍ତ ବର୍ଗର କର୍ମଚାରୀଙ୍କ ଠିକା ପ୍ରଥା ଉଚ୍ଛେଦ​​‌ କରି ଠିକା ନିଯୁକ୍ତି ସମୟକୁ ନିୟମିତ ଚାକିରିରେ ଗଣନା କରିବାକୁ ଘୋଷଣା କରିଥିବାବେଳେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହି  ନିୟମରୁ…
Read More...

ଲଡାଙ୍ଗ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତ ଲଡାଙ୍ଗ ଠାରେ ଥିବା ସିଆରପିଏଫ ୧୨ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସେକ୍ଟର ପୁଲିସ…
Read More...

ତବଡାବାହାଲରେ ମାଁ ଗଡପଟିଏନ୍ ପୂଜା

ରେଙ୍ଗାଲି :   ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ର ତବଡାବାହାଲ ଗ୍ରାମରେ ମାଁ ଗଡପଟିଏନ୍ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆରାଧ୍ୟ ଦେବୀ  ଗଡପଟିଏନ୍  ବିଧିମତେ ପୂଜା ଅର୍ଚ୍ଚନା କରାଯାଇଥିଲା । ଦେବୀଙ୍କ…
Read More...

ଆଉ ୯ ଓଟିଏମ୍ ଶ୍ରମିକଙ୍କ ମୃତ୍ୟୁ, ସଂଖ୍ୟା ୭୩୯ ଛୁଇଁଲା

ଚୌଦ୍ୱାର : ବନ୍ଦ ଓଟିଏମର ଆଉ ୯ଜଣ ଶ୍ରମିକଙ୍କର ଗତ ଦୁଇ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଚୌଦ୍ୱାର ପୌରପାଳିକା ୧୧ ନମ୍ବର ୱାର୍ଡ଼ର ଏସ୍.ଏଚ୍.ରାଓ(୭୫), ୮ନମ୍ବର ୱାର୍ଡ଼ର ଗଣେଶ୍ୱର ବାରିକ(୭୦), ୨ନମ୍ବର…
Read More...

ଅସହାୟଙ୍କୁ କମ୍ବଳ ବଣ୍ଟନ

ଚୌଦ୍ୱାର : ଡାଳିଯୋଡ଼ା ସାହିତ୍ୟ ସଂସଦ ପକ୍ଷରୁ ବଡ଼ସାମନ୍ତରାପୁର ପଞ୍ଚାୟତ ବଜ୍ରକୋଟ ବସ୍ତିରେ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସଂସଦ ସଭାପତି କେ.ସି.ପ୍ରତାପସିଂହ, ସମ୍ପାଦକ ଶ୍ରୀନିବାସ ସାମଲ, ଅଶୋକ କୁମାର…
Read More...

ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ଗୁଜୁରାଟରେ ଅନୁଷ୍ଠିତ ଜାତୀୟ କ୍ରୀଡା-୨୦୨୨ରେ ଜଳକ୍ରୀଡାରେ କୃତୀତ୍ୱ ଅର୍ଜନ କରିଥିବା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୋତ୍ତର ଗ୍ରାମର ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ଝିଅ ସୁସ୍ମିତା ବିଶ୍ୱାଳଙ୍କୁ…
Read More...

ରାଜରାସ୍ତାରେ ଖାଲଢିପ, ଦୁର୍ଘଟଣାକୁ ଆମନ୍ତ୍ରଣ

ଆଠଗଡ :  ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ଗୋପିନାଥପୁର ନିକଟସ୍ଥ ରାସ୍ତର ଗୋଟିଏ ସ୍ଥାନରେ ଖାଲଢିପ ଏବଂ ରାସ୍ତା ଦବି ଯାଇଥିବାରୁ ସେଠାରେ ପ୍ରାୟ ସବୁଦିନ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାବେଳେ…
Read More...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷର ନିଆଁ; ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଜି ଛାତ୍ରୀମାନେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ପ୍ରତିବାଦ କରିଛନ୍ତି । ବିଭିନ୍ନ ସମସ୍ୟା ନେଇ…
Read More...

୨ କୋଟିର ଧଳାଜହର ଜବତ; ୨ ଅଟକ

ଭୁବନେଶ୍ୱର: ରାଜ୍ୟରେ ଥମୁନି ଧଳାଜହର କାରବାର । ପୁଣି ଆଜି ଖୋର୍ଦ୍ଧାରୁ ବପୁଳ ପରିମାଣର ଧଳାଜହର ଜବତ ହୋଇଛି । ଏସଟିଏଫ୍‌ ପକ୍ଷରୁ ଖୋର୍ଦ୍ଧାରେ ଚଢ଼ାଉ କରାଯାଇ ୨ କେଜି ଧଳାଜହର ଜବତ କରିବା ସହ ଘଟଣାରେ ୨ଜଣଙ୍କୁ ଅଟକ…
Read More...

ଶପଥ ନେଲେ ଧାମନଗର ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଜି ସୁରଜ ବିଧିବଦ୍ଧ ଭାବେ ବିଧାନସଭାରେ ଶପଥଗ୍ରହଣ କରିଛନ୍ତି । ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଧାନସଭା…
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ଚଞ୍ଚକତା; ପୂରଣ ହୋଇନି ପାଞ୍ଚବର୍ଷ ଉଠିଗଲାଣି ପିଚୁ

ମୋହନା: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ତଥା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର…
Read More...

ନବରଙ୍ଗପୁରରେ ‘ମଣ୍ଡେଇ’ ପାଇଁ ମଞ୍ଚ ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ

ନବରଙ୍ଗପୁର: ଆସନ୍ତା ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ ‘ମଣ୍ଡେଇ’ ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମଞ୍ଚ ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ…
Read More...

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପାଟଣାଗଡ: ଉପଖଣ୍ଡର ବେଲପଡା ଅନ୍ତର୍ଗତ ଜୁହ୍ନା ବନ୍ଧରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ବେଲପଡା ବ୍ଲକ ଅନ୍ତର୍ଗତ ଖଲିପଥର ଗ୍ରାମର କ୍ଷୀରସିନ୍ଧୁ ନାଏକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ,…
Read More...

ଦୈତାରୀମୁଣ୍ଡାରୁ ୨ ଅଜଗର ଉଦ୍ଧାର

ପାଟଣାଗଡ: ପାଟଣାଗଡ ରେଞ୍ଜ ଲରମ୍ଭା ସେକ୍ସନ ଅନ୍ତର୍ଗତ ଦୈତାରିମୁଣ୍ଡା ଗ୍ରାମ ନିକଟସ୍ଥ ଏକ ପତରା ଜଙ୍ଗଲରୁ ବନ ବିଭାଗ ୨ଟି ଅଜଗର ସାପ ଉଦ୍ଧାର କରିଛି । ଗ୍ରାମର ଜୈନିକ ବ୍ୟକ୍ତି ଆଜି ସକାଳୁ ଶୌଚ ପାଇଁ ଗାଁ ନିକଟସ୍ଥ…
Read More...

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ । ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଆଜି ଶପଥଗ୍ରହଣ କରିଛନ୍ତି । ରାଷ୍ଟ୍ରପତି…
Read More...

ଘଟଗାଁ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ 

ପାଟଣା: ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ରାଜ୍ୟ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ରଣହୁଙ୍କାର ।  ସଂଘ ପକ୍ଷରୁ ଦାବି ନେଇ ଆଗାମୀ ଦିନରେ ଘଟଗାଁ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ…
Read More...

ବେଗନା ହୁଡ଼ିରେ ୨୪ଟିକିଆ ହାତୀପଲ 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପୁଣି କିଛି ଦିନର ବ୍ୟବଧାନ ପରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ରାତିରେ ୨୪ଟିକିଆ ହାତୀପଲ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀପଲ…
Read More...

ଡିଭାଇଡରରେ ପିଟିହେଲା ସ୍କୁଟି; ଯୁବକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ନିକଟସ୍ଥ ଧାନବେଣୀ ହୁଡି ନିକଟରେ ଏକ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସ୍କୁଟି ଆରୋହୀ ଗୁରୁତର ଆହତ…
Read More...

ପାଇପ ପାଣିରେ ସାପ ଗୁଜବ !

ବୌଦ୍ଧ: ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୌଦ୍ଧ ସହରବାସୀଙ୍କୁ ମହାନଦୀରୁ ପାନୀୟଜଳ ଉଠାଇ ବିଶୋଧନ ପରେ ଯୋଗାଇ ଦିଆଯାଉଥିବା ବେଳେ ପାନୀୟ ଜଳରେ ଛୋଟଛୋଟ ସାପ ଭଳି ଜୀବ ଭାସୁଥିବା ନେଇ ସହରରେ ଗୁଜବ ସୃଷ୍ଟି ହୋଇଛି । ସହରର…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଚିକିତ୍ସାଧୀନ ଅବସ୍ଥାରେ ଶିକ୍ଷକଙ୍କ ମୃତ୍ୟୁ

କଲମପୁର: ଦୁଲକିବନ୍ଧ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଘଟଣା । ଦୁର୍ଘଟଣାରେ ଆହତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି  । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା…
Read More...

ସକାଳ @୯ ମୁଖ୍ୟ ଖବର

(୧) ନେପାଳରେ ବଡ଼ ଧରଣର ଭୂମିକମ୍ପ… ୬ ମୃତ, ଅନେକ ଆହତ… ଡୋଟି ଜିଲ୍ଲାରେ ସବୁଠୁ ଅଧିକ ହୋଇଛି କ୍ଷୟକ୍ଷତି… ଅନେକ ସ୍ଥାନରେ ଭାଙ୍ଗିଛି ଘରଦ୍ବାର… ସେନାବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି… ଦିଲ୍ଲୀ-ଏନସିଆର…
Read More...

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ବିଜେପୁର ଥାନା ଅଧିନସ୍ଥ ମାଳିପଡ଼ାରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ବିଜେପୁର ପୁଲିସ ଉଦ୍ଧାର କରିଛି l ମୃତକ ଜଣକ ମାଲିପଡ଼ା ଗାଁର ବିଘ୍ନ ସାହୁଙ୍କ…
Read More...

ଅସହାୟକୁ ଥଇଥାନ କଲା ସ୍ୱଇଚ୍ଛା  

ସମ୍ବଲପୁର: ସମ୍ବଲପୁର ସହରରେ ମୁକୁନ୍ଦ ବାଦୀ ନାମକ ଜଣେ ଅସହାୟ ବ୍ୟକ୍ତି ଭିକ୍ଷା ବୃତ୍ତି କରି ଚଳୁଥିବା ବେଳେ କିଛି ଦିନ ହେବ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡି ରହିଥିଲେ । ଏନେଇ ଖବର ପାଇବା…
Read More...

ନେପାଳରେ ବଡ଼ ଧରଣର ଭୂମିକମ୍ପ; ୬ ମୃତ

ନୂଆଦିଲ୍ଲୀ:  ନେପାଳରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଥିବା ବେଳେ, ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ଯୋଗୁଁ ନେପାଳର ଅନେକ…
Read More...

ମୁଦ୍ରାସ୍ଫୀତିର ପ୍ରଭାବ : ବଢ଼ିଚାଲିଛି ବଜାର ଦର

ଭୁବନେଶ୍ୱର : ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ବଜାରରେ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମାତ୍ରାଧିକ ବୃଦ୍ଧି ପାଇବାରେ ଲାଗିଛି। ଗତ ମାସକ ଭିତରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ତେଜରାତି ସାମଗ୍ରୀର ଦାମ୍‌ କିଲୋ ପିଛା…
Read More...

ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଆଜି, ଅପରାହ୍ନ ଘ.୫.୦୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ :  ମାର୍ଗଶିର-କୃଷ୍ଣ ପ୍ରତିପଦ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ଅପରାହ୍ନ ଘ.୫.୦୦ରୁ ରାତ୍ର…
Read More...

ପାକିସ୍ତାନ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଆଜି

ସିଡ୍‌ନୀ :  ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ବୁଧବାର ଏଠାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟ​ରେ‌ ମୁକାବିଲା ହେବ। କାଗଜରେ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ମନେହେଉଛି । ହେଲେ ଇତିହାସ ଏହା…
Read More...

ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ତଣ୍ଡ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ପ୍ରତି ଅବହେଳା କରିବା ଶ୍ରୀମନ୍ଦିର ପ୍ରଶାସନକୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ର ନିର୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ…
Read More...

ସପ୍ତାହ ପରେ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ହେବ

ଜେନେଭା : ଚଳିତ ମାସ ମଧ୍ୟଭାଗ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ । ଭାରତର ଜନସଂଖ୍ୟା ସମ୍ପ୍ରତି ଚୀନଠାରୁ ତଳେ ଥିବାବେଳେ ଏହା ୨୦୨୩ରେ ଚୀନକୁ ଟପିଯିବ ଏବଂ ୨୦୫୦ ସୁଦ୍ଧା ୧୭୦ କୋଟିରେ ପହଞ୍ଚିବ ବୋଲି…
Read More...

ଏ ମାସରେ ଭାରତର ପ୍ରଥମ ଘରୋଇ ରକେଟ୍‌ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ଉତ୍‌କ୍ଷେପଣ ଚଳିତ ମାସ ଦ୍ବିତୀୟ ସପ୍ତାହରେ ହେବ। ସ୍କାଏରୁଟ୍‌ ଏରୋସ୍ପେସ୍‌ ନାମକ ଘରୋଇ କମ୍ପାନୀ ପକ୍ଷରୁ ଏହି ରକେଟ୍‌ର ପ୍ରସ୍ତୁତ କରାଯାଇଛି। କମ୍ପାନୀ…
Read More...

‘ଶିକ୍ଷା ବ୍ୟବସାୟ ନୁହେଁ, ପଢ଼ା ଖର୍ଚ୍ଚ ସୀମାରେ ରହୁ’

ନୂଆଦିଲ୍ଲୀ : ଶିକ୍ଷା ବ୍ୟବସାୟ ନୁହେଁ, ଲାଭ ପାଇବାକୁ ଶିକ୍ଷାର ବ୍ୟବସାୟୀକରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଡାକ୍ତରୀ ପାଠ୍ୟକ୍ରମ ନିମନ୍ତେ ଟ୍ୟୁସନ୍‌…
Read More...

ଦୂରଦୃଷ୍ଟି ସମ୍ପନ୍ନ ଥିଲେ ପ୍ରଦ୍ୟୁମ୍ନ ବଳ : କେନ୍ଦ୍ରମନ୍ତ୍ରୀ

ଉତ୍ତର ଭୁବନେଶ୍ୱର : ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର ସୁବର୍ଣ୍ଣ ଜୟନ୍ତୀ ଓ ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ଉତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ବୁଧବାର ରାଶିଫଳ (୦୯/୧୧/୨୦୨୨)

ମେଷ : ଈପ୍‌ସିତ ଅର୍ଥ ପ୍ରାପ୍ତି ସହଜ ସୁଲଭ ହୋଇପାରେ। ମତିମାନ୍‌ ହେବେ। ନିଃସ୍ବାର୍ଥସେବାରେ ନିୟୋଜିତ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ସୁଖ ସାଗରରେ ଭାସିବେ। ସହିଷ୍ଣୁ ସ୍ବଭାବର ହେବେ। ବୃଷ : ଅଭିଜ୍ଞତାରୁ ଉତ୍ପନ୍ନ…
Read More...

ତିଲେଇମାଲରେ ୩୨ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଚମ୍ପିଆନ

ରେଙ୍ଗାଲି : ରେଙ୍ଗାଲି ବ୍ଳକ ବମାଲୋଇ ପଞ୍ଚାୟତର ତିଳେଇମାଲ ଓରାମ ପଡ଼ା ଠାରେ ୩୨ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।  ତିଳେଇମାଲ ଓରାମପଡ଼ା ବଜରଙ୍ଗ କ୍ଲବ ପକ୍ଷରୁ  ଆୟୋଜିତ ଏହି…
Read More...

ନବରଙ୍ଗପୁରରେ ପହଞ୍ଚିଲେ ତିନି ଦିଗମ୍ବର ଜୈନମୁନି

ନବରଙ୍ଗପୁର : ନବରଙ୍ଗପୁର ତିନିଜଣ ଜୈନ ମୁନି ସୁପ୍ରତ ସାଗର, ପ୍ରଣୟ ସାଗର, ଓ ପ୍ରଣିତ ସାଗର ପହଞ୍ଚିଛନ୍ତି । ଦିଗମ୍ବର ଜୈନ ସମାଜ ଦ୍ୱାରା ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ୧୦୦୮ ଆଦିନାଥ ଦିଗମ୍ବର…
Read More...

୨୨ ବର୍ଷରେ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ

ଧାମରା : ସର୍ବପୁରାତନ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ ୨୨ ବର୍ଷରେ ପଦାର୍ପଣ କରିଛି । ମଙ୍ଗଳବାର  ଧାମରା–ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ବହୁ ଆଡମ୍ବର ସହିତ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ ।…
Read More...

ଫୁଲବାଣୀଠାରେ ବୋଇତ ବନ୍ଦାଣ ଉତ୍ସବ

ଫୁଲବାଣୀ :  ଫୁଲବାଣୀର ନଦୀ ଗୁଡିକରେ ମଙ୍ଗଳବାର ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ…
Read More...

ଗ୍ରହଣ ଯୋଗୁଁ ବୃଦ୍ଧେଶ୍ବରଙ୍କ ନିରାଡ଼ମ୍ବର ବାଲିଯାତ୍ରା

ତିଗିରିଆ : କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଗ୍ରହଣ ପଡ଼ୁଥିବାରୁ ଚଳିତ ବର୍ଷ ହାଟମାଳସ୍ଥିତ ବୃଦ୍ଧେଶ୍ବରଙ୍କ ବାଲିଯାତ୍ରା ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ବୃଦ୍ଧେଶ୍ବରଙ୍କ ପୀଠରେ ପୂର୍ଣ୍ଣିମା ଦିନ ସମୟରେ…
Read More...

ସାହିତ୍ୟ ପତ୍ରିକା ‘ପୂରବୀ’ର ଉନ୍ମୋଚନ ଉତ୍ସବ

ଚୌଦ୍ୱାର : ତ୍ରୈମାସିକ ସାହିତ୍ୟ ପତ୍ରିକା ‘ପୂରବୀ’ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପୂରବୀ ସାହିତ୍ୟ ସଂସଦ ସଭାପତି ଡ. ବିଜୟକୁମାର ପାତ୍ରଙ୍କ ପୌରୋହିତ୍ୟରେ ମଙ୍ଗରାଜପୁରସ୍ଥିତ ପର୍ଯ୍ୟଟନସ୍ଥଳୀ ଡମଣୀ ପୀଠରେ…
Read More...

ମୁରୁଜ ପ୍ରତିଯୋଗିତା ଉତ୍ସବ

ଚୌଦ୍ୱାର : ଚୌଦ୍ୱାରରେ ରାସ ପୂର୍ଣିମା ଓ ମୁରୁଜ ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚନ୍ଦ୍ରଗହଣ ଜନିତ ବିଧି ନିଷେଧ ହେତୁ ସୋମବାର ରାତି ୩ଟାରୁ ଶ୍ରଦ୍ଧାଳୁ ମାନେ ବିରୂପା ନଦୀ କୂଳରେ ପହଞ୍ଚି ଡଙ୍ଗା ଭସାଇବା…
Read More...

କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା : ଦ୍ୱିତୀୟ ଦିନରେ ପ୍ରେସ କ୍ଲବର ଅନଶନ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ଓ ବିଭିନ୍ନ ଦାବିକୁ ନେଇ ପ୍ରେସ କ୍ଲବର ଅନଶନ ଦ୍ଵିତୀୟ ଦିନରେ ପହଞ୍ଚି ଥିବା ବେଳେ, ପ୍ରଶାସନ ତରଫରୁ କୌଣସି ଅଧିକାରୀ ପହଞ୍ଚି ନଥିବାରୁ,…
Read More...

ଓଡ଼ିଆ ବିଭାଗରେ ପାଠଚକ୍ର ଆୟୋଜିତ

 ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଓଡ଼ିଆ ବିଭାଗ ତରଫରୁ ମଙ୍ଗଳବାର ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ବିଷୟରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ…
Read More...

ଅଜଣା ଗାଡି ଧକ୍କାରେ ମହିଳା ମୃତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ମାରୁଗୋଠ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଅରଖପାଟଣା ଗ୍ରାମର ସ୍ୱର୍ଗତ ଦିଲ୍ଲୀପ…
Read More...

ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ

ଆଠଗଡ : ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଭିରୁଡା ପଞ୍ଚାୟତ ଅନ୍ତର୍ଗତ ଗୋଡିଝରିଆଠାରେ ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୨୪ତମ ବୋଇତ ବନ୍ଦାଣ ଉତ୍ସବ ଏକ ଭକ୍ତିମୟ ପରିବେଶରେ ଅନୁଷ୍ଠିତ…
Read More...

ବେଣ୍ଟପଦାର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା 

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଦୀର୍ଘ ୨୫ବର୍ଷରୁ ଅଧିକ ସମୟ ଧରି ଚାଲିଆସିଥିବା କାର୍ତ୍ତିକେଶ୍ୱର ପୂଜା କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିବାବେଳେ ଚଳିତବର୍ଷ ଏହା ବେଶ୍‌ ଯାକଜମକରେ ପାଳିତ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ସ୍ୱଚ୍ଛତା ଉପକରଣ ବଣ୍ଟନ

ଗୁରୁଡିଝାଟିଆ :  ଜନଜାତି ବହୁଳ ରାଜବଲ୍ଲଭପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପାଇଁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସଭାପତି ମାନସ ବସ୍ତିଆ ସ୍ୱଚ୍ଛତା ଉପକରଣ ବଣ୍ଟନ କରିଛନ୍ତି। ଶ୍ରୀ ବସ୍ତିଆ ଉପସ୍ଥିତ…
Read More...

ନଦୀକୂଳ ଅଞ୍ଚଳର ଗାନ୍ଧୀ ବାମଦେବ ମହାରଣାଙ୍କ ଶ୍ରାଦ୍ଧବାର୍ଷିକୀ

ଗୁରୁଡିଝାଟିଆ : ସାହିତ୍ୟ, ସଂସ୍କୃତି ଆଧ୍ୟାତ୍ମିକତା ଓ ସମାଜସେବାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନଦୀକୂଳ ଅଞ୍ଚଳର ଗାନ୍ଧୀ ତଥା କଖଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାମଦେବ ମହାରଣାଙ୍କ ୨୭ତମ ଶ୍ରାଦ୍ଧବାର୍ଷିକ…
Read More...

ଚନ୍ଦ୍ରଗ୍ରହଣ ପାକତ୍ୟାଗକୁ ନେଇ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ; ଗୋବରମାଡ଼ କଲେ, ବ୍ୟାନର ଚିରିଲେ

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣ ପାକତ୍ୟାଗକୁ ନେଇ ପୁଣି ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି ।ଏହା ଛଡ଼ା ରାଜ୍ୟର ବିଭିନ୍ନ…
Read More...

ଜମି ପାଇଁ ମା’ ଝିଅଙ୍କୁ ଜୀଅନ୍ତା ପୋତିଦେଲେ ସମ୍ପର୍କୀୟ; ଭିଡିଓ ହେଉଛି ଭାଇରାଲ

ଆନ୍ଧ୍ରପ୍ରଦେଶ: ଜମି ପାଇଁ ମା’ ଝିଅଙ୍କୁ ଜୀଅନ୍ତା ପୋତିଦେଲେ । ସ୍ଥାନୀୟ ବାସିନ୍ଦା ଆସି ବଞ୍ଚାଇଲେ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ହରିପୁରାମ ଗ୍ରାମରେ ।…
Read More...

ବାର୍‌ହା ଫାଶରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ଦେବଗଡ଼: ବାର୍‌ହା ଫାଶ ନେଲା ମଣିଷ ଜୀବନ । ବାର୍‌ହା ପାଇଁ ବସାଯାଇଥିବା ଫାଶରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରିଆମାଳ ଥାନା ନିଶାବୀରା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରେ…
Read More...

ଦ୍ୱିତୀୟ ଇଣ୍ଟର ସ୍କୁଲ କରାଟେ ପ୍ରତିଯୋଗିତା-୨୦୨୨

ଲାଞ୍ଜିଗଡ଼: ଗତ ନଭେମ୍ବର ୬ ତାରିଖ ରବିବାର ଦିନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନେସନାଲ ସ୍କୁଲ ଠାରେ ଟିଟିଲାଗଡ଼ ଉତ୍କଳ କରାଟେ ସ୍କୁଲ ଓ ମୁସ୍କାନ ସ୍କୁଲ ମିଳିତ ଆନୁକୂଲ୍ୟରେ ଦ୍ଵିତୀୟ ଇଣ୍ଟର ସ୍କୁଲ…
Read More...

ଖିରେଇଟାଙ୍ଗିରିରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରିରେ ୨୪ ଟିକିଆ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ଚମ୍ପୁଆ ବନାଞ୍ଚଳରୁ ଆସି ଖିରେଇଟାଙ୍ଗିରି କ୍ଷେତ୍ର ଅଞ୍ଚଳର ତେନ୍ତଳା,…
Read More...

ମଙ୍ଗରାଜପୁର ବିଶ୍ୱଶାନ୍ତି ଯଜ୍ଞ ଏବଂ କାର୍ତ୍ତିକେଶ୍ୱର ଯାତ୍ରା ସମ୍ପନ୍ନ

ବଡ଼ମ୍ବା: ମଙ୍ଗରାଜପୁର ଗ୍ରାମର ଶ୍ରୀ ଲଡ଼ୁକେଶ୍ୱର ମହାଦେବଙ୍କ ପୀଠରେ ଚାଲିଥିବା ସପ୍ତାହବ୍ୟାପି ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ସୋମବାର ସମ୍ପନ୍ନ ହୋଇଛି । ଏହି ବାର୍ଷିକୋତ୍ସବରେ ତଥା ଗାଁର କାର୍ତ୍ତିକେଶ୍ୱର ଯାତ୍ରାରେ…
Read More...

କନ୍ଧମାଳ ଫଟୋ ଷ୍ଟୁଡ଼ିଓ ସଂଘ ପୁରସ୍କୃତ

ଫୁଲବାଣୀ: ଗତ ତିନିଦିନ ଧରି ଭୁବନେଶ୍ୱର ଠାରେ ରାଜ୍ୟ ଫଟୋ ଷ୍ଟୁଡ଼ିଓ ମାଲିକ ମହାସଂଘ ଓ ଫଟୋ ଗ୍ରାଫର ମହାସଂଘ ପକ୍ଷରୁ ଚାଲିଥିବା ମେଳାରେ କନ୍ଧମାଳ ଜିଲା ଫଟୋ ଷ୍ଟୁଡ଼ିଓ ମାଲିକ ସଂଘ ପୁରସ୍କୃତ ହୋଇଛନ୍ତି । ଅନୁଷ୍ଠିତ…
Read More...

ବେଳାଭୂମିରେ ଜିରୋ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଅଭିଯାନ

ଗୋପାଳପୁର: ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଅନବରତ କାର୍ଯ୍ୟକରୁଥିବା ଓଡ଼ିଶାର ଏକମାତ୍ର ସଂଗଠନ ସାତ୍ୱିକ ସୋଲ ଫାଉଣ୍ଡେସନ ତରଫରୁ ଗୋପାଳପୁର ବେଳାଭୂମିରେ ଜିରୋ…
Read More...

ବୋଇତ ବନ୍ଦାଣ ଐତିହ୍ୟ, ଅର୍ଥନୀତି ଓ ସଂସ୍କୃତିର ସ୍ମାରକୀ

ସାରନଗରୀ: ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ୫୪ତମ ବୋଇତ ବନ୍ଦାଣ ଉତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବୋଇତ ବନ୍ଦାଣ ପଡ଼ିଆ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ବୋଇତ ବନ୍ଦାପନା କରିଥିଲେ ।…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକେ… ଚନ୍ଦ୍ରଗ୍ରହଣ ପାଇଁ ୫ଟା ୩୮ ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗା… ସେପଟେ ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ…
Read More...

ପୂର୍ଣ୍ଣମୀରେ ପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା

କଲ୍ୟାଣସିଂହପୁର: ପୂର୍ଣ୍ଣମୀରେ ପିଶାଚ ପାଲଟିଲା ସ୍ୱାମୀ । ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା । କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତରୁ ଏପରି ଏକ ଅଭିଯୋଗ ଆସିଛି । କତାଗୁଡା ହରିଜନ ସାହିର ସ୍ତ୍ରୀ ରାଧା…
Read More...