ରାତି ପାହିଲେ ଫଳ; ବିଜେଡି ହାତକୁ ଫେରିବ କ୍ଷମତା ? ନା ଗଡ଼ ବଞ୍ଚାଇବ ବିଜେପି..

ଧାମନଗର: ରାତିପାହିଲେ ଗଣାଯିବ ଭୋଟ୍ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । କାହା ସପକ୍ଷରେ ଯିବ ଜନମତ ?  ଗଡ଼ ବଞ୍ଚାଇପାରିବ କି ଭାରତୀୟ ଜନତା ପାର୍ଟି ? ନା ବିଜୁ ଜନତା ଦଳ ହାତକୁ ଫେରିବ କ୍ଷମତା ?  । କଂଗ୍ରେସ…
Read More...

ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୬ଦଫା ଦାବି ନେଇ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୬ଦଫା ଦାବି ପୂରଣ ନିମନ୍ତେ (ବିଇଓ)ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ…
Read More...

ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବେଗୁନିଆ ବ୍ଲକ ଆଗରେ ବିକ୍ଷୋଭ; ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ବେଗୁନିଆ: ଏସୟୁସିଆଇ(କମ୍ୟୁନିଷ୍ଟ) ଖୋର୍ଦ୍ଧା ଆଞ୍ଚଳିକ କମିଟି ପକ୍ଷରୁ ଆଜି ବେଗୁନିଆ ଥାନା ଛକ ଠାରୁ ଏକ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ବହୁ ମହିଳା ଏବଂ ପୁରୁଷ ମାନେ ବିଭିନ୍ନ ସମସ୍ୟାର…
Read More...

ସମ୍ବଲପୁରରେ ଦୃଷ୍ଟିରଥ କାର୍ଯ୍ୟକ୍ରମ

ବୁର୍ଲା : ବୁର୍ଲା ଭିମସାର ସମ୍ମୁଖରୁ ଏସୋସିଏସନ ଅଫ୍ କମ୍ୟୁନିଟି ଅପଥାମୋଲୋଜିଷ୍ଟ ଅଫ ଇଣ୍ଡିଆ (ଏସିଓଆଇଏନ) ଆନୁକୂଲ୍ୟରେ ଏକ ଦୃଷ୍ଟିରଥ ଜିଲ୍ଲା ପରିକ୍ରମା କରୁଛି। ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର…
Read More...

ସୁନ୍ଦରଗଡ଼ ଜିଲ୍ଲାରେ “ସ୍ପିରୁଲିନା ଓ ମାଣ୍ଡିଆ ଲଡୁ’ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ଏହା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପିଲାମାନଙ୍କୁ ସ୍ପିରୁଲିନା…
Read More...

ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭକୁ ବିରୋଧ; ପ୍ରବଳ ଉତ୍ତେଜନା, ପୁଲିସର ଲାଠି ଚାର୍ଜ

ସୁନ୍ଦରଗଡ଼: ଖଣିପାଇଁ ମୁହାଁମୁହିଁ ହେଲେ ପୁଲିସ ଓ ବିସ୍ଥାପିତ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭକୁ ପ୍ରବଳ ବିରୋଧ କରାଯାଇଛି । ସ୍ଥାନୀୟ ବିସ୍ଥାପିତଙ୍କ ପ୍ରବଳ ବିରୋଧ ଯୋଗୁଁ…
Read More...

ଡିଲିଂ ବେଳେ ମାଡ଼ିବସିଲା ଏସଟିଏଫ୍‌; ଗୋଟିଏ ହରିଣ ଓ ୨ ବାଘଛାଲ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ପଞ୍ଝାରେ ବନ୍ୟପ୍ରାଣୀ ଚୋରା ଚାଲାଣକାରୀ ।  ନୟାଗଡ଼ ଦଶପଲ୍ଲାରେ ଡିଲିଂ ବେଳେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ୍‌ ଟିମ୍‌ । ଶିକାରୀ ମାନଙ୍କ ଠାରୁ ୨ଟି କଲରାପତିରିଆ ବାଘଛାଲ ସହ…
Read More...

ଶ୍ରୀମନ୍ଦିର ଗର୍ଭଗୃହରେ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଗାମୀ ୧୦ତାରିଖ ଦିନ ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଦିନ ୧୨ଟାରୁ ୧ଟା ମଧ୍ୟରେ ସେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ତେଣୁ ସେଦିନ ୧୦ଟା ୩୦ରୁ…
Read More...

ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ

ଭୁବ‌େ‌ନଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା ।…
Read More...

ବର୍ଷା-ଅନୁଭବଙ୍କୁ ହାଇକୋର୍ଟ ନିର୍ଦେଶ: ପରସ୍ପରକୁ ଆକ୍ଷେପ କରନି

କଟକ: ବର୍ଷା-ଅନୁଭବଙ୍କ ବିବାଦ ନେଇ ରୁଜୁ ମାମଲାର ଶୁଣାଣିକରି ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନ କରିବାକୁ ହାଇକୋର୍ଟ ପୁଣି ନିର୍ଦେଶ ଦେଇଛନ୍ତି। ଗତ ମେ ୨୭ ତାରିଖରେ ଏନେଇ ହାଇକୋର୍ଟ ନିର୍ଦେଶ ଦେଇଥିଲେ; ମାତ୍ର…
Read More...

ମହାନଦୀ ଜଳବିବାଦ ଟ୍ରାଇବୁନାଲରେ ଶୁଣାଣି ଆଜି

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାରେ ଟ୍ରାଇବୁନାଲରେ ଓଡ଼ିଶା ସରକାରଙ୍କ ତରଫରୁ ଦୁଇଟି ସାକ୍ଷୀ ସତ୍ୟପାଠ ଦାଖଲ ହୋଇଛି। ମହାନଦୀ ଅବବାହିକାରେ ଜଳ ଉପଲବ୍ଧତା ବିଷୟରେ ବିଶେଷଜ୍ଞ ଏମ.ଇ ହକ୍‍ ଏବଂ ମହାନଦୀ ଅବବାହିକାରେ…
Read More...

ଧାମନଗର ଉପନିର୍ବାଚନ; ଭୋଟ ଦେଲେନି ୭୪ ହଜାର

ଭଦ୍ରକ: ଧାମନଗର ଉପନିର୍ବାଚନରେ ପାଖାପାଖି ୭୪ ହଜାର ମତଦାତା ଭୋଟ ଦେଲେନାହିଁ। ଉପନିର୍ବାଚନର ଚୂଡ଼ାନ୍ତ ମତଦାନ ପରିସଂଖ୍ୟାନ ଏହା କହୁଛି। ଧାମନଗର ଉପନିର୍ବାଚନରେ ଏଥରକ ଭୋଟ ହାର ୬୮.୯୮ ପ୍ରତିଶତ ରହିଛି। ମୋଟ ୨ଲକ୍ଷ…
Read More...

୨୦୨୪ରେ କଂଗ୍ରେସ ୯୦ ଆସନ ଜିତିବ: ଶରତ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ଯୋଡ଼ ଯାତ୍ରା ଜଗତପୁରରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ…
Read More...

ସୀମା ବିବାଦ ଉପରେ ସର୍ବଦଳୀୟ ବୈଠକ ଡକାଯାଉ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲାରେ ଦେଖା ଦେଇଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
Read More...

କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିପଥ ଯୋଜନା ବନ୍ଦ: ପ୍ରିୟଙ୍କା

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଏହି ଅଗ୍ନିପଥ ଯୋଜନାକୁ ବନ୍ଦ କରିଦେବ ବୋଲି ଶୁକ୍ରବାର…
Read More...

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିବା ବେଳେ, ଡିସେମ୍ବର ୫ ତାରିଖରେ ପଦ୍ମପୁର…
Read More...

ବଡ଼ ଏକାଦଶୀରେ ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଡେସ୍କ : ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳଙ୍କ ପୀଠରେ ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା’ ରାଧାରାଣୀଙ୍କ…
Read More...

ଏମ୍ସରୁ ୧୨ ଦଲାଲ ଗିରଫ

ଭୁବନେଶ୍ୱର :  ଖଣ୍ଡଗିରି ପୁଲିସ ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ଗିରଫ କରିଥିବା ଜଣା ପଡିଛି । ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି । ପୁଲିସ ପକ୍ଷରୁ…
Read More...

ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ପକ୍ଷରୁ ୬୩୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଯାଜପୁର : ଖଣି ପ୍ରଭାବିତ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ଉନ୍ନତି ଲାଗି ଯାଜପୁର ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ଟ୍ରଷ୍ଟ ବୋର୍ଡରେ ୬୩୫ କୋଟି ୨୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ…
Read More...

ରେଙ୍ଗାଲିରେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସ୍ଥିତ ଗୋଷ୍ଠି ସାଧନ କେନ୍ଦ୍ର ପରିସରରେ  ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ମୁଖ୍ୟ ଅତିଥି…
Read More...

ତାରିଖ ଘୋଷଣା ପରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି

ନୂଆଦିଲ୍ଲୀ :  ଗୁଜରାଟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ତତ୍ପରତା ପ୍ରକାଶ ପାଇଛି । ଗୁରୁବାର ବିଜେପି ରାଜ୍ୟ…
Read More...

ଟି-ଟ୍ୱୋଣ୍ଟି ବିଶ୍ୱକପ୍‌‌ : ଆୟରଲାଣ୍ଡ ପାଇଁ ୧୮୬ ରନର ବିଜୟ ଲକ୍ଷ୍ୟ

ଡେସ୍କ :  ଟି-ଟ୍ୱୋଣ୍ଟି ବିଶ୍ୱକପ୍‌‌ ପ୍ରତିଯୋଗୀତାରେ ଶୁକ୍ରବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚଟି ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଜାରି  ରହିଛି। ଆଡିଲେଡର ଓଭାଲ୍‌‌ ଗ୍ରାଉଣ୍ଡରେ ଚାଲିଥିବା…
Read More...

ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣାରେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ  ସର୍ବଦଳୀୟ ବୈଠକ ଡକାଇ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପସ୍ଥାପନ କରିବା ପାଇଁ କଲେ…
Read More...

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ନବରଙ୍ଗପୁର : ଦୀର୍ଘ ୫୨ ବର୍ଷର ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଲୁମିନି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…
Read More...

ଧରାହେଲାଣି ୧୨୦୦ କୋଟିର କଳାଧନ

ଫାଶରେ ଠିକାଦାର, ରିୟଲ ଇଷ୍ଟେଟ ଓ ଉତ୍ପାଦନକାରୀ,  ପେଟ୍ରୋଲ ଅପେକ୍ଷା ମଦ ଜିଏସ୍‌ଟି ଆୟ ଅଧିକ ଭୁବନେଶ୍ୱର : ଦ୍ରବ୍ୟ ଓ ସେବା କର(ଜିଏସଟି)ଦାତାଙ୍କୁ ଶୃଙ୍ଖଳିତ କରିବା ଏବଂ ସ୍ବଚ୍ଛତା ଉପାୟରେ ବ୍ୟବସାୟ କରିବା ଲାଗି…
Read More...

ସାର୍ଥକ ଜୀବନର ଅର୍ଥ

ଏ ସଂସାରରେ ଈଶ୍ବରଙ୍କର କୌଣସି ବି ସୃଷ୍ଟି ଉଦ୍ଦେଶ୍ୟବିହୀନ ନୁହେଁ। ତେବେ ପ୍ରଶ୍ନ ଉଠେ, ଏ ଜନସଂଖ୍ୟାସ୍ଫୀତ ବସୁନ୍ଧରାରେ କେତେ ସଂଖ୍ୟକ ମଣିଷ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସମର୍ଥ ହୋଇଥା’ନ୍ତି। ସେମାନଙ୍କ…
Read More...

ବାକ୍‌ ସଂଯମର ଗୁରୁତ୍ବ

ଷୋଡ଼ଶ ଶତାବ୍ଦୀର ଏକ ଘଟଣା। ଇଂରେଜ ମନୀଷୀ ଥୋମାସ୍‍ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ। ଅନେକ ବର୍ଷର ଅଧ୍ୟବସାୟ ପରେ କାମଟି ସଂପୂର୍ଣ୍ଣ ହେବାରୁ ସେ ଆନନ୍ଦିତ ହେଲେ। ଦିନେ ସନ୍ଧ୍ୟା ସମୟରେ…
Read More...

ମାଗଣାଖିଆରୁ ମଧ୍ୟବିତ୍ତ

କୋଭିଡ଼ ଅତିମାରୀରେ କିଏ କେତେ ମରିହଜି ଗଲେ। ଆମ ସ୍ବାସ୍ଥ୍ୟାବସ୍ଥାରେ ଥିବା ଦୁର୍ବଳତା କିନ୍ତୁ ପଦାରେ ପଡ଼ିଗଲା। ସରକାର ଯେତେ ବିକାଶର ଧ୍ବଜା ଉଡ଼ାନ୍ତୁ ନା କାହିଁକି, ଆମେ ଯେ ସର୍ବନିମ୍ନ ସ୍ବାସ୍ଥ୍ୟଗତ ସୁବିଧାରୁ…
Read More...

୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ  ର୍ନିମଳା ସୀତାରମଣ କୋଇଲା ମନ୍ତ୍ରଣାଳୟର ଷଷ୍ଠ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା…
Read More...

ବେଆଇନ ଗୁଟଖା ତିଆରି କାରଖାନା ଉପରେ ଚଢ଼ଉ ; ଚାରି ଲକ୍ଷ ଟଙ୍କାର ଗୁଟଖା ଜବତ,୨ ଗିରଫ 

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗ୍ରାମର ଓଡ଼ିଆରପି  କଲୋନୀରେ ଥିବା ଏକ ଘରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବା ଖବର ପାଇ  ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଅଚାନକ ଚଢ଼ାଉ କରି ବହୁ ପରିମାଣର…
Read More...

କୋଟିଏ ଟଙ୍କାର ଘରେ ରହୁଛି ‘ରାଧା’

ରାଜସ୍ଥାନସ୍ଥିତ ଧାନୋଲ ଗାଁ ବାସିନ୍ଦା ହେଉଛନ୍ତି ନରେନ୍ଦ୍ର ପୁରୋହିତ । ମୁମ୍ବଇରେ ତାଙ୍କର ବ୍ୟବସାୟ ଅଛି। ପ୍ରତି ମାସରେ ଗାଁରୁ ମୁମ୍ବଇ ୪-୫ଥର ସେ ଯା-ଆସ କରନ୍ତି। ଶିଳ୍ପପତି ନରେନ୍ଦ୍ର ଚର୍ଚ୍ଚାକୁ ଆସିବା ପଛର କାରଣ…
Read More...

ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ; ୯ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଲେପଡାରେ ଗତ ୩୧ ତାରିଖ ରାତିରେ ନାଗ ଚତୁର୍ଥୀ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଥିବା ବେଳେ ସେହି ଗ୍ରାମର ଭୁତଲୁ ଓରାମ ନାମକ ଜନୈକ ଯୁବକଙ୍କ ଉପରେ କିଛି…
Read More...

ହାତୀ ଆକ୍ରମଣରେ ଦୁଇ ନାବାଳକ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲା କିର୍ମିରା ବ୍ଳକ ଭଉଁରା ନିକଟରେ ହାତୀ ଆକ୍ରମଣରେରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିରେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳକ ମାନେ ହେଲେ ଧନଞ୍ଜୟ ସତନମୀ(୯) ଏବଂ…
Read More...

ଦେଶର ୪୦ଟି ରେଳଷ୍ଟେସନ ପୁନଃବିକାଶ କାର୍ଯ୍ୟ ତ୍ବରାନ୍ବିତ

୧୪ଟି ରେଳଷ୍ଟେସନର ପୁନଃ ବିକାଶ କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇ ଦେବା ଲାଗି ଭାରତୀୟ ରେଳବାଇ ଷ୍ଟେସନ ପୁନଃବିକାଶ କାମ ହାତକୁ ନେଇଛି ନିଯୁକ୍ତି ସୁଯୋଗ ସୃଷ୍ଟି…
Read More...

ବଦଳିବ ଫସଲ କଟା ଆକଳନ ଢାଞ୍ଚା

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ଠିକଣା ସମୟରେ ବୀମା ରାଶି ମିଳୁ ନାହିଁ। ଏ ସଂକ୍ରାନ୍ତରେ ଗତ ବିଧାନସଭା ଅଧିବେଶନ କାଳରେ ଉଭୟ ଶାସକ ଓ ବିରୋଧୀ ଅଭିଯୋଗ ଉଠାଇବା ସହିତ ସରକାରଙ୍କ…
Read More...

ଧାମନଗରରେ ୬୬.୬୩% ମତଦାନ

ଭଦ୍ରକ/ତିହିଡ଼ି : ଧାମନଗର ଉପନିର୍ବାଚନ ଲାଗି ଗୁରୁବାର ଭୋଟ ସରିଛି । ଇଭିଏମରେ ବନ୍ଦ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ । କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ପୂରା ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା। ସକାଳ ୭ଟାରେ ୨୫୨ଟି…
Read More...

୭ ଜିଲାରେ ବଢ଼ିବ ସାକ୍ଷରତା ହାର

ଭୁବ‌େ‌ନଶ୍ବର : ରାଜ୍ୟରେ ସାକ୍ଷରତା ଦୃଷ୍ଟିରୁ ପଛୁଆ ଥିବା ୭ଟି ଜିଲାରେ କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ଲିଟେରାସୀ ପ୍ରୋଗ୍ରାମ ଆରମ୍ଭ ହେବ। ୨୦୧୧ ଜନଗଣନା ଆନୁସାରେ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା,…
Read More...

ଅନୁପ ସାଏଙ୍କୁ ଜାମିନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । କଳ୍ପନା-ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ଉଚ୍ଚନ୍ୟାୟାଳୟ ଅନୁପଙ୍କୁ ସର୍ତ୍ତମୂଳକ…
Read More...

ଦକ୍ଷିଣ ଆଫ୍ରିକା ପରାସ୍ତ; ପାକିସ୍ତାନର ସେମି ଆଶା ବଜାୟ

ସିଡ୍‌ନୀ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଏକମାତ୍ର ଦଳ ଥିଲା; ଯାହା କୌଣସି ମ୍ୟାଚ୍‌ ହାରିନଥିଲା। ହେଲେ ଗୁରୁବାର ଏହାର ମୁକାବିଲା ହୋଇଥିଲା ପାକିସ୍ତାନ ବିପକ୍ଷରେ; ଯାହାକୁ…
Read More...

ଶୁକ୍ରବାର ରାଶିଫଳ (୦୪/୧୧/୨୦୨୨)

ମେଷ : ଚଳଚଞ୍ଚଳ ହେବେ। ଅସାଧ୍ୟ ସାଧନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୃଷ : କୁଳ ପ୍ରଦୀପ…
Read More...

ଆତଙ୍କବାଦୀର ମୃତ୍ୟୁଦଣ୍ଡ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ  : ୨୦୦୦ ମସିହାରେ ଲାଲକିଲ୍ଲାରେ ପ୍ରବେଶ ପୂର୍ବକ ଆଖିବୁଜା ଗୁଳିଚାଳନା କରି ୨ ସେନା ଯବାନଙ୍କ ସହ ୩ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲା ଲସ୍କର-ଇ-ତୋଇବାର ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌…
Read More...

ସିଂହନାଥ ଟି ସେତୁ ନିକଟରେ ପଥ ଚିହ୍ନଟ ଫଳକ ଲଗାଇବାକୁ ଦାବି

ବଡ଼ମ୍ବା :  ପର୍ଯ୍ୟଟନ କ୍ଷେତ୍ର ପ୍ରସିଦ୍ଧ ସିଂହନାଥ ମନ୍ଦିର ନିକଟରେ ନୂତନ ଟି ସେତୁ ନିର୍ମାଣ ପରେ ପ୍ରତ୍ୟେହ ଶହ ଶହ ସଂଖ୍ୟାରେ ଗାଡ଼ି ଏହି ସେତୁ ଦେଇ ଯାତାୟତ କରୁଛି । ଏପରିକି ପ୍ରାଚୀନ ଶୈବପୀଠ ସିଂହନାଥ ମନ୍ଦିରରେ…
Read More...

ସୁରଭି କାର୍ଯ୍ୟକ୍ରମ ସୃଜନଶୀଳ ପ୍ରତିଭା ବିକାଶର ଏକ ସାମୁହିକ ପ୍ରୟାସ

ବଡ଼ମ୍ବା :  ବଡ଼ମ୍ବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର…
Read More...

କରଲାକାନୀ ମଧ୍ୟରାତ୍ର ହତ୍ୟାକାଣ୍ଡ ଘଟଣା ; ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ତଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ୨୦୧୪ରେ ସଂଗଠିତ କରଲାକାନୀ ମଧ୍ୟରାତ୍ର ହତ୍ୟାକାଣ୍ଡ ଘଟଣାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ତଣ୍ଡ ଗଣିବା ପାଇଁ ଆଦେଶ…
Read More...

କ୍ରସର ବିରୋଧି ଆନ୍ଦୋଳନ, ତୃତୀୟ ଦିନରେ ଗଣଧାରଣା : ଧାରଣସ୍ଥଳରେ ସୁଦଶାବ୍ରତ ପାଳନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା ପଥର କୁଆଁରୀ ଓ କ୍ରସର ବିରୋଧି ଗଣଧାରଣା ଗୁରୁବାର ତୃତୀୟ ଦିନରେ ପଂହଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସ୍ଥାନୀୟ ସ୍କୁଲର…
Read More...

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅନତିଦୂରରେ ଡାକ୍ତରଙ୍କ ବେଆଇନ ନର୍ସିଂ ହୋମ : ତଦନ୍ତ ଦାବୀ

ଦେବଗଡ଼ : ଦେବଗଡ ଜିଲାରେ ନକଲି ଡାକ୍ତର କ୍ଲିନିକ ଖୋଲି ଗିରଫ ହେବା କିଛି ନୂଆଁକଥା ନୁହେଁ । କିଛିଦିନ ପୂର୍ବେ ଏଭଳି ଘଟଣାରେ ଦେବଗଡ ଥାନା ପୁଲିସ ୨ ଜଣ ଅଣ ଓଡିଆ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ…
Read More...

ଓଡିଆ ସିନେମା ବଞ୍ଚାଅ ଅଭିଯାନରେ ଆସ ଦେଖିଯିବା “ଦମନ” ଆହ୍ବାନ

ଭୁବନେଶ୍ବର : ଓଡିଆ ସିନେମା ବଞ୍ଚାଅ ଅଭିଯାନ ଆଜି ୧୫ତମ ଦିନରେ ପହଞ୍ଚିଛି । ଆଜିର ପ୍ରସଙ୍ଗ  ଥିଲା ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର "ଦମନ" କୁ ସବୁ ଦର୍ଶକମାନେ ଦେଖିବା ଓ ଅନ୍ୟମାନଙ୍କୁ ଦେଖିବା…
Read More...

ଚୋର ଗିରଫ ; ଚୋରି ସାମଗ୍ରୀ ଜବତ

ଚୌଦ୍ୱାର : ରାସ୍ତାରେ ଲୋକ ମାନଙ୍କୁ ଲୁଟୁଥିବା ଜଣେ କୁଖ୍ୟାତ ଚୋରକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଯାଜପୁର ଜିଲା କୋରେଇ ଅଞ୍ଚଳର ଚନ୍ଦୁ ଦାସ(୨୮) । ତା ନିକଟରୁ ସେ ଚୋରି କରିଥିବା ଏକ…
Read More...

ଚୌଦ୍ୱାରରେ ଆବାସ ଯୋଜନାର ଜନ ଶୁଣାଣି

ଚୌଦ୍ୱାର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହିତାଧିକାରୀ ମାନଙ୍କ ସମସ୍ୟାର ସମାଧାନ ଦିଗରେ ଏକ ସାମାଜିକ ସୁରକ୍ଷା ଓ ଜନ ଶୁଣାଣି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର ବଡବଜାର ସ୍ଥିତ…
Read More...

ଧରାପଡିଲା ବାଲି ଚୋରା ଚାଲାଣ,୧ଲକ୍ଷ ୬୦ହଜାର ଟଙ୍କା ଆଦାୟ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଗୋଡଭଗା-ତୁରୁମ ୫୪ନଂ ରାଜ୍ୟ ରାଜପଥରେ ଦିନ ଦ୍ୱିପହରରେ ବଡ ବଡ ହାଇୱା ସାହାଯ୍ୟରେ ବାଲି ଚୋରା ଚାଲାଣ   ହେଉଛି। ମାଟି ଓ ବାଲି ମାଫିଆ ମାନେ କିଛି ଅସାଧୁ ଅଧିକାରୀ ମାନଙ୍କ ସହ ହାତ…
Read More...

କୁକୁର କାମୁଡା ପରେ ଯୁବକ ଜଳାନ୍ତକ ରୋଗରେ ଆକ୍ରାନ୍ତ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ ଉଦୟପୁର ଗ୍ରାମର ରମେଶ ବେଉରାଙ୍କ ପୁଅ ରାଜୁ ବେଉରା(୨୧) ଜଳାନ୍ତକ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାଜୁଙ୍କୁ ଏକ ବୁଲା କୁକୁର ଗତ ପ୍ରାୟ ୬ମାସ…
Read More...

ଆନ୍ଦୋଳନ ପାଇଁ ଓଡିଶା ଅମଲା ସଂଘର ପ୍ରସ୍ତୁତି

ଆଠଗଡ : ଓଡିଶା ସରକାରଙ୍କ ଅଧିନରେ ଥିବା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ପ୍ରାରମ୍ଭିକ ବେତନ ବୃଦ୍ଧି ଦାବିରେ ଆସନ୍ତା ୨୭ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି…
Read More...

ବଡଭୂଇଁରେ ଜନସଂପର୍କ ପଦଯାତ୍ରା ଉଦ୍‌‌ଯାପିତ

ଆଠଗଡ :  ରାଜ୍ୟସାରା ଏକମାସ ବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ଜନସଂପର୍କ ପଦଯାତ୍ରା ଆଠଗଡ ବ୍ଲକର ୩୪ଟି ଯାକ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଆଠଗଡର ବଡଭୂଇଁ ପଞ୍ଚାୟତରେ ଏହି ଜନସଂପର୍କ ପଦଯାତ୍ରା…
Read More...

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ; ଡିସେମ୍ବର ୧ ଓ ୫ ତାରିଖରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ବାଜିଲା ଗୁଜରାଟ ବିଧାନସଭା ନିର୍ବାଚନ ବିଗୁଲ । ସାମ୍ବାଦିକ ସମ୍ମଳନୀରେ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ…
Read More...

ମିଳିବ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର: ଧାମନଗରର ୧୩୯ନଂ ବୁଥରେ ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ସିଇଓ ପ୍ରତିକ୍ରିୟା ରଖିଛନ୍ତି । ସିଇଓ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା । ନଟବରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଜାରି… ଦିନ ୧୧ଟା ସୁଦ୍ଧା ୨୨.୩୬% ହୋଇଛି ମତଦାନ… ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଦେଖାଦେଇଥିବା କହିଲେ ସିଇଓ… ବର୍ତ୍ତମାନ ସମସ୍ତ ବୁଥରେ ସ୍ୱାଭାବିକ ହୋଇଛି ଭୋଟିଂ……
Read More...

ଦିନ ୧୧ଟା ସୁଦ୍ଧା ୨୨.୩୬% ମତଦାନ

ଧାମନଗର:  ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୨୨.୩୬% ଭୋଟିଂ ହୋଇଥିବା ନେଇ ସିଇଓ ସୂଚନା ଦେଇଛନ୍ତି । ଧାମନଗରରେ ଚାଲିଥିବା ଉପନିର୍ବାଚନକୁ ନେଇ ସିଇଓ ପ୍ରତିକ୍ରିୟା ରଖିଛନ୍ତି । ସେ…
Read More...

ଆସନ୍ତା ୧୧ରୁ ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ

ବୌଦ୍ଧ: ବୌଦ୍ଧ ଜିଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ପ୍ରତିବର୍ଷ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତା କରିଆସୁଥିବା ବେଳେ ଚଳିତ ବର୍ଷ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସହଯୋଗରେ ବୌଦ୍ଧ ବ୍ୟାଡମିଣ୍ଟନ ସଂଘ…
Read More...

ହରଭଙ୍ଗା ବ୍ଳକରେ ଦୁର୍ନୀତି ବିରୋଧରେ ସଚେତନତା ସଭା ଓ ଶପଥପାଠ ଅନୁଷ୍ଠିତ

ବୌଦ୍ଧ: ଜିଲା ପ୍ରଶାସନ, ଜିଲା ଦୁର୍ନିତୀ ନିବାରଣ ବିଭାଗ, ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଳକର ପୁରୁଣାକଟକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ହରଭଙ୍ଗା ବିଡିଓ…
Read More...

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ରହଣି ପେଟ୍ରୋଲ ପମ୍ପ ନିକଟରେ ବୁଧବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ମକୁଆ କାଟେଣି ଗ୍ରାମର ମଧୁ ବେହେରା l ମଧୁ ବେହେରା…
Read More...

ପୁଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି ।  ହେଲେ ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଧାମନଗରର ୧୩୯ ନମ୍ବର ବୁଥ୍‌ ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଗତକାଲି ଅସୁସ୍ଥତା…
Read More...

୬ ରାଜ୍ୟରେ ହେଉଛି ଉପନିର୍ବାଚନ; ୭ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସଂଧ୍ୟା ୬ଟା ଯାଏଁ ଭୋଟିଂ ଜରି ରହିବ । ବିହାର, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା,…
Read More...

ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ; ମଧ୍ୟାହ୍ନ ୧୨ଟାରେ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧାନସଭା ନିର୍ବାଚନ ହେବା ନେଇ ତାରିଖ ଘୋଷଣା କରାଯିବ । ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଭୋଟ ଦେଉଛି ଧାମନଗର... ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ… ସଂଧ୍ୟା ୬ଟା ଯାଏଁ ପଡ଼ିବ ଭୋଟ୍‌… ମତଦାନ ପାଇଁ ମୋଟ୍‌ ୨୫୨ଟି ବୁଥର ବ୍ୟବସ୍ଥା… ୧୧୦ଟି ବୁଥକୁ ସମ୍ବେଦନଶୀଳ ବୁଥ୍‌ ଭାବେ ଘୋଷଣା… ୫ଜଣ ପ୍ରାର୍ଥୀଙ୍କ…
Read More...

୫୨ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।…
Read More...

ଭୋଟ ଦେଉଛି ଧାମନଗର; ନେତା ବାଛୁଛନ୍ତି ସାଧାରଣ ଜନତା

ଧାମନଗର: ଧାମନଗର ବିଧାନସଭା ଆସନ ପାଇଁ ଆଜି ହେଉଛି ଉପନିର୍ବାଚନ । ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲିପଡ଼ିଥିବା ଆସନ ପାଇଁ ଆଜି ଉପନିର୍ବାଚନ କରାଯାଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା…
Read More...

୧୦ରୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ଚଳିତ ମାସ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ…
Read More...

ଟି-୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ସୂର୍ଯ୍ୟକୁମାର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ। ପାକିସ୍ତାନ ଓପନର୍‌ ମହମ୍ମଦ…
Read More...

ଆଜି ଧାମନଗରରେ ଭୋଟ

ଭୁବନେଶ୍ବର : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଗୁରୁବାର ମତଦାନ ହେବ । ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ପାଇଁ ୨୫୨ଟି ବୁଥ୍‌ କରାଯାଇଛି । ମତଦାନ ନିମନ୍ତେ…
Read More...

ଦିନକରେ ରୁଷ୍‌ର ହଜାରେ ସୈନ୍ୟଙ୍କୁ ମାରିଲା ୟୁକ୍ରେନ

କିଭ୍‌ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ରୁଷ୍ ବୁଧବାର ଗୋଟିଏ ଦିନରେ ବଡ କ୍ଷତିର ସମ୍ମୁଖୀନ ହୋଇଛି । ୟୁକ୍ରେନର ଦାବି ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ରୁଷ୍‌ର ପ୍ରାୟ ୧୦୦୦ ସୈନ୍ୟଙ୍କୁ…
Read More...

‘ଅସ୍ଥିରତା ଦେଇ ଗତି କରୁଛି ବିଶ୍ୱ ଆର୍ଥିକ ବ୍ୟବସ୍ଥା’

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଫିକି ବ୍ୟାଙ୍କିଙ୍ଗ କନଫରେନ୍ସକୁ ସମ୍ବୋଧିତ କରି କହିଛନ୍ତି; ବିଶ୍ୱ ଆର୍ଥିକ ବ୍ୟବସ୍ଥା ଏବେ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି ।…
Read More...

ଇଡି ଖୋଲିବ ‘ନାଗ’ ପେଡ଼ି

ଭୁବନେଶ୍ବର :  ଖୋଲିବ ନାଗ ପେଡ଼ି। ଲେଡି ବ୍ଲାକମେଲର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିବା ସହ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ପ୍ରଥମ ପର୍ଯ୍ୟାୟର ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ…
Read More...

ଜୀ ସାର୍ଥକ ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ ସଙ୍ଗୀତ ଉନ୍ମୋଚିତ

ଭୁବନେଶ୍ବର  : ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ସଙ୍ଗୀତ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଉନ୍ମୋଚିତ ହୋଇଛି। ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି…
Read More...

ଗୁରୁବାର ରାଶିଫଳ (୦୩/୧୧/୨୦୨୨)

ମେଷ :  ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚେଷ୍ଟା ଫଳବତୀ ହେବ। କାର୍ଯ୍ୟରେ ସଫଳତାର ଶୀର୍ଷ ସ୍ପର୍ଶ କରିବେ। ବୃଷ : ଅନୁଭୂତିରୁ…
Read More...

ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆ ପରବର୍ତ୍ତୀ ସଭାପତି

ନୂଆଦିଲ୍ଲୀ : ଫେଡେରେସନ ଅଫ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ (ଫିକି ଇଣ୍ଡିଆ)ର ସର୍ବଭାରତୀୟ ସଭାପତି ଭାବେ ଓଡ଼ିଆ ଶିଳ୍ପପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଦେଶର…
Read More...

ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମିଛ ଧରାପଡିଛି : ବିଧାୟକ ନାଉରୀ ନାୟକ

ସମ୍ବଲପୁର  : ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳରୁ ବଞ୍ଚିତ ରଖାଯିବା ପାଇଁ ରାଜ୍ୟ ସରକାଙ୍କ ବିରାଟ ଷଡଯନ୍ତ୍ର ଧରା ପଡିଛି । ଏହି ଷଡଯନ୍ତ୍ର ଯୋଗୁଁ  କୃଷି ବୀମା ମିଳିବାରେ…
Read More...

ନୂଆପାଟଣାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଉଦଯାପିତ

ତିଗିରିଆ :  ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତିଗିରିଆ ବିଜୁ ଜନତା ଦଳର ଚାଲୁ ରହିଥିବା ଜନସମ୍ପର୍କ ପଦଯାତ୍ରା ବୁଧବାର ନୂଆପାଟଣାରେ ଉଦଯାପିତ ହୋଇଛି । ସ୍ଥାନୀୟ…
Read More...

ବିଭିନ୍ନ ଦେଶର ବୌଦ୍ଧ ଧର୍ମଗୁରୁଙ୍କ ଧର୍ମ ବିଜୟ ପଦଯାତ୍ରା

ତିଗିରିଆ :  ଧଉଳି କଳିଙ୍ଗ ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ବିଭିନ୍ନ ଦେଶର ବୌଦ୍ଧ ଧର୍ମଗୁରୁମାନେ ତିଗିରିଆ ବ୍ଲକ ନୂଆପାଟଣା ଅଞ୍ଚଳରେ ଧର୍ମଯାତ୍ରା କରିବା ସହିତ ବୌଦ୍ଧ ବିହାର ପରିଦର୍ଶନ କରି…
Read More...

ଶାନ୍ତି ଶୃଙ୍ଖଳାରେ ସରିଲା ନିଜିଗଡ଼ କାଳୀପୂଜା ଯାତ୍ରା

ତିଗିରିଆ :  ଦୀପାବଳୀ ଠାରୁ ଆରମ୍ଭ ହୋଇଥିବା ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜା ଯାତ୍ରା ବୁଧବାର ସାମୁହିକ ଭସାଣ ପର୍ବ ପରେ ଉଦଯାପିତ ହୋଇଛି । ଅନୁକୂଳ ପାଣିପାଗରେ ୯ଦିନ ବ୍ୟାପୀ ଅନୁଷ୍ଠିତ ଏହି ଯାତ୍ରାରେ ଚଳିତ ବର୍ଷ ଛୋଟ…
Read More...

ଜିମ୍ବାୱେକୁ ହରାଇଲା ନେଦରଲାଣ୍ଡ୍‌ସ

ଆଡିଲେଡ୍ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌-୨ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଜିମ୍ବାୱେକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା ନେଦରଲାଣ୍ଡ୍‌ସ । ଏହି ବିଜୟ ଫଳରେ…
Read More...

ବାଂଲାଦେଶକୁ ହରାଇ ଗ୍ରୁପ୍‌ ଶୀର୍ଷରେ ଭାରତ

ଆଡିଲେଡ୍‌ : ଆଡିଲେଡ୍‌ ଓଭାଲରେ ଭାରତୀୟ ବୋଲର ବାଂଲାଦେଶ ହାତରୁ ମ୍ୟାଚ ଛଡାଇ ଆଣିଛନ୍ତି । ବୁଧବାର ଖେଳାଯାଇଥିବା ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଗ୍ରୁପ-୨ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ଡକ୍‌ ୱଥ୍‌ ଲୁଇସ୍‌…
Read More...

ମୋହନା ଶିଶୁ ମନ୍ଦିରରେ କଣ୍ଢେଇ ମେଳା

ମୋହନା :  ଗଜପତି ଜିଲ୍ଲା ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିରର ଶିଶୁ ବାଟିକା ପ୍ରମୁଖ ପ୍ରତିମା ସାହୁ ଓ ବିନତୀ ବାଡ଼ତ୍ୟାଙ୍କ ସଂଯୋଜନାରେ ଏହି ମେଳା ଆୟୋଜିତ…
Read More...

ଧନଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି  ସ୍ଥାପନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ହନୁମାନଛକ ଠାରେ ଧନଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି  ସ୍ଥାପନ କରାଯାଇଛି। କମିଟିର ସଭାପତି କୈଳାସ ଆଚାରୀଙ୍କ ନେତୃତ୍ୱରେ ବୁଧବାର ରୀତିନୀତି ଅନୁଯାୟୀ…
Read More...

କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ଏକ ବୈଠକ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବରିଷ୍ଠ ସାମ୍ବାଦିକ ସୁବାଷ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରାରମ୍ଭିକ ବକ୍ତବ୍ୟ…
Read More...

ବାଳିକା ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ ଶିବିର

ଚୌଦ୍ୱାର :  କଳିଙ୍ଗ ପବ୍ଲିକ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆରମ୍ଭ ହୋଇଛି । କଟକ ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କ ତରଫରୁ ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ

ଭୁବନେଶ୍ବର :  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ବୁଧବାର ଏପିଜେ ଅବଦୁଲ କାଲାମ…
Read More...

ଖୁଣ୍ଟୁକଟାରେ ବିଜେଡିର ଜନସଂପର୍କ ପଦଯାତ୍ରା

ଆଠଗଡ :  ବିଜୁ ଜନତା ଦଳ ପକ୍ଷରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା କରାଯାଉଛି ।…
Read More...

ବାଇକ ଓ କାର ଦୁର୍ଘଟଣା ଗ୍ରସ୍ତ, ୩ ଆହତ

ଜି. ଉଦୟଗିରି : ଜି ଉଦୟଗିରି ସ୍ଥିତ ଶଙ୍ଖ ସାହି ଠାରେ ବୁଧବାର ରାତିରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଏକ କାରରେ କଳିଙ୍ଗାରୁ କିଛି ଲୋକ କଳାହାଣ୍ଡି ଯାଉଥିବାବେଳେ ଜି ଉଦୟଗିରି ସ୍ଥିତ ଶଙ୍ଖ ସାହିଠାରେ…
Read More...

ସ୍କୁଟି ଡିକି ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ

ଆଠଗଡ :  ବାଇକ ଓ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣା ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଘଟିବା ଏବଂ ତାହା ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଲୋକେ ଚେତୁ ନାହାଁନ୍ତି । ଏହି ଭଳି ଏକ ଘଟଣା ବୁଧବାର ଆଠଗଡଠାରେ…
Read More...

ଖରିଫ ଧାନ କ୍ରୟ ନିମନ୍ତେ ପ୍ରଶିକ୍ଷଣ ଶିବିର

ଆଠଗଡ :  ଜିଲ୍ଲା ଯୋଗାଣ ବିଭାଗ ଓ ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ମିଳିତ ଆନୁକୁଲ୍ୟରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ବିପଣନ ଋତୁରେ ଆଠଗଡ ଉପଖଣ୍ଡରେ ଖରିଫ ଧାନ କ୍ରୟ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ବୁଧବାର…
Read More...

ବେଆଇନ ଖଣି ମାମଲା; ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି । ବେଆଇନ ଖଣି ମାମଲାରେ ହେମନ୍ତଙ୍କୁ ପୁଣି ଇଡି ସମନ କରିଥିବା ଜଣାପଡ଼ିଛି । ମାମଲାକୁ ନେଇ ଅଧିକ ପଚରାଉଚରା କରିବାକୁ ଏନଫୋର୍ସମେଣ୍ଟ…
Read More...

ପାଇଲଟ ଡିଜିଟାଲ ମୁଦ୍ରା କାରବାର ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ ଡିଜିଟାଲ ମୁଦ୍ରା କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭ କରିଛନ୍ତି। ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) କୁହାଯାଉଛି। ଏଥିପାଇଁ…
Read More...

କମିବ ନାହିଁ ତୈଳ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି । ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା । ତେବେ…
Read More...

ଅବସରର ୬ ମାସ ପୂର୍ବରୁ ପେନ୍‌ସନ ଉଠାଇବାକୁ ଅନୁମତି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପେନ୍‌ସନ ସ୍କିମ୍‌ରେ ବଡ଼ ପରିବର୍ତ୍ତନ କରିଛନ୍ତି ସରକାର। ଏଣିକି ଅବସରର ୬ ମାସ ପୂର୍ବରୁ ପେନସନ କାଢ଼ିପାରିବେ। ପୂର୍ବରୁ ୬ ମାସ ପୂରା ହେବା ପରେ ହିଁ…
Read More...

ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ପିଟିସନ

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ସୋମବାରଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବାବେଳେ ମଙ୍ଗଳବାର କିନ୍ତୁ ସାକ୍ଷ୍ୟ ଗ୍ରହଣ ହୋଇ ପାରିନାହିଁ। ବର୍ଷା…
Read More...

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚନ୍ଦ୍ରଗ୍ରହଣ ନୀତି ନିଷ୍ପତ୍ତି

ପୁରୀ: ଆଗାମୀ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ମଙ୍ଗଳବାର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ସେଦିନ ୨ଟା .୩୮ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ଗ୍ରହଣ…
Read More...

ଆଜି ଅଁଳା ନବମୀ; ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଭକ୍ତ

ସାକ୍ଷୀଗୋପାଳ: ଆଜି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଭକ୍ତ। କୋଭିଡ୍‌ କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ କେବଳ ରାଧାପାଦ ଦର୍ଶନ କରିବାକୁ ଅନୁମତି ଦେଇଛି…
Read More...

ସକାଳ @୯ ମୁଖ୍ୟ ଖବର

(୧) ଭୁବନେଶ୍ୱରରେ ପଶିଲା ଦନ୍ତାହାତୀ… ପିପିଲିରୁ ରାଜଧାନୀ ଯାଏଁ ହାତୀ ଆତଙ୍କ… ଘଉଡାଇବାକୁ ନାକେଦମ ହେଲା ବନ ବିଭାଗ…  ହାତୀ ପାଇଁ ନିୟୋଜିତ ହେଲେ ୬୦ରୁ ଅଧିକ ବନ କର୍ମଚାରୀ… ଶେଷରେ ଆଇଗିଣିଆ ନିକଟରେ ଦନ୍ତାକୁ…
Read More...

ଗୁଜରାଟ ଝୁଲା ସେତୁ ଛିଣ୍ଡିବା ଘଟଣା; ଘଟଣାସ୍ଥଳ ବୁଲିଲେ, ପୀଡ଼ିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ମୋର୍ବି: ଗୁଜରାଟ ମୋର୍ବି ଜିଲା ମାଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ସେତୁ ଛଣ୍ଡିବା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି। ଏହା ସହିତ ଡାକ୍ତରଖାନାରେ…
Read More...