www.samajalive.in
Monday, December 15, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଅଯୋଧ୍ୟା ରାମ ମନ୍ଦିରକୁ ପୂରିଲା ବର୍ଷେ : ରାମ ଲଲାଙ୍କ ହେଲା ମହାଭିଷେକ, ସାନିଧ୍ୟ ଲାଭ କଲେ ଭକ୍ତ..

ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆମର ନ୍ୟାୟ ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ, ନ୍ୟାୟପାଳିକା ବ୍ୟବସ୍ଥାକୁ ନେଇ ଗର୍ବିତ ବୋଲି କହିଲେ ମୁଖ୍ୟମନ୍ତ୍ରୀ..

- Advertisement -

୧୪ ତାରିଖ ଯାଏଁ ୧୦ ଜିଲା ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଘନ କୁହୁଡିର ସମ୍ଭାବନା, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଉ ଦିନକ ପରେ ରାଜ୍ୟରେ ତାପମାତ୍ରା ବଢିପାରେ, ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବା ପରେ ଶୀତ କମିବ..

ଭୁବନେଶ୍ୱର : ‘ସୁଭଦ୍ରା’ରେ ପୁନଃସାମିଲ ହେଲେଣି ୮ ହଜାରରୁ ଅଧିକ ଆବେଦନକାରୀ.. ଭୁଲ୍‌ରେ ଅପ୍‌ଟ୍‌ ଆଉଟ୍‌ ହୋଇଥିବା ଆବେଦନକାରୀ ପୁନଃସାମିଲ୍‌..

ମହାକୁମ୍ଭରେ ୧୪୪ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ହେବେ ଭାଗ୍ୟଶାଳୀ..

ବାରିପଦାରେ କଳା ପଲସର୍‌ ଆତଙ୍କ, ଟାଉନ୍‌ ଥାନା ଆଗରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ..

ଛତିଶଗଡ ସୁକମାରେ ୯ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ, ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣଙ୍କ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ, ୯ ଜଣଙ୍କ ଉପରେ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା..

ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି, ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି..

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

କଟକ ସଦର ଥାନା ସୁଭଦ୍ରାପୁରରେ ଅଭାବନୀୟ ଘଟଣା : ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ,
ବ୍ୟବସାୟିକ ଶତ୍ରୁତାରୁ ବୋମାମାଡ ସନ୍ଦେହ, ଦୁର୍ବୁତ୍ତ ଫେରାର୍ , କାହାର କିଛି କ୍ଷତି ହୋଇନଥିବା ସୂଚନା..

ବଲାଙ୍ଗୀର : ଦାଦନ ଖଟିବାକୁ ଯାଇ ୨ ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର..

ଚିତାବାଘ ଦେଇ ପାରିବ ୱାର୍କ ଫ୍ରମ୍‌ ହୋମ୍‌ ସୁବିଧା, ନାରାୟଣ ମୂର୍ତ୍ତିଙ୍କର ୭୦ ଘଣ୍ଟା କାମ କରିବା କରିବା ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ବଢୁଛି ମେମ୍ସ କ୍ରେଜ୍‌..

ବାଲେଶ୍ଵର: ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କଲା ପ୍ରଶାସନ, ଅରଡ ବଜାର ଠାରୁ ପରିବା ମାର୍କେଟ୍ ଅଞ୍ଚଳରେ କର୍ଫ୍ୟୁ , ଆସନ୍ତାକାଲି ରାତି ୧୦ ଯାଏଁ କର୍ଫ୍ୟୁ ଜାରି, ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରୁଛି ପ୍ରଶାସନ..

ଦେଖନ୍ତୁ କୁମ୍ଭୀର ଓ ଜେବ୍ରାର ଭିଡିଓ; କେମିତି ବଞ୍ଚିଲା ଜୀବନ..

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories