www.samajalive.in
Monday, December 15, 2025
24.1 C
Bhubaneswar

ଦେଖନ୍ତୁ କୁମ୍ଭୀର ଓ ଜେବ୍ରାର ଭିଡିଓ; କେମିତି ବଞ୍ଚିଲା ଜୀବନ..

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓକୁ ସଭିଏଁ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି । କୁହାଯାଏ ‘ରଖେ ହରି ତ ମାରେ କିଏ’ । ଏହି ଉକ୍ତିର ଯର୍ଥାର୍ଥ ଏଠାରେ ଦେଖିବାକୁ ମିଳିଛି।


ଭିଡିଓରେ ଦେଖିପାରିବେ, ନଦୀରେ ଏକ ଜେବ୍ରାକୁ ଅନେକ କୁମ୍ଭୀର ଘେରି ରହିଛନ୍ତି। ଗୋଟିଏ କୁମ୍ଭୀର ପ୍ରଥମେ ଜେବ୍ରାର ମୁହଁକୁ ଆକ୍ରମଣ କରୁଛି । ଜେବ୍ରା ସେଠାରେ କୁମ୍ଭୀର ମୁହଁରୁ ବଞ୍ଚି ଯାଉଛି, ମାତ୍ର ପୁଣି ଆଉ ଏକ କୁମ୍ଭୀର ଜେବ୍ରାକୁ ଆକ୍ରମଣ କରୁଛି। ବାରମ୍ବାର କୁମ୍ଭୀର ଆକ୍ରମଣ କରିବା ପରେ ମଧ୍ୟ ଜେବ୍ରା ବହୁ କଷ୍ଟରେ ନିଜ ଜୀବନକୁ କୁମ୍ଭୀର ମୁହଁରୁ ରକ୍ଷା କରିବାରେ ସଫଳ ହେଉଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

- Advertisement -

‘ଆଉ ମୋ ମୁହଁ ଦେଖିପାରିବନି’…ଏମିତି କହି ଗାଜିଆବାଦରେ ଆତ୍ମହତ୍ୟା କଲେ ସ୍ୱାମୀ, ଖବର ଶୁଣି ଦିଲ୍ଲୀରେ ଜୀବନ ହାରିଲେ ସ୍ତ୍ରୀ

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories