ଏଥର ହେବ ଅଳପ ଶୀତ, ତାତିବ ଉପକୂଳ

ଭୁବନେଶ୍ବର: ଚଳିତ ମାସରେ ରାଜ୍ୟରେ ଶୀତ କମ ଅନୁଭୂତ ହେବ । ବର୍ଷା ସ୍ବାଭାବିକରୁ ଅଧିକ ଏବଂ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଅନୁମାନ…
Read More...

ପରମାଣୁ ଅସ୍ତ୍ରର ଖେଳ ବିଶ୍ବକୁ କାଳ

ପାକିସ୍ତାନର ପରମାଣୁ ଅସ୍ତ୍ରର ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ନିକଟରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ପରମାଣୁ ଅସ୍ତ୍ର ସମ୍ପନ୍ନ ପାକିସ୍ତାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ। ଭାରତ ଏକଥା ଅନେକ…
Read More...

ସରକାରୀ ଡିଜିଟାଲ ମୁଦ୍ରାର ଭଲମନ୍ଦ

ଚଳିତ ବଜେଟ୍‌ରେ ଅର୍ଥମନ୍ତ୍ରୀ ସରକାରୀ ସ୍ତରରେ ଡିଜିଟାଲ ମୁଦ୍ରା ପ୍ରଚଳନ କରିବେ ବୋଲି ଘୋଷଣା କରିଥିଲେ ଓ ଏହି ମର୍ମରେ ଗତ ୭.୧୦.୨୨ରେ ରିଜର୍ଭ ବ୍ୟାଙ୍କ ଏକ ତଥ୍ୟଭିତ୍ତିକ ଦସ୍ତାବିଜ୍‌ ଜାରି କରିଛନ୍ତି। ୨୦୦୮ ମସିହା…
Read More...

କାର୍-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ

ବୋଲଗଡ଼: ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କାର୍-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ କରରେ ଥିବା ସମସ୍ତ ୩ଜଣ ବୋଲି ଜଣାପଡ଼ିଛି । ହେଲେ…
Read More...

ଭୁବନେଶ୍ୱରରେ ପଶିଲା ହାତୀ; ନାକେଦମ ହେଲା ବନ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଶିଲା ଦନ୍ତାହାତୀ । ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିଲା । ପରେ ପରେ ରାଜଧାନୀରେ ହାତୀ ପଶିଥିବା ନେଇ ବନ ବିଭାଗ ଖବର ପାଇବା ପରେ ହାତୀ…
Read More...

ଏବର୍ଷ ଭକ୍ତଙ୍କୁ ମନା ଧବଳେଶ୍ୱର: ଏସପି

କଟକ: ଚଳିତ ବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ ହେବା ନେଇ ଏସପି ସିଦ୍ଧାର୍ଥ କାଟାରିଆ ପ୍ରତିକ୍ରିୟା ରଖିଛନ୍ତି । ଧବଳେଶ୍ୱରରେ ୧୪୪ ଧାରା ଜାରି ହୋଇଥିବାରୁ ଧବଳେଶ୍ୱର ଯାତ୍ରା ବନ୍ଦ ହେବା ନେଇ ଏସପି କହିଛନ୍ତି । ତାହାଛଡ଼ା…
Read More...

କମିଲା ପେଟ୍ରୋଲ ଡିଜେଲ ଦର

ନୂଅଦିଲ୍ଲୀ: ଅଶୋଧିତ ତୈଳ ବଜାରରେ ପେଟ୍ରୋଲ ଡିଜେଲ ଦାମ୍‌ ହ୍ରାସ ପାଇଛି ।  ତୈଳ କମ୍ପାନୀଗୁଡିକ ଆଜି ନୂଆ ତେଲ ଦର ଲାଗୁ କରିଛନ୍ତି । ଯେଉଁଥିରେ ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ସହରରେ ତୈଳ ଦର ହ୍ରାସ ପାଇଛି ।…
Read More...

ରୁଷର ମିଜାଇଲ ଆକ୍ରମଣରେ କିଭ୍‌ ଅନ୍ଧାର; ଜଳୁନି ଆଲୁଅ, ମିଳୁନି ପାଣି

କିଭ୍‌: ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଏବେ ବି ଘମାଘୋଟ ଲଢ଼େଇ ଜାରି ରହିଛି । ୟୁକ୍ରେନ ରାଜଧାନୀ କିଭରେ ରୁଷିଆ ମିଜାଇଲ ଆକ୍ରମଣ କରିଛି । ମିଜାଇଲ ମାଡ଼ରେ କିଭର ୮୦% ଅଞ୍ଚଳ ବିଦ୍ୟୁତ୍‌ ସରବରାହ…
Read More...

ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନେଇ ଜରୁରୀକାଳୀନ ବୈଠକ

ନର୍ଲା: ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ନର୍ଲା ବ୍ଲକର ସମସ୍ତ ବର୍ଗର ଶିକ୍ଷକ  ମାନଙ୍କୁ ନେଇ  ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ପରିଚାଳନା ଦାୟିତ୍ବରେ ଡିସିଲାଲ ପଧାନ ସଭାପତିତ୍ୱ…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ଗୁରୁତର

ବୌଦ୍ଧ:  ବୌଦ୍ଧ ବଘିଆପଡା ପୂର୍ତ୍ତ ରାସ୍ତାର ପନଖିମାଲ ଠାରେ ସୋମବାର ଦିନ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ କନକପୁର…
Read More...

ବୌଦ୍ଧରେ ତୁରନ୍ତ କାର୍ଯ୍ୟକ୍ଷମ ହେବ ବନ୍ଦୋବସ୍ତ ଓ ଚକବନ୍ଦୀ କୋର୍ଟ

ବୌଦ୍ଧ: ବୌଦ୍ଧ ଜିଲାରେ ତୁରନ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ କୋର୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଜଣାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରହ୍ମପୁର ରାଜସ୍ୱ…
Read More...

ଚାଷୀଙ୍କୁ କେନ୍ଦ୍ର ଅବହେଳା ନେଇ ଗର୍ଜିଲା ବିଜେଡି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ: ରାଜ୍ୟର ଚାଷୀଙ୍କୁ ବାରମ୍ବାର କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି । ସୋମବାର ଦିନ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜିଲାପାଳ ମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି…
Read More...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା; ମୁହାଣରୁ ମାଛଧରା ମନା

ଭୁବନେଶ୍ୱର: କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା । ଆଜିଠୁ ଆସନ୍ତା ୭ ମାସ ଯାଏଁ ସମୁଦ୍ରରୁ ମାଛ ନଧରିବାକୁ ନିର୍ଦେଶ ଦିଆଯାଇଛି । ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖ ଅଞ୍ଚଳରେ ମାଛ…
Read More...

ଚୋରି ସାମଗ୍ରୀ ସହିତ ୬ ଚୋର ଗିରଫ

ଚୌଦ୍ୱାର: ଘରେ ପଶି ବିଭିନ୍ନ ସାମଗ୍ରୀ ଚୋରି କରୁଥିବା ୬ଜଣ ଚୋରଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବହୁ ମାତ୍ରାରେ ଚୋରି ସାମଗ୍ରୀ ଜବତ କରିଛି  । ଗିରଫ ଅଭିଯୁକ୍ତ ମାନେ ହେଲେ ଚୌଦ୍ୱାର ଥାନା…
Read More...

ସକାଳ @୯ ମୁଖ୍ୟ ଖବର

(୧) ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା… ଆଜି ମୋର୍ବି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ… ଘଟଣାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ କରିବେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ... ପୀଡ଼ିତଙ୍କ ପରିବାରଙ୍କୁ ଦିଆଯିବ ପ୍ରାଧାନ୍ୟ……
Read More...

ସ୍ମାର୍ଟସ୍କୁଲ ସହ ଛାତ୍ରାବାସ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ୫ଟିରେ ସାମିଲ ହୋଇଥିବା କୁଶଙ୍ଗ ପଂଚାୟତ ହାଇସ୍କୁଲ ସହିତ ସେଠାରେଥିବା ଶହେ ଶଯ୍ୟା ବିଶିଷ୍ଟ ଅନୁସୂଚିତଜାତି  ଛାତ୍ରାବାସ ପରିଦର୍ଶନ କରିଛନ୍ତି । ସ୍ମାର୍ଟ ହାଇସ୍କୁଲ…
Read More...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସଇଁନ୍ତଲା/ବଡ଼ମାଳ: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁର ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ କେଉଁ କାରଣୁ ହତ୍ୟା କରାଯାଇଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି ।…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ହରଭଙ୍ଗା: ଆଜିଠାରୁ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି…
Read More...

ପିପିଲିରେ ଦନ୍ତାହାତୀ

ପିପିଲି: ପିପିଲିରେ ଆଜି ସକାଳୁ ସକାଳୁ ଏକ ଦନ୍ତାହାତୀ ଦେଖିବାକୁ ମିଳିଛି l ଆଜି ଭୋର୍ ସମୟରେ ଏହି ହାତୀଟି ବନ୍ଧପଡା, ଦାନଗହିର ଓ ଜୟପୁର ଗାଁ ଦେଇ ଧାନପୁର ଗାଁରେ ପହଞ୍ଚିଥିଲା l ପରେ ପରେ ଧାନପୁରରୁ ଉଜାଣିପଡା ଗାଁକୁ…
Read More...

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ଦୀର୍ଘ ସାଢ଼େ ଚାରି ମାସ ଧରି ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ମଙ୍ଗଳବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ…
Read More...

ଏତଲା ଦେବାକୁ ଉଜାଗର

ଫୁଲବାଣୀ : ଥାନାରେ ଏତଲା ଦେବାକୁ ହେଲେ ଉଜାଗର ରହିବାକୁ ପଡୁଛି । କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ ସୀମାନ୍ତର ପ୍ରାୟ ୩ଟି ପଞ୍ଚାୟତବାସୀଙ୍କୁ ଏଭଳି ଦୁର୍ଦଶା ଭୋଗିବାକୁ ପଡୁଛି। ଗମନାଗମନ ବ୍ୟବସ୍ଥା ନଥିବାରୁ…
Read More...

ମେକ୍ ଇନ୍ ଓଡ଼ିଶା ପାଇଁ ୱେବସାଇଟ୍, ମୋବାଇଲ ଆପ୍ ଶୁଭାରମ୍ଭ

ଭୁବ‌େ‌ନଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍-୨୦୨୨ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୱେବସାଇଟ୍ ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ବୃହତ୍ ସଫଳତା…
Read More...

ବନ୍ଦ ଘରୁ ୪ ଗଳିତ ଶବ ଉଦ୍ଧାର ଘଟଣା ; ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଥୁଆପାଲି : ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ କନ୍ଧପଡ଼ାର ବନ୍ଦ ଘରୁ ବୁଣାକାର ପରିବାରର ୪ ସଦସ୍ୟଙ୍କ ଗଳିତ ମୃତଦେହ ମିଳିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି। ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି…
Read More...

ଦଲମା ଓ କୁଲଡିହା ହାତୀ ପାଇଁ ୧୫୦ ଗାଁରେ ଆତଙ୍କ

ନୀଳଗିରି (ଅଶେଷ ସ): ମାଟି ଅନୁଭବ କଲାଣି ଶୀତର ଶୀତଳ ଛୁଆଁ। ଏବେ ଧାନଗଛରେ ଥୋଡ଼କୁ ଦେଖି ଚାଷୀର ମନ ପୂରିଯାଉଛି। କିଛି ଦିନ ପରେ ପାଚିଲା ଧାନକୁ ନେଇ କ୍ଷେତ ହସିଉଠିବ। ମାତ୍ର ବାଲେଶ୍ୱର ଜିଲା ନୀଳଗିରି, ଔପଦା, ଖଇରା ଓ…
Read More...

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା, ଆଜି ମୋର୍ବି ଗସ୍ତ

ଗାନ୍ଧୀନଗର : ଗୁଜରାଟ ମୋର୍ବିରେ ଝୁଲା ସେତୁ ଛିଣ୍ଡିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ଗୁରୁତ୍ବ…
Read More...

ବାଂଲାଦେଶ ଗସ୍ତ ପାଇଁ ଦିନିିକିଆ , ଟେଷ୍ଟ ଦଳ ଘୋଷିତ

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଜାତୀୟ ବରିଷ୍ଠ ମନୋନୟନକାରୀ ଗୋଟିଏ ଦିନରେ ୪ଟି ଦଳ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳ ସହ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦିନିକିଆ ଓ ଟେଷ୍ଟମ୍ୟାଚ୍‌…
Read More...

ଗୁଜରାଟରେ ଆପ୍‌ର ସ୍ଥିତି ନାହିଁ, କଂଗ୍ରେସର ବିଜୟ ନିଶ୍ଚିତ : ରାହୁଲ

ହାଇଦରାବାଦ୍‌  : ଆଗାମୀ ଦିନରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ କଂଗ୍ରେସ ଦଳ ବିଜୟୀ ହୋଇ କ୍ଷମତା ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା…
Read More...

ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ନେତୃତ୍ବ ନେବେ ହାର୍ଦିକ, ଧାୱନ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତୀୟ କ୍ରିକେଟ୍‌ ଦଳ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ । ଏହି ୨ଟି ଶୃଙ୍ଖଳା ଲାଗି ଜାତୀୟ ବରିଷ୍ଠ ମନୋନୟନକାରୀ ପୃଥକ୍ ଭାରତୀୟ…
Read More...

ମଙ୍ଗଳବାର ରାଶିଫଳ (୦୧/୧୧/୨୦୨୨)

ମେଷ : କର୍ମ ତତ୍ପରତା ପ୍ରକାଶ ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସାଧନା ଫଳବତୀ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୃଷ : ହୃଦୟରେ…
Read More...

ପୂର୍ଣ୍ଣିମାରେ ଗ୍ରହଣ ଯୋଗୁଁ ଚାଲିଛି ଆଗୁଆ ମୁଣ୍ଡନ

ତିଗିରିଆ : ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ଲୋଭୀ ଠାକୁରାଣୀଙ୍କ ପ୍ରସିଦ୍ଧ ମୁଣ୍ଡନ ଯାତ୍ରା ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ହେବ। ତେବେ ଏହା…
Read More...

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସାଧୁତାର ଶପଥ ପାଠ

ନବରଙ୍ଗପୁର :  ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳନ ଅବସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ…
Read More...

ଭାରତୀୟ କିଷାନ ସଂଘର ବ୍ଲକସ୍ତରୀୟ ବୈଠକ

ଆଠଗଡ : ଭାରତୀୟ କିଷାନ ସଂଘ ପକ୍ଷରୁ ଆଠଗଡ ବ୍ଲକସ୍ତରୀୟ ବୈଠକ ରବିବାର ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ରବିନ୍ଦ୍ରନାଥ ସାହୁ, ଜିଲ୍ଲା ସଂପାଦକ ରଞ୍ଜନ…
Read More...

ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ରାଷ୍ଟ୍ରୀୟ ଏକତା ଦିବସ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଜାତୀୟ ଏକତା ଦିବସ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା…
Read More...

ଫ୍ରେଣ୍ଡସ୍‌‌ କ୍ଲବ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଓ କଟକ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହଯୋଗରେ ରାଷ୍ଟ୍ରୀୟ ଏକତା ଦିବସ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ…
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

ଆଠଗଡ :  ଅକ୍ଟୋବର ୩୧ ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ପ୍ରଥମ ଦିବସରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଏବଂ ଉପଜିଲ୍ଲାପାଳ ଦୁର୍ନୀତି…
Read More...

ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ତଥା କଂଗ୍ରେସ ନେତା ଜୟଶଙ୍କର ମିଶ୍ର ଇନ୍ଦିରା ଗାନ୍ଧୀଙ୍କ…
Read More...

ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣିଥରେ  ସେକ୍ସ ରାକେଟ ଠାବ ହୋଇଛି। ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର…
Read More...

ଜାତୀୟ ଏକତା ଦିବସ ପାଳିତ

କଣ୍ଟାବାଞ୍ଜି : ତୁରେକେଲା ବ୍ଳକର ତୁରେକେଲା କ୍ଳଷ୍ଟର ଅଧିନସ୍ଥ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ତୁରେକେଲା କ୍ଳଷ୍ଟରର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ…
Read More...

ଅଁଳା ନବମୀ ପାଇଁ ପ୍ରସ୍ତୁତି ଚୂଡାନ୍ତ

 ସାକ୍ଷୀଗୋପାଳ : ଆସନ୍ତା ନଭେମ୍ବର ମାସ ୨ ତାରିଖ  ବୁଧବାର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି  ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଓ ଜଗଦ୍ଧାତ୍ରୀ ପୂଜା। ଏହି ପବିତ୍ର ଅବସରରେ ଅନ୍ୟତମ ପ୍ରସିଦ୍ଧ…
Read More...

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ କମଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ସୋମବାର ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡିଂ ଭିଡ଼ିଓ ବାର୍ତ୍ତା ସ୍ୱାଭିମାନୀ ଧାମନଗରବାସୀଙ୍କୁ ପ୍ରଭାବିତ କରିବ ନାହିଁ : ଜୟ ନାରାୟଣ 

-ସବୁ ଉପନିର୍ବାଚନ ସମୟରେ କହିଥିବା ସମାନ କଥାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ, ରେକର୍ଡିଂ ଭିଡ଼ିଓ ବାର୍ତ୍ତାରେ କିଛି ନୂଆ ନାହିଁ -ସ୍କ୍ରିଫ୍ଟ, ରେକଡିଂ ଓ ପ୍ରସାରଣ ସମାନ ଢଙ୍ଗରେ ହେବା ଧାମନଗରବାସୀଙ୍କ ସହ ଛଳନା…
Read More...

ହରଭଙ୍ଗାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା : ହରଭଙ୍ଗା ପ୍ରାଣୀଚିକିତ୍ସାକେନ୍ଦ୍ର ପ୍ରାଙ୍ଗଣରେ ବ୍ଲକ ପ୍ରାଣୀ ଚିକତ୍ସା ବିଭାଗ ପକ୍ଷରୁ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ସୋମବାର ପାଳନ କରାଯାଇଛି। ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର…
Read More...

୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ

ଡେସ୍କ : ଭାରତ ସରକରାଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର  ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଏକ ଦୁଇ ଦିନିଆ ସଚେତନତା…
Read More...

ଝୁଲାପୋଲ ଛିଡ଼ିବା ଘଟଣା; ମୃତ୍ୟୁସଂଖ୍ୟା ୧୩୪କୁ ବୃଦ୍ଧି, ରୁଜୁ ହେଲା ମାମଲା

ଗୁଜରାଟ: ମାର୍ବିରେ ଝୁଲାପୋଲ ଛିଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୩୪ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଆଉ…
Read More...

ପୁରୀରୁ ୯୦ଲକ୍ଷ ଟଙ୍କାର ଧଳାଜହର ଜବତ

ପୁରୀ: ରାଜ୍ୟରେ ଥମୁନି ଧଳାଜହର କାରବାର । ବିଭିନ୍ନ ଜିଲ୍ଲାରେ ଧଳାଜହର କାରବାର ବଢ଼ିବାରେ ଲାଗିଛି । ଆଜି ପୁରୀର ମଙ୍ଗଳା ଘାଟରୁ ୮୯୦ ଗ୍ରାମ୍‌ ଧଳାଜହର ଜବତ ହୋଇଛି । ବାସେଳୀସାହି ଥାନା ପୁଲିସ ଓ ଏସଟିଏଫ୍‌ ପକ୍ଷରୁ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଧାମନଗର ପାଇଁ ଧାରଣାରେ ବସିଲା ବିଜେପି…  ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ରାଜ୍ୟ ସଭାପତିଙ୍କ ଧାରଣା… ସମୀରଙ୍କ ସହ ସାମିଲ ହେଲେ ଦଳର ଅନେକ ନେତା ଓ କର୍ମୀ… ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା…
Read More...

ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପିର ଅନେକ ନେତା ଓ କର୍ମୀ ଧାରଣାରେ ବସିଛନ୍ତି । ଜିଲ୍ଲା ପ୍ରଶାସନର ସ୍ଥାଣୁତା ପ୍ରତିବାଦରେ…
Read More...

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଫୁଲବାଣୀ: ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଗତକାଲି ପାଳିତ ହୋଇଯାଇଛି । ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ…
Read More...

ପୂରଣ ହେଲା କୋରାପୁଟବାସୀଙ୍କ ସ୍ୱପ୍ନ; ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର: ପୂରଣ ହେଲା କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ । ଆଜିଠୁ ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଜୟପୁରକୁ ବିମାନ ସେବା ଆରମ୍ଭ କରିଛନ୍ତି । ଭୁବନେଶ୍ୱରରୁ…
Read More...

ଧରିଲାଣି ଧାମନଗର ତାତି; ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ

ଧାମନଗର: ଉପନିର୍ବାଚନ ପାଇଁ କମ୍ପୁଛି ଧାମନଗର । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରଚାର କରୁଛନ୍ତି ଦଳୀୟ ନେତା । ଆଜି ଧାମନଗର ପାଇଁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉପନିର୍ବାଚନ ପାଇଁ…
Read More...

ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘର ଜିଲାସ୍ତରୀୟ ସମାବେଶ

ବୌଦ୍ଧ: ବୌଦ୍ଧ ଟାଉନହଲଠାରେ ରାଜ୍ୟ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘର ଜିଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ରାଜ୍ୟ ସରକାରୀ ଆଉଟସୋର୍ସିଂ ସଂଘର ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ଯୁଗ୍ମ…
Read More...

ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କଲା ବନବିଭାଗ

ବୌଦ୍ଧ: ଗଞ୍ଜେଇ ଚାଷ ଓ କାରବାରର ପେଣ୍ଠସ୍ଥଳ ପାଲଟିଛି ବୌଦ୍ଧ ଜିଲା । ପ୍ରତିବର୍ଷ ପୁଲିସ, ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ବେଆଇନ ଭାବେ ଗଞ୍ଜେଇ ଚାଷ ନଷ୍ଟ କରିଆସୁଥିଲେ ମଧ୍ୟ ଜିଲାରୁ ଏହା ଲୋପ ହୋଇପାରୁନାହିଁ ।…
Read More...

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ

ଲାଞ୍ଜିଗଡ: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପାଳିତ ହେଉଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ…
Read More...

ଧାମରାରେ ଓଡ଼ିଶା ଭିନ୍ନକ୍ଷମ ମଞ୍ଚର ସଚେତନତା ସଭା ଅନୁଷ୍ଠିତ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ବଜାର ଠାରେ ଓଡ଼ିଶା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭିନ୍ନକ୍ଷମ ମଞ୍ଚର ଭଦ୍ରକ ଜିଲ୍ଲା ଉପଦେଷ୍ଠା ତଥା ଶିକ୍ଷକ ବିଜୟ କୁମାର…
Read More...

ବୈଦିକ ବ୍ରାହ୍ମଣ ପରିଷଦର ସାଧାରଣ ବୈଠକ

କାମାକ୍ଷାନଗର: ବୈଦିକ ବ୍ରାହ୍ମଣ ପରିଷଦର ଏକ ସାଧାରଣ ବୈଠକ ଅନନ୍ତପୁର ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପରିଷଦର ବରିଷ୍ଠ ସଦସ୍ୟ ବାମଦେବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
Read More...

ବିଜେପି ପକ୍ଷରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳିରେ ବୈଠକ ଅନୁଷ୍ଠିତ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ସନ୍ନିକଟ ରାମିଆଳ ନଦୀ ତଟରେ ଥିବା ଆମ୍ବ ତୋଟାରେ ଉପଖଣ୍ଡର ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟ…
Read More...

କମିଲା ଧବଳେଶ୍ୱର ଝୁଲାପୋଲ କ୍ଷମତା; କଟକଣାରେ ବଡ଼ଓଷା ପାଳିବେ ଭକ୍ତ

କଟକ: ଧବଳେଶ୍ୱର ଝୁଲାପୋଲର କ୍ଷମତାକୁ ନେଇ ସଜାଗ ହେଲା ପ୍ରଶାସନ । ଗୁଜରାଟର ଝୁଲାପୋଲ ଛିଡିବା ପରେ ଧବଳେଶ୍ୱର ଝୁଲାପୋଲର କ୍ଷମତାକୁ ପ୍ରଶାସନ କମାଇ ଦେଇଛି । ଏକକାଳୀନ ପୋଲରେ ୨ଶହ ଯାତ୍ରୀଙ୍କୁ ଯାତାୟାତ କରିବା ନେଇ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା… ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି… ଦୁର୍ଘଟଣାସ୍ଥଳରୁ ୧୭୭ ଜଣଙ୍କୁ କରାଯାଇଛି ଉଦ୍ଧାର… ଏବେ ବି ଅନେକ ଲୋକ ନିଖୋଜ… ଆହୁରି ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା.. ସୂଚନା ଦେଲେ…
Read More...

ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା; ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି

ଗୁଜରାଟ: ମାର୍ବିରେ ଝୁଲାପୋଲ ଛିଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏନେଇ ଗୁଜରାଟ ଗୃହମନ୍ତ୍ରୀ ହର୍ଷ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଗତକାଲି ଆଖପାଖ ଅଞ୍ଚଳର ୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ଗୋପାଳପୁର ଏନ.ଏ.ସି ଅଧ୍ୟକ୍ଷ ଏବଂ ଶତାଧିକ ମହିଳା ଓ ପୁରୁଷ…
Read More...

ରାଜ୍ୟରେ ବଢ଼ୁଛି ଶକ୍ତି ଚାହିଦା

ଭୁବନେଶ୍ୱର : ରାଜ୍ୟରେ ଶକ୍ତି ଚାହିଦା ବୃଦ୍ଧି ପାଉଛି। ସମ୍ପ୍ରତି ସରକାର ରାଜ୍ୟରେ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହି ପରିପ୍ରେକ୍ଷୀରେ ଅଧିକ ଶକ୍ତି ଉତ୍ପାଦନ ଆବଶ୍ୟକତା ରହିଛି। ଆଗକୁ ଅଧିକ ଶକ୍ତି…
Read More...

ସୋମବାର ରାଶିଫଳ ( ୩୧/୧୦/୨୦୨୨)

ମେଷ :  ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବୃଷ :  ଈର୍ଷା ପରାୟଣ…
Read More...

ରବି ଋତୁରେ ଚାଷୀଙ୍କୁ ୭୫୦୦ କୋଟି ଋଣ

ଭୁବନେଶ୍ୱର : ଚଳିତବର୍ଷ ରବି ଋତୁ ଲାଗି ସରକାରଙ୍କ ପକ୍ଷରୁ ୭୫୦୦କୋଟି ଟଙ୍କାର ଶସ୍ୟଋଣ ବଣ୍ଟାଯିବାକୁ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ପହିଲାରୁ ହେବାକୁ ରହିଥିଲା। ମାତ୍ର ରାଜ୍ୟରେ ଥିବା ୨୭୧୦ ପ୍ରାଥମିକ…
Read More...

ବଢୁଛି ପ୍ରସବ ଅସ୍ତ୍ରୋପଚାର 

ଶେଷ ମୁହୂର୍ତ୍ତରେ ଆସୁଛନ୍ତି ଡାକ୍ତରଖାନା ଭୁବନେଶ୍ବର : ରାଜ୍ୟରେ ଅସ୍ତ୍ରୋପଚାର  ଜରିଆରେ ସନ୍ତାନ ପ୍ରସବ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବବର୍ଷ ତୁଳନାରେ ଏହା ଚଳିତ ବର୍ଷ ୭ପ୍ରତିଶତ ବଢିଛି। ଯେଉଁ ଜିଲା ଗୁଡିକରେ…
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ରେ ଜନ୍ମଗ୍ରହଣ କରିଥିଲେ। ପିଲାଟିଦିନରୁ ଦୃଢ଼ମନା, ସ୍ପଷ୍ଟବାଦୀ ବଲ୍ଲଭ ଭାଇ ବହୁ…
Read More...

ଅନ୍ଧାରରେ ସୌର ପ୍ରକଳ୍ପ

ସୋରଡ଼ା : ଆଧୁନିକ ଜୀବନଶୈଳୀରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ବିଦ୍ୟୁତ ଅତ୍ୟାବଶ୍ୟକ ହୋଇଥିଲେ ସୁଦ୍ଧା ଗଞ୍ଜାମ ଜିଲା ସୋରଡ଼ା ବ୍ଳକର କେତେକ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ୨୦୦୫…
Read More...

ଇନ୍ଦିରା ଗାନ୍ଧୀ

ଆଲାହାବାଦରେ ୧୯୧୭ ନଭେମ୍ବର ୧୯ରେ ଇନ୍ଦିରା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ। ବିଶ୍ବଭାରତୀ, ଶାନ୍ତିନିକେତନ, ଅକ୍ସଫୋର୍ଡ…
Read More...

ଶ୍ରୀମନ୍ଦିରରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି ନେଇ ବିବାଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଆଗାମୀ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ଦିନ ଠାକୁରଙ୍କ ନୀତିକାନ୍ତି ସମୟକୁ ନେଇ ବିବାଦ ଦେଖା ଦେଇଛି। ଜ୍ୟୋତିର୍ବିଦ ଏବଂ ଗବେଷକଙ୍କ ଭିନ୍ନମତ ଯୋଗୁଁ ଦ୍ବନ୍ଦ୍ବରେ…
Read More...

ରାଜମହଲ ଓଭରବ୍ରିଜ୍‌ରେ କାର୍‌ ଦୁର୍ଘଟଣାଗ୍ରସ୍ତ ; ଘଟଣାସ୍ଥଳରେ ଜଳି ଗଲା କାର୍

ଭୁବନେଶ୍ବର :  ରବିବାର ରାତିରେ ରାଜମହଲ ଓଭରବ୍ରିଜ୍‌ରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଘଟଣାସ୍ଥଳରେ ହିଁ କାରଟି ଜଳି ଯାଇଥିଲା। ତେବେ ଦୁର୍ଘଟଣାର କାରଣ ଜଣାପଡି ନାହିଁ। ମୃତାହତଙ୍କ ସଂପର୍କରେ ମଧ୍ୟ କିଛି…
Read More...

ଜିମ୍ବାୱେକୁ ୩ ରନ୍‌ରେ ହରାଇଲା ବାଂଲାଦେଶ

ବ୍ରିସ୍‌ବେନ୍‌ : ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ରବିବାର ବାଂଲାଦେଶ-ଜିମ୍ବାୱେ ମ୍ୟାଚ୍‌ର ଶେଷ ଓଭର ନାଟକୀୟ ହୋଇ ଯାଇଥିଲା। ଜିତିବା ପାଇଁ ଜିମ୍ବାୱେ ଶେଷ ଓଭରର ଶେଷ ୨ଟି ବଲ୍‌ରୁ ୫ ରନ୍‌ ଆବଶ୍ୟକ କରୁଥିଲା। ଅଫ୍‌ସ୍ପିନର…
Read More...

ଭାରତରେ ତିଆରି ହେବ ସି-୨୯୫ ଯୁଦ୍ଧବିମାନ

ବରୋଦା (ଗୁଜରାଟ) : ମେକ୍ ଇନ୍ ଇଣ୍ଡିଆ ବା ଆତ୍ମନିର୍ଭର ଭାରତ ଯୋଜନାରେ ଆଉ ଏକ ସଫଳତା ଯୋଡି ହୋଇଛି । ବାୟୁସେନାର ଆବଶ୍ୟକତା ପୂରଣ ନିମନ୍ତେ ଭାରତରେ ତିଆରି ହେବ ସି-୨୯୫ ପରିବହନକାରୀ ଯୁଦ୍ଧବିମାନ। ମଧ୍ୟମ ବର୍ଗର ଏହି…
Read More...

ରାଜ୍ୟସ୍ତରୀୟ ଡିଏଭି ତିରନ୍ଦାଜ ପ୍ରତିଯୋଗିତା : କଳାହାଣ୍ଡିକୁ ୫ ପଦକ

ଲାଞ୍ଜିଗଡ: ଅନୁଗୁଳ ଜିଲ୍ଲା ତାଳଚେରର ଡିଏଭି କଳିଙ୍ଗ ପବ୍ଲିକ ସ୍କୁଲ ଠାରେ ଦୁଇ ଦିନ ଧରି ଡିଏଭି ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ…
Read More...

ବିକାଶ ମୂଳକ କାର୍ଯ୍ୟରେ ମନ୍ଥରତାକୁ ନେଇ ବଢୁଛି ଅସନ୍ତୋଷ

ବଡ଼ମ୍ବା :  ଦୀର୍ଘଦିନର ଦାବି ସତ୍ତ୍ବେ କୃଷିଭିତ୍ତିକ ବଡ଼ମ୍ବା ସମବାୟ ଚିନିକଳର ପୁନରୁଦ୍ଧାର ହୋଇପାରୁନି କି ଏହି ବ୍ଲକକୁ ଏନଏସି ମାନ୍ୟତା ଫାଇଲ ତଳେ ଚାପିହୋଇ ରହିଛି ।  ସେହିଭଳି ଶିଳାନ୍ୟାସ ଫଳକରେ ବଡ଼ମ୍ବା ଆଇଟିଆଇ…
Read More...

ଅୟଙ୍କ ସାହୁ ୧୩ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନ

ସମ୍ବଲପୁର : ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଓ ରବିବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ସମ୍ବଲପୁରର ବ୍ୟାଡମିଣ୍ଟନ…
Read More...

ଖୋ-ଖୋ ପ୍ରତିଯୋଗୀତା ପାଇଁ ଖେଳାଳି ଚୟନ ଶିବିର

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ସିନ୍ଦୁରପଙ୍କ ସ୍ଥିତ ଜନାର୍ଦ୍ଦନ ପୂଜାରୀ ଉଚ୍ଚ ବିଦ୍ୟାଳୟଠାରେ ଆଗାମୀ ୫୫ତମ ରାଜ୍ୟସ୍ତରୀୟ ବରିଷ୍ଠ ଖୋ ଖୋ ପ୍ରତିଯୋଗୀତା ପାଇଁ ଏକ ଖେଳାଳି ଚୟନ ଶିବିର ଆୟୋଜିତ ହୋଇଯାଇଛି ।…
Read More...

ରେଙ୍ଗାଲିରେ ଛଟ୍ ପୂଜା 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର  ରେଙ୍ଗାଲିଠାରେ ପବିତ୍ର ଛଟ୍ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ରେଙ୍ଗାଲିର ବିହାରୀ ସମାଜ ପକ୍ଷରୁ ରେଙ୍ଗାଲି ରାମସାଗର ପୋଖରୀରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଆୟୋଜନ…
Read More...

କେନାଲ ପାଣି ବନ୍ଦ ପାଇଁ  ଧାର୍ଯ୍ୟ ତାରିଖ ବୃଦ୍ଧି ଲାଗି ରାଜ୍ୟ କୃଷକ ସଂଗଠନର ଦାବି 

ରେଙ୍ଗାଲିକ୍ୟାମ୍ପ : ସରକାରଙ୍କ ନିର୍ଦ୍ଦେଶରେ ରବିବାରଠାରୁ କେନାଲ ପାଣି ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଥିଲା। ଅନ୍ୟ ପକ୍ଷରେ ଓଡ଼ିଶାର ଭାତ ହାଣ୍ଡି  ରୂପେ ପରିଚୟ ସୃଷ୍ଟି କରିଥିବା ଅତାବିରା ଅଞ୍ଚଳର ୯୯…
Read More...

ଅବହେଳିତ ବ୍ରାହ୍ମଣୀଦେବୀ ପୀଠ, ସାଧାରଣରେ ଅସନ୍ତୋଷ

ବେଗୁନିଆ : ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଆଖୁପଦର ଗ୍ରାମର ଆରାଧ୍ୟ ଦେବୀ ମା ବ୍ରାହ୍ମଣୀ ଦେବୀଙ୍କ ପୀଠ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ…
Read More...

ମାଙ୍କଡ଼ ଆକ୍ରମଣରେ ଶତାଧିକ ଆହତ, ଅଭିଯୋଗ ପରେ ମଧ୍ୟ ବନ ବିଭାଗ ବିଫଳ

ବେଗୁନିଆ : ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଆଖୁପଦର ଗ୍ରାମରେ ଗତ ୩ ବର୍ଷ ହେବ ଏକ ମାଙ୍କଡ଼ ସ୍ଥାନୀୟ ଅଞ୍ଚଳରେ ରହି ଉପଦ୍ରବ କରିବା ସହିତ ବିଭିନ୍ନ ସମୟରେ ଲୋକମାନଙ୍କୁ ଆକ୍ରମଣ କରି ଆହତ କରୁଛି। ଲୋକମାନେ…
Read More...

ନିରାଶ୍ରୟ ଓ ଭିନ୍ନକ୍ଷମଙ୍କୁ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଆଠଗଡ଼ :  ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ, ଆଠଗଡ ବିକାଶ ମଞ୍ଚ ପକ୍ଷରୁ ରବିବାର ସ୍ଥାନୀୟ ସମସରପୁର ପଞ୍ଚାୟତ ଶବର ସାହିରେ ନିରାଶ୍ରୟ, ବିଧବା ଓ ଭିନ୍ନକ୍ଷମଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।…
Read More...

ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ରୋଡ଼ ନଂ ୩ରେ ଗଦି ତିଆରି ପାଇଁ ଥିବା​‌ ଏକ ତୁଳା ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଗୋଦାମରୁ ଧୂଆଁ ବାହାରିବା ଦେଖି ପାଖ ପଡୋଶୀ ଲୋକେ ଗୋଦାମ…
Read More...

ପଞ୍ଚୁକ ପୂର୍ବରୁ ଧବଳେଶ୍ୱରପୀଠରେ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ : ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଆଜି ରବିବାର ଥିବାରୁ ପ୍ରାୟ ଦେଢଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ଲଗିଥିଲା। ଧବଳେଶ୍ୱର ବିଟ ହାଉସ ଠାରୁ ମନ୍ଦିର…
Read More...

ଆନ୍ତଃକଲେଜ ଖୋ-ଖୋ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ

ଆଠଗଡ :  ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ନିକଟରେ ଆୟୋଜନ ହେବାକୁ ଥିବା ଆନ୍ତଃକଲେଜ ଖୋ-ଖୋ ପ୍ରତିଯୋଗିତା ଲାଗି ଖେଳାଳି ଚୟନ ଶିବିର ଗୋପବନ୍ଧୁ ବିଜ୍ଞାନ କଲେଜ ଖେଳପଡିଆରେ  ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ…
Read More...

‘ମନ କି ବାତ୍’ରେ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ; ଉଠାଇଲେ ଓଡ଼ିଶାର କୁନି ଦେହୁରୀଙ୍କ କଥା, ଦେଲେ…

ନୂଆଦିଲ୍ଲୀ: ଆଜି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି…
Read More...

ଯୁବକଙ୍କ ଜୀବନ ବଞ୍ଚାଇଲା ଏକ ଟଙ୍କିଆ କ୍ଲିନିକ୍‌; ମୃତ୍ୟୁ ମୁହଁରୁ ଫେରାଇ ଆଣିଲେ ଡାକ୍ତର ରାମଚନ୍ଦାନୀ

ବୁର୍ଲା: ତ୍ୱରିତ ଚିକିତ୍ସା ପ୍ରଦାନ କରି ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ତାଙ୍କର ଏକ ଟଙ୍କିକିଆ କ୍ଲିନିକରେ ଜଣେ ରୋଗୀଙ୍କ ଫୁସଫୁସ ଚାରିପଟ ପ୍ଲୁରାରେ ଜମି ରହିଥିବା ବାୟୁକୁ ବାହାର କରି ରୋଗୀଙ୍କ ଜୀବନ…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଓଡ଼ିଆ ସାହିତ୍ୟରେ ବିସ୍ଥାପନର ଚିତ୍ର’ ଉପରେ ସମ୍ମିଳନୀ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ସାହିତ୍ୟରେ ବିସ୍ଥାପନର ଚିତ୍ର’ ଉପରେ ଏକ ସମ୍ମିଳନୀ ଏମବିଏ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ପୁଣି ଦାରୁଠେଙ୍ଗରେ ଦୁର୍ଘଟଣା… ଅଳିଆ ବୁହା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ… ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଇଥିବା ବେଳେ ଧକ୍କା ଦେଲା ଗାଡ଼ି… ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା… ରାସ୍ତା ଅବରୋଧ କଲେ…
Read More...

ବଗଲାବନ୍ଧ ଗାଁରୁ ୨୭ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ଼: ବଗଲାବନ୍ଧ ଗାଁରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ହାଇଦ୍ରାବାଦ ଚାଲାଣ ଲାଗି ପ୍ରସ୍ତୁତ ହେଉଥିବା ବେ​‌ଳେ ପୁଲିସ ଚଢ଼ାଉ କରି ଉଦ୍ଧାର କରିଥିବା ଜଣାପଡ଼ିଛି । ଘଟଣାରେ ୨ଜଣ ଦଲାଲଙ୍କୁ ମଧ୍ୟ ପୁଲିସ…
Read More...

ଅଳିଆବୁହା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ; ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ଦାରୁଠେଙ୍ଗରେ ଅଳିଆ ବୁହା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଇଥିବା ବେଳେ ଅଳିଆ ବୁହା ଗାଡ଼ି ଧକ୍କାରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…
Read More...

କାନଝରୀ ବନ୍ଧରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭାଲୁକିପତଳା ଗ୍ରାମର କୈଳାସ ମହାନ୍ତଙ୍କ ପୁଅ ପ୍ରତୀକ ମହାନ୍ତ (୨୮) କାନଝରୀ ବନ୍ଧରେ ବୁଡି ଗତ ତିନି ଦିନ ତଳେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତଦେହ ଆଜି କାନଝରୀ ବନ୍ଧରୁ…
Read More...

କାହିଁକି ଅଭିନେତ୍ରୀ ପୁନମଙ୍କ ହାତ ଧରିଥିଲେ ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ ହେଉଛି କଂଗ୍ରେସ ନେତା ରହୁଲ ଗାନ୍ଧୀ ଓ ଅଭିନେତ୍ରୀ ପୁନମ କୌରଙ୍କ ଫଟୋ । କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଉଭୟ ହାତ ଧରି ଚାଲୁଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି…
Read More...

ସକାଳ @୯ ମୁଖ୍ୟ ଖବର

(୧) ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ… ହ୍ୟାଲୋଇନ୍‌ ପର୍ବ ପାଳନ ବେଳେ ଦଳାଚକଟା… ୧୪୯ଜଣ ମୃତ୍ୟୁ… ୧୫୦ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…  ସିଓଲର ଇଟେୱେନରେ ପର୍ବ ପାଳନ ପାଇଁ…
Read More...

ଦକ୍ଷିଣ କୋରିଆରେ ବଡ଼ ଧରଣର ଅଘଟଣ; ଦଳାଚକଟାରେ ୧୪୯ଜଣଙ୍କ ମୃତ୍ୟୁ

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ ଘଟିଛି । ହ୍ୟାଲୋଇନ୍ ପର୍ବ ପାଳନ ବେଳେ ଦଳାଚକଟା ଯୋଗୁଁ ୧୪୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫୦ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ…
Read More...

ଇରାକରେ ବଡ଼ ଧରଣର ବିସ୍ଫୋରଣ; ୧୦ମୃତ,୨୦ ଆହତ

ଇରାକ: ଇରାକର ପୂର୍ବ ବାଗଦାଦରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୨୦ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏକ ଫୁଟବଲ ଷ୍ଟାଡିୟମ ଏବଂ କାଫେ…
Read More...

ଆଠଗଡରେ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ଗ୍ରାମରେ ଶନିବାର ଜିଲ୍ଲାସ୍ତରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାଣୀଙ୍କର ବିଶେଷକରି ଗୃହପାଳିତ ପ୍ରାଣୀଙ୍କର ସଂରକ୍ଷଣ, ପ୍ରଜନନ, ପାଳନ ଓ…
Read More...

ବିମାନ ବାହିନୀ ପାଇଁ ପରିବହନ ବିମାନ ଉତ୍ପାଦନ କାରଖାନାର ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆସନ୍ତାକାଲି) ଗୁଜରାଟର ବଡ଼ୋଦରାଠାରେ ଭାରତୀୟ ବିମାନବାହିନୀ ପାଇଁ ସି୨୯୫ ଏମଡବ୍ଲୁ ପରିବହନ ବିମାନ ଉତ୍ପାଦନ କାରଖାନାରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।…
Read More...

ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ : ଡ୍ରାଇଭର ମୃତ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ନିକଟରେ ଏଲଏଣ୍ଡଟି କମ୍ପାନୀ ଜାତୀୟ ରାଜପଥ ୪୯ (ଝାରପୋଖରୀଆ- ଜାମଶୋଳା) ରାସ୍ତାରେ ଅର୍ଦ୍ଧନିର୍ମିତ ଓଭରବ୍ରିଜ ନିର୍ମାଣ କରି ପଳାଇଛି । ଜାତୀୟ ରାଜପଥରେ ଆସୁଥିବା…
Read More...

ଅଯୋଧ୍ୟାରେ ରାମଲାଲା ବିରାଜମାନ ସ୍ଥଳୀ ଦର୍ଶନ ଅବଧି ବୃଦ୍ଧି

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମଲାଲା ବିରାଜମାନ ସ୍ଥଳୀ ଦର୍ଶନ ଅବଧିକୁ ବୃଦ୍ଧି କରାଯାଇଛି । ଏହି ପୁରାତନ ସହରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।…
Read More...

ମହିଳା ସଶକ୍ତ ହେଲେ ଦେଶ ପ୍ରଗତି ଗତିଶୀଳ ହେବ

ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ସ୍ଥାନୀୟ ସମସରପୁର ପଞ୍ଚାୟତର ଆଙ୍କୁଲାସ୍ଥିତ କଲ୍ୟାଣ ମଣ୍ଡପଠାରେ ଶନିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ସଶକ୍ତିକରଣ ଓ ମହିଳାଙ୍କ…
Read More...

ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ।ର ସଦର ମହକୁମାଠାରେ ଶନିବାର ଦିନ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି  ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନ ପଦ ଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ…
Read More...