www.samajalive.in
Sunday, December 7, 2025
16.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଧାମନଗର ପାଇଁ ଧାରଣାରେ ବସିଲା ବିଜେପି…  ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ରାଜ୍ୟ ସଭାପତିଙ୍କ ଧାରଣା… ସମୀରଙ୍କ ସହ ସାମିଲ ହେଲେ ଦଳର ଅନେକ ନେତା ଓ କର୍ମୀ… ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ

(୨) ରାଜ୍ୟରେ ଥମୁନି ଧଳାଜହର କାରବାର… ପୁଣି ପୁରୀର ମଙ୍ଗଳା ଘାଟରୁ ଜବତ ହେଲା ୮୯୦ ଗ୍ରାମ୍‌ ଧଳାଜହର… ବାସେଳୀସାହି ଥାନା ପୁଲିସ ଓ ଏସଟିଏଫ୍‌ ପକ୍ଷରୁ ହୋଇଥିଲା ଚଢ଼ାଉ… ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୦ଲକ୍ଷ ଟଙ୍କା…

- Advertisement -

(୩) ଗୁଜରାଟର ଝୁଲାପୋଲ ଛିଡିବା ପରେ ସଜାଗ ହେଲା ପ୍ରଶାସନ… କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା… ଏକକାଳୀନ ପୋଲରେ ଯାତାୟାତ କରିପାରିବେ ୨ଶହ ଯାତ୍ରୀ… ବିଶେଷଜ୍ଞ ଟିମର ଯାଞ୍ଚ ପରେ ପ୍ରଶାସନର କଡ଼ା ନିର୍ଦେଶ… ସେପଟେ ଗୋଟିଏ ଦିନ ପାଇଁ ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ଝୁଲାପୋଲ…

(୫) ପୂରଣ ହେଲା କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ…ଆଜିଠୁ ଜୟପୁରକୁ ଆରମ୍ଭ ହେଲା ବିମାନ ସେବା… ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ଇଣ୍ଡିଆ ଓ୍ୱାନ୍‌ ଏୟାର ବିମାନ… ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ବିମାନରେ ରହିଛି ୯ଟି ସିଟ୍‌… ଟିକେଟ୍‌ ମୂଲ୍ୟ ୯୯୯ଟଙ୍କା…

(୬) ଆଜି ଧାମନଗର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ…. ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ଜରିଆରେ କରିବେ ପ୍ରଚାର… ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ମାଗିବେ ଭୋଟ୍‌… ନିର୍ବାଚନ ମଣ୍ଡଳିର ୧୩ଟି ସ୍ଥାନରେ ପ୍ରଚାର କରାଯିବା ନେଇ ହୋଇଛି ବ୍ୟବସ୍ଥା…

(୭) ଧାମନଗର ପାଇଁ ଚାଲିଛି କସରତ… ଉପନିର୍ବାଚନ ପାଇଁ ଘନଘନ ପ୍ରଚାର କରୁଛନ୍ତି ନେତା ଓ ମନ୍ତ୍ରୀ… ପଛରେ ପଡ଼ିନାହାନ୍ତି କୌଣସି ଦଳର ପ୍ରାର୍ଥୀ… ହାତରେ ଆଉ ଗୋଟିଏ ଦିନ… ଆସନ୍ତାକାଲି ସରୁଛି ପ୍ରଚାର… ଆଜି ବି ଭୋଟରଙ୍କୁ ମନାଇବାକୁ ମୈଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ…

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories