www.samajalive.in
Thursday, December 11, 2025
26.1 C
Bhubaneswar

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା; ମୁହାଣରୁ ମାଛଧରା ମନା

ଭୁବନେଶ୍ୱର: କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା । ଆଜିଠୁ ଆସନ୍ତା ୭ ମାସ ଯାଏଁ ସମୁଦ୍ରରୁ ମାଛ ନଧରିବାକୁ ନିର୍ଦେଶ ଦିଆଯାଇଛି । ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖ ଅଞ୍ଚଳରେ ମାଛ ନଧରିବାକୁ କୁହାଯାଇଛି । ଡଙ୍ଗା, ଟ୍ରଲର ଓ ଭେସେଲ ଭଳି ଯନ୍ତ୍ରଚାଳିତ ସମସ୍ତ ପ୍ରକାର ଡଙ୍ଗା ଚଳାଇବାକୁ ବାରଣ କରାଯାଇଛି । ଆଜିଠୁ ମେ’ ୩୧ ତାରିଖ ଯାଏଁ ମାଛଧରିବାକୁ ମନା କରାଯାଇଥିବା ବେଳେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା ଲାଗିଛି ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories