ଏମ୍ସରୁ ୧୨ ଦଲାଲ ଗିରଫ

ଭୁବନେଶ୍ୱର :  ଖଣ୍ଡଗିରି ପୁଲିସ ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ଗିରଫ କରିଥିବା ଜଣା ପଡିଛି । ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି । ପୁଲିସ ପକ୍ଷରୁ ଏବେ ଧରପଗଡ଼ ଜାରି ରହିଛି । ଆଗକୁ ଦଲାଲଙ୍କ ଗିରଫଦାରୀ ସଂଖ୍ୟା ବଢିବ ବୋଲି କମିଶନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.