www.samajalive.in
Sunday, December 14, 2025
19.1 C
Bhubaneswar

ଅସହାୟଙ୍କୁ କମ୍ବଳ ବଣ୍ଟନ

ଚୌଦ୍ୱାର : ଡାଳିଯୋଡ଼ା ସାହିତ୍ୟ ସଂସଦ ପକ୍ଷରୁ ବଡ଼ସାମନ୍ତରାପୁର ପଞ୍ଚାୟତ ବଜ୍ରକୋଟ ବସ୍ତିରେ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସଂସଦ ସଭାପତି କେ.ସି.ପ୍ରତାପସିଂହ, ସମ୍ପାଦକ ଶ୍ରୀନିବାସ ସାମଲ, ଅଶୋକ କୁମାର ପଣ୍ଡା, ଶରତ କୁମାର ଖୁଣ୍ଟିଆ, ସହଦେବ ବରାଳ, ପବିତ୍ର ମୋହନ ସାହୁ ପ୍ରମୁଖ ବଜ୍ରକୋଟ ଗ୍ରମରେ ପହଞ୍ଚି ବସ୍ତିରେ ବାସବାସ କରୁଥିବା ବୃଦ୍ଧ, ବୃଦ୍ଧା ଓ ଅସହାୟ ମହିଳା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଅନୁରୂପ ଭାବେ ଆଗ୍ରାହାଟ ଗ୍ରାମରେ ଅସହାୟ ମହିଳା ମାନଙ୍କୁ ସଂସଦ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories