www.samajalive.in
Sunday, December 7, 2025
26.1 C
Bhubaneswar

ଚନ୍ଦ୍ରଗ୍ରହଣ ପାକତ୍ୟାଗକୁ ନେଇ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ; ଗୋବରମାଡ଼ କଲେ, ବ୍ୟାନର ଚିରିଲେ

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣ ପାକତ୍ୟାଗକୁ ନେଇ ପୁଣି ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି ।ଏହା ଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ବେଳେ, ପୁଲିସ ଲାଠି ମାଡ଼ କରିଛି । ଭୁବନେଶ୍ୱର ଲୋହିୟା ଏକାଡେମୀ ନିକଟରେ ଧସ୍ତାଧସ୍ତି ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ । ବଜରଙ୍ଗ ଦଳ ମଧ୍ୟ ହେତୁବାଦୀଙ୍କୁ ବିରୋଧ କରାଇଛନ୍ତି । ଆଜି ହେତୁବାଦୀଙ୍କ ପକ୍ଷରୁ ସାମୁହିକ ଭୋଜନର ଆୟୋଜନ କରାଯାଇଥିବା ବେଳେ ପରମ୍ପରାବାଦୀ ମାନେ ସେମାନଙ୍କ ବ୍ୟାନର ଚିରିବା ସହ ଗୋବରମାଡ଼ କରିଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories