କାଳବୈଶାଖୀ ବିତ୍ପାତ, ୧୮ ଘର ଭାଙ୍ଗିଲା

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଉପରମାଣ୍ଡିଝୋଲା ଗାଁରେ ଅଦିନିଆ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କାଳବୈଶାଖି ପ୍ରଭାବରେ ଗ୍ରାମର ୧୮ ଜଣଙ୍କ ଘର ଭାଙ୍ଗିରୁଜି ଯାଇଛି। ପ୍ରାୟ ୧୫ ମିନିଟ ଧରି…
Read More...

ବିନୟ ମୋହନ କ୍ବାତ୍ରା ହେଲେ ଭାରତର ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନେପାଳର ରାଷ୍ଟ୍ରଦୂତ ବିନୟ ମୋହନ କ୍ବାତ୍ରାଙ୍କୁ ଭାରତର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କ୍ୟାବିନେଟର ନିୟୋଜନ କମିଟି ପକ୍ଷରୁ ନୂଆ ବୈଦେଶିକ ସଚିବ…
Read More...

ଶହୀଦ ରଘୁ-ଦିବାକରଙ୍କର ମା’ ମାଟି ଓ ମାତୃଭାଷା ପାଇଁ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ୍ ହୋଇଥିବା ନୟାଗଡ଼ ମାଟିର ବୀର କବି, ବିପ୍ଳବୀ ଶହୀଦ୍ ରଘୁ-ଦିବାକରଙ୍କର ୮୨ତମ ବଳିଦାନ ଦିବସ ସ୍ଥାନୀୟ ୟୁନିଟ୍-୯ ପ୍ରତିମୂର୍ତ୍ତିସ୍ଥଳରେ ପୂଜ୍ୟପୂଜା ସଂସ୍କୃତି…
Read More...

ଗୋପାଳପୁରରେ ପୁଣି ଆରମ୍ଭ ହେଲା ରବିବାର ସନ୍ଧ୍ୟା ସାଂସ୍କୃତିକ କାର୍ୟ୍ୟକ୍ରମ

ଗୋପାଳପୁର: ମହାମାରୀ କରୋନା କଟକଣା ଲାଗି ୨ ବର୍ଷ ଧରି ବନ୍ଦ ରହିଥିବା ଗୋପାଳପୁରରେ ରବିବାର ସନ୍ଧ୍ୟା ସାଂସ୍କୃତିକ କାର୍ୟ୍ୟକ୍ରମକୁ ଗଞ୍ଜାମ ଜିଲା ପ୍ରଶାସନ ଓ ଗୋପାଳପୁର ଏନଏସି ପକ୍ଷରୁ ପୁଣିଥରେ ଆଜିଠାରୁ ଆରମ୍ଭ…
Read More...

ଝାଡା ରୋଗରେ ଆକ୍ରାନ୍ତ, ପୁଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଲେ ଦୁଲକିବନ୍ଧ କନ୍ୟାଶ୍ରମର ୧୦ ଜଣ ଅନ୍ତେବାସୀ

କଲମପୁର: ନିୟନ୍ତ୍ରଣ ହେବା ବଦଳରେ ଜଟିଳ ହେଉଛି ଦୁଲକିବନ୍ଧ କନ୍ୟାଶ୍ରମର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା। ରବିବାର ପୁଣି ୧୦ ଜଣ ଅନ୍ତବାସୀ ଝାଡା ରୋଗରେ ଆକ୍ରାନ୍ତ ହେବା ପରେ କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ…
Read More...

ଅଜଣା ଟ୍ରକ-ବାଇକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ୪୨, ଦନ୍ଦ୍ରା ଗାଁ ନିକଟ ଏକ ବୁଲାଣିରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ଆଉ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।…
Read More...

ଟ୍ରାନ୍ସଫରମର ପୋଡି ଯୋଗୁଁ ତିନି ଦିନ ହେବ ଅନ୍ଧାରରେ ଭରତାପୁର ଗ୍ରାମ

ବୌଦ୍ଧ :ବୌଦ୍ଧ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜିଲାର ତାପମାତ୍ରା ପ୍ରାୟତଃ ୪୦ ଡିଗ୍ରୀ ଉପରେ ରହୁଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
Read More...

ଫ୍ୟୁଜନ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ବୌଦ୍ଧ: ବୌଦ୍ଧ ସହରସ୍ଥିତ ପୁରୁଣା ଆଇଟିଆଇ ପରିସରରେ ଫ୍ୟୁଜନ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯାଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଡ. ବିଜୟ, ପ୍ରଦୀପ…
Read More...

ଜଳୁଛି ଜଙ୍ଗଲ, ଗାଁ ମୁହାଁ ବନ୍ୟପ୍ରାଣୀ

ବୌଦ୍ଧ : ଚଳିତବର୍ଷ ଗ୍ରୀଷ୍ମପ୍ରବାହ ର୍ପୂବରୁ ଜଙ୍ଗଲନିଆଁ ବନ ବିଭାଗର ଚିନ୍ତା ବଢାଇଦେଲାଣି। ଗୋଟିଏ ମୁଣ୍ଡରୁ ନିଆଁ ଲିଭାଇଲେ ଆର ମୁଣ୍ଡରୁ ଜଙ୍ଗଲ ହୁ ହୁ ହୋଇ ଜଳିବାରେ ଲାଗିଛି। ଅନେକ ସ୍ଥାନରେ ବନ ସୁରକ୍ଷା…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୁସ୍ତକ ପ୍ରଦର୍ଶନୀ

ବୌଦ୍ଧ: ବୌଦ୍ଧ ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟ ସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ମୁଖ୍ୟ ଅତିଥି ଜିଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର…
Read More...

ଗଣ୍ଡ ସାଂସ୍କୃତିକ ସମାଜର ତୃତୀୟ ବାର୍ଷିକ ସମିଳନୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ତାଳପଦା ଗ୍ରାମରେ ଗଣ୍ଡ ସାଂସ୍କୃତିକ ସମାଜର ତୃତୀୟ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ…
Read More...

ଅଣ୍ଡା ନଦେବାରୁ ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼, ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ଅଙ୍ଗନବାଡି ଦିଦିଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଗ୍ରାମର ରଇଦାସ ମୁଣ୍ଡା (୨୦) ବୋଲି…
Read More...

ଢେଙ୍କିକୋଟ ଖଣ୍ଡାୟତ ସମାଜର ଦ୍ବିତୀୟ ବାର୍ଷିକ ସମାରୋହ

ପାଟଣା: ଢେଙ୍କିକୋଟ ଖଣ୍ଡାୟତ ସମାଜର ଦ୍ୱିତୀୟ ବାର୍ଷିକ ସମାରୋହ ଆଜି ଢେଙ୍କିକୋଟ ଠାରେ ସଭାପତି ପ୍ରତାପରୁଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ନେତା କାହ୍ନୁ ଚରଣ ସାମଲ ମଞ୍ଚ ପରିଚାଳନା…
Read More...

ଖତ ଖାଉଛି ଲଇଡାର କୃଷି ସଂପ୍ରସାରଣ କାର୍ଯ୍ୟାଳୟ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡାରେ ଥିବା ଅତିରିକ୍ତ କୃଷୀ ସଂପ୍ରସାରଣ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାରୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ସରକାରୀ କୋଠା ଏବେ ଖତ ଖାଉଛି।…
Read More...

ନିର୍ମାଣ ହେବାର ଏକ ବର୍ଷ ନହେଉଣୁ ରାସ୍ତାରେ ଫାଟ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଜୁନାଡିହି ଛକରୁ କିନାଲୋଇ-ଘଣ୍ଟମାଲ-ରେଙ୍ଗଲୋଇ ଆଦି ଗ୍ରାମ ଦେଇ ଲଇଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ବିଭାଜନ ବିଭାଗ ରାସ୍ତା ନିର୍ମାଣ ହେବାର ଦୁଇ ବର୍ଷ ନହେଉଣୁ ବିଭିନ୍ନ ସ୍ଥାନରେ…
Read More...

ପଞ୍ଚାୟତ ପ୍ରତିନିଧିଙ୍କ ତାଳିମ ଶିବିର

ରେଙ୍ଗାଲି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନବ ଅଧିକାର ସେବା ସମିତି(ମାସ୍) ପକ୍ଷରୁ ରେଙ୍ଗାଲି ବ୍ଳକର ଟାମ୍ପରକେଲା ଠାରେ ପଞ୍ଚାୟତ ପ୍ରତିନିଧିମାନଙ୍କ ତାଳିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଛାଲିଥିବା…
Read More...

ଶିକ୍ଷା ସଚେତନ ରଥର ଶୁଭାରମ୍ଭ

ଗଞ୍ଜାମ: ଗଞ୍ଜାମ ବ୍ଲକରେ ଜନ ସଚେତନ ପାଇଁ ଶିକ୍ଷା ସଚେତନ ରଥର ଶୁଭାରମ୍ଭ ହୋଇଛି। ଏହା ପରେ ଏହି ରଥ ପୁଇଁତଳା କ୍ଳଷ୍ଟରରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲ। ମୁଖ୍ୟତଃ ଭାବେ ଛଅରୁ ଚଉଦ ବର୍ଷ ପିଲାମାନେ…
Read More...

ଆରଡିପୀଠ: ନୂତନ ମନ୍ଦିରକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତୀ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ପୁଷ୍ପ ଉଦ୍ୟାନ ନିକଟରେ ଥିବା ଜଗନ୍ନାଥଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ରବିବାର ଶ୍ରୀକ୍ଷେତ୍ର ପୁରିଧାମରୁ ଆସିଥିବା ବୈଦିକ ବ୍ରାହ୍ମଣ ଓ ସୂର୍ୟନାରାୟଣ…
Read More...

ସଂସ୍କାର ଭାରତୀର ହିନ୍ଦୁ ନବ ବର୍ଷ ପାଳନ

ନର୍ଲା: ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀ, କଳାହାଣ୍ଡି ଶାଖା ପକ୍ଷରୁ ଶନିବାର ଚୈତ୍ର ଶୁକ୍ଳ ପ୍ରତିପଦା ଭାରତୀୟ ନବବର୍ଷ ରୂପେ ନର୍ଲାରେ ପାଳିତ ହୋଇଯାଇଛି। ନବବର୍ଷ ସ୍ବରୂପ…
Read More...

କିନ୍ନର ସଂଘର ବହୁଚରା ମାତାଙ୍କ ଷୋହଳ ପୂଜା

ନର୍ଲା: କଳାହାଣ୍ଡି ଜିଲା ନର୍ଲାରୋଡ ସେବାକାରୀ କିନ୍ନର ସଂଘର ବହୁଚରା ମାତାଙ୍କ ଷୋହଳ ପୂଜା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଠାରୁ ଚାରି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା ସମେତ ବଲାଙ୍ଗୀର,…
Read More...

ଗୋପାଳପୁର ବେଳାଭୂମି: ‘ନୋ ପାର୍କିଂ ଜୋନ’ରେ ଗାଡ଼ି ରଖିଲେ ଜୋରିମାନା ନେଉନି ପୁଲିସ, କିନ୍ତୁ ମନଇଚ୍ଛା ଫି ଆଦାୟ…

ଗୋପାଳପୁର: ଗଞ୍ଜାମ ଜିଲା ପ୍ରଶାସନ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ପକ୍ଷରୁ ବତୀଘର ସମ୍ମୁଖ ରାସ୍ତା ଠାରୁ ଓମସାଇ ନର୍ସିଂ କଲେଜ ସମ୍ମୁଖ ରାସ୍ତା ପର୍ୟ୍ୟନ୍ତ ପ୍ରାୟ ୧ କିମି ରାସ୍ତାକୁ ନୋ ପାର୍କିଂ…
Read More...

ପୂରଣ ହେଲାନି ରେଳ ପ୍ରଶାସନର ପ୍ରତିଶ୍ରୁତି, ଲକ୍ଷ୍ମୀପୁର ଷ୍ଟେଷନରେ ରେଳ ରହଣି ପାଇଁ ଧାରଣା ଦେବେ ଅଞ୍ଚଳବାସୀ

ଲକ୍ଷ୍ମୀପୁର: ଦୁଇ ବର୍ଷ ପରେ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କଟକଣାକୁ ଉଠାଇ ଦେଇଥିବା ବେଳେ ଲକ୍ଷ୍ମୀପୁର ରେଳ ଷ୍ଟେସନରେ ଯାତ୍ରୀ ବାହୀ ରେଳ ରହଣି ହେଲା ନାହିଁ। ଫଳରେ ଦୁଇବର୍ଷ ହେବ ପ୍ରାୟ ୨ ବର୍ଷ ହେଲା ୪ଟି…
Read More...

ସ୍ବଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର

ନବରଙ୍ଗପୁର: ସ୍ବଚ୍ଛତା ହିଁ ସେବା। ସ୍ବଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର। ଆସ ମିଳିମିଶି ଶପଥ ନେବା। ରାଜ୍ୟ ଓ ଦେଶକୁ ସ୍ବଚ୍ଛ ରଖିବା। ଏଭଳି ଆଭିମୁଖ୍ୟ ନେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସ୍ବଚ୍ଛ ଭାରତ…
Read More...

ଭାରତୀୟଲୋକ ପ୍ରଶାସନ ସଂସ୍ଥା, ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି। ଏଥିରେମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ମୁଖ୍ୟ ସୂଚନାକମିଶନର୍‍ ଜେ.କେ. ତ୍ରିପାଠୀ ସୂଚନା…
Read More...

ଲୋକନୃତ୍ୟ ପାଇଁ ଭାରତୀ କୁଅଁରଙ୍କୁ ମିଳିଲା ସାଂସ୍କୃତିକ ଅନ୍ବେଷଣ ମେଧାବୃତ୍ତି

ସମ୍ବଲପୁର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ତଥା ସିସିଆରଟି ତରଫରୁ ପ୍ରଦତ୍ତ ସାଂସ୍କୃତିକ ଅନ୍ବେଷଣ ମେଧାବୃତ୍ତି ୨୦୨୦-୨୧ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ବିଭାଗରେ ସୁଶ୍ରୀ ଭାରତୀ କୁଅଁର…
Read More...

ହିନ୍ଦୁ ନବ ବର୍ଷ ଅବସରରେ ଶ୍ରୀବିଷ୍ଣୁ ମହାଯଜ୍ଞ

ସମ୍ବଲପୁର: ସମ୍ବଲପୁରର ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ତରଫରୁ ସ୍ଥାନୀୟ ଚନ୍ଦନ ନଗର ସ୍ଥିତ ବ୍ରହ୍ମ ମଣ୍ଡପ ଠାରେ ଅନୁଷ୍ଠାନର ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରାଙ୍କ ପୌରହିତ୍ୟରେ ହିନ୍ଦୁ ନବ ବର୍ଷ ଅବସରରେ ଶ୍ରୀ ଶ୍ରୀ…
Read More...

ରକ୍ତଦାନ କଲେ ନବରଙ୍ଗପୁର ଜିଲାପାଳ

ନବରଙ୍ଗପୁର: ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ନବରଙ୍ଗପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ୮୭ତମ ଓଡିଶା ଦିବସ ପାଳନ ଅବସରରେ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ତ୍ର୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।…
Read More...

ଭିଜିଲାନ୍ସ ପଞ୍ଝାରେ କୋଟିପତି ସମବାୟ ଅଧିକାରୀ

ସୁନ୍ଦରଗଡ଼: ରାଜସ୍ବ, ପଞ୍ଚାୟତ ବିଭାଗ ପରେ ବର୍ତ୍ତମାନ ଭିଜିଲାନ୍ସର ନଜର ପଡ଼ିଛି ସମବାୟ ବିଭାଗ ଉପରେ । ବିଗତ ଦିନରେ ସମବାୟ ବିଭାଗରେ ବହୁ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ଏହି ବିଭାଗରୁ ଡେପୁଟେସନରେ ଆସି…
Read More...

ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆରମ୍ଭ ହେଲା ‘ଜାଗୃତି ମହୋତ୍ସବ’

ପିପିଲି:ପିପିଲିର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ବଜାର ମେଳଣ ପଡିଆ ଠାରେ ତ୍ରୟୋଦଶ ଜାଗୃତି ମହୋତ୍ସବ-୨୦୨୨ ଶନିବାର ସଂନ୍ଧ୍ୟାରେ ସମାରୋହରେ ଉଦ୍‍ଘାଟିତ…
Read More...

କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା ଯୋଗ ଦେଇ…
Read More...

‘ୱେଲ୍‌ଥ ୱିଜାର୍ଡ’ ସମ୍ମାନ ଏବଂ ଇନ୍‌ଭେଷ୍ଟମେଣ୍ଟ୍‌ ଅନ୍‌ବ୍ଲକ୍‌ଡର ପଞ୍ଚମ ବାର୍ଷିକ ଉତ୍ସବ

ଭୁବନେଶ୍ବର: ଇନ୍‌ଭେଷ୍ଟମେଣ୍ଟ୍‌ ଅନ୍‌ବ୍ଲକ୍‌ଡର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ଏବା ସମ୍ମାନ ପ୍ରଦାନ କାର୍ୟ୍ୟକ୍ରମ ‘ୱେଲ୍‌ଥ ୱିଜାର୍ଡ’ ହୋଟେଲ୍‌ ଏକ୍ସିଲେନ୍‌ସିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
Read More...

ସରିଲା ରିମାଣ୍ଡ ଅବଧି, ଶର୍ମିଷ୍ଠାଙ୍କ ପରେ ସତ ମାନିଲେ ନିରଞ୍ଜନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ପରେ…
Read More...

ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ ନେଇ ଆୟୋଜିତ ହେଲା ସମନ୍ୱୟ ପ୍ରସ୍ତୁତି ବୈଠକ

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କଲମପୁର ସମିତି ସଭାଗୃହ ଠାରେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ଶ୍ରୀମତୀ…
Read More...

ଚାଷ ଜମିରେ ଖସିପଡିଲା ପାଣିପାଗ ବିଭାଗର ଡିଭାଇସ ‘ରେଡିଓସୋଣ୍ଡେ: ଏସ୍‍ଏସ୍‍ ସୋଣ୍ଡେ ୦୧’

ପିପିଲି:ପିପିଲି ନିକଟବର୍ତ୍ତି ସଁପୁର ପଞ୍ଚାୟତ ଅନ୍ତର୍ଗତ ଜୁଣୁପଡିଆ ଗ୍ରାମ ସ୍ଥିତ ଏକ ଚାଷଜମି ମଧ୍ୟରେ ପାଣିପାଗ ବିଭାଗର ଏକ ବେଲୁନ୍‍ ସହ ଡିଭାଇସ୍‍ ‘ରେଡିଓସୋଣ୍ଡେ: ଏସ୍‍ଏସ୍‍ ସୋଣ୍ଡେ ୦୧’ ଖସି ପଡିଥିବା ସୂଚନା…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ହିନ୍ଦୁ ନବବର୍ଷ ଓ ବିଦ୍ୟାରମ୍ଭ ଯଜ୍ଞ

ବାଙ୍କୀ: ଶନିବାର ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦିନ ହିନ୍ଦୁ ନବବର୍ଷ ପାଳନ ଓ ବିଦ୍ୟାରମ୍ଭ ଯଜ୍ଞ ଶିଶୁ ବିଦ୍ୟାମନ୍ଦିରର ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ…
Read More...

ମା’ ଚର୍ଚ୍ଚିକାଙ୍କ ଘଟ ଭୋଗ ପରିକ୍ରମା

ବାଙ୍କୀ: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କର ଘଟ ଏବେ ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମକୁ ପରିକ୍ରମାରେ ଯାଇ ଭୋଗ ଖାଉଛନ୍ତି। ପରମ୍ପରାକ୍ରମେ ସେବାୟତମାନେ ଗାଁକୁ ଗାଁ ବୁଲି ମା’ଙ୍କ ଘଟକୁ ପରିକ୍ରମା…
Read More...

ପାଥପୁର ବାରିଣୀ ଯାତ୍ରା ଉଦଯାପିତ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମରେ ଚାଲିଥିବା ବାରିଣୀ ଯାତ୍ରା ଉଦଯାପିତ ହୋଇଯାଇଛି। ଦୀର୍ଘ ୪୬ବର୍ଷରୁ ଉର୍ଦ୍ଧ୍ବକାଳ ଧରି ଅଞ୍ଚଳରେ ଜନସାଧାରଣଙ୍କୁ ଭାଇଚାରା ଓ ସାଂସ୍କୃତିକ ମନୋରଞ୍ଜନ…
Read More...

ଚାଷୀଙ୍କ ଅଭିଯୋଗ ନ ଶୁଣିବାରୁ ଅଫିସ ଭିତରେ ପଶି ତହସିଲଦାରଙ୍କ ମାଡ଼

ପଟ୍ଟାମୁଣ୍ଡାଇ: ତହସିଲ ଅଫିସରେ ପଶି ତହସିଲଦାରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ଅଫିସରେ ପଶି ଦୁଇଜଣ ବ୍ୟକ୍ତି ତହସିଲଦାରଙ୍କୁ ପିଟିଥିବା ଅଭିଯୋଗ କରାଯାଇଛି। ତହସିଲଦାର ଦୀଲିପ ସେଠୀଙ୍କୁ ବିଧା ଓ…
Read More...

୬ମାସହେଲା ମିଳୁନି ପାଣି, ଜଳକଷ୍ଟ ଭୋଗୁଛନ୍ତି ୭୦ପରିବାର

ହରଭଙ୍ଗା: ଖରାଦିନ ଆସିଲା ମାତ୍ରେ ପ୍ରାୟତଃ ସବୁସ୍ଥାନରେ ପାଣି ସମସ୍ୟା ଦେଖିବାକୁ ମିଳୁଛି। କେଉଁଠି ଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ବର୍ଷ ବର୍ଷ ଧରି ପାଣି ଟୋପାଏ ମିଳୁନି ତ, ଆଉ କେଉଁଠି ନଳକୂପରୁ ପାଣି…
Read More...

କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ଓ ସାମ୍ବିଧାନିକ ମାନ୍ୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ : ପଶ୍ଚିମ ଓଡ଼ିଶାରେ ସମଗ୍ର କୋଶଳାଞ୍ଚଳକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଦାବି ଉଠୁଥିବାବେଳେ କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଅପ୍ରେଲ ୧ ତାରିଖରେ ଓଡ଼ିଶା ଦିବସ ପାଳନ ସାରା…
Read More...

କୁଅ ଖୋଲୁଥିବା ବେଳେ ବିସ୍ଫୋରଣ, ଶ୍ରମିକ ମୁତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ କୂଅ ଖୋଳୁଥିବାବେଳେ ଜଣେ ଶ୍ରମିକର ବିସ୍ଫୋରଣ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ରତନପୁର ଗ୍ରାମର ଜୈନିକ ବ୍ୟକ୍ତିଙ୍କ…
Read More...

ଛାତ୍ରୀନିବାସ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା-ପ୍ରଧାନ ଶିକ୍ଷକ ନିଲମ୍ବିତ, ବିଭାଗୀୟ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତରେ ଥିବା ଏକ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ଛାତରୁ ଡେଇଁ ଜୈନିକା ଛାତ୍ରୀ ମୃତ୍ୟୁବରଣ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି…
Read More...

ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟବିଚାରପତି ଡ. ଏସ୍. ମୁରଲୀଧର

ନବରଙ୍ଗପୁର:   ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଶୁଭ ଉଦଘାଟନ ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଆଜି ଭର୍ଚୁଆଲ ମାଧ୍ୟମରେ ଉଦଘାଟନ  କରିଛନ୍ତି। ଏହି ଅବସରରେ…
Read More...

ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପିପିଲି: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ୩୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ସମଗ୍ର ଦେଶରେ ମତ୍ସ୍ୟ ଗବେଷଣା…
Read More...

ଜିଲାସ୍ତରୀୟ ପୁଲିସ ପ୍ରତିଷ୍ଠାଦିବସ ପାଳନ, ୫ଜଣ ଶ୍ରେଷ୍ଠ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ

ନବରଙ୍ଗପୁର: ସ୍ଥାନୀୟ ପୁଲିସ ରିଜର୍ଭପଡିଆ ଠାରେ ଶୁକ୍ରବାର ଜିଲାସ୍ତରୀୟ ୮୭ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଆରକ୍ଷୀ ଅଧିକ୍ଷକ ପିଏସ.ପୁରୁଷୋତ୍ତମ ଦାସ ଯୋଗଦେଇ ପୁଲିସ ବାହିନୀର ମିଳିତ ପରେଡରେ ଅଭିବାଦନ…
Read More...

ଲଇଡା ଫାଣ୍ଡି ଅଧିକାରୀ ଏବଂ କତରବଗା ଥାନା ହାବିଲଦାର ପୁରସ୍କୃତ

ରେଙ୍ଗାଲି: ଉଲ୍ଲେଖନୀୟ ସେବା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣାତା ପାଇଁ ଆଜି ରାଜ୍ୟ ପୁଲିସ ଦିବସ ଅବସର ରେ ସମ୍ବଲପୁର ଜିଲାର ଶ୍ରେଷ୍ଠ ସହକାରୀ ପୁଳିସ ଉପ-ନିରୀକ୍ଷକ ରୂପେ ଲଇଡା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ…
Read More...

ମୋହନା ବ୍ଲକରେ ମନରେଗା ଜନଶୁଣାଣି

ମୋହନା: ଗଜପତି ଜିଲା ମୋହନା ବ୍ଳକ ସମିତି ସଭା ଗୃହରେ ଜାତୀୟ ଖାଦ୍ୟ ସୁରକ୍ଷା ସହ ମନରେଗା ଜନଶୁଣାଣି ଗଜପତି ଉପ ଜିଲାପାଳ ଦିଲୀପ କୁମାର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ୨୦୨୦-୨୧…
Read More...

‘କଳାଭୂମି’ ପରିସରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିସରରେ ଥିବା ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀର ଉଦଘାଟନ…
Read More...

ନୂଆପଡା ଡବଲ ମଡର୍ ଘଟଣା: ଅଭିଯୁକ୍ତ ଗିରଫ, ସିନ୍ ରିକ୍ରିଏସନ୍ କଲା ପୁଲିସ

ଗୁଡଭେଲା: ନୂଆପଡା ଡବଲ ମଡର୍ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ତୁଷୁରା ପୁଲିସ ଗରିଫ କରିଛି। ଏହାସହ ଡବଲ ମଡର ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ପୁଲିସ ଜବତ। ଅଭିଯୁକ୍ତକୁ ଗିରଫ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଧିକ…
Read More...

ମାନସ ସ୍ବାଇଁ ହତ୍ୟା ମାମଲା: ଦୋଷ ମାନିଲେ ଶର୍ମିଷ୍ଠା

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ମୃତ୍ୟୁର ମହାଖୁଲାସା କଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ…
Read More...

ହଷ୍ଟଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା:ପ୍ରଧାନଶିକ୍ଷକ ଓ ହଷ୍ଟେଲ ୱାର୍ଡନ ଥାନାରେ ଅଟକ

ସୁନ୍ଦରଗଡ଼: ହଷ୍ଟଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା। ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍କୁଲ…
Read More...

ଅନଲାଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ବ୍ୟବହାର କର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପରୀକ୍ଷା ଜୀବନର ଏକ ଅଙ୍ଗ ପାଲଟି ସାରିଲାଣି। ସମୟ ବଦଳିବା ସହ ମାଧ୍ୟମ ମଧ୍ୟ ବଦଳୁଛି। ଅନଲାଇନ ଓ ଅଫଲାଇନ ବଦଳରେ କିଛି ସମୟ ‘ଇନରଲାଇନ୍’ ହେବା ଜରୁରୀ। ଅନଲାଇନରୁ ଜ୍ଞାନ ଆହରଣ କରି ତାହା ଅଫଲାଇନରେ…
Read More...

୨ ସାଙ୍ଗ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସାଙ୍ଗ

କଟକ: ବାରଙ୍ଗ ବଙ୍ଗାଳି ସାହି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ସାଙ୍ଗ ଅନ୍ୟ ୨ଜଣ ସାଙ୍ଗ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଫଳରେ ପେଟ୍ରୋଲ ନିଆଁରେ ଜଳି ୨ ସାଙ୍ଗ ଗୁରୁତର ହୋଇ ଯାଇଛନ୍ତି। ଅପରପକ୍ଷରେ…
Read More...

ଅବିଶ୍ବାସ ପ୍ରସ୍ତାବକୁ ନେଇ ଇମ୍ରାନ ଖାନଙ୍କ ଦମ୍ଭୋକ୍ତି, କହିଲେ ଶେଷ ବଲ ଯାଏଁ ଖେଳିବି-ଇମ୍ରାନ

ଇସଲାମାବାଦ: ଆଜି ପାକିସ୍ତାନବାସୀଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ବୋଧନ କରି କହିଛନ୍ତି ଯେ ଅବିଶ୍ବାସ ପ୍ରସ୍ତାବ ଉପରେ ଆସନ୍ତା ରବିବାର ଭୋଟିଂ ହେବ। ଏପ୍ରିଲ ୩ ତାରିଖରେ ପାକିସ୍ତାନରେ ଆସିବାକୁ ଯାଉଛି…
Read More...

ବଲାଙ୍ଗିର ଜିଲାପାଳଙ୍କ କଣ୍ଟାବାଞ୍ଜି ଡାକ୍ତରଖାନା ପରିଦର୍ଶନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା କଣ୍ଟାବାଞ୍ଜି ଡାକ୍ତରଖାନା ପରିଦର୍ଶନ କରି ଫେରିଯାଇଛନ୍ତି । ପରିଦର୍ଶନ ସମୟରେ ଟିଟିଲାଗଡ ଉପଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରି, ତହସିଲଦାର ପ୍ରମୁଖ ଉପସ୍ଥିତ…
Read More...

୮ବର୍ଷ ଚୋରା କାରବାରର ପର୍ଦ୍ଦାଫାଶ, ଉଦ୍ଧାର ହେଲା ବିପୁଳ ପରିମାଣର ଚୋରା ଆସବାବପତ୍ର ଓ ବୈଦ୍ୟୁତିକ ସରଞ୍ଜାମ ଅଟୋ ଜବତ

ରେଙ୍ଗାଲି: ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଇଡାର ମୁକେଶ ଅଗ୍ରଓାଲାଙ୍କ ଦୋକାନରୁ ଗତ ୨୮ ତାରିଖ ସୋମବାର ରାତିରେ ଚୋରୀ ହୋଇଥିଲା। ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିବା ପରେ ସେମାନଙ୍କୁ…
Read More...

ଆଦର୍ଶ ଗାଁ ଲୋକଙ୍କୁ ମିଳୁନି ପିଇବା ପାଣି: ଚାଲିବାକୁ ପଡୁଛି ୧କିମି, ସଂଗ୍ରହ ପାଇଁ ଯାଉଛି ଦୈନିକ ୮ ଘଣ୍ଟା

ହରଭଙ୍ଗା: ଖରାଦିନ ଆସିଲା ମାତ୍ରେ ଅନେକ ଗାଁରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଥାଏ। ଗ୍ରାମାଞ୍ଚଳ ଲୋକେ ପିଇବା ପାଣି ଟୋପାଏ ସଂଗ୍ରହ ପାଇଁ ସଂଘର୍ଷ କରୁଥିବା ବିକଳବିତ୍ରକୁ ଲକ୍ଷ୍ୟକଲେ ସରକାରଙ୍କ ଜନହିତକର ଯୋଜନା…
Read More...

ଓସିପିଏଲ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ବର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ଏହି ଉପଲକ୍ଷେ ଲୋକସେବା…
Read More...

ଛତ୍ରଙ୍ଗରୁ ବାଇକ ଚୋରି ଘଟଣା, ବରମୁଣ୍ଡାରେ ପଇଁତରା ମାରୁଥିବାବେଳେ ଧରାପଡ଼ିଲା

ହରଭଙ୍ଗା: ଗତ ୨୫ତାରିଖ ରାତିରେ ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ଏକ ରାଇସ୍ ମିଲ ପରିସରରୁ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ବାଇକ ଚୋରି କରିନେଇଥିଲେ। ଏ ସର୍ମ୍ପକରେ ନିଜେ…
Read More...

ଭୁବନେଶ୍ୱର କ୍ଲବରେ ଉତ୍ତର-ପ୍ରତୀତିବାଦୀ ବିଶ୍ୱସ୍ତରୀୟ କଳାକୃତି ପ୍ରଦର୍ଶନୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବର ସାଂସ୍କୃତିକ ଅଙ୍ଗ ‘ସୁକୃତ’ ଆନୁକୂଲ୍ୟରେ ଉନବିଂଶ ଶତାବ୍ଦୀର ପ୍ରଥିତଯଶା ଚିତ୍ରକର ଭିନସେଣ୍ଟ ଭାନ ଗୋହଙ୍କର ବିଶ୍ବବିଜୟୀ କଳାକୃତି ଗୁଡିକର ଅବିକଳ ନକଲ ପ୍ରଦର୍ଶନୀ ଅନୁଷ୍ଠିତ…
Read More...

ବଦଳିଲା ସକାଳୁଆ ସ୍କୁଲ ସମୟ: ପ୍ରଥମରୁ ଅଷ୍ଟମ ପାଠପଢ଼ା ସକାଳ ୬.୩୦ରୁ ୧୦.୩୦, ନବମରୁ ଦ୍ବାଦଶ କ୍ଲାସ ସକାଳ ୭ରୁ…

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେବେ ପୂର୍ବ ନିର୍ଦ୍ଧାରିତ ସମୟରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି। ଆଜି ବିଦ୍ୟାଳୟ ଓ…
Read More...

ପିପିଲିରେ ଏସ୍‍ବିଆଇ ଆର୍‍ଏସିସି ଶାଖା ଉଦ୍‍ଘାଟିତ, ଗ୍ରାହକ ସେବାକୁ ଦିଆଯିବ ଅଧିକ ଗୁରତ୍ୱ

ପିପିଲି:ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ(ଏସବିଆଇ)ର ରିଟେଲ ଆସେଟ କ୍ରେଡିଟ ସେଣ୍ଟର (ଆର୍‍ଏସିସି) ଶାଖା ପିପିଲିରେ ଉଦ୍‍ଘାଟିତ ହୋଇଯାଇଛି। ଏସ୍‍ବିଆଇର ଓଡିଶାର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ) ବିଦ୍ୟା କ୍ରିଷ୍ଣନ ଏହାକୁ…
Read More...

ପାଥପୁରରେ ବାରେଣୀ ଯାତ୍ରା ଉଦଘାଟିତ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମରେ ପାରମ୍ପରିକ ବାରେଣୀ ଯାତ୍ରା ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…
Read More...

ତୈଳ ଓ ଗ୍ୟାସ୍‍ ଦରବୃଦ୍ଧି ପ୍ରତିବାଦରେ ପିପିଲିରେ କଂଗ୍ରେସର ବିକ୍ଷୋଭ

ପିପିଲି:ତୈଳ ଓ ରନ୍ଧନ ଗ୍ୟାସ ଦରରେ ଅହେତୁକ ବୃଦ୍ଧିକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କଂଗ୍ରେସ ପକ୍ଷରୁ ପିପିଲିରେ ଏହାର ପ୍ରତିବାଦ କରାଯିବା ସହ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରଜ

ଭୁବନେଶ୍ବର:  ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜାମିନ ଆବେଦନ କରିଥିଲେ ଏବଂ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦିଆଯାଇଛି। ବାଣପୁର ଆସିଷ୍ଟାଣ୍ଡ ସେସନ୍ ଜଜ୍ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନକୁ ଖାରଜ…
Read More...

ଝାରସୁଗୁଡ଼ା ଜିଲାରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କାର୍ଡିଆକ୍‌ କେୟାର ହସ୍ପିଟାଲ୍‌

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ସଂପର୍କିତ ଏକ ସମୀକ୍ଷା ବୈଠକ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତା ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ…
Read More...

ବସରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

କଲମପୁର: କଳାହାଣ୍ଡିରେ ଶେଷ ହେଉନାହିଁ ଦାଦନ ସମସ୍ୟା। କେତେବେଳେ କଳାହାଣ୍ଡିର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହାତ ଗୋଡ କଟା ହେଇ ନିର୍ୟ୍ୟାତିତ ହେଇ ଫେରୁଛନ୍ତି ତ କେତେବେଳେ ଶବ ହେଇ ଫେରୁଛନ୍ତି।ଦାଦନ…
Read More...

ଶହୀଦ ଲକ୍ଷ୍ମଣ ନାଏକ ଜନଜାତିଙ୍କ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ମାତୃଭୂମିର ପରମପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କର ଦେଶପ୍ରେମ, ବୀରତ୍ୱ ଓ ନେତୃତ୍ୱ ଥିଲା ଅତି ବଳିଷ୍ଠ । ଶହୀଦ ଲକ୍ଷ୍ମଣ ନାଏକ ଥିଲେ ଜନଜାତି ସମୁଦାୟଙ୍କ ଯଥାର୍ଥ…
Read More...

ଅଗ୍ନିବିପନ୍ନ ପରିବାରକୁ ପଲିଥିନ ସହାୟତା

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ଅରଖପଦର କନ୍ଧସାହିର ଅଗ୍ନିବିପନ୍ନ ପରିବାର ସୀତା ମଲ୍ଲିକଙ୍କ ପାଖରେ ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ ମଙ୍ଗଳବାର ପହଞ୍ଚି ପଲିଥିନ ସହାୟତା ପ୍ରଦାନ କରିଥିବା ଜଣାପଡିଛି।…
Read More...

ପତ୍ନୀକୁ ହତ୍ୟା ଉଦ୍ୟମ, ପିପିଲି ଥାନାରେ ଅଭିଯୋଗ

ପିପିଲି:ପତ୍ନୀକୁ ନିର୍ଯ୍ୟାତନା ଦିଆଯିବା ସହ ଗର୍ଭପାତ ପାଇଁ ବାଧ୍ୟ କରାଯିବା ଓ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ଏନେଇ ପିପିଲି ଥାନାରେ କସରଦା ଗ୍ରାମର ବିରାଟ ମହାପାତ୍ରଙ୍କ ସମେତ…
Read More...

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ, ୩ଟି ଶୃଙ୍ଖଳରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଲେ ଭୋଳା ଓ ଶ୍ରୀଲକ୍ଷ୍ମୀ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୟୁଥ ବାଳକ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରୁ ହଟିଲା ସାପ୍ତାହିକ କୋଭିଡ କଟକଣା, ଏଣିକି ସବୁଦିନ ଦର୍ଶନ ଦେବେ ମଣିବାବା

ଆରଡି: ଦୀର୍ଘ ଅଢେଇବର୍ଷ ପରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ହଟିଛି ସାପ୍ତାହିକ କୋଭିଡ କଟକଣା। ଏଣିକି ପ୍ରତିଦିନ ମଣିବାବା ଦର୍ଶନ ଦେବେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କୁ। ମଙ୍ଗଳବାର ଏପରି ସୂଚନା ଦେଇଛନ୍ତି…
Read More...

ସରିଲା ଜନ ଚେତନା ଜାଗରଣ ପାଇଁ ଦିବ୍ୟ ଚେତନା ରଥଯାତ୍ରା

ବ୍ରହ୍ମପୁର: ଯୁଗେ ଯୁଗେ ପୂଜ୍ୟ ସାଧୁ ସନ୍ଥମାନେ ଏ ଭାରତ ଭୂମିରେ ଦେଶ, ଧର୍ମ ଓ ସମାଜ ରକ୍ଷା ପାଇଁ ନିଜର ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିବାର ଦେଖାଯାଏ। ପୁରାଣ ପ୍ରସିଦ୍ଧ ଦଧିଚିଙ୍କଠାରୁ ଆରମ୍ଭ କରି ଏ ଯୁଗର ଅନେକ…
Read More...

ଭାର୍ଗବୀ ନଦୀରେ ବାରୁଣୀ ସ୍ନାନ, ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ସୁଆଣ୍ଡୋ: ପବିତ୍ର ଭାର୍ଗବୀ ନଦୀରେ ବାରୁଣୀ ସ୍ନାନ ସଂପର୍କରେ କପିଳ ସଂହିତା ଓ ବାରୁଣୀ ପୁରାଣରେ ବର୍ଣ୍ଣନା ରହିଛି। ପୁରୀ ଜିଲାର ଭାର୍ଗବୀ ନଦୀରେ ବାରୁଣୀ ସ୍ନାନ ଉପଲକ୍ଷେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ।…
Read More...

୬ ମାସରେ କଂକ୍ରିଟରାସ୍ତା ଦୁଇଫାଳ

ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଜାମୁଟ ପଞ୍ଚାୟତ ରହେମାନ ହରିଜନପଡାକୁ ୨୦୨୧ - ୨୨ ଆର୍ଥିକ ବର୍ଷରେ କଂକ୍ରିଟରାସ୍ତା ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧.୯୦ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ…
Read More...

ବନ୍ଧୁକ ମୁନରେ ୮ ହଜାର ଟଙ୍କା ଲୁଟ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଚୋତିପାଳଙ୍ଗ ନିକଟରେ ଡ଼ାଳତୋଳା ପରିବା ହାଟରୁ ଜଣେ ପରିବା ବେପାରୀ ପରିବା ବିକ୍ରି କରି ଫେରୁଥିବା ସମୟରେ ୩ ଜଣ ଯୁବକ ତାଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରି ଆହତ କରିବା ପରେ ତାଙ୍କ…
Read More...

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣା, ୮ ଆହତ

ବଲାଙ୍ଗିର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏବଂ ଏହି ଦୁର୍ଘଟଣାରେ ୮ଜଣ ଛାତ୍ର ଆହତ ହୋଇଛନ୍ତି। ଆହତ ହୋଇଥିବା ଛାତ୍ରମାନେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସୂଚନା ମିଳିଛି। ଆଜି…
Read More...

ବିଦ୍ୟୁତ୍ ସ୍ପର୍ଶରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା କଳାପାଣି ଛକର ଆନ୍ଧ୍ର ପଡ଼ାର ଏସ. ସତରାଜୁ(୬୫)ଙ୍କ ମଙ୍ଗଳବାର ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଯାଇଛି। ସେ ଆଜି ସକା​‌େ​‌ଳ ଗାଈମାନଙ୍କ ପାଇଁ ବିଲରୁ ଘାସ ସଂଗ୍ରହ କରିବାକୁ ଯାଉଥିବା…
Read More...

ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା, ପ୍ରଦର୍ଶିତ ହେଲା ୪୪ଟି ବୈଜ୍ଞାନିକ ପ୍ରକଳ୍ପ

ବୌଦ୍ଧ : ବୌଦ୍ଧ ସହରର ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଏକଦିବସୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪୪ଟି ବୈଜ୍ଞାନିକ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।…
Read More...

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ, ବ୍ୟାପକ କ୍ଷୟକ୍ଷତି ସୂଚନା

ଠାକୁରମୁଣ୍ଡା: ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ତାଳବନ୍ଧ ଏବଂ ଚହଲା ରେଞ୍ଜର ୫ଟି ଜାଗାରେ ଲାଗିଛି ନିଆଁ ଲାଗିଥିଲା। ଗତବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି…
Read More...

ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଧାନସଭାରେ ବିବୃତ୍ତି ଦେଲେ ରାଜ୍ୟ ସରକାର। ବାଚସ୍ପତିଙ୍କ ରୁଲିଂ କ୍ରମେ ବିବୃତ୍ତି ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହାପୂର୍ବରୁ ଶ୍ରୀମନ୍ଦିର ପ୍ରକଳ୍ପ…
Read More...

ଦେଓଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଆଶାକର୍ମୀଙ୍କ ଧାରଣା

ଦେଓଗାଁ: ଟ୍ରେଡ଼ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଦେଓଗାଁ ବ୍ଲକ ନିଖିଳ ଆଶାକର୍ମୀ ସଂଘ ପକ୍ଷରୁ ଧାରଣା ଦେବା ସହ ଧର୍ମଘଟ କରିଛି। ବ୍ଳକର ବିଭିନ୍ନ ଗାଁରେ କାର୍ୟ୍ୟ କରୁଥିବା ଆଶା କର୍ମୀମାନେ ଏକତ୍ରିତ…
Read More...

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ଦୀଲବାଗଙ୍କ ୩, ଅମନଙ୍କ ୨ ନୂଆ ରେକର୍ଡ

ଭୁବନେଶ୍ୱର:ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜିର ଦିନରେ…
Read More...

ଭୁବନେଶ୍ୱରକୁ କଳା ଓ କଳାପ୍ରେମୀମାନଙ୍କୁ ଆକୃଷ୍ଟ କରିବାରେ ତୋଷାଳି ମେଳା ସଫଳ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଜନତା ମଇଦାନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମେଳାକୁ…
Read More...

ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତରେ ଝାରସୁଗୁଡ଼ାଠାରେ…
Read More...

ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳିମାଡ଼ ହୋଇଛି। ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ମୃତ୍ୟୁ ହୋଇଛି। ମିଳିଥିବା…
Read More...

କ୍ୟାମରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା -ଦିନ ରିମାଣ୍ଡରେ ଯିବେ ଶର୍ମିଷ୍ଠା ରାଉତ

ଭୁବନେଶ୍ବର: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବ। ଆଜି ମୁଖ୍ୟ ଅଭିଯୁକ୍ତ…
Read More...

ଗଞ୍ଜାମରେ ଦୁଇଦିନିଆ ଧର୍ମଘଟ ପ୍ରଭାବ

ଗଞ୍ଜାମ: ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ଼ ୟୁନିୟନ ଓ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀମାନଙ୍କ ପକ୍ଷରୁ ଗଞ୍ଜାମ ସହରରେ ଦୁଇଦିନିଆ ଧର୍ମଘଟ ବନ୍ଦ ପାଳନ କରାଯାଇଥିଲା। ଏହି ଆନ୍ଦୋଳନରେ ସ୍ଥାନୀୟ ନେତା ରାମ ଚନ୍ଦ୍ର…
Read More...

ଦୀର୍ଘ ମାସ ଧରି ଆଧାର କେନ୍ଦ୍ର ବନ୍ଦ, ଲୋକେ ହନ୍ତସନ୍ତ

ମୋହନା: ସ୍ଥାନୀୟ ବ୍ଳକର ମୋହନା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚାଲିଥିବା ଆଧାର କେନ୍ଦ୍ର ଗୁଡିକ ଦୀର୍ଘ ମାସ ଧରି ବନ୍ଦ ରହିଥିବାରୁ ଦୂର ଦୂରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ଆସୁଥିବା ଲୋକେ ଆଧାର ସଂଯୋଗୀକରଣ, ନାମ…
Read More...

ଜଙ୍ଗଲ ନିଆଁରେ ଜଳିଗଲା ଦୁଇ ବଖରା ଘର

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ଅରଖପଦର ଗ୍ରାମର କନ୍ଧସାହିରେ ସୋମବାର ଅପରାହ୍ନ ସମୟରେ ଜଙ୍ଗଲ ନିଆଁରୁ ଅଗ୍ନିକାଣ୍ଡ ଘଟି ସୀତା ମଲ୍ଲିକଙ୍କ ଦୁଇ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି…
Read More...

ଆଲବମ୍ ଅଭିନେତ୍ରୀଙ୍କୁ ବଳତ୍କାର ମାମଲା, ମୁଖ୍ୟ ଅଭିଯୁକ୍ତ ସୁରଜ ଗିରଫ

ଖଣ୍ଡଗିରି: ଆଲବମରେ ଅଭିନୟ କରିବାକୁ ଡାକି ଜଣେ ଅଭିନେତ୍ରୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ଆଜି ସ୍ବତନ୍ତ୍ର ଦଳ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଭରତପୁର ଥାନାକୁ ହସ୍ତାନ୍ତର କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ…
Read More...

ଜଙ୍ଗଲରେ ନିଆଁ, ବିପଦରେ ବନ୍ୟଜନ୍ତୁ

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। ଜଙ୍ଗଲରେ ନିଆଁ ଲାଗିବା ପରେ ବନବିଭାଗ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛନ୍ତି। ଗତ ବର୍ଷ…
Read More...

ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା ପାର ହେଲା ମା’ ଭାଲୁ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ରାସ୍ତାରେ ମା’ ଭାଲୁ ସହିତ ଦୁଇଟି ଭାଲୁ ଛୁଆ ରାସ୍ତାପାର କରିଥିଲେ। ମା’ ଭାଲୁ ପିଠି ଉପରେ ଦୁଇଟି ଛୁଆଭାଲୁ ଜାବୁଡି ଧରି ବସିଥିଲେ। ସେହି ଦୁଇଟି ଭାଲୁଛୁଆକୁ ପିଠି ଉପରେ…
Read More...

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ-ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୭୬ କେଜି…
Read More...

ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ୮୦…
Read More...

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୪ତମ ବାର୍ଷିକ ସାଧାରଣ ସଭା, ବ୍ୟାଙ୍କର ଅଂଶଧନ ପରିମାଣ ୨୮କୋଟି ୫୪ଲକ୍ଷ ୮ହଜାର…

ବାଙ୍କୀ: ସୋମବାର ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୪ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସନ କଟକ ଜିଲାପାଳ ଭବାନୀ ଶଙ୍କର…
Read More...

ବୋମା ଫୁଟି ୩ ନାବାଳିକା ଗୁରୁତର, ଅଘଟଣ ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସର ତନାଘନା

ଭଦ୍ରକ: ଭଦ୍ରକ ଜିଲା ବନ୍ତ ଥାନା ତ୍ରିକୋଣ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ୩ଜଣ ବାଳିକା ଖେଳୁଥିବାବେଳେ ଏକ ପରିତ୍ୟକ୍ତ ବ୍ୟାଗରେ ଭିତରେ ଥିବା ବୋମା ଫୁଟିଯାଇଥିଲା। ବୋମା ଫୁଟିଯିବା ଦ୍ବାରା ୩…
Read More...

ଦେଶରେ ଉଦାହରଣ ସୃଷ୍ଟି କରିଛି ‘ମୋ ସ୍କୁଲ୍‌’: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି। ଅତୀତକୁ ବର୍ତ୍ତମାନ ସହ ଯୋଡ଼ିଥିବା ଏହି ଅଭିଯାନ ରାଜ୍ୟର…
Read More...

ଗୁଣୁପୁର-ଗାଙ୍ଗପୁର ଆଇଆଇସି ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣା, ପ୍ରକୃତ ତଦନ୍ତ ଦାବି କଲେ ଆଇଆଇସିଙ୍କ ପତ୍ନୀ କିରଣ…

ଗୁଣୁପୁର: ଗୁଣୁପୁର-ଗାଙ୍ଗପୁର ଆଇଆଇସି ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣାରେ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି ପ୍ରକୃତ ତଦନ୍ତ ଦାବି କରିଛନ୍ତି। ମୃତ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି କହିଛନ୍ତି ଯେ ମୃତ୍ୟୁ…
Read More...

‘ସମର୍ଥ ସମାଜ ଗଢ଼ିତୋଳିବାରେ ସାହିତ୍ୟର ଭୂମିକା ରହିଛି’

ଭୁବନେଶ୍ୱର: ବିଜ୍ଞାନ ମଣିଷ ଜୀବନକୁ ଆଗକୁ ନେଇପାରେ ଓ ଖୁସି ଦେଇପାରେ। କିନ୍ତୁ ସାହିତ୍ୟ ଜୀବନକୁ ବୁଝିବାରେ ବହୁଭାବରେ ସାହାଯ୍ୟ କରେ। ପଛକୁ ଚାହିଁ ଉପଲବ୍ଧିର ନୂଆ ମାର୍ଗ ପ୍ରସ୍ତୁତ କରେ ସାହିତ୍ୟ। ଗୋଟିଏ ସମର୍ଥ ଓ…
Read More...