ପାଣ୍ଢୁର୍ଣ୍ଣାରୁ ବିରଳ ପ୍ରଜାତିର ସାପ ଉଦ୍ଧାର; ମୂଲ୍ୟ ୨ କୋଟି

ଛିନ୍ଦ୍‌ୱାଡ଼ା: ମଧ୍ୟପ୍ରଦେଶ ଛିନ୍ଦ୍‌ୱାଡ଼ା ଜିଲାର ପାଣ୍ଢୁର୍ଣ୍ଣାରେ ବିରଳ ପ୍ରଜାତିର ଏକ ସ୍ୟାଣ୍ଡ ବୋଆ ସାପ ଦେଖିବାକୁ ମିଳିଛି, ଯାହାକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହି ସାପର…
Read More...

ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର; ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ

ଭୁବନେଶ୍ବର: ସହରର ବସ୍ତିବାସିନ୍ଦାମାନଙ୍କ ପାଇଁ ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ…
Read More...

କନ୍ଧ କୂଳ ସମାଜର ସହାୟତାରେ ମିଶିଲେ ବିଛିନ୍ନ ପରିବାର

କଲ୍ୟାଣସିଂହପୁର: କନ୍ଧ କୂଳ ସମାଜର ସହାୟତାରେ ମିଶିଲେ ବିଚ୍ଛିନ୍ନ ହୋଇଯାଇଥିବା ଦମ୍ପତି ଓ ତାଙ୍କ ପରିବାର। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଗାଁର ଝିଅ ଓ ଭେଜା ଗାଁର ପୁଅ…
Read More...

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ ଅତନୁ ସବ୍ୟସାଚୀ; ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ ପାଇଁ କଲେ ଦାବି

ଭୁବନେଶ୍ବର: ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ। ବୁଧବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ…
Read More...

ଭାଗିପାଲି ସ୍କୁଲରେ ପାନୀୟ ଜଳ ସମସ୍ୟା; ଦୁଇ ନଳକୂପ ଅଚଳ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଦୁଇଟି ଯାକ ନଳକୂପ ଅଚଳ ହୋଇ ପଡିଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ ।…
Read More...

୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

କଣ୍ଟାବାଞ୍ଜି : ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ପ୍ରେସ କ୍ଲବ ଡାକରାରେ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ପ୍ରେସ କ୍ଲବ ପୂର୍ବ ଘୋଷଣା ଅନୁସାରେ, ଡାକ୍ତରଖାନା ସମ୍ମୁଖରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇସିସି ଟି-୨୦ ବିଶ୍ୱକପ୍‌‌: ଫାଇନାଲରେ ପାକିସ୍ତାନ.. ଆସନ୍ତାକାଲି ଭାରତ-ଇଂଲଣ୍ଡ ସେମିଫାଇନାଲ..ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କଲା ପାକିସ୍ତାନ.. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ…
Read More...

ଚକଡ଼ା କ୍ଷୟକ୍ଷତି ଆକଳନ ଦାବିରେ ତହସିଲଦାରଙ୍କୁ ଦାବିପତ୍ର 

କୋକସରା : ଚକଡ଼ା ପୋକ ଫସଲର ନିରାକରଣ ତଥା କ୍ଷତିପୂରଣ ଦାବିରେ ବୁଧବାର କୃଷି ଓ କୃଷକ କଲ୍ୟାଣ ସମିତି ଧର୍ମଗଡ଼ ଉପଖଣ୍ଡ ଆବାହକ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ବରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ…
Read More...

କେନ୍ଦ୍ରୀୟ କର୍ମଚାରୀଙ୍କର ପୁଣି ବଢିବ ଡିଏ, ବଢିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ନିକଟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା ଏବଂ ଜାନୁଆରୀରେ ପୁଣି ଥରେ ସରକାର ଡିଏ ବୃଦ୍ଧି କରିବେ। ସାରା ଦେଶରେ ବର୍ତ୍ତମାନ ଦରଦାମ ଅହେତୁକ…
Read More...

ଖୋଲାନରେ ଜାତୀୟ ଆଇନ ସେବା ଦିବସ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାନ ପଞ୍ଚାୟତ କାର୍ଯ୍ୟାଳୟଠାରେ ଟିଟିଲାଗଡ଼ ତାଳୁକ ଆଇନ ସେବା ସମିତି ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟିଟିଲାଗଡ଼ ତାଳୁକ ସମିତି…
Read More...

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ମାମଲା; ହତ୍ୟାକାରୀ ସ୍ୱାମୀ ଗିରଫ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡାଗାଁର ହରିଜନ ସାହିରେ ପୂର୍ଣ୍ଣିମାରେ ପିଶାଚ ସାଜି ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ଘଟଣାରେ ସ୍ୱାମୀ ନୀଳକଣ୍ଠ…
Read More...

ନାଲିଫିତା ତଳେ ସବୁଜ ମହାନଦୀ ମିଶନ

ହରଭଙ୍ଗା: ନଦୀତଟ ସୁରକ୍ଷା ଦିଗରେ ରାଜ୍ୟ ସରକାର ଦୁଇପାଦ ଆଗକୁ ଯାଇ ସବୁଜ ମହାନଦୀ ମିଶନ ଭଳି ମହତାକାଙ୍‌କ୍ଷୀ ଯୋଜନା ଗତ ୨୦୧୮ ମସିହାରେ ଶୁଭାରମ୍ଭ କଲେ । ଏହି ମିଶନ ଜରିଆରେ ମହାନଦୀ କୂଳରେ ଖାଲିଥିବା ସ୍ଥାନରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବର ଆକାଶରେ ଦେଖାଗଲା ଆଂଶିକ ଚନ୍ଦ୍ର ଗ୍ରହଣ.. ପଠାଣି ସାମନ୍ତ ପ୍ଲାନେଟାରିୟମରେ ଧାଡ଼ିରେ ଆସି ଆଂଶିକ ଚନ୍ଦ୍ରଗ୍ରହଣ ଦେଖୁଛନ୍ତି ଦର୍ଶକ.. ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌‌ ଜଳବାୟୁ ସମ୍ମିଳନୀ…
Read More...

ଜେଏସଡବ୍ଳ୍ୟୁ-ଭୂଷଣ ଷ୍ଟିଲ୍ ଟାଉନସିପ୍‌ରେ କାର୍ତ୍ତିକପୂର୍ଣ୍ଣିମା ଓ ବାଲିଯାତ୍ରା

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଠେଲୋକୋଲୋଇଠାରେ ଥିବା ଜେଏସଡବ୍ଳ୍ୟୁ- ଭୂଷଣ ଷ୍ଟିଲ୍ ଆଣ୍ଡ୍ ପାୱାର ଲିଃ ଟାଉନସିପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଦେବ ଦୀପାବଳି ଏବଂ ବାଲିଯାତ୍ରା ହର୍ଷୋଲ୍ଲାସର ସହିତ ପାରମ୍ପାରିକ…
Read More...

ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ତହସିଲ ଷ୍ଟାଫ୍ କ୍ୱାର୍ଟର

ରେଙ୍ଗାଲି: ସରକାରୀ ଟଙ୍କାରେ ନିର୍ମିତ ଘର କିମ୍ବା ଅନ୍ୟ କୌଣସି ନିର୍ମାଣ ଅକାରଣରେ ନଷ୍ଟ ହେଉଥିବା ଦେଖିଲେ ଲୋକେ କହନ୍ତି ସରକାର୍ କା ମାଲ୍ ଦରିୟା ମେ ଡାଲ୍ । ଏହି ଉକ୍ତିର ଯଥାର୍ଥତା ତଥା ଜ୍ୱଳନ୍ତ ଉଦାହରଣ ହେଉଛି…
Read More...

ରାଜଧାନୀର ରାଜରାସ୍ତାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦଣ୍ଡବତ ଯାତ୍ରା

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ମଙ୍ଗଳବାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦଣ୍ଡବତ ଯାତ୍ରା କରାଯାଇଛି। ୧୧ ଦଫା ଦାବିରେ ଆନ୍ଦୋଳନରତ ଚାଳକମାନେ ଧାରଣା ସ୍ଥଳରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏଥିପାଇଁ…
Read More...

ଭାଇର ତଣ୍ଟି ଚିପି ହତ୍ୟା କଲା ଭାଇ

କଣ୍ଟାବାଞ୍ଜି : ପାରିବାରିକ କଳହର କରୁଣ ପରିଣତି। ଭାଇର ତଣ୍ଟି ଚିପି ହତ୍ୟାକଲା ଭାଇ। ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ କନ୍ଦେଇ ପଞ୍ଚାୟତରେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ…
Read More...

ଜିଲାସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବୋଇତ ବନ୍ଦାଣ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସଂସ୍କୃତି ବିଭାଗ, ସତ୍ୟବାଦୀ ପଞ୍ଚାୟତ ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଜିଲାସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର…
Read More...

ଜାତୀୟ କନିଷ୍ଠ ତିରନ୍ଦାଜ ପ୍ରତିଯୋଗିତା ପାଇଁ ଓଡ଼ିଆ ଦଳଙ୍କ ଗୋଆ ଗସ୍ତ

ଲାଞ୍ଜିଗଡ଼: ଗୋଆର ପଣଜୀରେ ନଭେମ୍ବର ୩ରୁ ୧୨ ପର୍ଯ୍ୟନ୍ତ ୪୨ତମ ଏନଟିପିସି ଜାତୀୟ କନିଷ୍ଠ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ତିରନ୍ଦାଜୀ ଆସୋସିଏସନ ପକ୍ଷରୁ ଓଡ଼ିଶାର…
Read More...

ସଲମାନଙ୍କ ସହ ଫିଲ୍ମରେ ନଜର ଆସିବେ ତାଙ୍କ ଦୁଇ ଭାଇ, ଅରବାଜ କଲେ ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ତାଙ୍କ ମଝିଆ ଭାଇ ଅରବାଜ ଖାନଙ୍କ ସହ ‘ପ୍ୟାର କିଆ କୋ ଡରନା କ୍ୟା’, ‘ଗର୍ବ’ ଓ ‘ଦବଙ୍ଗ’ ଭଳି ହିଟ୍‌ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିସହ ସାନ ଭାଇ ସୋହେଲ ଖାନଙ୍କ ସହ ମଧ୍ୟ ସେ ‘ମୈନେ…
Read More...

ବ୍ୟାଙ୍କ ସେବା ପାଇଁ ଆନ୍ଧ୍ର ପାର

ପାତ୍ରପୁତ୍ର: ପାତ୍ରପୁର ବ୍ଲକର ଶତାଧିକ ଆଦିବାସୀ ଗ୍ରାମର ଲୋକମାନେ ଜଙ୍ଗଲ ପାହାଡ଼ ମଧ୍ୟରେ ବସବାସ କରୁଛନ୍ତି। ସେଥି ମଧ୍ୟରୁ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଦୁଇ ଆଦିବାସୀ ପଂଚାୟତର ତୁମ୍ବା ବୁରାତାଲର ୧୮ଗୋଟି ଗ୍ରାମର…
Read More...

ରାମବନରେ ଅଲ କାଏଦା ଆତଙ୍କୀ ଗିରଫ, ଗ୍ରେନେଡ଼ ଜବତ

ରାମବନ: ଜମ୍ମୁ ଡିଭିଜନର ରାମବାନ୍ ଜିଲାରେ ପୁଲିସ ଓ ସୁରକ୍ଷାବାହିନୀ ଜଣେ ଅଲ କାଏଦା ଆତଙ୍କବାଦୀକୁ ଗିରଫ କରିଛନ୍ତି। ତା’ ପାଖରୁ ଏକ ଗ୍ରେନେଡ଼ ମଧ୍ୟ ଜବତ କରାଯାଇଛି। ଆତଙ୍କୀ ଜଣକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୋର୍ବି ଝୁଲା ପୋଲ ଘଟଣା.. ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ.. ତ୍ରିପୁରାରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିବା ନେଇ ସୋମବାର ସାମ୍ନାକୁ ଆସିଛି.. ଜଣେ ୧୩ ବର୍ଷୀୟ ନାବାଳକ ନିଜ ମାଆ, ଭଉଣୀ, ଜେଜେବାପା ସମେତ ୪…
Read More...

ବଟେଶ୍ୱର ସମୁଦ୍ରରେ ବୁଡ଼ି ଜଣେ ମୃତ; ୨ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର କଣ୍ଟିଆଗଡ଼ ନିକଟରେ ଥିବା ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ…
Read More...

ମାଆକୁ ଡାହାଣୀ ସନ୍ଦେହରେ ପୁଅକୁ ମରଣାନ୍ତକ ଆକ୍ରମଣ

ବାଙ୍ଗିରିପୋଷି : ମାଆକୁ ଡାହାଣୀ ସନ୍ଦେହରେ ପୁଅକୁ ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମରେ । ସ୍ବର୍ଗତ ବନମାଳୀ ମହାନ୍ତିଙ୍କ ପୁଅ ଶ୍ରବଣ…
Read More...

ଫସଲବୀମା ପ୍ରଦାନରେ ଅବହେଳା ଅଭିଯୋଗ; ଚାଷୀ ଆନ୍ଦୋଳନ ଡାକରା

ସାକ୍ଷୀଗୋପାଳ : ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅଵହେଳା ଅଭିଯୋଗ କରି ସତ୍ୟଵାଦୀ ଵ୍ଲକର ଶୁକଳ ଓ ଆଳିଶ ପଞ୍ଚାୟତର ଶତାଧିକ କୃଷକ ଆନ୍ଦୋଳନ ଡାକରା ଦେଇଛନ୍ତି। ନୂଆ ଜଗନ୍ନାଥ ସଡକ ପାର୍ଶ୍ବ ମହାଵୀର…
Read More...

ପାନୀୟ ଜଳ ଯୋଗାଣରେ ହୋଇଥିବା ଦୁର୍ନୀତି ବିରୋଧରେ ଗଣଧାରଣା

ମୁଖୀଗୁଡା: ଜୟପାଟଣା ସହରକୁ ପାଇପଲାଇନ ଯୋଗେ ପାନୀୟ ଜଳଯୋଗାଣରେ ହୋଇଥିବା ଦୁର୍ନୀତି ବିରୋଧରେ ସୋମବାର ଗଣ ଧାରଣା କରାଯାଇଛି। ପାନୀୟ ଜଳଯୋଗାଣରେ ବ୍ୟାପକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିଗ୍ରସ୍ତ…
Read More...

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହତ୍ୟା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ଖକସୀ ଗାଁରେ ଜଣେ ଯୁବକଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ବେଳେ ଦୁଇଦିନ ପରେ ପୁଲିସ ଦ୍ବାରା ମୃତଦେହ ଜବତ କରାଯାଇଛି।…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ସଙ୍ଗୀତ ଜଗତର ଦୁଇ ତାରକା

ମୁମ୍ବାଇ: ନଭେମ୍ବର ୬, ୨୦୨୨ ବଲିଉଡ଼ ପାଇଁ ଏକ ସ୍ମରଣୀୟ ଦିନ। ଗୋଟିଏ ପଟେ ଆଲିଆ ଭଟ୍ଟ ଓ ରଣବୀର କପୁର ମାଆ-ବାପା ହୋଇଥିବା ବେଳେ ଅନ୍ୟ ପଟେ ସଙ୍ଗୀତ ଜଗତର ଦୁଇ ଚର୍ଚ୍ଚିତ ଚେହେରା ପଲକ ମୁଚ୍ଛଲ ଓ ମିଥୁନ ବିବାହ…
Read More...

ମାଣ୍ଡିଆର ବିକାଶ ପାଇଁ ସଚେତନତା ରଥର ଶୁଭାରମ୍ଭ

ଜି ଉଦୟଗିରି: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜନବିକାଶ ସହାୟତାରେ ମାଣ୍ଡିଆ ଦିବସ ଉପଲକ୍ଷେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମରେ ମାଣ୍ଡିଆର ବିକାଶ ପାଇଁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।…
Read More...

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କଙ୍ଗନା

ଗୌହାଟୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି। ନିଜ ଆଗାମୀ ଚଳଚ୍ଚିତ୍ର ‘ଇମରଜେନ୍ସୀ’ର ଶୁଟିଂ ପାଇଁ ସ୍ଥାନ ନିରୂପଣ କରିବାକୁ ଆସାମ ଯାଇଥିବା…
Read More...

ଯାଜପୁରରେ ମେଗା ଆଇନ ସେବା ଶିବିର

ଯାଜପୁର: ନ୍ୟାୟ ପାଇବା କେବଳ କୋର୍ଟ ଭିତ୍ତିକ ଆଇନ ସେବାରେ ସୀମିତ ନୁହେଁ । ଏହା ବିଭିନ୍ନ ନିୟମ, କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ଅଧିନରେ ଲୋକଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସମାନ ଭାବରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତ  ଟି-୨୦ ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି.. ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ.. ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ୯ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ.. ଭାରତ ଓ ଇଂଲଣ୍ଡ ମଧ୍ୟରେ…
Read More...

ମଟର ୱାର୍କର ୟୁନିୟନ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଚେତାବନୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିଳକଣ୍ଠେଶ୍ୱର ମଟର ୱାର୍କର ୟୁନିୟନ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ପାଇଁ ସ୍ଥାନୀୟ ପୁଲିସକୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ଆଜି ମଟର…
Read More...

ଅବତରଣ ସମୟରେ ହ୍ରଦରେ ଖସିପଡ଼ିଲା ବିମାନ; ଉଦ୍ଧାରକାର୍ଯ୍ୟ ଜାରି

ଡାର ଏସ ସଲାମ: ତାଞ୍ଜାନିଆରେ ରବିବାର ଏକ ଯାତ୍ରୀବାହୀ ବିମାନ ବିମାନବନ୍ଦରରେ ଅବତରଣ ସମୟରେ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରିସିଜନ୍‌ ଏୟାରଲାଇନ୍ସର ଘରୋଇ ବିମାନ ଯେଉଁ ସମୟରେ ବୁକୋବାରେ ଅବତରଣ କରିବାକୁ…
Read More...

ଆମେରିକା: ଫିଲାଡେଲ୍ଫିଆ ବାର୍‌ରେ ଆଖିବୁଜା ଗୁଳି ଚାଳନା, ୧୨ ଗୁରୁତର

ଫିଲାଡେଲ୍ଫିଆ: ଆମେରିକା ଫିଲାଡେଲ୍ଫିଆ ସହରର କେନ୍ସିଙ୍ଗଟନ୍ ଏବଂ ଆଲେଗେନି ଅଞ୍ଚଳରେ ଅବସ୍ଥିତ ଏକ ବାରରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ…
Read More...

ଧାମନଗର: ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭ୍ରାତୃ ବିୟୋଗ

ଭଦ୍ରକ: ଧାମନଗର ଉପନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବଡ ଭାଇ ମନୀନ୍ଦ୍ର ଦାସଙ୍କର ପରଲୋକ ଘଟିଛି। ରବିବାର ଭଦ୍ରକ ସ୍ଥିତ ତାଙ୍କ ବାସଭବନରେ ୫୬ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।…
Read More...

ମାଆ ହେଲେ ଆଲିଆ

ମୁମ୍ବାଇ: ରଣବୀର-ଆଲିଆଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ। କପୁର ପରିବାରରେ ଖେଳିଯାଇଛି ଖୁସିର ଲହରୀ। ଆଜ୍ଞା ହଁ, ମାଆ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ମିଡିଆ ରିପୋର୍ଟ ମୁତାବକ, ରବିବାର ସେ ଏକ କନ୍ୟା ସନ୍ତାନକୁ…
Read More...

ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କଲେ ଚଣ୍ଡୀଗଡ଼ କୃଷି ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ନିର୍ଦେଶକ

ସାକ୍ଷୀଗୋପାଳ: ଚଣ୍ଡୀଗଡ଼ର କୃଷି ବିଶ୍ଵ ବିଦ୍ୟାଳୟ କାର୍ଯ୍ୟକାରୀ ନିର୍ଦେଶକ ପ୍ରଫେସର ଡ. ସଞ୍ଜୟ କୁମାର ଦାସ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚଳିତ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର…
Read More...

ତାଳୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ସଭା

ଟିଟିଲାଗଡ଼: ଆଇନ ସଚେତନତା ମାଧ୍ୟମରେ ନାଗରିକ ସଶକ୍ତିକରଣ ନେଇ ଟିଟିଲାଗଡ଼ ତାଳୁକ ଆଇନ ସେବା ସମିତି ପକ୍ଷରୁ ୩୧ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିବା ଅଭିଯାନ ପରିପ୍ରେକ୍ଷୀରେ ବ୍ଳକ ଅନ୍ତର୍ଗତ ମନିଗାଁ…
Read More...

କପିଳେଶ୍ଵର ଶୈବ ପୀଠରେ ଅସ୍ଥାୟୀ ପୋଲ ନିର୍ମାଣ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡସୁଆଁଳୋ ପଞ୍ଚାୟତ ଅନ୍ତର୍ଗତ ହାଟୁଆରି ସନିକଟ ରମିଆଳ ନଦୀ ଗର୍ଭରେ ଅବସ୍ଥିତ ସର୍ବ ପୁରାତନ ଶୈବ ପୀଠ କପିଳେଶ୍ଵର ଶିବମନ୍ଦିରକୁ ବଡଓସାରେ ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ…
Read More...

ଆଇଆରବି ବାଟାଲିୟନକୁ ଜାଗା ହସ୍ତାନ୍ତରକୁ ବିରୋଧ; ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଫୁଲବାଣୀ: ଆଇଆରବି ବାଟାଲିୟନକୁ ଜାଗା ହସ୍ତାନ୍ତରକୁ ବିରୋଧ କରି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବଜାର ମୁଖ୍ୟ ରାସ୍ତା ଅବରୋଧ କରି ସ୍ଥାନୀୟ ୭ ଖଣ୍ଡ ମୌଜାର ଗ୍ରାମବାସୀମାନେ ଏକତ୍ରୀତ ହୋଇ ଭୁବନେଶ୍ୱରରୁ ଫୁଲବାଣୀ…
Read More...

କୋରାପୁଟ ସାଂସଦଙ୍କ ନିୟମଗିରି ପାରଶାଲି ପଞ୍ଚାୟତ ଗସ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାରସାଲି ପଞ୍ଚାୟତକୁ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ଗସ୍ତ କରି ଜଙ୍ଗଲ ଜମି ପଟା ପ୍ରଦାନ ସହ ୪ଜି ଓ ଜିଓ ନେଟୱର୍କ ଶୁଭ ଉଦଘାଟନ…
Read More...

ଚୁଡାଘସା ସୁବାସରେ ମହକିଲା ସାକ୍ଷୀଗୋପାଳ ମନ୍ଦିର; ପ୍ରବଳ ଖରାରେ ଭକ୍ତ ହନ୍ତସନ୍ତ

ସାକ୍ଷୀଗୋପାଳ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି, ପବିତ୍ର ବଡ଼ ଏକାଦଶୀ। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ…
Read More...

୯.୫ ଲିଟର କଫ ସିରପ ଜବତ; ଅଭିଯୁକ୍ତ କୋର୍ଟ ଚାଲାଣ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲାପାଳ ତଥା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଓ ପାଟଣାଗଡ଼ ଅବକାରୀ ଥାନା ଦ୍ୱାରା ପାଟ୍ରୋଲିଂ ବେଳେ ଶୁକ୍ରବାର ପୂର୍ବାହ୍ନରେ କଣ୍ଟାବାଞ୍ଜି ବସ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଞ୍ଜାବର ଅମୃତସରରେ ଶିବସେନା ନେତା ସୁଧୀର ସୁରିଙ୍କୁ ହତ୍ୟା.. ଅମୃତସରର ଗୋପାଳ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି.. ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ୍‌ ଆସେସମେଣ୍ଟ-୧…
Read More...

ଇସୁଦାନ ଗଡୱୀ ‘ଆପ୍‌’ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ଗୋଟିଏ ଦିନ ପରେ ଆମ୍ ଆଦମୀ ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
Read More...

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୁଳ : ହାତୀ ଘଉଡ଼ାଉଥିବା ବେଳେ ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ…
Read More...

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ, ପଞ୍ଚକ ଆରମ୍ଭ

ଡେସ୍କ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ନୀତି। ପଞ୍ଚକର ପ୍ରଥମ ଦିନରେ ଅର୍ଥାତ ଦେବୋତ୍ଥାନ (ବଡ)ଏକାଦଶୀ ତିଥିରେ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାର୍ତ୍ତିକ…
Read More...

ନିଆରା ଢଙ୍ଗରେ କର୍ମଚାରୀଙ୍କ ପରୀକ୍ଷା ନେଲେ ମହିଳା ଏସ୍‌ପି: ବେଶ ବଦଳାଇଲେ, ଆଉ ତା’ପରେ..

ଲକ୍ଷ୍ନୌ: ପୁଲିସର ତତ୍ପରତା ପରଖିବା ପାଇଁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ ଏକ ନିଆରା ପଦକ୍ଷେପ ନେଇଛନ୍ତି। ବେଶ ବଦଳାଇ ଜରୁରୀକାଳୀନ ନମ୍ବର ଡାଏଲ କରି ସଶସ୍ତ୍ର ଡକାୟତି ନେଇ ପୁଲିସକୁ ମିଥ୍ୟା…
Read More...

ରାମଚଣ୍ଡି ଥାନାଧିକାରୀ ଆହତ

ପିପିଲି: ରାମଚଣ୍ଡି ଥାନାର ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା ଶୁକ୍ରବାର ସକାଳେ ଆହତ ହୋଇଥିବା ସୂଚନା ମିଳିଛି । ସେ ପିପିଲି ବ୍ଳକର ଯଶୁଆପୁର ପଞ୍ଚାୟତର ସରପଞ୍ଚ ଉପନିର୍ବାଚନରେ ନିଜ ଦାୟିତ୍ୱ ତୁଲାଉଥିବା ସମୟରେ…
Read More...

କାର ଉପରେ ଚଢ଼ିଗଲା ହାଇୱା: ୪ ମୃତ, ଜଣେ ଗୁରୁତର

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବଡପଶି ନିକଟରେ ଗୁରୁବାର ସନ୍ଧ୍ୟା ୫ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରାସପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମ…
Read More...

ପାତ୍ରପୁର ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନିକ ସର୍ଭେ

ପାତ୍ରପୁର: ପାତ୍ରପୁର ଗ୍ରାମରେ ସ୍ଥାୟୀ ବସ୍ ଷ୍ଟାଣ୍ଡଟିଏ ନଥିବାରୁ ପ୍ରତିଦିନ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଆସୁଥିବା ବହୁ ଲୋକ କାର୍ଯ୍ୟାଳୟ ଆଦିକୁ ଆସିବା ପାଇଁ ପ୍ରାୟ ଏକ କିଲୋମିଟରରୁ ଅଧିକ ରାସ୍ତା…
Read More...

୨୦କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: ସଦର ଥାନା ପୁଲିସ ଗୁରୁବାର ୨୦ କେଜି ୫୦୦ ଗଂଜେଇ ଜବତ କରବା ସହ ଏହି ଘଟଣାରେ ଜଣକୁ ଗିରଫ କରିଛି। ଏ ସଂକ୍ରାନ୍ତରେ ସଦର ଥାନାରେ ୧୫୫/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ…
Read More...

ଆସନ୍ତାକାଲି ଯଶୁଆପୁର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଯଶୁଆପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ୪ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଛି। ଯଶୁଆପୁର ସରପଞ୍ଚ ଶ୍ୟାମସୁନ୍ଦର…
Read More...

ଅବ୍ୟବହୃତ ଅବସ୍ଥାରେ ଅପନ୍ତରା ହୋଇ ପଡ଼ିଛି ଗ୍ରାମୀଣ ପାର୍କ

ରେଙ୍ଗାଲି: ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମୀଣ ପାର୍କ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହେଉଛି। ତେବେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିହାରର ମୁଜାଫରପୁର ଅଦାଲତରେ ଶୁଣାଣୀ ଚାଲିଥିବା ସମୟରେ ଜଜ୍‌ଙ୍କୁ ବନ୍ଧୁକ ଦେଖାଇ ଜଣେ ଆଇନଜୀବୀ ଧମକ ଦେଇଥିବା ଅଭିଯୋଗ ହୋଇଛି.. ଏହି ଅଭିଯୋଗ ମିଳିବା ପରେ ପୁଲିସ ଆଇନଜୀବୀ ପଙ୍କଜ କୁମାର ଦାସ ଓରଫ୍‌ ପଙ୍କଜ କୁମାର…
Read More...

ତ୍ରିଲୋଚନପୁରଠାରେ ସିଆରପିଏଫ ଜନସମ୍ପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁରଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଆରପିଏଫ ୪ର୍ଥ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଦ୍ଵାରା ଜନସମ୍ପର୍କ କାର୍ଯ୍ୟକ୍ରମ ତ୍ରିଲୋଚନପୁର…
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ପାତ୍ରପୁର: ପାତ୍ରପୁର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବିଇଓ ଲୋକନାଥ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କବିରାଜ ଦାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପାତ୍ରପୁର ବିଡିଓ…
Read More...

ଆସୁଛି ‘କାଚା ବାଦାମ’ ଷ୍ଟାର୍ ଭୁବନ ବଦ୍ୟାକରଙ୍କ ନୂଆ ଗୀତ

ମୁମ୍ବାଇ: ସାମାଜିକ ଗଣମାଧ୍ୟମ ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଇଛି। ସେମାନଙ୍କ ମଧ୍ୟରୁ ଭୁବନ ବଦ୍ୟାକର ଜଣେ। ଭୁବନଙ୍କ ଗୀତ ‘କାଚା ବାଦାମ’ ଘରେ ଘରେ ପରିଚିତ। ଏହି ଗୀତରେ ବିଭିନ୍ନ ପ୍ରକାର ରିଲ୍ସ ତିଆରି…
Read More...

ରାଇତାଲ ଗ୍ରାମରେ ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ଦେବଗଡ଼: ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ୨୫ଟିକିଆ ହାତୀ ପଲ। ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏହି କ୍ରମରେ ଦେବଗଡ଼…
Read More...

ଆଜବେଷ୍ଟ ଭାଙ୍ଗି ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ସିସିଟିଭିରେ କଏଦ ଚୋରି ଦୃଶ୍ୟ

କୋକସରା: କୋକସରା ଥାନା କୋକସରା ସଦର ବସଷ୍ଟାଣ୍ଡ ନିକଟରେ ଥିବା ମହାପାତ୍ର ଫ୍ୟାନ୍ସି ଷ୍ଟୋରରୁ ବୁଧବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବୁଧବାର ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଦୋକାନର ଉପର…
Read More...

ବୁଲା ଗୋରୁପଲ ଚିନ୍ତାରେ ଉପଜିଲାପାଳ

ଟିଟିଲାଗଡ଼: ଟିଟିଲାଗଡ଼ ପୌର ପରିଷଦରେ ବୁଲା ଗାଈଗୋରୁ ପ୍ରଶାସନ ପାଇଁ ଏକ ଆହ୍ୱାନ ପାଲଟିଛି। ବୁଲା ଗୋରୁଙ୍କ ପାଇଁ ନାଗରିକ ଅତିଷ୍ଠ ହୋଇ ପଡିଲେଣି। ତେବେ ଏ ଦିଗରେ ପୌର ପ୍ରଶାସନ ନୀରବଦ୍ରଷ୍ଟା ସାଜି ବସିଥିବା ବେଳେ…
Read More...

ପଥର ଶିଳ୍ପକୁ ନାଁ; ଘାରିଛି ଭବିଷ୍ୟତ ପୀଢିଙ୍କ ସୁରକ୍ଷା ଚିନ୍ତା

ହରଭଙ୍ଗା: ୨ ଜାନୁୟାରୀ ୧୯୯୪ରେ ବୌଦ୍ଧ ଜିଲ୍ଲା ଗଠନ ହେଲା। ଜିଲ୍ଲା ଗଠନକୁ ୨୮ବର୍ଷ ପୂର୍ତ୍ତି ହୋଇସାରିଛି। ଜିଲ୍ଲାର ବିକାଶ ମାନଚିତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ରାଜ୍ୟର ୩୦ନମ୍ବର ଜିଲ୍ଲା ସତ୍ତ୍ବେ ବୌଦ୍ଧର…
Read More...

ସରକାରୀ ଔଷଧ ଖତ ଗଦାରେ

ଲାଞ୍ଜିଗଡ଼: ସରକାର ଗରୀବ, ଦଳିତ, ନିଷ୍ପେସିତ ରୋଗୀଙ୍କ ପାଇଁ ନିରାମୟ ଯୋଜନା ଦ୍ବାରା ବିଭିନ୍ନ ରୋଗର ନିରାକରଣ ପାଇଁ ସରକାରୀ ଡାକ୍ତରଖାନାଙ୍କୁ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ…
Read More...

ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଷଠିଘରକୁ ଅଗ୍ନି ନିରୋଧୀ କରାଯିବ: ଜିଲାପାଳ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରକୁ ଅଗ୍ନି ନିରୋଧୀ କରାଯିବ ବୋଲି ସୁଆଣ୍ଡୋରେ ପୁରୀ ଜିଲାପାଳ ସମର୍ଥ ବର୍ମା ଘୋଷଣା କରିଛନ୍ତି । ସରକାରଙ୍କ ପକ୍ଷରୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଷଠିଘରକୁ ନୂତନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଟି-୨୦ ବିଶ୍ବକପ: ଭାରତର ଦମ୍‌ଦାର ବିଜୟ.. ବାଂଲାଦେଶକୁ ୫ ରନ୍‌ରେ ହରାଇଲା ଭାରତ.. ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ସୁପ୍ରିମକୋର୍ଟଙ୍କ ଅଧୀନରେ ନ୍ୟାୟିକ କମିଶନ ନିଯୁକ୍ତି ଦାବି କଲେ ମମତା.. ଦିଲ୍ଲୀରେ…
Read More...

ଯୋଗାଣ ବିଭାଗୀୟ ସଚିବଙ୍କୁ ଭେଟିବା ପାଇଁ ୭ ଘଣ୍ଟା ଅପେକ୍ଷା: ବାଟ ଭାଙ୍ଗି ଚାଲିଗଲେ, କଣେଇ ଚାହିଁଲେ ନାହିଁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆରଏମସିକୁ ଆସିଥାନ୍ତେ ଯୋଗାଣ ବିଭାଗୀୟ ସଚିବ ବୀର ବିକ୍ରମ ସିଂହ ଯାଦବ। ସଚିବଙ୍କୁ ଦେଖା କରି ଚାଷୀଙ୍କ ଦୁଃଖ କହିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଦୀର୍ଘ ୭ ଘଣ୍ଟା ଅପେକ୍ଷାର ଫଳ…
Read More...

ପୁରୁଣାକଟକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତ ପକ୍ଷରୁ ବୁଧବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

କ୍ରସର ବନ୍ଦ ଦାବୀ; ଦ୍ୱିତୀୟ ଦିନରେ ଗଣଧାରଣା

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ପଥର କୁଆଁରୀ ଏବଂ କ୍ରସର ବନ୍ଦ ଆନ୍ଦୋଳନ ସହିତ ଗ୍ରାମବାସୀଙ୍କ ପ୍ରତୀକ ଗଣଧାରଣା ବୁଧୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଧାରଣାରେ ସ୍କୁଲ ପିଲା ମଧ୍ୟ ସାମିଲ ହେଉଥିବା…
Read More...

କ୍ଷଣିକରେ ହରିଣକୁ ସମ୍ପୂର୍ଣ୍ଣ ଗିଳିଦେଲା ଅଜଗର; ଲୋମଟାଙ୍କୁରା ଭିଡିଓ ଦେଖି ଲୋକେ ହତବାକ୍‌

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଗୋଟିଏ ଅଜଗର ଏକ ହରିଣକୁ କ୍ଷଣିକ ମଧ୍ୟରେ ସମ୍ପୂର୍ଣ୍ଣ ଗିଳି ଦେଉଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି ଏବଂ ଏଥିରେ ଦେଖିବାକୁ ମିଳିଛି ଯେ, ଅଜଗରଟି…
Read More...

ମଜୁରୀ ଦାବିରେ ଉପଜିଲାପାଳଙ୍କୁ ଘେରିଲେ ମନରେଗା ଶ୍ରମିକ

ଟିଟିଲାଗଡ଼:  ଟିଟିଲାଗଡ଼ ବ୍ଳକ ବାନ୍ଧୁପଳା ପଞ୍ଚାୟତର ୪୦ ଜଣ ମନରେଗା ଶ୍ରମିକଙ୍କ ପାଉଣା ହଡପ ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରମିକ ମାସ ମାସ ଧରି ବ୍ଳକ ଏପିଓ, ବିଡ଼ିଓ, ଉପଜିଲାପାଳ ପ୍ରମୁଖ ସରକାରୀ ବାବୁଙ୍କ ପାଖକୁ…
Read More...

ଜନ୍ମଦିନରେ ପ୍ରଶଂସକଙ୍କୁ କିଙ୍ଗ୍‌ ଖାନଙ୍କ ଭେଟି; ରିଲିଜ୍‌ ହେଲା ‘ପଠାନ୍‌’ ଟିଜର୍

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ବୁଧବାର ୫୭ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଭେଟି ଦେଇଛନ୍ତି। ଶାହରୁଖଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’ର ଟିଜର୍…
Read More...

ଓଡ଼ିଶା ମୋ ପରିବାର ନିଃଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଉପହାର ଭାବେ ଯୋଗାଇ ଦିଆଯାଇଥିବା ନିଃଶୁଳ୍କ ଆମ୍ବୁଲାନ୍ସ ସେବାର ବୁଧବାର ଶୁଭ ଉଦ୍‌ଘାଟନ…
Read More...

ପୋଖରୀରେ ବୁଡ଼ି ଯୁବକ ମୃତ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଉଖୁଣ୍ଡା ପଞ୍ଚାୟତ କଞ୍ଚନଡୁମୁରିଆ ଗ୍ରାମର ଜଣେ ଯୁବକଙ୍କର ପୋଖରୀରେ ମାଛ ଧରୁଥିବା ସମୟରେ ବୁଡ଼ିଯିବା ଫଳରେ ମୃତ୍ୟୁ ଘଟିଛି। କଞ୍ଚନଡୁମୁରିଆ ଗ୍ରାମର ସୁରେଶ ନାଏକଙ୍କ ପୁଅ ଗୋଲକ…
Read More...

କାଉଁରୀକଳା ବଣସାହି ବାସିନ୍ଦାଙ୍କ ଉଖୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର କାଉଁରୀକଳା ବଣସାହିର ୭୦ରୁ ଊର୍ଦ୍ଧ୍ବ ପରିବାର ମଙ୍ଗଳବାର ଉଖୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସାହି ବାସିନ୍ଦାଙ୍କ ଅଭିଯୋଗ ରହିଛି ଯେ, ତାଙ୍କ ସାହିରେ…
Read More...

କୁରେଇଶୁଣି ମନ୍ଦିରର ହୁଣ୍ଡି ଚୋରି ଉଦ୍ୟମ

ପାତ୍ରପୁର : ଜରଡା ଥାନା ତୁରୁବୁଡି ପଞ୍ଚାୟତ ନୂଆଗଡଠାରେ ଥିବା ପ୍ରସିଦ୍ଧ ଦେବୀ ପୀଠ କୁରେଇଶୁଣିଙ୍କ ହୁଣ୍ଡି ଗତ ରାତିରେ ଚୋରମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାଯାଇଛି। ଦେବୀ ପୀଠରୁ ହୁଣ୍ଡି ଚୋରି ଉଦ୍ୟମ ନେଇ…
Read More...

କାହା ପାଇଁ ସର୍ଭିସ୍ ରାସ୍ତା, ଯାନବାହାନ ନା ମଣିଷ ପାଇଁ ?

ରେଙ୍ଗାଲିକ୍ୟାମ୍ପ : ସଡ଼କ ଦୁର୍ଘଟଣାକୁ ଏଡ଼ାଇ ମୂଲ୍ୟବାନ ଧନ ଜୀବନ ବଞ୍ଚାଇବା ପାଇଁ ସରକାର ଜାତୀୟ ରାଜପଥକୁ ଚାରି ଥାକିଆ କରିବା ସହିତ ଦୁଇ ପାର୍ଶ୍ଵରେ ପଦ ଚାରୀଙ୍କ ପାଇଁ ସର୍ଭିସ୍ ରାସ୍ତା କରିବା ପାଇଁ ଯୋଜନା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଟକ ବିଚ୍ ରାସ୍ତାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼.. ସଦର ଥାନା ପ୍ରତାପନଗରୀ ନିକଟରେ ଛୁରାମାଡ଼.. ଏକ ତରଫା ପ୍ରେମରୁ ଛୁରାମାଡ଼ କଲା ଯୁବକ.. ଛୁରାମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗୁରୁତର ଆହତ.. କଲେଜରୁ…
Read More...

ଶୁଆ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇଲା କୁକୁର: ସାପ ସହ ଲଢିଲା, ଆଉ ତାପରେ..

କୁକୁରମାନେ କେବଳ ବିଶ୍ବସ୍ତ ନୁହନ୍ତି, ବହୁତ ସାହସୀ ମଧ୍ୟ। ସେମାନେ ନିଜ ମାଲିକର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ପ୍ରାୟତଃ ଦେଖିବାକୁ ମିଳେ, ଯେତେବେଳେ କୌଣସି ବିପଜ୍ଜନକ ଜୀବ କିମ୍ବା ଅଜଣା…
Read More...

ଆସନ୍ତାକାଲି ଅଁଳା ନବମୀ; ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସାକ୍ଷୀଗୋପାଳ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି, ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା…
Read More...

ସଲମାନଙ୍କୁ Y+ ସୁରକ୍ଷା

ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ଓ ଏବେ ତାଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ୱାଇ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯିବ। କିଛି ଦିନ ତଳେ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଏକ…
Read More...

ପୁଲିସର ମିଶନ ଦାଦନ ଉଦ୍ଧାର ସଚେତନତା

ଟିଟିଲାଗଡ଼: ବଲାଙ୍ଗୀର ଜିଲା ପୁଲିସ, ୟୁନିସେଫ, ଆରପିଏଫ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ସ୍ବେଛାସେବୀ ସଂଗଠନ ଏଡ଼ ଏଟ ଏକ୍ସନ ପକ୍ଷରୁ ସ୍ଥାନୀୟ ରେଳବାଇ ଇନଷ୍ଟିଚ୍ୟୁଟ ପରିସରରେ ମିଶନ ଦାଦନ…
Read More...

କଳାହାଣ୍ଡି ଜିଲା ଗଠନର ୭୪ ବର୍ଷ ପୂର୍ତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। ୧ ତାରିଖ ସକାଳ ୮ ଘଣ୍ଟା ସମୟରେ ଭବାନୀପାଟଣା ସ୍ଥିତ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀ ମନ୍ଦିରଠାରୁ ଟାଉନ…
Read More...

ଚତୁର୍ଥ ଦିନରେ ପହଞ୍ଚିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହେଉଥିବା ଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଓ ଅନ୍ୱେଷା ହଷ୍ଟେଲ ଛାତ୍ର ମୃତ୍ୟୁ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ…
Read More...

ଝୁମ୍ପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଚଉଠିଆ, ବଡ଼ଡୁମୁରିଆ, ବାରିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଆଣିଥିବା…
Read More...

ନିଶାଗଡ଼ିଆ-ସୁନାପଶି ପୋଲ ଭାଙ୍ଗିବାର ୪ ମାସ ବିତିଲା; ତଥାପି ହେଲାନି ମରାମତି

ଝୁମ୍ପୁରା: କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡରୁ ରାଜ୍ୟ ସରକାରଙ୍କ ପାଖକୁ ସର୍ବାଧିକ ରାଜସ୍ୱ ଯାଉଥିଲେ ମଧ୍ୟ ଏହି ଉପଖଣ୍ଡରେ ଆଜି ଅନେକ ସ୍ଥାନରେ ଦୁର୍ବଳ ପୋଲ ରହିଛି। ହେଲେ ଦୁର୍ବଳ ପୋଲଗୁଡିକୁ ମରାମତି କରିବା ଦିଗରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ମୌଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ଭର୍ଚୁଆଲ ପ୍ରଚାର.. ମିଶନଶକ୍ତି ମହିଳାମାନଙ୍କୁ ନୂଆ ପରିଚୟ ଦେଇଛି.. ସେଥିପାଇଁ ମୁଁ…
Read More...

ରିଲିଜ୍‌ ହେଲା ‘ମୋନିକା, ଓ ମାଇଁ ଡାର୍ଲିଂ’ ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଚଳଚ୍ଚିତ୍ର ‘ମୋନିକା, ଓ ମାଇଁ ଡାର୍ଲିଂ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଟ୍ରେଲରରେ କମେଡ଼ି ଏବଂ ଡ୍ରାମା ସହିତ ଜବରଦସ୍ତ ସସପେନ୍ସ, କ୍ରାଇମ ଥ୍ରୀଲର ଆଦି…
Read More...

ଶିବା ସିମେଣ୍ଟ ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ଘୋର ବିରୋଧ

ରାଜଗାଙ୍ଗପୁର: କୁତ୍ରା ସ୍ଥିତ ଶିବା ସିମେଣ୍ଟ କାରଖାନା ପାଇଁ ଖତକୁରବାହାଲ ସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଉଦିଷ୍ଟ ଜନଶୁଣାଣୀକୁ ସୋମବାର ପ୍ରବଳ ବିରୋଧ କରାଯାଇଛି। ଖତକୁରବାହାଲଠାରେ ଅନୁଷ୍ଠିତ ହେବାକୁ ଥିବା ଏହି…
Read More...

ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି । ୩୧ରୁ ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ବ୍ଲକସ୍ତରୀୟ ଶିଶୁସୁରଭି କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ୨୦୨୨ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…
Read More...

ଜମ୍ମୁ କାଶ୍ମୀର: ଲଶ୍କର-ଏ-ତାଇବାର ୩ ଆତଙ୍କୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲାର କଲ୍ଲର ଅଞ୍ଚଳରୁ ଲଶ୍କର-ଏ-ତାଇବାର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଛି। ପୁଲିସର କହିବା…
Read More...

ବର୍ଷେ ହେଲା ପଲିଥିନ ତଳେ ବିତୁଛି ଜୀବନ

ମୁଖୀଗୁଡା: ସରକାରଙ୍କ ତରଫରୁ ବିଭିନ୍ନ ଜନହିତକର ଯୋଜନା ପ୍ରସ୍ତୁତ ହେଉଛି। ହେଲେ ରାଜନୈତିକ ଇଛାଶକ୍ତିର ଅଭାବ ଏବଂ ସରକାରୀ ବାବୁଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ବି ଜଣେ ଅସହାୟ ବୃଦ୍ଧା ପଲିଥିନ ତଳେ ଜୀବନ ବିତାଇବାକୁ…
Read More...

ବାଇକ୍‌‌ ସହ ଜଳିଗଲା ସାଇକେଲ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୨ନଂ ୱାର୍ଡ ସ୍ଥିତ ଦରଜୀସାହିର ଚାନ୍ଦୁଆ କାରିଗର କାନନ ମହାପାତ୍ରଙ୍କ ବାଇକ୍‌‌ ସହ ଏକ ସାଇକେଲ ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ ଜଳିଯାଇଛି। ଘର ସମ୍ମୁଖରେ ରଖାଯାଇଥିବା…
Read More...

ପ୍ରଶାସନ ସହାୟତାରେ ଚିକିତ୍ସା ପାଇଁ କଟକ ଗଲା ଶିଶୁକନ୍ୟା

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଙ୍କୁଲି ପଂଚାୟତ ଚରିଆବାଡ ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ଜନ୍ମ ହୋଇଥିବା ଅଦ୍ଭୁତ ଶିଶୁ କନ୍ୟାକୁ ଗତକାଲି ଚିକିତ୍ସା ପାଇଁ ବ୍ରହ୍ମପୁର ନେଇଥିବା ବେଳେ କଟକ ପଠାଯାଇଥିଲା। ତେବେ…
Read More...

୭ ଶିଶୁ ଓ ୧୦ ମହିଳାଙ୍କ ସମେତ ୨୭ ଦାଦନ ଶ୍ରମିକ ଉଦ୍ଧାର; ୨ ସର୍ଦ୍ଦାର ଗିରଫ

ପାଟଣାଗଡ଼: ପାଟଣାଗଡ଼ ପୁଲିସ ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ବଲାଙ୍ଗିର, ସୋନପୁର ଏବଂ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଦ୍ମପୁର ଥାନା ଅଞ୍ଚଳରେ ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା.. ସ୍ୱାମୀ ଓ ଦେଢଶୁର ଗିରଫ.. ଟି-୨୦ ବିଶ୍ବକପ୍‌: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି.. ଦକ୍ଷିଣ ଆଫ୍ରିକା ବିରୋଧର ଭାରତର ପ୍ରଥମେ ବ୍ୟାଟିଂ..…
Read More...

ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା; ସ୍ୱାମୀ ଓ ଦେଢଶୁର ଗିରଫ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ସହରର ଗିରିଧାରୀ ସାହିର ରାମଚନ୍ଦ୍ର ପାଢ଼ୀଙ୍କ ଘରେ ଘଟିଥିବା କିରୋସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣାରେ ସ୍ୱାମୀ ଓ ଦେଢଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର…
Read More...

ସ୍ୱଚ୍ଛତାର ପ୍ରାଚୀନ ଯନ୍ତ୍ର ନିର୍ମାଣକାରୀ ଛାଞ୍ଚୁଣୀ କାରିଗରଙ୍କୁ ପ୍ରୋତ୍ସାହନ ନାହିଁ; ସଙ୍କଟରେ ଜୀବିକା

ରେଙ୍ଗାଲି: ଆଧୁନିକତାର ସୁନାମୀରେ ଆମର ପରମ୍ପରା ଦ୍ରୁତଗତିରେ ବିଲୁପ୍ତ ହେବା ସହିତ ଅନେକ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସତ୍ତା ଲୋପ ପାଇଯାଉଛି। ତେବେ ଲୋକେ ବୈଷୟିକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଉନ୍ନତିର…
Read More...