‘ମନ୍‌ କି ବାତ୍‌’: ଆଇଆଇଟି ଭୁବନେଶ୍ୱରର ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ୯୪ତମ ଅଧ୍ୟାୟ ମାଧ୍ୟମରେ ସମଗ୍ର ଦେଶକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ଭୁବନେଶ୍ବର ଆଇଆଇଟି କଥା ଉଠାଇଛନ୍ତି ଓ ଉଚ୍ଚ…
Read More...

ଭୁଶୁଡ଼ିଲା ପୋଲ; ତଳକୁ ଖସିଲା ୨ କାର୍‌

ଭବାନୀପାଟଣା: ଭବାନୀପାଟଣା-ଥୁଆମୂଲରାମପୁର ଯାଉଥିବା ମୁଖ୍ୟ ରାଜପଥର ଭବାନୀପାଟଣାଠାରୁ ମାତ୍ର ୫ କିଲୋମିଟର ଦୂର ଭାଗିରଥି ପାର୍କ ଓ ସାଇମନ୍ଦିର ନିକଟରେ ଥିବା ପୋଲ ହଠାତ୍ ମଝିରୁ ଭୁଷୁଡ଼ି ପଡ଼ିଛି। ଫଳରେ ଉକ୍ତ…
Read More...

ନୂଆବର୍ଷ ପୂର୍ବରୁ ସିଦ୍ଧାର୍ଥ-କିଆରା ବାହାଘର! ବିବାହକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ

ମୁମ୍ବାଇ: ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ଼ଭାନୀ ନିଜ ସମ୍ପର୍କକୁ ନେଇ ଲଗାତର ଚର୍ଚ୍ଚାରେ ରହିଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ବୀକାର କରିନାହାନ୍ତି।…
Read More...

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଭୁବନ ଥାନା ଅନ୍ତର୍ଗତ ବରୁଆଁ ପ୍ରାଥମିକ ସ୍ୱାସ୍ଥ୍ କେନ୍ଦ୍ର ପଛ ପାଖ କାଜୁ ଜଙ୍ଗଲରୁ ଜଣେ ନିଖୋଜ ଯୁବକଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିବା…
Read More...

ନିଆଁରେ ପୋଡ଼ିହୋଇ ମହିଳା ଗୁରୁତର: ହତ୍ୟା ଉଦ୍ୟମ କରାଯାଇଥିବା ବାପଘର ଲୋକଙ୍କ ଅଭିଯୋଗ, ସ୍ୱାମୀ ଅଟକ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସକାଳେ ଦେହରେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳା ରଶ୍ମିତା ପାଣିଗ୍ରାହୀଙ୍କୁ ପଦ୍ମପୁର ଗୋଷ୍ଠୀ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୧୦କିଲୋ ୬୦୦ ଗ୍ରାମର ବ୍ରାଉନସୁଗର ଜବତ.. ବାଲେଶ୍ବର ଜିଲା ଫୁଲାଡ଼ି ଅଞ୍ଚଳରୁ ଧରିଲା ସହଦେବଖୁଣ୍ଟା ଥାନା ପୁଲିସ.. ଜବତ ବ୍ରାଉନସୁଗରର ମୂଲ୍ୟ ୧୧କୋଟି ଟଙ୍କା.. ମଧ୍ୟପ୍ରଦେଶର ଜଣେ କିଙ୍ଗପିନ ସମେତ ୬ ଗିରଫ.. ବାହାର…
Read More...

ଘନଉଛି ପରାଗରେ ବିରିୟାନୀ ଖିଆ ବିବାଦ: ୨ ହେତୁବାଦୀଙ୍କ ନାଁରେ ମାମଲା

ଡେସ୍କ: ସୂ​‌ର୍ଯ୍ୟୋପରାଗରେ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏନେଇ ପୁରୀ ସିଂହଦ୍ବାର ଥାନାରେ ଶୁକ୍ରବାର ୨ ହେତୁବାଦୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର…
Read More...

ଜନସମ୍ପର୍କ ପଦଯାତ୍ରାରେ ଦମ୍ ଦେଖାଇଲା ବିଜେଡି

ପାତ୍ରପୁର: ଚିକିଟି ନିର୍ବାଚନମଣ୍ଡଳୀ ପାତ୍ରପୁର ବ୍ଲକ ସୁରଙ୍ଗୀ ଜୋନ ତରଫରୁ ଶୁକ୍ରବାର ସୁରଙ୍ଗୀ ରଥଦାଣ୍ଡରେ ବିଜେଡି ଜନସମ୍ପର୍କ ପଦଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସହସ୍ରାଧିକ ବିଜେଡି କର୍ମୀ ଓ…
Read More...

ହୋଟେଲ୍‌‌ ଭ୍ରମର ପଛ ରାସ୍ତା ବନ୍ଦ କଲା ପ୍ରଶାସନ

ବଲାଙ୍ଗିର: ସହରର କରଙ୍ଗାକଟା ବନ୍ଧ ଆଡିରେ ଥିବା ହୋଟେଲ୍‌‌ ଭ୍ରମରର ପଛପଟ ରାସ୍ତାକୁ ଗୁରୁବାର ପୌର ପ୍ରଶାସନ ସିଲ୍‌‌ କରିଛି। ସୂଚନା ଅନୁସାରେ, ହୋଟେଲ୍‌‌କୁ ଆସୁଥିବା ଯାନବାହାନ ପଛପଟେ ଥିବା ବନ୍ଧ ଆଡିରେ ପାର୍କିଂ…
Read More...

ରାଣୀ ବନ୍ଧ ଆଡ଼ି ମଦ ଦୋକାନ ଉପରେ ଗ୍ରହଣ; ପୌରପାଳିକା ପରେ ଅବକାରୀ ବିଭାଗ କଲା ସିଲ୍‌‌

ବଲାଙ୍ଗିର: ବଲାଙ୍ଗିର ସହରର ରାଣୀ ବନ୍ଧ ଆଡିରେ ଅନୁମତିପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ଉପରେ ଗ୍ରହଣ ଲାଗିଛି। କିଛି ଦିନ ପୂର୍ବରୁ ରାଣୀ ବନ୍ଧ ଆଡିରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା, ପରିବେଶ ପ୍ରଦୂଷଣ କରୁଥିବା ଓ ନିୟମ…
Read More...

ଗୁଣିଗାରେଡ଼ି ନେଇ ହତ୍ୟା ମାମଲା; ୨୦ ମହିଳା ଓ ୧୩ ପୁରୁଷ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଗତକାଲି ଘଟିଥିବା ହତ୍ୟାକାଣ୍ଡ ଓ ମାଡ ମାରିବା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ଗ୍ରାମର ୨୦ ଜଣ ମହିଳା ଏବଂ ୧୩…
Read More...

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅନୁଭବଙ୍କ ପୈତୃକ ଘର ଚାବି ଫେରାଇବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ପୈତୃକ ଘର ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ଉପସ୍ଥିତିରେ ଏହି ଚାବି…
Read More...

ଶାନ୍ତିସ୍ତୂପ ଧଉଳିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ବାଳକାଟି: ଇତିହାସର ଗୌରବର ଗାଥା ବହନ କରୁଥିବା ଐତିହାସିକ କିର୍ତ୍ତିରାଜି ଶାନ୍ତିସ୍ତୂପ ଧଉଳିର ପଚାଶ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାର ଏକ ବର୍ଣ୍ଣାଢ୍ୟ ମୁହୂର୍ତ୍ତରେ ଅନୁଷ୍ଠିତ ହୋଇଯାଇଛି।…
Read More...

ଜିଲା ପ୍ରଶାସନ ତରଫରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

କଣ୍ଟାବାଞ୍ଜି : ଅକ୍ଟୋବର ୩୧ରୁ ନଭେମ୍ବର ୦୬ ତାରିଖ ଯାଏ ହେବାକୁ ଥିବା ‘ଦୁର୍ନୀତି ମୁକ୍ତ ସଚେତନତା ସପ୍ତାହ’ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ବିଜ୍ଞାପିତ ଅଞ୍ଚଳ…
Read More...

ବଣମଲ୍ଲୀ ବଣରେ ଫୁଟି ମଉଳିନଯାଉ, ସେମାନଙ୍କ ପ୍ରତିଭାର ବିକାଶ ହେଲେ ‘ସୁରଭି’ କାର୍ଯ୍ୟକ୍ରମର ଲକ୍ଷ୍ୟ ସାଧିତ ହେବ

କଲମପୁର : ଚିହ୍ନରା ଗ୍ରାହକଙ୍କ ଅଭାବ ଯୋଗୁଁ ଅନେକ ପ୍ରତିଭାର ବିକାଶ ହେଇ ପାରୁନାହିଁ। ସେହି ପ୍ରତିଭାମାନେ ବଣମଲ୍ଲୀ ଭଳି ବଣରେ ଫୁଟି ମଉଳି ଯାଉଛନ୍ତି ସିନା ସେମାନଙ୍କ ସୁଗନ୍ଧ ଲୋକ ଲୋଚନକୁ ଆସି ପାରୁନାହିଁ।…
Read More...

ନଦୀ ପାର୍ ହେବା ପାଇଁ ପ୍ଲାଷ୍ଟିକ ଡ୍ରମ୍ ଭରସା

ମୋହନା: ଗୋଟିଏ ପଟେ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ଚାଲିଛି ବିଜୁ ସେତୁ ନିର୍ମାଣ। କିନ୍ତୁ ପାଖରେ ନିର୍ମାଣ ହୋଇପାରୁନି ଅସ୍ଥାୟୀ ପୋଲ। ଫଳରେ ଅନ୍ୟପଟେ ଦେଶୀ ଯୋଗାଡ଼ ମାଧ୍ୟମରେ ବିପଦପୂର୍ଣ୍ଣ ଭାବେ ଭରା ନଈ…
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନରେ ଗଠିତ ହେଲା ପ୍ରଦୀପ ସେନା

ଗୋପାଳପୁର: ଗୋପାଳପୁର ରାଜନୀତିରେ ଏକ ନୂଆ ସମିକରଣ ଆରମ୍ଭ ହେବା ସହ ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମର୍ଥନରେ ପ୍ରଦୀପ ସେନା ନାମରେ ଏକ ସଂଗଠନ ଗଠନ ସହ ଆଜି ପ୍ରଥମ ବୈଠକ ଚାନ୍ଦପୁର ସ୍ଥିତ ଠାକୁରାଣୀ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହେଟ୍ ସ୍ପିଚ୍ ମାମଲା.. ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡ..୨୫ ହଜାର ଟଙ୍କା ଜରିମାନା.. ଟି-୨୦ ବିଶ୍ୱକପ.. ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କଲା ଭାରତ.. ଦେଶର ସମସ୍ତ ରାଜ୍ୟରେ ୨୦୨୪…
Read More...

ବାଲିର କୃତ୍ରିମ ଅଭାବ; ଅସମ୍ପୂର୍ଣ୍ଣ ଅବସ୍ଥାରେ ୧୫୭୨ ଆବାସ ଘର

ହରଭଙ୍ଗା: ବାଲି ଉପରେ ବୌଦ୍ଧ ଜିଲ୍ଲା ପ୍ରଶାସନର ନାଲି ଆଖି ସମ୍ପ୍ରତି ଖଟିଖିଆ ଦିନ ମଜୁରିଆ ଶ୍ରମିକଠାରୁ ଆରମ୍ଭ କରି ଟ୍ରାକ୍ଟର ଡ୍ରାଇଭର, ଆବାସ ହିତାଧିକାରୀ ଏବଂ ଟ୍ରାକ୍ଟର, ସିମେଣ୍ଟ, ଲୁହାଛଡ ବ୍ୟବସାୟୀଙ୍କ ଉପରେ…
Read More...

ବାଇକ୍‌‌ ଦୁର୍ଘଟଣାରେ ଯୁବକ ମୃତ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ-ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଲୋକାପଡ଼ା ନିକଟରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ବାଇକ୍‌‌ ଦୁର୍ଘଟଣା ଘଟିଛି। ଏଥିରେ ସାନୁଜ ମଲ୍ଲିକ(୨୩) ନାମକ ଜଣେ…
Read More...

ମହିଳାଙ୍କୁ ଜୀବନ୍ତ ଗିଳିଲା ଅଜଗର; ପେଟ ଚିରି ଉଦ୍ଧାର ହେଲା ମୃତଦେହ

ଡେସ୍କ: ମହିଳାଙ୍କୁ ଜୀବନ୍ତ ଗିଳିଦେଲା ଅଜଗର, ଯାହାପରେ ସମଗ୍ର ଗାଁ ଆତଙ୍କିତ ହୋଇପଡିଛି। ସାମାଜିକ ଗଣମାଧ୍ୟରେ ଏହି ଘଟଣା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଇଣ୍ଡୋନେସିଆରେ ଘଟିଛି ଏହି ଲୋମହର୍ଷଣକାରୀ…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣକର ମୃତ୍ୟୁ ଘଟଣା; କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

କଲମପୁର : ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ବୁଧବାର ସଂଧ୍ୟାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଲକିବନ୍ଧ ଗ୍ରାମର ତିଲ ରାଉତ(ମାଝୀ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ…
Read More...

ମୂଷାମାରୀ ବିଷ ଖାଇ ମହିଳା ମୃତ

ପାଟଣା : ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାସରଥୀପୁର ଗ୍ରାମର ଜଣେ ମହିଳାଙ୍କର ମୂଷାମାରୀ ବିଷ ଖାଇବା ଫଳରେ ମୃତ୍ୟୁ ଘଟିଛି। ଗ୍ରାମର ନିର୍ମଳ ମୁଣ୍ଡାଙ୍କ ପତ୍ନୀ ବୁଧୁନୀ ମୁଣ୍ଡା(୨୨) ମଙ୍ଗଳବାର କୌଣସି କାରଣରୁ…
Read More...

ଉଦୟପୁର ଡାକ୍ତରଖାନାରେ ମାର ପିଟ ମାମଲାରେ ଜଣେ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶି ମାର ପିଟ କରିବା ଘଟଣାରେ ପାଟଣା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ଉଦୟପୁର ଗ୍ରାମର ଦିଲ୍ଲୀପ ନାଏକ(୩୮)…
Read More...

ଟିକାବାଲିରେ ବ୍ଲକସ୍ତରୀୟ ଜନ ଶୁଣାଣି

ଟିକାବାଲି: ଟିକାବାଲି ବ୍ଲକ ପରିସରରେ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସମିତି ଅଧ୍ୟକ୍ଷ…
Read More...

କୁକୁରଗୁଡ଼ା କୁମାରୀ ହତ୍ୟାକାଣ୍ଡ ମାମଲା; ଅଭିଯୁକ୍ତକୁ ଆଜୀବନ ସହ ୧୦ ହଜାର ଟଙ୍କା ଜରିମାନା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଆଦର୍ଶ ଥାନା ଅନ୍ତର୍ଗତ କୁକୁରଗୁଡ଼ାରେ ୨୩ ଜୁନ୍ ୨୦୨୦ରେ ଘଟିଥିବା କୁମାରୀ ହତ୍ୟାକାଣ୍ଡ ମାମଲାରେ ବୁଧବାର ଅଭିଯୁକ୍ତ ଚନ୍ଦ୍ର ଶବରକୁ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରଜଜ୍‌ ମାନସ…
Read More...

ପାଗଳ ବିଲୁଆ କାମୁଡ଼ାରେ ଦୁଇ ମହିଳା ଆହତ; ପ୍ରତିଆକ୍ରମଣରେ ବିଲୁଆ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ଜରଡାଗଡ଼ ଗ୍ରାମରେ ପାଗଳ ବିଲୁଆ କାମୁଡ଼ାରେ ଦୁଇଜଣ ମହିଳା ଆହତ ହୋଇଥିବା ବେଳେ ପ୍ରତି ଆକ୍ରମଣରେ ବିଲୁଆର ମୃତ୍ୟୁ ଘଟିଛି। ଆହତ ଦୁଇ ମହିଳା ସୁମତି ବେହେରା ଏବଂ ଦମୟନ୍ତୀ ବେହେରା ବୋଲି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ନିର୍ଦ୍ଦୋଷ ସମ୍ପର୍କିତ ଆବେଦନ ସ୍ଥାନାନ୍ତର କରିବାକୁ ମନା କଲେ ସୁପ୍ରିମକୋର୍ଟ.. ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌କୁ ତଡ଼ିପାର.. ସକିଲ୍‌କୁ ତଡ଼ିପାର…
Read More...

ଆନ୍ତଃଜିଲ୍ଲା ବାଲି ଚୋରାଚାଲାଣ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ: ବ୍ୟବସାୟ ଠପ୍‌‌, ଦୁର୍ଦ୍ଦିନରେ ଶ୍ରମିକ

ହରଭଙ୍ଗା: ବାଲି, ପଥର ଭଳି ଲଘୁ ଖଣିଜ ଦ୍ରବ୍ୟରୁ ସରକାର ବ୍ୟାପକ ରାଜସ୍ୱ ପାଉଛନ୍ତି। ଅଧିକ ରାଜସ୍ୱ ବୃଦ୍ଧି ଲକ୍ଷ୍ୟ ନେଇ ବାଲି ଏବଂ ପଥର ଖାଦାନଗୁଡିକୁ ୫ବର୍ଷିଆ ଲିଜ୍‌‌ ସୂତ୍ରରେ ନିଲାମ ପ୍ରଦାନ କରାଯାଉଛି। ଏହାସତ୍ୱେ…
Read More...

ପିପିଲି ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ପିପିଲି: ପିପିଲି ଗୁଳିକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ବୁଧବାର ପିପିଲି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ…
Read More...

ଗଞ୍ଜାମ ମହାବିଦ୍ୟାଳୟରେ ନେସନାଲ ସେମିନାର

ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟ ଅଡ଼ିଟୋରିୟମ ହଲଠାରେ ଦୁଇ ଦିନିଆ ନେସନାଲ ସେମିନାର ଇଂରାଜୀ ବିଭାଗ ପକ୍ଷରୁ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ‘ପରିବେଶବାଜି ସମାଲୋଚନା ଓ ପାରିବେଶିକ ମୂଲ୍ୟବୋଧ’…
Read More...

ବିଦ୍ୟାଳୟର ଆସବାବପତ୍ର ପୋଡ଼ି; ଥାନାରେ ଏତଲା

ପାତ୍ରପୁର : ପାତ୍ରପୁର ବ୍ଲକ ଆମ୍ବପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ଜିନିଷ ପୋଡି ଯାଇଥିବା ବେଳେ ଏହାର ତଦନ୍ତ ପାଇଁ ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଗତ ତିନିଦିନ ରବିବାର, ଦୀପାବଳି,…
Read More...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ; ୩ ଆହତ

ବଲାଙ୍ଗିର: ବଲାଙ୍ଗିର ଟାଉନ ଥାନାର ରାଜୀବ ନଗରରେ ବୁଧୁବାର ମଧ୍ୟାହ୍ନ ସମୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଆହତ ୩ ଜଣଙ୍କୁ ସ୍ଥାନୀୟ ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ସୂଚନା ଅନୁସାରେ,…
Read More...

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡ଼ଗେ ବିଧିବଦ୍ଧ ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଧବାର ସକାଳେ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ କଂଗ୍ରେସର କିମ୍ବଦନ୍ତୀ ନେତା…
Read More...

ରେଙ୍ଗାଲିକ୍ୟାମ୍ପ ମା’ କାଳୀଙ୍କ ଭସାଣୀ ଉତ୍ସବ ସହ ନୂତନ ବିଗ୍ରହର ଗମ୍ଭୀରା ପ୍ରବେଶ

ରେଙ୍ଗାଲିକ୍ୟାମ୍ପ: ରେଙ୍ଗାଲିକ୍ୟାମ୍ପ କେନାଲ କଲୋନୀ ସ୍ଥିତ ମା’ ଶ୍ୟାମାକାଳୀଙ୍କ ଗତ ୨୩ତାରିଖଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ୨୪ତାରିଖ ଦିନ ମା’ଙ୍କ ନବନିର୍ମିତ ପିତ୍ତଳ ବିଗ୍ରହ…
Read More...

ତାମିଲନାଡୁ: ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ବେଳେ ବିଷାକ୍ତ ଗ୍ୟାସ୍ ସମ୍ପର୍କରେ ଆସି ୩ ମୃତ

ଚେନ୍ନାଇ: ତାମିଲନାଡୁର ଏକ ରିସୋର୍ଟରେ ସେପ୍ଟିକ୍ ଟ୍ୟାଙ୍କ ସଫା କରୁଥିବା ସମୟରେ ବିଷାକ୍ତ ଗ୍ୟାସ୍ ସମ୍ପର୍କରେ ଆସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇଠାରୁ ୪୭ କିଲୋମିଟର ଦୂରରେ ଥିବା ଶ୍ରୀପେରୁମ୍ବୁଦୁରରେ ଏହି…
Read More...

ବିକାଶ ନଗରରେ ସଫେଇ କାର୍ଯ୍ୟକ୍ରମ; ଗାଁ ସଫା ରଖିବା ପାଇଁ ଆଦିବାସୀଙ୍କ ଶପଥ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ଅଧିନସ୍ଥ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ନଗର ଭାବେ ଗଢି ଉଠିଥିବା ବିକାଶ ନଗରରେ ଶୁକ୍ରବାର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ…
Read More...

ଶ୍ରୀଲଙ୍କା ନୌସେନା ଗୁଳିରେ ଭାରତୀୟ ମତ୍ସ୍ୟଜୀବୀ ଗୁରୁତର

ଚେନ୍ନଇ: ତାମିଲନାଡ଼ୁରେ ଶ୍ରୀଲଙ୍କା ନୌସେନା ଗୁଳିରେ ଜଣେ ଭାରତୀୟ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ରାମେଶ୍ବରମ ସିଆଇଡି କ୍ୟୁ ଶାଖା ପୁଲିସ କହିଛି ଯେ, ପୁଦୁକୋଟ୍ଟଇ ଜିଲ୍ଲାର କୋଡ଼ିୟାକରାଇ ସମୁଦ୍ର ଅଞ୍ଚଳରେ…
Read More...

ଲାଞ୍ଜିଗଡ଼ରୋଡ଼ ଷ୍ଟେସନ ସମ୍ମୁଖ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ନର୍ଲା ଥାନା ଅଧୀନରେ ଥିବା ସିକେରକୁପା ଫାଣ୍ଡି ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଝୁଲନ୍ତା…
Read More...

ଲାଞ୍ଜିଗଡ ନୋଡାଲ ସ୍କୁଲରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି- ୨୦୨୨’ କ୍ରାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଉଚ୍ଚ ପ୍ରାଥମିକ(ନୋଡାଲ) ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କ୍ରାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ କ୍ଲଷ୍ଟର ସିଆରସିସି ଏମ.ସୁନ୍ଦର ଶେଖରଙ୍କ…
Read More...

ଛାତ୍ର ତିଆରି କଲେ ଅଦ୍ଭୁତ ଚଷମା; ଗାଡ଼ି ଚଲାଇବା ବେଳେ ନିଦ ଲାଗିଲେ ବାଜିବ ଆଲାର୍ମ

ଆଗ୍ରା: ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ କ୍ବିନ୍‌ ଭିକ୍ଟୋରିଆ ଗାର୍ଲସ୍‌ ଇଣ୍ଟର କଲେଜରେ ୫୦ ତମ ଜବାହାରଲାଲ ନେହେରୁ ଶିଶୁ ବିଜ୍ଞାନ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଚାରିଟି ଜିଲ୍ଲାର…
Read More...

ନିଜ ସ୍ବପ୍ନର ପ୍ରକଳ୍ପ ଶିଳାନ୍ୟାସ କଲେ ମୋଦୀ; ୩୦ ମିନିଟ୍‌ରେ ସମ୍ପୂର୍ଣ୍ଣ ହେବ ୭ ଘଣ୍ଟାର ରାସ୍ତା

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେଦାରନାଥରେ ନିଜ ସ୍ବପ୍ନର ପ୍ରକଳ୍ପ ସୋନପ୍ରୟାଗ-କେଦାରନାଥ ରୋପୱେର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ସହିତ ଜଡିତ ନ୍ୟାସନାଲ ହାଇୱେ ଲଜିଷ୍ଟିକ୍…
Read More...

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା

କଲ୍ୟାଣସିଂହପୁର: ସହାୟତାର ହାତ ବଡାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାୟଗଡାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର ଲମ୍ବତା ସାହିର…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା

ଲଣ୍ଡନ: ବ୍ରିଟେନରେ ରାଜନୈତିକ ସଙ୍କଟ ଘନଉଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦାୟିତ୍ବ ନେବାର ୪୪ ଦିନ ପରେ ଟ୍ରସ୍‌ ପଦ ତ୍ୟାଗ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ସେ…
Read More...

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ହକି ଇଣ୍ଡିଆ ଉଚ୍ଚ ପ୍ରତିନିଧି ଦଳ

ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜୟପୁର ବିମାନବନ୍ଦରକୁ ବିମାନ ଉଡ଼ାଣ ନେଇ ମିଳିଲା ଅନୁମତି.. ‘ଉଡ଼ାନ୍‌’ ଯୋଜନାରେ ଲାଇସେନ୍ସ ଦେଲେ ଡିଜିସିଏ.. ୮ହଜାର ଟଙ୍କା ଲାଞ୍ଚ ନେବା ହେଲା କାଳ; ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେବଗଡ଼ ଜିଲା ତିଲେଇବଣି…
Read More...

ସ୍ଥାୟୀ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଦାବିପତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲାବାସୀଙ୍କ ସମୂହ ସ୍ୱାର୍ଥ ପାଇଁ ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ସ୍ଥାୟୀ ଭିଜିଲାନ୍ସ ଅଦାଲତ ସ୍ଥାପନ ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟରେ ଜିଲା ଓକିଲ ସଂଘ ଦ୍ୱାରା ଦାବିପତ୍ର ପ୍ରଦାନ…
Read More...

ଧାମରାଇ +୨ କଲେଜ ପକ୍ଷରୁ ୨ଦିନିଆ ଏନଏସଏସ କାର୍ଯ୍ୟକ୍ରମ

ଧାମରା: ଧାମରା ମତ୍ସ୍ୟ ପୋତାଶ୍ରୟଠାରେ ଧାମରାଇ +୨ କଲେଜ ତରଫରୁ ୨ ଦିନିଆ ଏନଏସଏସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏନଏସଏସ ପ୍ରୋଗ୍ରାମ ଅଫିସର ରାଜେନ୍ଦ୍ର ନାରାୟଣ ରାଉତ ଫିତାକାଟି ଉଦଘାଟନ…
Read More...

୮ହଜାର ଟଙ୍କା ଲାଞ୍ଚ ନେବା ହେଲା କାଳ; ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେବଗଡ଼ ପୌର ପରିଷଦର ପୂର୍ବତନ କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନ ତିଲେଇବଣି ବ୍ଲକରେ ଅବସ୍ଥାପିତ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଦେବଗଡ଼ ପୌରାଞ୍ଚଳରେ ହୋଇଥିବା…
Read More...

ଷୋହଳ ବଖରୀ କଟାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ପରିଦର୍ଶନ କଲେ ଦେବଗଡ଼ ବିଧାୟକ

ଦେବଗଡ଼: ଦେବଗଡ଼ ପୂର୍ତ୍ତ ବିଭାଗ ଦ୍ୱାରା ୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଦେବଗଡ଼ ସହର ମଧ୍ୟରେ ଥିବା ଷୋହଳ ବଖରୀ କଟା(ପୁଷ୍କରିଣୀ)ର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଗୁରୁବାର ଦେବଗଡ଼ ବିଧାୟକ…
Read More...

ଜଗତର ନାଥଙ୍କୁ ଅପମାନ; ଜୋତା ପିନ୍ଧି ମହାବାହୁଙ୍କୁ ପୂଜା କରୁଛନ୍ତି ଶିକ୍ଷୟିତ୍ରୀ

ମାଲକାନଗିରି: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ କରାଯାଇଛି ଅପମାନ। ସରକାରୀ କାର୍ଯ୍ୟକ୍ରମରେ ଜୋତା ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୂଜା କଲେ ମାଲକାନଗିରି ଜିଲ୍ଲା…
Read More...

ମଧ୍ୟପ୍ରଦେଶ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ ମୃତ, ୭ ଆହତ

ମୋରେନା: ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦିନ ପ୍ରାୟ ୧୧ଟା ୩୦ ସମୟରେ ଘଟିଛି ଏହି ଦୁର୍ଘଟଣା।…
Read More...

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ୩ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ବହୁ ଚର୍ଚ୍ଚିତ ଆଇନଜୀବୀ ଶସଧର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମୋଟ୍‌ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି ଉପଖଣ୍ଡ…
Read More...

ସତ୍ୟବାଦୀ ବକୁଳ ବନରେ ସଫେଇ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ: ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ତଥା ସ୍କାଉଟ ଓ ଗାଇଡ଼ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୁଧବାର ସତ୍ୟବାଦୀର ବକୁଳ ବନରେ ଏକ ସଫେଇ…
Read More...

ଧାମରାରେ ବିଦ୍ୟୁତ ଏବଂ ବ୍ରଡବ୍ୟାଣ୍ଡ ସେବା ୧୦ଦିନ ହେବ ବନ୍ଦ

ଧାମରା: ଧାମରାରେ ବିଦ୍ୟୁତ ସେବା ଅପହଞ୍ଚ ସାଙ୍ଗକୁ ଭାରତୀୟ ସଂଚାର ନିଗମ ଲିମିଟେଡ୍‌ ଦ୍ୱାରା ଯୋଗାଇ ଦିଆଯାଇଥିବା ବ୍ରଡବ୍ୟାଣ୍ଡ ସେବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଧାମରାକୁ…
Read More...

ମାଛଧରା ବୋଟରୁ ଖସି ଜଣେ ନିଖୋଜ

ଧାମରା: ଧାମରାରେ ଏକ ମାଛ ଧରା ବୋଟରୁ ଖସି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ବଳରାମ ଗଡ଼଼ିର ତାପସ ଦାସଙ୍କ ମାଛ ଧରା ବୋଟଟି ମାଛ ମାରିବା ଉଦ୍ଦେଶ୍ୟରେ ଆସି ସନ୍ଧ୍ୟା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ.. ଯଦି କୌଣସି ବ୍ୟକ୍ତି ବାଣ…
Read More...

ମେଗା କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀ ସହରଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରତର ପ୍ରତ୍ୟେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ। ୩୦ ଅକ୍ଟୋବର ୨୦୨୨…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା; ମାଆ ଓ ପୁଅ ଗୁରୁତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ବରଗାଁ ଛକ ନିକଟରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ବାଇକରେ ଥିବା ମାଆ ପୁଅ ଗୁରୁତର ଭାବେ ଆହତ ହେଇଛନ୍ତି।…
Read More...

ରାଜଧାନୀରେ ବାଣ ପ୍ରତିବନ୍ଧକ: ଫୁଟାଇଲେ କିମ୍ବା କିଣିଲେ ଗଣିବେ ଜରିମାନା, ଯିବେ ଜେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ। ମନ୍ତ୍ରୀଙ୍କ…
Read More...

ବିଏସଏନଏଲ ନେଟୱର୍କ ସେବା ବ୍ୟାଘାତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବହୁଦିନ ଧରି ବିଏସଏନଏଲ ନେଟୱର୍କ ସେବା ବ୍ୟାଘାତ ହେଉଥିବା ଯୋଗୁଁ ଗ୍ରାହକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଉକ୍ତ…
Read More...

ପ୍ଲାଷ୍ଟିକ ପ୍ରୀତି ଚାଷୀଠୁ ଛଡ଼ାଇନେଲା ନଳିତା ଚାଷ

ତିଗିରିଆ: କୃଷି ପ୍ରଧାନ ସମଗ୍ର ଆଠଗଡ଼଼ ଉପଖଣ୍ଡରେ କୃଷି ଭିତ୍ତିକ ଶିଳ୍ପ ନିଶ୍ଚିହ୍ନ ହୋଇଯାଇଛି। ତିଗିରିଆ ନୂଆପାଟଣାର ଶ୍ରୀଜଗନ୍ନାଥ ସମବାୟ ସୂତାକଳ, ବଡ଼ମ୍ବାର ଚିନିକଳ ଏବଂ ଦୀର୍ଘ ବର୍ଷ ହେଲା ବନ୍ଦ ହୋଇ ପଡ଼ିରହିଛି…
Read More...

କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ମୁଖିଆ; ମଲ୍ଲିକାର୍ଜୁନ ଖଡ଼ଗେ ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଆଜି ମିଳିଛି ଅଣଗାନ୍ଧୀ ଅଧ୍ୟକ୍ଷ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ବୁଧବାର ନିର୍ବାଚିତ ହୋଇଛନ୍ତି। ୯୩୮୫ ଭୋଟ୍‌ରୁ ମୋଟ୍‌ ୭୮୯୭ ଖଣ୍ଡ ଭୋଟ୍‌…
Read More...

ଶାନ୍ତ କାମାକ୍ଷାନଗର ଏବେ ଅଶାନ୍ତ: ବିଜେପି

କାମାକ୍ଷାନଗର: କାମାକ୍ଷାନଗର ସହର ଏକ ଶାନ୍ତ ସହର ଥିବା ବେଳେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ସହର ଅଶାନ୍ତ ହୋଇପଡ଼ିଥିବା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। କାମାକ୍ଷାନଗର…
Read More...

ପୁଲିସ ଏଏସଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ, କୋର୍ଟ ଚାଲାଣ

ଗୋପାଳପୁର: କର୍ତ୍ତବ୍ୟରତ ପୁଲିସ ଏଏସଆଇଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିବା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏହିପରି ଏକ ଘଟଣା ଘଟିଛି ଗୋଳନ୍ଥରା ଥାନା ଅଞ୍ଚଳରେ। ଗିରଫ…
Read More...

ଆସାମ ସରକାରଙ୍କ ସଂସ୍କୃତି ବିଭାଗୀୟ ଅଧିକାରୀଙ୍କ ବେଜବରୁଆ ହାଉସ ପରିଦର୍ଶନ

ସମ୍ବଲପୁର : ସମ୍ବଲପୁର କଚେରୀ ଛକ ସ୍ଥିତ ଆସାମୀୟ କବି ତଥା ସାହିତ୍ୟରଥି ଲକ୍ଷ୍ମୀନାଥ ବେଜବରୁଆଙ୍କ ନିର୍ମାଣାଧୀନ ବାସଗୃହ ଓ ସାଧନା ଗୃହକୁ ଆସାମ ସରକାରଙ୍କ ସହାୟତାରେ ନିର୍ମାଣ କରାଯାଉଛି। ଏହା ଅନେକ ଦିନ ହେଲା…
Read More...

ଲିପିକା ସାହୁଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା?

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୧ରେ ରହୁଥିବା ଗଜିନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଲିପିକା ସାହୁଙ୍କ ମୃତ୍ୟୁ ଘଟଣାକୁ ୧୦ଦିନରୁ ଅଧିକ ସମୟ ବିତିଲାଣି। ଅନୁସନ୍ଧାନୀ ଦଳ ସହ ଅନୁସନ୍ଧାନୀ କୁକୁର ମଧ୍ୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି.. ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ.. ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ…
Read More...

ଧାମରା ବନ୍ଦର ମନମୁଖୀ କାର୍ଯ୍ୟର ଶିକାର ୪ ରାଜସ୍ୱ ଗ୍ରାମ ବାସିନ୍ଦା; ରେଳ ଫାଟକ ନିକଟରେ ଧାରଣା

ଧାମରା: ଧାମରା ବନ୍ଦର(ଆଦାନୀ)ର ମନମୁଖୀ କାର୍ଯ୍ୟର ଶିକାର ହୋଇ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି ୪ ରାଜସ୍ୱ ଗ୍ରାମର ବାସିନ୍ଦା। ଆଜି ଏହାକୁ ବିରୋଧ କରି ବହୁ ସ୍ଥାନୀୟ ଲୋକେ ଧାରଣା ଦେଇଥିବା ଜଣାଯାଇଛି। ଖବରରୁ…
Read More...

ନିର୍ବାଚନ ସରିବାର ୯ମାସ ପରେ ବିଜେଡିରେ ମିଶିଲେ ହୁମ୍ମା ସରପଞ୍ଚ

ଗଞ୍ଜାମ: ଗଞ୍ଜାମ ଜିଲା ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ସରପଞ୍ଚ ଜାନକୀ ଦାସ ନିର୍ବାଚନ ଜିତିବାର ୯ ମାସ ପରେ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଫଳରେ ଏହାକୁ ନେଇ ହୁମା ପଂଚାୟତରେ ଏକ ପ୍ରକାର…
Read More...

ଅଡ଼ବାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଅତିରିକ୍ତ…
Read More...

ବାଇକକୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରଜରାଜନଗର: ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨.୩୦ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକକୁ ପଛ ପଟରୁ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ସ୍ତ୍ରୀର ଶୋଚନୀୟ…
Read More...

ରିଲିଜ୍‌ ହେଲା ‘ଉଁଚାଇ’ ଟ୍ରେଲର: ମନମୋହିବ ଅମିତାଭ, ଅନୁପମ ଓ ବୋମନ ଇରାନୀଙ୍କ ବନ୍ଧୁତ୍ବ କାହାଣୀ

ମୁମ୍ବାଇ: ଅମିତାଭ ବଚ୍ଚନ, ଅନୁପମ ଖେର ଓ ବୋମନ ଇରାନୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଉଁଚାଇ’ର ଟ୍ରେଲର ରିଲିଜ୍‌ ହୋଇଛି। ସୁରଜ ବଡ଼ଜାତ୍ୟାଙ୍କ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ପରି ଏହା ମଧ୍ୟ ଏକ ପାରିବାରିକ ଫିଲ୍ମ, ଯେଉଁଥିରେ ୪…
Read More...

ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଔଷଧ; ରୋଗୀ ହନ୍ତସନ୍ତ

କାମାକ୍ଷାନଗର: ସରକାର ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା କହୁଥିବା ବେଳେ ଥଣ୍ଡା ଜ୍ବର ପରି ସାଧାରଣ ରୋଗ ପାଇଁ ମିଳୁନାହିଁ ଔଷଧ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ…
Read More...

ପତ୍ନୀ, ପିଲାଙ୍କ ସମେତ ୫ ଜଣଙ୍କୁ ଜିଅନ୍ତା ଜାଳିଲା ଯୁବକ

ଜଳନ୍ଧର: ଜଳନ୍ଧରର ମହିତପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ତା’ର ଶାଶୁ, ଶ୍ବଶୁର, ପତ୍ନୀ ଏବଂ ଦୁଇ ପିଲାଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛି। ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।…
Read More...

ବ୍ଲକସ୍ତରୀୟ ଜନ ଶୁଣାଣି ଓ ସେବା ବିତରଣ ଶିବିର

ରେଙ୍ଗାଲି: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଲି ବ୍ଲକର କିନାଲୋଇ ଗ୍ରାମପଞ୍ଚାୟତରେ ସୋମବାର କ୍ଲଷ୍ଟରସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ଏବଂ…
Read More...

ସୁନାମ ଆଣିଲେ କନ୍ଧମାଳର ଝିଅ ଶ୍ରାବଣୀ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟନସିପ ୨୦୨୨ରେ ଶହେ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ଜିତି…
Read More...

ଜାତୀୟ ସେବା ଯୋଜନା ଶିବିର ଉଦଯାପିତ; ମନ ମୋହିଲା ନାଟକ ‘ମଦ ବଡ଼ ନା ଜୀବନ‘

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ସାତଦିନିଆ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଶେଷଦିନରେ ଆୟୋଜିତ…
Read More...

ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ଘଟଣା: ଜିଲାପାଳ ଅଫିସ୍ ଘେରିଲା ବିଜେପି ଯୁବମୋର୍ଚ୍ଚା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ପରେ ଶିଶୁ ଏବଂ ମାଆ ଅର୍ଥାତ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ସୋମବାର କନ୍ଧମାଳ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି.. ‘ଆସ୍‌ପିରେସନାଲ କମ୍ପାେନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ.. ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ…
Read More...

ତହସିଲଭୁକ୍ତ ଜମିକୁ କବରସ୍ଥାନ ପାଇଁ ହସ୍ତାନ୍ତରକୁ ବିରୋଧ କରି ତହସିଲ ଘେରିଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ କେନ୍ଦୁପାଲି ଗାଁର ଗୋଚର ଜମିକୁ ନେଇ ଗତ ୧୯।୦୯।୨୦୨୨ ତାରିଖ ଦିନ ମୁସଲିମ ସମ୍ପ୍ରଦାୟର କବର ସ୍ଥାନ କରିବାକୁ ଅତାବିରା ତହସିଲ ପକ୍ଷରୁ ଡି.ଆର୍ କେସ ନଂ…
Read More...

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ

କଟକ : ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି। ‘ଆସ୍‌ପିରେସନାଲ କମ୍ପାେନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ। ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ…
Read More...

ବଲାଙ୍ଗିର ଜିଲାରେ ବାଲି ମାଫିଆଙ୍କ ଆତଙ୍କରାଜ; ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ

ବଲାଙ୍ଗିର: ଆଗଲପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆରଆଇ ସୁଶାନ୍ତ ପଟେଲଙ୍କୁ ରବିବାର ବିଳମ୍ବିତ ରାତିରେ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ, କୌଣସି ସୁତ୍ରରୁ…
Read More...

ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଦୀପିକା ଏକମାତ୍ର ଭାରତୀୟ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ମୁମ୍ବାଇ: ନିକଟରେ ବିଜ୍ଞାନ ଅନୁଯାୟୀ ଜୋଡ଼ି କୋମର ଦୁନିଆର ସବୁଠାରୁ ସୁନ୍ଦର ମହିଳା ଚେହେରା ଭାବେ ମନୋନୀତ ହୋଇଛନ୍ତି। ଏହି ତାଲିକାରେ ୧୦ ଜଣ ମହିଳାଙ୍କ ନାମ ଘୋଷଣା କରାଯାଇଛି, ଯେଉଁଥିରେ ବଲିଉଡ଼ ଅଭିନେତ୍ରୀ ଦୀପିକା…
Read More...

ବରିଷ୍ଠ ନାଗରିକଙ୍କୁ କୋଟି ନମସ୍ୟ ଜଣାଇଲା ‘ନିୟୁ ନାରାୟଣ ମାର୍କେଟ’ ପୂଜା କମିଟି

ସାରନଗରୀ: ସାରନଗରୀସ୍ଥିତ ନିୟୁ ନାରାୟଣ ମାର୍କେଟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ପୂଜା ଅବସରରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ପୂଜା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ…
Read More...

ନିୟମିତ ଦାବିରେ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ଟିଟିଲାଗଡ଼: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରାଗଲା। ହେଲେ ଦୀର୍ଘ ୨୭ ବର୍ଷ ଧରି ଜଳଯୋଗାଣ ଭଳି ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସରକାର…
Read More...

ଧାମରାରେ ଶିଳ୍ପଉଦ୍ୟାନ ବିରୁଦ୍ଧରେ ପ୍ରଜାମେଳି

ଧାମରା: ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ, ଲକ୍ଷ୍ମୀପ୍ରସାଦ, ଜଗନ୍ନାଥ ପ୍ରସାଦରେ ହେବାକୁ ଥିବା ଶିଳ୍ପ ଉଦ୍ୟାନ କରାଇବାକୁ ଦେବୁନାହିଁ ଏବଂ କୌଣସି ପରିସ୍ଥିରେ ନିଜର ଭିଟାମାଟି, ଚାଷଜମି ଏବଂ ବାସଗୃହ ମଧ୍ୟ ସରକାରଙ୍କ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ; ଆସନ୍ତାକାଲି ଓଡ଼ିଶା ନିବେଶକ ସମ୍ମିଳନୀ.. ଆସନ୍ତା ବର୍ଷଠାରୁ ଓଡ଼ିଶାରେ ୫-ଜି ସେବା : ଅଶ୍ୱିନୀ ବୈଷ୍ଣବ.. ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା..…
Read More...

୫ଟି ସ୍କୁଲ ରାସ୍ତା ଅବସ୍ଥା ଶୋଚନୀୟ; ଛାତ୍ରଛାତ୍ରୀ ହନ୍ତସନ୍ତ

ହରଭଙ୍ଗା: ସରକାର ୫ଟି ରୂପାନ୍ତରିକରଣ ଯୋଜନାରେ ଶିକ୍ଷାନୁଷ୍ଠାର ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରୁଛନ୍ତି ସତ, ମାତ୍ର ଏହି ସ୍କୁଲଗୁଡିକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଥିବାରୁ ପିଲାମାନେ…
Read More...

ଆତ ବୋଝେଇ ପିକଅପ୍‌‌ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ୨

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ବଦଲା ନିକଟରେ ରବିବାର ସକାଳେ ଏକ ଆତ ବୋଝେଇ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି।…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ରକ୍ତଦାନ ଶିବିର

ହରଭଙ୍ଗା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ରବିବାର ହରଭଙ୍ଗା ବ୍ଲକ ପୁରୁଣାକଟକ କଲ୍ୟାଣମଣ୍ଡପଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ଆୟୋଜିତ…
Read More...

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଡେସ୍କ ସ୍ଲାବ୍‌‌ କାର୍ଯ୍ୟ ନିମ୍ନମାନର; ନୂଆ ସେତୁ ଉପରେ ଗଲେ ମିଳୁଛି ପୁରୁଣା ସେତୁର…

ହରଭଙ୍ଗା: ବୌଦ୍ଧ ଜିଲ୍ଲାର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ସରିଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ନିର୍ମାଣକାର୍ଯ୍ୟ…
Read More...

ଦୁର୍ବୃତ୍ତର ଗୁଳି ମାଡ଼ରେ ଯୁବକ ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ହାଡ଼ଗରୀଠାରେ ରବିବାର କେହି ଦୁର୍ବୃତ୍ତର ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କାନପୁରା ଗ୍ରାମର ମୀନକେତନ ଦଳେଇ(୪୫)।…
Read More...

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ମୁମ୍ବାଇ: ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତ୍ରୀ। ହିନ୍ଦୀ ଧାରାବାହିକ ଅଭିନେତ୍ରୀ ବୈଶାଳୀ ଠକ୍କର ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇନ୍ଦୋର ସ୍ଥିତ ତାଙ୍କ ଘରୁ ବୈଶାଳୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର…
Read More...

ଗଞ୍ଜାମ ଏନଏସିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗଞ୍ଜାମ: ଗଞ୍ଜାମ ଏନଏସିରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ବିଭିନ୍ନ ୱାର୍ଡ଼ ପରିକ୍ରମା କରିଥିଲେ।…
Read More...

ମୃତ ମାଓବାଦୀଙ୍କୁ ପୋତାଗଲା; ସର୍ଚ୍ଚ ଅପରେସନରୁ ମିଳିଲା ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ: ଗତ ୧୧ ତାରିଖ ଦିନ ବାଲିଗୁଡା ଥାନା ଅନ୍ତର୍ଗତ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତ ମହିଳା ମାଓବାଦୀଙ୍କ ମୃତଦେହକୁ ରବିବାର ପୁଲିସ ପକ୍ଷରୁ ପୋତି ଦିଆଯାଇଛି।…
Read More...

କ୍ରିକେଟ୍‌ ପରେ ଏବେ ସିନେଯାତ୍ରା ଆରମ୍ଭ କରିବେ ଧୋନୀ; ସାଉଥ୍‌ ଅଭିନେତାଙ୍କ ସହ ଆସିବେ ନଜର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କ୍ରିକେଟ ମଇଦାନରେ ନିଜ ଚମତ୍କାରିତା ଦେଖାଇବା ପରେ କ୍ୟାପ୍ଟେନ କୁଲ୍‌ ଏବେ ଅଭିନୟ ଦୁନିଆରେ ପାଦ…
Read More...

ବାଇକ ଚୋରିରେ ସଂପୃକ୍ତ ୩ ନାବାଳକଙ୍କ ସମେତ ୪ କୋର୍ଟଚାଲାଣ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନ ଅନ୍ତର୍ଗତ ଲପଙ୍ଗାରୁ ଏକ ବାଇକ ଚୋରି ଅଭିଯୋଗରେ ପୁଲିସ ୩ ନାବାଳକଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ,…
Read More...

ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ର ଚନ୍ଦନଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଗୁରୁଡ଼ିଝାଟିଆ:  ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ପ୍ରଥମସ୍ଥାନ ଅଧିକାର କରି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଆଠଗଡ଼ ବ୍ଲକ କୁଷ୍ପଙ୍ଗି ଗ୍ରାମର ପ୍ରତାପ ସେନ ରାଉତଙ୍କ ପୁତ୍ର ଚନ୍ଦନ ସେନ ରାଉତଙ୍କୁ ବିଜୁ ଜନତାଦଳ ପକ୍ଷରୁ…
Read More...

ପୁରୁଣାକଟକ-ସମ୍ବଲପୁର ରାସ୍ତା ଖାଲଖମାର ମରାମତି ଆରମ୍ଭ

ଗୁରୁଡ଼ିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ଧବଳେଶ୍ୱରଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ପରିଣତ ହୋଇଥିଲା। ଗାଡି ଚଳାଚଳ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇଥିବା ବେଳେ ପାଦରେ ଚାଲିକି ଯିବା ମଧ୍ୟ…
Read More...