ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରି ଓଡ଼ିଶାର ଜନଜାତିଙ୍କ ଜୀବନ ଶୈଳୀ ଓ ସଂସ୍କୃତି ଉପରେ ଆଧାରିତ ଗବେଷଣାଧର୍ମୀ ଏନସାଇକ୍ଲୋପିଡିଆ ଉନ୍ମୋଚନ କରିଛନ୍ତି.. ‘ଏନସାଇକ୍ଲୋପିଡିଆ…
Read More...

ଗଞ୍ଜାମରେ ନବରାତ୍ର ପୂଜା, ବିଭିନ୍ନ ଶକ୍ତିପୀଠ ଉତ୍ସବମୁଖର

ଗଞ୍ଜାମ : ପବିତ୍ର ନବରାତ୍ରୀ ପୂଜା ପାଇଁ ସୋମବାରଠାରୁ ଗଞ୍ଜାମ ସହର ତଥା ଏହାର ଆଖପାଖ ଅଞ୍ଚଳ ବର୍ତମାନ ଅଧିକ ଉତ୍ସବମୁଖର ହୋଇ ଉଠିଛି। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଶକ୍ତିପୀଠମାନଙ୍କରେ ନବରାତ୍ର ପୂଜା ଆରମ୍ଭ ହୋଇଛି।…
Read More...

ପ୍ରଥମ ରାଜ୍ୟ ଭାବେ ଆଦିବାସୀ ଏନସାଇକ୍ଲୋପିଡିଆ ରିଲିଜ୍ କଲା ଓଡ଼ିଶା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଜନଜାତିଙ୍କ ଜୀବନ ଶୈଳୀ ଓ ସଂସ୍କୃତି ଉପରେ ଆଧାରିତ ଗବେଷଣାଧର୍ମୀ ଏନସାଇକ୍ଲୋପିଡିଆ…
Read More...

ଜ୍ୟାକଲିନ୍ ଆଶ୍ବସ୍ତ

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଠକେଇ ମାମଲାରେ ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ମିଳିଛି ଆଶ୍ବସ୍ତି। ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଦିଲ୍ଲୀ…
Read More...

ଋଷର ସ୍କୁଲରେ ଗୁଳିକାଣ୍ଡ: ୯ ମୃତ, ୨୦ ଆହତ

ମସ୍କୋ: କେନ୍ଦ୍ରୀୟ ଋଷ ସ୍ଥିତ ଇଜେଭସ୍କରେ ଏକ ବିଦ୍ୟାଳୟରେ ଗୁଳି ଚାଳନା ହୋଇଥିବା ଖବର ସାମ୍ନାକୁ ଆସିଛି। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କିରଛି। ଋଷର ଅଫିସିଆଲ ନ୍ୟୁଜ୍‌ ଏଜେନ୍ସି…
Read More...

ନୂଆ ଦଳ ଘୋଷଣା କଲେ ଗୁଲାମନବୀ; ନାଁ ରହିଛି ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’

ଜମ୍ମୁ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌ ନିଜର ନୂଆ ଦଳ ଘୋଷଣା କରିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍‌ ମାସେ ପରେ ସେ ନୂଆ ଦଳ ଗଠନ କରିଛନ୍ତି। ସୋମବାର ଜମ୍ମୁରେ ସାମ୍ବାଦିକ ସମ୍ମିଳନୀ…
Read More...

ମହିଳାଙ୍କଠାରୁ ୧୨୭ ଗ୍ରାମ୍ ବ୍ରାଉନସୁଗର ଜବତ

ବ୍ରହ୍ମପୁର: ଗେଟବଜାର ଅଞ୍ଚଳର ଜଣେ ମହିଳାଙ୍କଠାରୁ ସୋମବାର ୧୨୭ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି। ଗିରଫ ମହିଳା ଜଣକ ହେଲେ ସୁକାନ୍ତି ବେହେରା(୪୦)। ଗେଟବଜାର ନିକଟ ସିଟି ହସ୍ପିଟାଲ ସମ୍ମୁଖରେ ସୁକାନ୍ତି ଅନେକ ଦିନ…
Read More...

ଗ୍ରାମସଭା ଓ ପଲ୍ଲୀସଭା ସଚେତନତା ରଥ ଶୁଭାରମ୍ଭ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପରିସରରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଗ୍ରାମସଭା ଓ ପଲ୍ଲୀସଭା ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର…
Read More...

ବଲାଙ୍ଗିର କୃଷକ ମହାସଂଘ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଧାରଣା

ବଲାଙ୍ଗିର: ବଲାଙ୍ଗିର ଜିଲା କୃଷକ ମହାସଂଘ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି। ଜିଲାର ୨୦୨୧ ଖରିଫ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷିବୀମା ରାଶି ପାଇବାକୁ ବାକି ଥିବା ୮୫ ପଞ୍ଚାୟତର…
Read More...

ରୋଟାରୀ କ୍ଲବ ପକ୍ଷରୁ ଛାତ୍ରଛାତ୍ରୀ ପୁରସ୍କୃତ

ଫୁଲବାଣୀ: ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ରବିବାର କ୍ଲବର ସମ୍ମିଳନୀ କକ୍ଷଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର, କପ୍, ଅର୍ଥ…
Read More...

ଶିକ୍ଷକ ପଦବୀ ପୂରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁଣ୍ଡୁରୀସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ସ୍କୁଲ କମିଟି ସଭାପତି ଓ ଗ୍ରାମବାସୀଙ୍କ ପକ୍ଷରୁ ଜିଲା ଶିକ୍ଷା…
Read More...

ୟୁରିଆ ସଙ୍କଟ: କଳାବଜାରୀ ରୋକିବାରେ ପ୍ରଶାସନ ବିଫଳ, ଚଢ଼ାଦରରେ ବି ମିଳୁନି ସାର

ବିନିକା : ଚଳିତ ବର୍ଷ ଋତୁ ଚାଷ ଜମିରେ ପ୍ରଯୋଗ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ଚାଷୀ ଏବେ ୟୁରିଆ ସାର ଖୋଜି ନୟାନ୍ତ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। କଳାବଜାରୀ ଯୋଗୁଁ ଆବଶ୍ୟକ ସମୟରେ ୟୁରିଆ ସାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନବୀନ ନିବାସ ସମ୍ମୁଖରେ ଗଛରେ ଚଢି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ.. ଆତ୍ମହତ୍ୟା ଉଦ୍ୟମ ବେଳେ କାବୁ କଲେ ପୁଲିସ ଓ ଅଗ୍ନଶମ କର୍ମଚାରୀ.. ମହିଳା ଜଣକ ଭଦ୍ରକର ବୋଲି ସୂଚନା.. ଦୀର୍ଘ ୨୩ ବର୍ଷ ଧରି ନ୍ୟାୟ ନପାଇବାରୁ ଏଭଳି…
Read More...

ଫବସୀ ଗ୍ରାମରୁ ବୋଡ଼ା ଅଜଗର ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଫବସୀ ଗ୍ରାମରୁ ରବିବାର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଣେ ବ୍ୟକ୍ତିଙ୍କ ପୁରୁଣା ପାଇଖାନା ଭିତରୁ ଏକ ୮ ଫୁଟ ଲମ୍ବର ବୋଡ଼ା ଅଜଗର…
Read More...

ସ୍ମାର୍ଟ ସ୍କୁଲକୁ ଯିବାକୁ ରାସ୍ତା ନାହିଁ

ଜି ଉଦୟଗିରି: ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଧୁନିକ ଯୁଗରେ ଉଚ୍ଚାଭିଳାଷ ରଖି ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ରିଡିଂ ରୁମ୍, ମଡନ ସାଇନ୍ସ ଲବ୍ରୋଟରୀ, ଆଇସିଟି ଲାବ୍, ଉନ୍ନତ…
Read More...

ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର…
Read More...

ବିଜୁ ସେତୁର ନିମ୍ନମାନର କାର୍ଯ୍ୟକୁ ଜନସାଧାରଣଙ୍କ ତୀବ୍ର ବିରୋଧ; ଯନ୍ତ୍ରୀ ଓ ଏସଡିଓଙ୍କୁ ଘେରିଲେ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସି ସ୍ଥିତ ବୈମାନ ଟିକ୍ରାରେ ନିର୍ମାଣ ହେଉଥିବା ଅଢେଇ କୋଟି ଟଙ୍କାର ବିଜୁ ସେତୁର ନିମ୍ନ ମାନର କାମକୁ ନେଇ ରବିବାର ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି…
Read More...

ଆସନ୍ତା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ‘ଆପ୍’

ରେଙ୍ଗଲିକ୍ୟାମ୍ପ: ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପଠାରେ ରବିବାର ଓଡ଼ିଶା ଆମ୍ ଆଦମୀ ପାର୍ଟିର ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା ଆମ ଆଦମୀ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ବିଶୁଦ୍ଧ ପାନୀୟ ଜଳ, କୃଷକ…
Read More...

‘ହାର୍ଟ ଅଫ୍ ଷ୍ଟୋନ୍‌’: ସାମ୍ନାକୁ ଆସିଲା ଆଲିଆଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଝଲକ୍‌, ଆକ୍ସନ ଅବତାରରେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ‘ହାର୍ଟ ଅଫ୍ ଷ୍ଟୋନ୍‌’ ମାଧ୍ୟମରେ ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମରୁ ଆଲିଆଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସେ ଗାଲ୍…
Read More...

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ

ତିରୁଅନନ୍ତପୁରମ୍: କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ ଘଟିଛି। ରବିବାର କୋଝିକୋଡସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୮୭ ବର୍ଷୀୟ ଆର୍ଯ୍ୟଦାନ୍ ​‌ଶେଷ ନିଃଶ୍ବାସ ତ୍ୟାଗ…
Read More...

ନିର୍ବାଚନ ପରବର୍ତ୍ତୀ ହିଂସାରେ ଜଣେ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବଟଗାଁ ଗ୍ରାମରେ ଶନିବାର ଗତ ପଞ୍ଚାୟତ ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କ ସମର୍ଥକଙ୍କ ଆକ୍ରମଣରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଗୁରୁତର ଭାବେ…
Read More...

ହରଭଙ୍ଗାରେ ୫-ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଭାଗୃହ ପ୍ରାଙ୍ଗଣରେ ଶୁକ୍ରବାର ତୃତୀୟ ପର୍ଯ୍ୟାୟ ୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ଆଭାସୀ ମାଧ୍ୟମରେ…
Read More...

ସ୍ମାର୍ଟ ସ୍କୁଲରେ ବିପଦସଙ୍କୁଳ ଅବସ୍ଥାରେ ପାଠପଢୁଛନ୍ତି ଛାତ୍ରୀ

ଜି ଉଦୟଗିରି: ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଧୁନିକ ଯୁଗରେ ଉଚ୍ଚାଭିଳାଷ ରଖି ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ ସ୍କୁଲର ପରିକଳ୍ପନା କରିଥିଲେ। ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ ଓ ରିଡିଂ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡା. ଏମ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ.. ପୁଣି ଚମକିଲେ ଓଡ଼ିଆ, ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ନୂଆ ସଭାପତି.. ଫୁଲବାଣୀ : ନାବାଳିକା ଦୁଷ୍କର୍ମ ମାମଲା; ଦୋଷୀକୁ ୨୫ ବର୍ଷ କାରାଦଣ୍ଡ, ୨୫ ହଜାର…
Read More...

ଡା. ଏମ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଦେଶର ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ନିର୍ଦ୍ଦେଶକ ଘୋଷଣା କରାଯାଇଛି। ଡା. ଏମ ଶ୍ରୀନିବାସଙ୍କୁ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ…
Read More...

କେନ୍ଦ୍ରୀୟ ପେନସନ ପାଉଥିବା କଳାକାରଙ୍କ କୃତଜ୍ଞତା ଜ୍ଞାପନ

ଯାଜପୁର: ଯାଜପୁର ଜିଲ୍ଲା ଲୋକ କଳାରେ ଏକ ସମୃଦ୍ଧ ଜିଲ୍ଲା। ଚଳିତ ୨୦୨୧-୨୨ ବର୍ଷରେ ଜିଲ୍ଲାର ୨୧୩ ଜଣ କଳାକାର କେନ୍ଦ୍ରୀୟ କଳାକାର ଯୋଜନାରେ ସାମିଲ ହେବା ଜିଲ୍ଲା ପାଇଁ ଗୌରବର କଥା। ତେବେ ଜିଲ୍ଲା ପ୍ରଶାସନର ସହଯୋଗ,…
Read More...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ଦେବଗଡ଼଼: ଘର ଅଗଣାରେ ଥିବା ପୋଖରୀରେ ବୁଡ଼ି ଜଣେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରିଆମାଳ ଥାନା ତେନ୍ତଳାବାହଳ ଗ୍ରାମ ପଂଚାୟତର ରେଙ୍ଗାଲନାଳୀ ଗ୍ରାମରେ। ମିଳିଥିବା ସୂଚନା…
Read More...

ଆନ୍ଧ୍ର ଚାଲାଣ ବେଳେ ଟ୍ରାକ୍ଟର ସହ କାଠ ଜବତ; ୨ ଗିରଫ

ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତରାପୁର ପଂଚାୟତ ଅଞ୍ଚଳରୁ ଚୋରାରେ ଆନ୍ଧ୍ରକୁ ଟ୍ରାକ୍ଟର ଯୋଗେ ଶାଗୁଆନ କାଠ ଚାଲାଣ ଉଦ୍ୟମ ଜଙ୍ଗଲ ବିଭାଗ ଚଢଉ ଫଳରେ ପଣ୍ଡ ହୋଇଛି। ଆଜି ଭୋର ସମୟରେ ଆନ୍ଧ୍ରକୁ କାଠ ଚାଲାଣ ହେଉଥିବା…
Read More...

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ କାରାଦଣ୍ଡ, ୨୫ ହଜାର ଜରିମାନା

ଫୁଲବାଣୀ : ୩ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ୧୨ ଜଣ ସାଖ୍ୟ ପ୍ରମାଣ, ପୁଲିସ ରିପୋର୍ଟକୁ ଭିତ୍ତି…
Read More...

ଟିଟିଆଇଙ୍କ କ୍ୱାର୍ଟର ସମ୍ମୁଖରେ ପତ୍ନୀଙ୍କ ଧାରଣା

ବ୍ରହ୍ମପୁର: ନ୍ୟାୟ ଦାବିରେ ବ୍ରହ୍ମପୁରର ଆଉ ଜଣେ ମହିଳା ନିଜ ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ମହିଳାଙ୍କ ସ୍ବାମୀ ରେଳ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟ କରୁଛନ୍ତି । ଆଜକୁ ୧୨ ବର୍ଷ ତଳେ ଉଭୟଙ୍କ ବିବାହ…
Read More...

ନିଜ ମାଆଙ୍କୁ ହତ୍ୟା କରିଥିଲେ ଅଭିନେତା; ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ନେଟଫ୍ଲିକ୍ସର ଲୋକପ୍ରିୟ ଶୋ’ ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ…
Read More...

ଅସହାୟ ପ୍ରଫୁଲ୍ଲଙ୍କୁ ସହଯୋଗର ହାତ ବଢାଇଲା କୁଇ ସମାଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଡାଶିପଡା ଗ୍ରାମପଞ୍ଚାୟତ ଲମ୍ବା କ୍ଷେତା ଗ୍ରାମର ପ୍ରଫୁଲ୍ଲ କହଁର ତିନି ମାସ ତଳେ କୌଣସି କାରଣରୁ ଗୋଡ ପୋଡିହୋଇ ଅସୁସ୍ଥ ଅବସ୍ଥାରେ ଘରେ ପଡି ରହିଥିଲେ। ପରିବାର ତରଫରୁ ମଧ୍ୟ କୌଣସି…
Read More...

ଖମାପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖମାପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗୁରୁବାର ମଧ୍ୟାହ୍ନ ସମୟରେ ସ୍କୁଲର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ…
Read More...

ମୁଣ୍ଡାକାଙ୍ଗାର ହସ୍ତିନାପୁରଠାରେ ପ୍ରଥମ ପରିବର୍ତ୍ତନ ମେଳା

ଜି ଉଦୟଗିରି : କନ୍ଧମାଳରେ ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଅଭିନବ ଉପାୟରେ ଦୁର୍ଗମ ଅଞ୍ଚଳରେ ଜନସାଧରଣଙ୍କ ନିକଟତର ହେବାକୁ ପରିବର୍ତ୍ତନ ମେଳାର ଶୁଭାରମ୍ଭ ହୋଇଯାଇଛି। ଆୟୋଜିତ…
Read More...

କୃଷକ ଓଡ଼ିଶା ପୋର୍ଟାଲରେ ନାମ ପଞ୍ଜିକରଣ ପାଇଁ ବୁଲିଲା ସଚେତନତା ଗାଡ଼ି

ଜି.ଉଦୟଗିରି: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗୋଷ୍ଠି କୃଷି ଅଧିକାରୀ, ଜି.ଉଦୟଗିରିଙ୍କ ଦ୍ବାରା ଗୁରୁବାର କୃଷକ ଓଡ଼ିଶା ପୋର୍ଟାଲରେ କୃଷକମାନେ ନିଜ ନାମ ପଞ୍ଜିକରଣ ପାଇଁ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଞ୍ଚଭୂତରେ ଲୀନ ହେଲେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ.. ଗୁରୁବାର ଦିଲ୍ଲୀର ନିଗମବୋଧ ଘାଟରେ ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି.. ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ; ୭ ମୃତ.. ଗଞ୍ଜେଇ…
Read More...

ବର୍ଷାରେ ଭୁଷୁଡ଼ିଲା ଘର; ବାସହୀନ ଅବସ୍ଥାରେ ଗରିବ ପରିବାର

ହରଭଙ୍ଗା: ସରକାରଙ୍କ ଗ୍ରାମୀଣ ଆବାସ, ମୋ-କୁଡିଆ, ବିଜୁ ପକ୍କାଘର ଭଳି ଅନେକ ଯୋଜନା ସତ୍ତ୍ବେ ପ୍ରକୃତ ଗରିବ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେବା ଭଳି ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏଭଳି ଏକ ଚିତ୍ର ହରଭଙ୍ଗା…
Read More...

ଭୀମଭୋଇ ଉନ୍ନୟନ ସାମର୍ଥ୍ୟ ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଅତିରିକ୍ତ ଗୃହଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ଥାନୀୟ ସମିତି ସହାୟତାରେ ଭୀମଭୋଇ ଉନ୍ନୟନ…
Read More...

ଗଞ୍ଜାମ ବ୍ଲକସ୍ତରୀୟ ଜନଶୁଣାଣୀ

ଗଞ୍ଜାମ : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟର କନଫେରେନ୍ସ ହଲରେ ଗୁରୁବାର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ଉପଜିଲାପାଳ…
Read More...

ପଞ୍ଚଭୂତରେ ଲୀନ ହେଲେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ। ସମସ୍ତଙ୍କୁ ହସାଉଥିବା ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ନୀରବି ଯାଇଛନ୍ତି। ଗୁରୁବାର ଦିଲ୍ଲୀର ନିଗମବୋଧ ଘାଟରେ ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ…
Read More...

୭ ମାସର ସର୍ବନିମ୍ନ ସ୍ତରରେ ସୁନା ଦର

ନୂଆଦିଲ୍ଲୀ: ଭାରତୀୟ ଫ୍ୟୁଚର ବଜାରରେ ୨୨ ସେପ୍ଟେମ୍ବର ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଅପରପକ୍ଷେ, ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ତୃତୀୟ ଦିନ ପାଇଁ ଆଜି ସୁନା ମୂଲ୍ୟ ହ୍ରାସ…
Read More...

ମହୁମାଛି ଆକ୍ରମଣରେ ୮ ଆହତ; ଜଣେ ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା-ଉର୍ଲ୍ଲେ ଛକ ମଝିରେ ପଡ଼ୁଥିବା ଚୌକିଯୋର ବ୍ରିଜ ନିକଟରେ ବସାବାନ୍ଧି ରହୁଥିବା ଦଳେ ମହୁମାଛି ଗୁରୁବାର ସକାଳୁ ରାସ୍ତା ଉପରକୁ ଉଡ଼ି ଆସି ବହୁ ଲୋକଙ୍କୁ…
Read More...

ଗୋରୁ ବୋଝେଇ ଗାଡ଼ି ଜବତ: ୨୦ ଗୋରୁ ଉଦ୍ଧାର, ଚାଳକ ଫେରାର

କାମାକ୍ଷାନଗର: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କଙ୍କଡାହାଡ ଛକ ନିକଟରେ ବୁଧବାର ସକାଳେ ଗୋଟିଏ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଗୋରୁଗୁଡିକୁ ଚାଲାଣ ପାଇଁ ନେଉଥିବା ବେଳେ ଖବର ପାଇ…
Read More...

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ତହସିଲଦାର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ,…
Read More...

ଚନ୍ଦାର ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ୪୦ ଟନରୁ ଊର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି। ଗ୍ରାମବାସୀମାନେ ଶୌଚ…
Read More...

ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ କାରାଦଣ୍ଡ

କେଶଦୁରାପାଳ: ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଷ୍କର୍ମକାରୀ ରଘୁନାଥ ପିଙ୍ଗୁଆକୁ କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ୧୪ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନାରୁ…
Read More...

ଜିଲାପାଳଙ୍କ ଦୁର୍ଗମ ପଞ୍ଚାୟତ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ କରଡ଼ା, ଇନ୍ଦ୍ରଗଡ ଆଦି ଦୁର୍ଗମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହ…
Read More...

ବନ୍ଧୁ ଘରକୁ ଯାଇ ଭାସି ଯାଇଥିଲେ ଯୁବକ; ବୁଦାରୁ ମିଳିଲା ମୃତଦେହ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ କଳାଖଣ୍ଡି ନିକଟସ୍ଥ ଲକ୍ଷ୍ମୀନାଳରୁ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୫) ବୋଲି ଜଣାପଡ଼ିଛି।…
Read More...

ଅହିଂସା ରଥକୁ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ୱର୍ଦ୍ଧନା

ଯାଜପୁର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ବାର୍ତ୍ତା ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସୂଚନା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସେପ୍ଟେମ୍ବର ୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା.. ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା.. ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ..ମୃତକ…
Read More...

ଲଗାଣବର୍ଷା ଓ ସମୁଦ୍ର ଜୁଆର ମାଡରେ ନଦୀକୁ ଧସିଲା ବାସଗୃହ; ଅଳ୍ପକେ ବର୍ତ୍ତିଲା ପରିବାର

ଆରଡି: ଗତ ୨ଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ଓ ସମୁଦ୍ରର ଜୁଆର ମାଡରେ ଭଦ୍ରକ ଜିଲା ଆରଡି ନିକଟସ୍ଥ ଶୀତଳପୁର ଗାଁରେ ସାଳନ୍ଦୀ ନଦୀ କୂଳ ଲଂଘିବା ଫଳରେ ନଦୀପଠାକୁ ଲାଗି ଥିବା ବାବାଜି ପରିଡା, ପଦ୍ମଲୋଚନ ପରିଡାଙ୍କ ସହ…
Read More...

କୃଷକ ଓ କୃଷିଜୀବୀ ମହିଳାମାନଙ୍କ ତାଲିମ ଶିବିର

ଜି.ଉଦୟଗିରି : ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ଲୀଙ୍ଗାଗଡ ପଞ୍ଚାୟତ ସ୍ଥିତ କଟଡଗଣ୍ଡା କସମ୍ ଗୋଦାମ ଘର ପରିସରରେ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ କୃଷକ ଓ କୃଷିଜୀବୀ ମହିଳାମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...

ଗଛ ପଡ଼ି ରାସ୍ତା ଅବରୋଧ; ଯାତାୟତ ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁ ନିକଟରେ ଏକ ବିରାଟ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା…
Read More...

ସେପ୍ଟେମ୍ବର ୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା

ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ +୨ ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ…
Read More...

ରିଲିଜ୍‌ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଡକ୍ଟର ଜୀ’ର ଟ୍ରେଲର

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡକ୍ଟର ଜୀ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଫିଲ୍ମରେ ଅଭିନେତା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତୀତ ଏଥିରେ…
Read More...

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ସମାଜର ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ୍

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଗ୍ରସେନ ଭବନଠାରେ ମଙ୍ଗଳବାର ଗୋଣ୍ଡ ସମାଜର ମହାସଭା ଜିଲ୍ଲା ଆୟୋଜକ ସମିତି ବରଗଡ ପକ୍ଷରୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ମହାସଭାର ପ୍ରସ୍ତୁତି ବୈଠକ ସହ ନୂଆଖାଇ ଭେଟଘାଟ ବଡ ଧୁମଧାମରେ…
Read More...

ନିର୍ମଳା ଯୋଜନାରେ ନିୟୋଜିତ ଠିକା ସଫେଇ କର୍ମଚାରୀ ଦରମା ନପାଇ ଧାରଣାରେ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମଳା ଯୋଜନାରେ ନିୟୋଜିତ ଠିକା କର୍ମଚାରୀ ଠିକାଦାରଠାରୁ ୩ ମାସର ଦରମା ନପାଇବାରୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ…
Read More...

ବିଜେପିରେ ମିଶିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ; ନିଜ ଦଳକୁ ବି କଲେ ବିଲୟ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସୋମବାର ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର…
Read More...

ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ପଞ୍ଚାୟତ ମ୍ୟାଲେରିମାହା ଗ୍ରାମ ନିକଟ ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ଗାଁ ସାଥି ମନୋରଞ୍ଜନ ନାୟକ…
Read More...

ଲାଞ୍ଜିଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ପ୍ରତିଷ୍ଠା ଦିବସ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଓଡ଼ିଶା ଆର୍ଦଶ ବିଦ୍ୟାଳୟର ଅଷ୍ଟମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ଦିବସରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ…
Read More...

କାର ସହ ଗଞ୍ଜେଇ ଜବତ; ଜଣେ ଗିରଫ

ଫୁଲବାଣୀ: ବିଶେଷ ସୂତ୍ରରୁ ଖବର ପାଇ ସୋମବାର ଦିନ ୧୧ଟା ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ସିମିଳି ସାହି ନିକଟରୁ ଗୋଟିଏ କାର ସହିତ ୪୦ କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣେ ଗଞ୍ଜେଇ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅନ୍ତିମ ଯାତ୍ରାରେ ମହାରାଣୀ: ଚାଲିଛି ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା.. ଏସଏସସି ଦୁର୍ନୀତି ମାମଲା: ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟ…
Read More...

ଏସଏସସି ଦୁର୍ନୀତି ମାମଲା: ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟ ଗିରଫ

କଲକାତା: ଏସଏସସି ଦୁର୍ନୀତି ମାମଲାରେ ବିଦ୍ୟାଳୟ ସେବା ଆୟୋଗ(ଏସଏସସି)ର ପୂର୍ବତନ ଅଧ୍ୟକ୍ଷ ତଥା ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ଗିରଫ କରିଛି। ଶିକ୍ଷକ ଏବଂ ଅଣଶିକ୍ଷକ…
Read More...

ଖଣ୍ଡା ଧୂଆ ବେଳେ ଅଘଟଣ; ନିଶାନ ବାଦକଙ୍କ ମୃତ୍ୟୁ

ବଲାଙ୍ଗିର: ପାଟଣାଗଡ଼ର ପ୍ରସିଦ୍ଧ ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ପାଟଖଣ୍ଡାକୁ ରବିବାର ରାତିରେ ପଞ୍ଚବାଦ୍ୟ ସହ ଶାେଭାଯାତ୍ରାରେ ସ୍ଥାନୀୟ ପୋଖରୀକୁ ନିଆଯାଉଥିବା ବେଳେ ନିଶାନ ବାଦକ କୁଶ କାଲସାଏଙ୍କ ମୃତ୍ୟୁ ଘଟିଛି।…
Read More...

କଣ୍ଟାବାଞ୍ଜି ଜବତ ଅର୍ଥ ହେରଫେର ମାମଲା; ଉପଖଣ୍ଡ ଡିଏସପିଙ୍କୁ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦେଶ

ବଲାଙ୍ଗିର: ମୋ ଇଚ୍ଛା ବିରୋଧରେ ପଚାରନ୍ତୁ ନାହିଁ...ମୋର ଅଧିକାର ଅଛି। ମୋର ବ୍ୟକ୍ତିଗତ ଜୀବନ ଅଛି। ମୋତେ କହିବାକୁ ବାଧ୍ୟ କରନ୍ତୁ ନାହିଁ.....ତେବେ ନାହିଁ କହି ଅନେକ କଥା କହିଗଲେ ବଡ ବାବୁ। ବଲାଙ୍ଗିର ଜିଲା…
Read More...

ବିଷ୍ଣୁଙ୍କ ରାଜନୈତିକ ଜୀବନ

ଧାମନଗର: ଧାମନଗର ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି। ସୋମବାର ୬୧ ବର୍ଷ ବୟସରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ବଜେପିର ଜଣେ ଟାଣୁଆ…
Read More...

ରାସ୍ତା ତଳକୁ ଖସିଲା ଟ୍ରେଲର: ୨କିମି ଯାଏ ଗାଡ଼ି ଜାମ୍

ବଲାଙ୍ଗିର: ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଏନ୍ଏଚ୍-୨୬ର ବିଜାଖମାନ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ଲୁହା ପାଉଡ଼ର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ରାସ୍ତା ତଳକୁ ଅଧା ଖସି ଯାଇଛି। ଟ୍ରେଲରଟି ଅଧା ରାସ୍ତା ଉପରେ…
Read More...

ଦଳର ସଂଗଠନକୁ ମଜଭୂତ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…
Read More...

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର: ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର କଟକ ଗସ୍ତରେ ଯାଇ ଏସସିବି ମେଡିକାଲ ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି…
Read More...

ଖପ୍ରାଖୋଲ ବ୍ଲକରେ ଉପସ୍ଥିତି ଜାହିର କଲେ ଲାଲବାହିନୀ

ବଲାଙ୍ଗିର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନୁସର ଓ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଏହି ମାଓ…
Read More...

ରାମେଶ୍ୱର ଶୈବ ପୀଠରେ ଷୋଳପୂଜା ଆରମ୍ଭ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇଶିଙ୍ଗା ପଞ୍ଚାୟତର ତେନ୍ତୁଳିସିଂହା ଗ୍ରାମର ରମିଆଳ ନଦୀ କୂଳରେ ଅବସ୍ଥିତ ସର୍ବ ପୁରାତନ ଶୈବ ପୀଠ ରାମେଶ୍ୱର ଶିବ ମନ୍ଦିର ପରିସରରେ ମା’ ପାର୍ବତୀଙ୍କ ଷୋଳ ପୂଜା ଆରମ୍ଭ…
Read More...

କେନାଲ ପାଣି ଅପହଞ୍ଚ, ଚାଷ ଜମି ଫାଟି ଆଁ: ବିଭାଗୀୟ ଅବହେଳାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ

ବିନିକା : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ତହସିଲ ଅଞ୍ଚଳରେ କେନାଲ ବିଭାଗର ଅହେତୁକ ଅବହେଳା ଯୋଗୁଁ ଦୁଇ ସପ୍ତାହ ହେଲା ତଳ ମୁଣ୍ଡ ଅଞ୍ଚଳରେ ପାଣି ଅପହଞ୍ଚ ସମସ୍ୟା ଦେଖା ଦେଇଛି। ଫଳରେ ଏପରି ସ୍ଥିତିରେ ପାଣି ଅଭାବ…
Read More...

ବିକାଶଠୁ ବହୁ ଦୂରରେ ବାଲଡିହା ଗାଁର ଗୋଇଗଣ୍ଡ ସାହି

ଠାକୁରମୁଣ୍ଡା: ସ୍ୱାଧୀନତାର ଦୀର୍ଘ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ବିକାଶର ଛାଇ ପଡ଼ିନାହିଁ ଏହି ଗାଁରେ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନା-ଗମନ ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା ଏଠାରେ ବିପର୍ଯ୍ୟସ୍ତ।…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ, କହିଲେ ହକି ଇଣ୍ଡିଆକୁ ନୂଆ ସୋପାନରେ ପହଞ୍ଚାଇବାକୁ ପ୍ରତିଜ୍ଞାବଦ୍ଧ ତୈଳ ସନ୍ଧାନରେ ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଖନନ ପ୍ରକ୍ରିୟା…
Read More...

ବିଭିନ୍ନ ଦାବି ନେଇ ସରକାରଙ୍କୁ ନିବେଦନ କଲେ ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ

କାମାକ୍ଷାନଗର: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…
Read More...

ଭୂକମ୍ପରେ ଥରିଲା ତାଇୱାନ; ୩୦୦ କିମି ଭିତରେ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ତାଇୱାନରେ ରବିବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ଏଠାରେ ୬.୯ ସାନ୍ଧ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଛି। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ, ସେଠାରେ ଏକ ଦୁଇ ମହଲା କୋଠା ଭୁଶୁଡି…
Read More...

ପୁଅ ଜିଉନ୍ତିଆରେ ଭକ୍ତଙ୍କୁ ଦର୍ଶନ ଦେଇ ସ୍ନାନଯାତ୍ରାରେ ଗଲେ ଫୁଲମୁଠୀର ଇଷ୍ଟଦେବୀ ମା’ ମାହେଶ୍ୱରୀ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଥିବା ସମସ୍ତ ଶକ୍ତି ପୀଠ ଆଜି ପୁଅ ଜିଉନ୍ତିଆ ପାଇଁ ଉତ୍ସବ ମୁଖର ହୋଇଉଠିଛି। ମା’ ମାହେଶ୍ୱରୀ ଦେବୀଙ୍କ ଆଶ୍ୱିନ ମାସର ଷୋଡ଼ଶ ଉପଚାର ଉପାସନା ଓ ପୂଜାର୍ଚ୍ଚନା ପାଇଁ…
Read More...

କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ୬ ଶିଶୁଙ୍କର ମୃତ୍ୟୁ; କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

କେନ୍ଦୁଝରସଦର: କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣ ଶିଶୁଙ୍କର ମୃତ୍ୟୁ ହେବାପରେ ଉତ୍ତେଜନା ପ୍ରକାଶ ପାଇଛି। ଯୋଡ଼ା ଅଂଚଳର ପ୍ରିୟଙ୍କା ମୁଦୁଲି, ଦୀପେଶ ନାୟକ, କାମ ଦେହୁରୀ, ବିଭୀଷଣ…
Read More...

‘ବିଗ୍ ବସ୍-୧୬’ରେ ନଜର ଆସିବେ ପ୍ରକୃତି!

ମୁମ୍ବାଇ: ସଲମାନ ଖାନ ଖୁବଶୀଘ୍ର ‘ବିଗ୍ ବସ୍-୧୬’ ସହ ଟିଭି ପରଦାକୁ ଫେରୁଛନ୍ତି। ଏଥର ଶୋ’ରେ ବହୁତ କିଛି ଅଲଗା ଦେଖିବାକୁ ମିଳିବ ଏବଂ ଏହି କାରଣରୁ ଦର୍ଶକଙ୍କ ଉତ୍ସାହ ମଧ୍ୟ ଦୁଇଗୁଣିତ ହୋଇଛି। ଶୋ’ରେ ଭାଗ ନେବାକୁ…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ପଦବୀରୁ ଅପସାରିତ ହେବା ପରେ ବଢ଼ିଲା ଅଡ଼ୁଆ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ବିବାଦୀୟ ସ୍ଥିତିରେ ଆର୍ଥିକ ଅନିୟମିତତା ପ୍ରମାଣିତ ହେବା ପରେ କୁଳପତି ପଦରୁ ଅପସାରିତ ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷରେ…
Read More...

ସଲ୍‌ମାନଙ୍କୁ ହତ୍ୟା ଧମକ ମାମଲା; ତଦନ୍ତ ଭାର ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ୍ ଖାନଙ୍କୁ ହତ୍ୟା ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ମାମଲାର ତଦନ୍ତ ଭାର ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ବାନ୍ଦ୍ରା ପୁଲିସ ଏହାର…
Read More...

ପିଲା ଚୋର ସନ୍ଦେହରେ ମାଡ଼ ମାମଲା, ୫ ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର କିଛି ଯୁବକ ଗତ ୨ ତାରିଖ ରାତିରେ ଟିଟିଲାଗଡ଼ ବେଲଗାଁ ରାସ୍ତାରେ କାରରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ମରଣାନ୍ତକ ଆକ୍ରମଣ କରିଥିଲେ।…
Read More...

ନିଜେ ନମିଶି ପୁଅକୁ ବିଜେଡିରେ ମିଶାଇଲେ ନାଚିକା ଲିଙ୍ଗା

ଲକ୍ଷ୍ମୀପୁର : କୋରାପୁଟ ଜିଲା ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଶୁକ୍ରବାର ବିଜୁ ଜନତା ଦଳରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏପରିକି ନାଚିକା ତାଙ୍କ ପୁଅ ରବି ନାଚିକାଙ୍କ ସହିତ…
Read More...

କାନପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଇନ୍ଦୋର ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାନପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିବା ଇଣ୍ଡିଗୋ ପକ୍ଷରୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ର ପରିଷଦର ୨୨ତମ ସମ୍ମିଳନୀରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାରମ୍ପରିକ ଔଷଧ ଉପରେ ଏକ ନୂତନ ଏସସିଓ କାର୍ଯ୍ୟ…
Read More...

ଆଶ୍ରମ ବିଦ୍ୟାଳୟରେ ଖାଦ୍ୟର ମାନ ପରଖୁ ନାହାନ୍ତି ନିରୀକ୍ଷକ, ଉଚିତ୍ ମାନର ଖାଦ୍ୟ ପାଉଛନ୍ତି କି ଅନ୍ତେବାସୀ?

ଲକ୍ଷ୍ମୀପୁର: ଖାଦ୍ୟର ମାନ ପରଖିବା ପାଇଁ ଜିଲାରେ ରହିଛନ୍ତି ଖାଦ୍ୟ ଅଧିକାରୀ ଓ ନିରୀକ୍ଷକ। ସେମାନଙ୍କ କାମ ଖାଦ୍ୟର ମାନ ପରଖିବା। ତେବେ ଉକ୍ତ ଅଧିକାରୀମାନେ କେବଳ ବିଭିନ୍ନ ହୋଟେଲଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଆଦି…
Read More...

ଧର୍ମଶାଳା ବିଧାୟକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଖଣିଜ ଦ୍ରବ୍ୟ ଉପରେ ସମୀକ୍ଷା ବୈଠକ

ଯାଜପୁର : ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଧର୍ମଶାଳା ପଞ୍ଚାୟତ ସମିତି ସଭା ଗୃହରେ ଯାଜପୁର ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଓ ଖଣିଜ…
Read More...

ମା’ଭଗବତୀଙ୍କ ଶାରଦୀୟ ପର୍ବ ଅନୁକୂଳ; ଗୁଆ ଚାଉଳ ଦେଇ ବ୍ରାହ୍ମଣବରଣ କଲେ ରାଜା

ବାଲୁଗାଁ: ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଶନିବାର କନ୍ୟା ସଂକ୍ରାନ୍ତି ଦିନ ଦେବୀ ଶୟନରୁ ଉଠିବେ। ଏହି…
Read More...

ସ୍କୁଲ ଫାଟକ ପଡ଼ି ଛାତ୍ରୀ ମୃତ

ଗୁଣୁପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ପଡ଼ିଯିବା ଫଳରେ ଛାତ୍ରୀଙ୍କ…
Read More...

ଇନ୍ଦୁପୁର ଗ୍ରାମ ପୋଖରୀ କୂଳରୁ ୩ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ଇନ୍ଦୁପୁର ଗ୍ରାମର ନଟିପୋଖରୀ କୂଳରେ କେହି ତିନିଗୋଟି ଶିଶୁକନ୍ୟା ଭୃଣ ହତ୍ୟା କରି ଫୋପାଡ଼ି ଦେଇଥିବାର ଶୁକ୍ରବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି। ସରକାର ଭୃଣ ହତ୍ୟା ବିରୋଧରେ…
Read More...

ଗିରିଧାରୀ ନଗର ସାହିରେ ଟିକିଏ ବର୍ଷାରେ ଜମୁଛି ପାଣି

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମର ଗିରିଧାରୀ ନଗର ସାହିରେ ଟିକିଏ ବର୍ଷା ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରୁନି। ଫଳରେ ଲୋକମାନେ ଯାତାୟତ ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…
Read More...

ପୁଣି ରାଜାମୌଲୀଙ୍କ ଫିଲ୍ମରେ ଧମାଲ୍‌ କରିବେ ଆଲିଆ; ଏଥର ମହେଶ ବାବୁଙ୍କ ସହ ଜମିବ ଯୋଡ଼ି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର ପାର୍ଟ ୱନ୍‌ ଶିବା’କୁ ନେଇ ଚର୍ଚ୍ଚାରେ। ଅୟାନ ମୁଖାର୍ଜୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ତେବେ…
Read More...

ହାଇଡ୍ରା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ହାଇଡ୍ରା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ଲିଜା ଧୁରିଆ ଓ ତାଙ୍କ ଘର ଜମିଦାରପଡ଼ା ବୋଲି ଜଣାପଡିଛି। ଲିଜା…
Read More...

ବିଜେଡିରେ ମିଶିବେ ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା

ଲକ୍ଷ୍ମୀପୁର: ସରକାରୀ କଳ ଓ ସରକାରୀ ଦଳକୁ ସମାଲୋଚନା କରୁଥିବା ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ବିଜୁ ଜନତା ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ…
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଂଚଳରେ ଏକ ଗଛରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଉଛନ୍ତି ହରିହରପୁର ଗାଁର ଚିରଞ୍ଜୀବି କୋଶଳୀୟାଙ୍କ ଝିଅ ଦେବକୀ କୋଶଳୀୟା। ସୂଚନା…
Read More...

ଦୁଇ ବାଇକ ଧକ୍କାରେ ୨ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଡାକବଙ୍ଗଳାଠାରେ ଦୁଇ ବାଇକ ଧକ୍କାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପାରସାଲି ପଞ୍ଚାୟତର ଗୁମା ଗାଁର ତିନିଜଣ ସିକକା ମିଶ୍ର (୩୫),…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କନକଲତା ମୃତ୍ୟୁ ମାମଲା; ସିବିଆଇ ତଦନ୍ତ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ.. ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟାରେ ପୁଣି ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ରଜୌରୀରେ ଏକ ବସ୍‍ ଖାଇକୁ…
Read More...

ନେହାଙ୍କ ଗୀତରେ ନଜର ଆସିବେ ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା; ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

ମୁମ୍ବାଇ: ବଲିଉଡ଼ କଣ୍ଠଶିଳ୍ପୀ ନେହା କକ୍କର ଖୁବଶୀଘ୍ର ତାଙ୍କର ଏକ ନୂଆ ଗୀତ ନେଇ ଆସୁଛନ୍ତି। ସଙ୍ଗୀତ ଶିଳ୍ପର ରିମେକ୍‌ କ୍ବିନ୍‌ ଭାବେ ଜଣାଶୁଣା ନେହା ଏବେ ଏକ ଖାସ୍‌ ଗୀତରେ କାମ କରୁଛନ୍ତି। ଏହି ଗୀତରେ ତାଙ୍କ ସହ…
Read More...

କନକଲତା ମୃତ୍ୟୁ ମାମଲା; ସିବିଆଇ ତଦନ୍ତ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ

ଧର୍ମଗଡ଼: ବହୁ ଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ କନକଲତା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଦ୍ଵିତୀୟ ଥର ଦାବି ଉଠିଛି । ପୂର୍ବରୁ ବହୁଜନ ଛାତ୍ର ସଂଗଠନ ତରଫରୁ ଗତ ଅଗଷ୍ଟ ୨୨ରେ ଭବାନୀପାଟଣାଠାରେ ସିବିଆଇ ତଦନ୍ତ…
Read More...

ବାଇଶିଙ୍ଗା-ରହଣି ରାସ୍ତାର ଉନ୍ନତିକରଣ ଦାବୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଇଶିଙ୍ଗାଠାରୁ କଙ୍କଡ଼ାହାଡ଼ ବ୍ଲକର ରହଣି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ସାଧାରଣରେ ଦାବି ହେଉଛି। କାମାକ୍ଷାନଗର ବ୍ଲକ…
Read More...