ରାଜ୍ୟସ୍ତରୀୟ ଭାରୋତ୍ତଳନରେ ବିଶ୍ବରଂଜନ ବାଗଙ୍କୁ ରୌପ୍ୟ

କଣ୍ଟାବାଞ୍ଜି: ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ଚମ୍ପିୟାନସିପ ପ୍ରତିଯୋଗିତା ଗତ ୧୯ ତାରିଖରୁ ୨୧ଅଗଷ୍ଟ ପର୍ଯ୍ୟନ୍ତ ମଞ୍ଚେଶ୍ୱର ଭୁବନେଶ୍ୱରଠାରେ ଭାରତୀୟ ଜାତୀୟ ଭାର ଉତ୍ତୋଳନ ସଙ୍ଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ମାଙ୍କଡ଼ ବୋଝେଇ ଅଟୋ ଜବତ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପାତ୍ରପୁର: ଆନ୍ଧ୍ର ପ୍ରଦେଶର ଏକ ଗ୍ରାମରୁ ମଙ୍ଗଳବାର ଏକ ଅଟୋ ଯୋଗେ ବସ୍ତାରେ ମାଙ୍କଡ଼ ଭର୍ତ୍ତିକରି ନେଉଥିବା ଅଭିଯୋଗରେ ଅଟକ ଦୁଇ ଯୁବକଙ୍କୁ ଜଙ୍ଗଲ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ…
Read More...

ଆହୁରି ବଢିଲା ଜ୍ୟାକଲିନଙ୍କ ସମସ୍ୟା: କୋର୍ଟରେ ହାଜର ହେବାକୁ ନିର୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ସମନ ଜାରି କରି ସେପ୍ଟେମ୍ବର ୨୬ରେ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ନିକଟରେ ପଞ୍ଜୀକୃତ ହୋଇଥିବା ମାମଲାରେ ଦାଖଲ…
Read More...

କୁଆଖାଇରେ ବୁଡ଼ି ୨ ନିଖୋଜ

ଡେସ୍କ: କୁଆଖାଇ ନଦୀରେ ବୁଡ଼ି ବୁଧବାର ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଏପରି ଅଘଟଣ ଘଟିଛି। ନିଖୋଜ ନାବାଳକ ଦ୍ବୟ ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି…
Read More...

କରଞ୍ଜମାଳ କୃଷ୍ଣଚନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଥିବା କରଞ୍ଜମାଳ କୃଷ୍ଣଚନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାସ ବାବାଜୀଙ୍କ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଦ୍ୱାରା ଉପକାରାଗାରରେ ଖେଳୋପକରଣ ବଣ୍ଟନ

ଜି ଉଦୟଗିରି : ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ, ପାଉଁରୁଟି ଓ ଉପ କାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଉଥିଲା। କିନ୍ତୁ କୋଭିଡ…
Read More...

ଗୁରୁଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗୀତା

ଗୁରୁଡ଼ିଝାଟିଆ: ପବିତ୍ର ଗୁରୁଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା…
Read More...

ଉଜୁଡ଼ା ଶୈଶବ ହସିଉଠିଲା: ଦୁଇ ଅଭାବୀ ଶିଶୁ ପାଠ ପଢ଼ିବାକୁ ଗଲେ

ଗୁରୁଡ଼ିଝାଟିଆ: ଅଭାବ ଅନାଟନ ଭିତରେ ଦିଓଳି ଦୁଇମୁଠା ଖାଇବାକୁ ନପାଇ ଭୋକ ଉପାସରେ ରହୁଥିବା ରୋଗାଗ୍ରସ୍ତ ଦୁଇଶିଶୁଙ୍କ ମୁହଁରେ ହସ ଫୁଟିଛି। ସେମାନେ ପାଠ ପଢ଼ିବାକୁ କଟକ ଯାଇଛନ୍ତି। ‘ସମାଜ’ରେ ତଥ୍ୟ ଭିତ୍ତିକ ଖବର…
Read More...

ପ୍ରଧାନଶିକ୍ଷକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ଜଣ ଛାତ୍ରଛାତ୍ରୀ ଭୁଇଁରୋଳ ଆକ୍ରମଣର ଶିକାର

ସିମୁଳିଆ: କୂଳଧରବିନ୍ଧା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ଜଣ ଛାତ୍ରଛାତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ, ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଳକ…
Read More...

ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ସେନଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ୍ ସେନଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟ ଘଟିଛି। ଅଭିଜିତଙ୍କ ଭାଇ ଡ. ପ୍ରଣବ ସେନ୍‌ ଏନେଇ…
Read More...

ଆପଣଙ୍କ ଫୋନ୍‌ 5Gକୁ ସପୋର୍ଟ କରିବ କି ନାହିଁ? ଏହି ଉପାୟରେ ଜାଣନ୍ତୁ..

ଡେସ୍କ: ରିଲାଏନ୍ସ ଜିଓ ଭାରତରେ ୫ଜି ସେବା ଆରମ୍ଭ କରିବାକୁ ଘୋଷଣା କରିସାରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ କିଛି ନିର୍ଦ୍ଦିଷ୍ଟ ସହରରେ ୫ଜି ସେବା ଲଞ୍ଚ୍‌ କରାଯିବ। ଏହାପରେ ଧୀରେ ଧୀରେ ଦେଶର ଅନ୍ୟ…
Read More...

ନୂଆଖାଇ ପୂର୍ବରୁ ଆଶୁ ଆରୋଗ୍ୟର ପର୍ବ ‘ରୁଗି ବଟା’ ସମ୍ପନ୍ନ

ନର୍ଲା: ଆସନ୍ତା ଗୁରୁବାର ପଞ୍ଚମୀ ତିଥି ସେପ୍ଟେମ୍ବର ୧ ତାରିଖ ପବିତ୍ର ନୂଆଖାଇ । କୃଷକର କଷ୍ଟ ଉପାର୍ଜିତ ଅନ୍ନର ପ୍ରଥମ ଭକ୍ଷଣର ଦିନ, ଯାହା ପୂର୍ବରୁ ଇଷ୍ଟଙ୍କୁ ସମର୍ପିତ ହୋଇଥାଏ । ନୂଆଖାଇ ଏକ ସାଧାରଣ ପର୍ବ ନୁହେଁ…
Read More...

ମା’ ଉଜ୍ଜଳେଶ୍ବରୀ ଗନମ୍ୟାନ ସଂଘ ତରଫରୁ ସହାୟତା ପ୍ରଦାନ

ଗଞ୍ଜାମ : ମା’ ଉଜ୍ଜଳେଶ୍ଵରୀ ଗନମ୍ୟାନ ସଂଘ ତରଫରୁ ଆସୋସିଏସନର ଜନୈକ ସଦସ୍ୟଙ୍କ ବିୟୋଗରେ ତାଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇଛି। ସଂଘ ସଦସ୍ୟ ସୁରେଶ କୁମାର ଦାଶଙ୍କ ବିୟୋରେ ତାଙ୍କ ବିଧବା ପତ୍ନୀଙ୍କୁ…
Read More...

ଜମ୍ମୁ-କାଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍‌କା: ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ନେତାଙ୍କ ଇସ୍ତଫା

ଜମ୍ମୁ: ଜମ୍ମୁ-କାଶ୍ମୀର କଂଗ୍ରେସ କମିଟିକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଗୋଟିଏ ପଟେ ଗୁଲାମ ନବୀ ଆଜାଦ ଯିବା ପରେ ଦଳ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ପଟେ ଦଳର ନେତାଙ୍କ ଇସ୍ତଫା…
Read More...

ବାଗୁଆରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ବାଙ୍କୀ: ଡମପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗୁଆ ଗ୍ରାମରେ ସୋମବାର ଅପରାହ୍ନରେ ବନ୍ୟା ବିପନ୍ନ ପରିବାରଙ୍କୁ ସ୍ୱତନ୍ତ୍ର ରିଲିଫ ପ୍ୟାକେଟ ବଣ୍ଟନ କରାଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ…
Read More...

ବିଜୁ ଜନତା ଦଳ ପକ୍ଷରୁ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଆଶାବାଡ଼ି ବଣ୍ଟନ

ବାଙ୍କୀ: ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ତତ୍ୱାବଧାନରେ ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ଡମପଡ଼ା, ଗୋବିନ୍ଦପୁର ଓ ବାଙ୍କୀ ଏନଏସିର ୧୨ଜଣ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ୨୪…
Read More...

ପିଇବା ପାଣି ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ଼ ଅଧିନ ସୁବର୍ଣ୍ଣପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଧାରଣା…
Read More...

ଧାମରା ବଙ୍ଗୋପସାଗରରେ ମାଛଧରା ହେଲା କାଳ: ପାଣିରେ ବୁଡ଼ି ୧ ମୃତ, ଜଣେ ଆହତ

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ମାଛ ଧରିବାକୁ ଯାଇ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ, କରଞ୍ଜମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଗ୍ରାମର…
Read More...

ପିପିଲିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ପିପିଲି: ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ସୋମବାର ପିପିଲିରେ ଜାତୀୟ କ୍ରୀଡ଼ା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୭ଟାରେ ପିପିଲି ନୋଡାଲ…
Read More...

ସଙ୍କଟରେ ପଶୁ ଧନ; ଗୋଠ ଖୋଜୁଛି ଗୁହାଳ

ପାତ୍ରପୁର: ପାତ୍ରପୁର ବ୍ଳକରେ ବହୁ ସଂଖ୍ୟକ ଲୋକ ଚାଷ କାର୍ଯ୍ୟ କରି ଜୀବୀକା ନିର୍ବାହ କରି ଥାଆନ୍ତି। ଚାଷ କାର୍ଯ୍ୟ ସମ୍ପାଦନ ପାଇଁ ଗୋବରର ଆବଶ୍ୟକତାକୁ ଦେଖି ବହୁ ଲୋକ ଘରେ ଗୃହପାଳିତ ପଶୁ ପାଳନ କରୁଥିବା ବେଳେ କେତେକ…
Read More...

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦ୍ଵାରା ପୂର୍ତ୍ତ ବିଭାଗର ୫ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫ଗୋଟି ସ୍ଥାନରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଥାନୁଆଳ, ତରଞ୍ଜିଆ ରୋଡକୁ ୧୨କୋଟି ୫୮ଲକ୍ଷ, କବାଟବନ୍ଧ-ରେଖିଦେଇପୁର ରୋଡକୁ ୪କୋଟି…
Read More...

୮୦ କିଲୋ ସୁନା, ୧୫ କିଲୋ ରୁପା, ହୀରା ଓ ମୂଲ୍ୟବାନ ପଥରରେ ନିର୍ମିତ ଟାଟା ନାନୋ କାର୍‌; ଦାମ୍‌ ଶୁଣି ଉଡ଼ିଯିବ ହୋସ୍‌

ଡେସ୍କ: ଟାଟା ମୋଟର୍ସ ଭାରତୀୟଙ୍କ ପାଇଁ ସବୁଠାରୁ ଶସ୍ତା କାର୍‌ ତିଆରି କରିବା ଉଦ୍ଦେଶ୍ୟରେ ଟାଟା ନାନୋକୁ ବଜାରକୁ ଆଣିଥିଲା। ତେଣୁ ଏହି କାର୍‌ର ଦାମ୍‌ ପ୍ରାୟ ୨ ଲକ୍ଷ ଟଙ୍କା ଥିଲା। ହେଲେ ଏବେ ୨୨କୋଟି ଟଙ୍କାରେ…
Read More...

ଏ ଆର ରହମାନଙ୍କ ନାମରେ ନାମିତ ହେଲା କାନାଡ଼ାର ରାସ୍ତା

ମୁମ୍ବଇ: ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରାଯାଇଛି। ମିଳିଥିବା ସୂଚନା ମୁତାବକ, କାନାଡ଼ାର ମରଖମ ସହରର ଏକ ରାସ୍ତାର ନାମ ବଦଳାଇ ଏଆର…
Read More...

ଜାତୀୟ କ୍ରୀଡ଼ା ଦିବସ ପାଳିତ

ସୁଆଣ୍ଡୋ: କିମ୍ବଦନ୍ତୀ ହକି କ୍ରୀଡ଼ାବିତ୍ ଧ୍ୟାନଚାନ୍ଦଙ୍କ ପୁଣ୍ୟ ତିଥି ଅବସରରେ ପୁରୀ ଜିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ଶିକ୍ଷକ ତାଲିମ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…
Read More...

ପରମାଣପୁରରେ ଜ୍ଞାନଯଜ୍ଞ ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ପରମାଣପୁର ସ୍ଥିତ ଗୋପୀକିଶନ କଲ୍ୟାଣ ମଣ୍ଡପଠାରେ ଗତା ଜ୍ଞାନଯଜ୍ଞ ଶିବିର ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଶିବିରରେ ପ୍ରସିଦ୍ଧ ସନ୍ଥ ସ୍ୱାମୀ ନିରଞ୍ଜନ ଜୀ ମହାରାଜ…
Read More...

ବିଧାୟକଙ୍କୁ ଅଶାଳୀନ ମନ୍ତବ୍ୟ; ଥାନାରେ ଅଭିଯୋଗ

ସିମୁଳିଆ: ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ଫଟୋଚିତ୍ରରେ ଯୁବକଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ନିର୍ବାଚିତ ପ୍ରତିନିଧିମାନେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ, ବାଲେଶ୍ଵର ଜିଲ୍ଲା ସିମୁଳିଆ…
Read More...

ପୁନୀତଙ୍କ ନାମରେ ନାମିତ ହେଲା ଉପଗ୍ରହ; ଶ୍ରୀହରିକୋଟାରୁ ହେବ ଉତ୍‌କ୍ଷେପଣ

ହାଇଦରାବାଦ: କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ପ୍ରଖ୍ୟାତ ଅଭିନେତା ପୁନୀତ ରାଜକୁମାର ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ପ୍ରଶଂସକ ହୃଦୟରେ ସେ ସଦାସର୍ବଦା ଜୀବିତ। ଅଭିନେତାଙ୍କ ସ୍ମୃତିରେ ତାଙ୍କ ପ୍ରଶଂସକମାନେ…
Read More...

ଦେବଗଡ଼ ଜିଲା ଠିକାଦାର ସଂଘର ୩୫ତମ ସାଧାରଣ ବୈଠକ

ଦେବଗଡ଼: ସ୍ଥାନୀୟ ବସନ୍ତ ନିବାସ ଡାକବଙ୍ଗଳାଠାରେ ରବିବାର ଦେବଗଡ଼ ଜିଲା ଠିକାଦାର ସଂଘର ୩୫ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ପ୍ରଧାନଙ୍କ ଅନୁପସ୍ଥିତିରେ ଆୟୋଜିତ ଏହି ବୈଠକରେ ଇ. ସୁଜିତ…
Read More...

ଶାଶୁଘର ଆଗରେ ବୋହୂ ଧାରଣା ଦେବା ଘଟଣା: ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ଧାରଣା ସ୍ଥଳରୁ ଛୁ ମାରିଲେ ବୋହୂ

ଗଞ୍ଜାମ : ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡାଙ୍କ ପରିବାର ତାଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ବୋହୂ ତନ୍ମୟୀ ପଣ୍ଡା ନିଜ ଶାଶୁଘର ଆଗରେ ଧାରଣା ଦେଇଥିଲେ। ରବିବାର ସକାଳେ…
Read More...

୯ ସେକେଣ୍ଡରେ ଧ୍ବଂସ ୯ ବର୍ଷର ଅଟ୍ଟାଳିକା; ଟ୍ବିନ୍‌ ଟାୱାର ଧରାଶାୟୀ

ନୋଏଡ଼ା: ନୋଏଡ଼ା ସେକ୍ଟର-୯୩ଏର ସୁଉଚ୍ଚ ସୁପରଟେକ୍‌ ଟ୍ବିନ୍‌ ଟାୱାରକୁ ରବିବାର ଧ୍ବଂସ କରି ଦିଆଯାଇଛି। ଏହାର ନିର୍ମାଣ ପାଇଁ ୯ବର୍ଷ ସମୟ ଲାଗିଥିବା ବେଳେ ମାତ୍ର ୯ ସେକେଣ୍ଡରେ ଦୁଇ ସୁଉଚ୍ଚ ଅଟ୍ଟାଳିକା ଧରାଶାୟୀ…
Read More...

ମହିଳା ଏସଆଇ ଆତ୍ମହତ୍ୟା ମାମଲା: ଥାନା ଅଧିକାରୀ ରେବତୀ ଶବରଙ୍କ ନିଲମ୍ବନ ଓ ଗିରଫ ଦାବିରେ ଧାରଣା

ଜି ଉଦୟଗିରି : ସ୍ଥାନୀୟ ଥାନାରେ କାର୍ଯ୍ୟରତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟାକୁ ପାଖାପାଖି ୩୨ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଥାନା ଫାଟକ ସମ୍ମୁଖରେ ଧାରଣାରେ…
Read More...

ଦେଶରେ ୧୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି। ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୪୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
Read More...

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌। ଗତକାଲି ୨୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧ ଜଣ…
Read More...

ମଦ ରାନ୍ଧିଲେ ଓ ବିକିଲେ କଟିବ ରାସନ କାର୍ଡ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଦ କାରବାର । ଏହା ଫଳରେ ସମାଜ କଳୁଷିତ ହେବା ସହ ବିଭିନ୍ନ ଗ୍ରାମରେ ଘରୋଇ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ଅପରାଧ ଓ…
Read More...

ପ୍ରଣବଙ୍କୁ ଧନ୍ୟବାଦ ଜଣାଇଲେ ନବନିଯୁକ୍ତ ବିଜେଡି ଗାର୍ଲସ ୱିଙ୍ଗ୍

ଯାଜପୁର : ଧର୍ମଶାଳା ବିଜେଡି ଗାର୍ଲସ ୱିଙ୍ଗର ସଭାପତି କ୍ଷୀରାବ୍ଧୀ ତନୟା ମଲ୍ଲିଙ୍କ ନେତୃତ୍ୱରେ ଶୁକ୍ରବାର ବିଜୁ ଜନତା ଦଳ ଜାରକା କାର୍ଯ୍ୟାଳୟଠାରେ ନବ ନିଯୁକ୍ତ ବିଜେଡି ଗାର୍ଲସ ୱିଙ୍ଗର ପଞ୍ଚାୟତ ସଭାନେତ୍ରୀ ଓ…
Read More...

ଟ୍ରକ ଧକ୍କାରେ ଲୁନା ଚାଳକ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଜାମୁଝରୀ ପଞ୍ଚାୟତର ଜାମୁଝରୀ ଘାଟିରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି ଯେ, ଲୁନା ଯୋଗେ ଅରକ୍ଷିତ…
Read More...

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀଙ୍କ ଅଚାନକ ବାଙ୍କୀ ଗସ୍ତ

ବାଙ୍କୀ: ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଶୁକ୍ରବାର ଅଚାନକ ବାଙ୍କୀ ଗସ୍ତରେ ଆସି ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତର କଇଁମୁଣ୍ଡି, ତଳପାଥପୁର, ଚକୂଳେଶ୍ୱର ଏବଂ କୁଶପଙ୍ଗି ପଞ୍ଚାୟତର…
Read More...

ନର୍ଲା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟରେ ଏପିପି ଭାବେ ସଂଜୟ ଧଙ୍ଗଡ଼ାମାଝୀଙ୍କ ଯୋଗଦାନ

ନର୍ଲା: ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ନଂ. ୧-ଏଲ୍ଆର-୧୪/୨୦୨୦, ପତ୍ର ସଂଖ୍ୟା ୯୩୮୯/ ତା.୨୩.୮.୨୦୨୨ ଅନୁସାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋର୍ଟରେ ସରକାରୀ ଓକିଲ(ଏପିପି) ଭାବେ କାର୍ଯ୍ୟ ତୁଲାଇବା…
Read More...

ଜମ୍ମୁ-କାଶ୍ମୀର ଯିବି, ନୂଆ ଦଳ ଗଢିବି: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ବଡ଼ ଘୋଷଣା କରିଛନ୍ତି। ଆଜାଦ କହିଛନ୍ତି ଯେ, ସେ ଜମ୍ମୁ କାଶ୍ମୀର ଫେରିବେ ଓ ନିଜର ଦଳ ଗଠନ କରିବେ। ବିଜେପିରେ…
Read More...

ବାହୁଦା କେନାଲରେ ପାଣି ତଳ ଅଂଶକୁ ପହଞ୍ଚିଲା

ପାତ୍ରପୁର: ବାହୁଦା ନଦୀର କେ ନୂଆଗାଁ ଉପରମୁଣ୍ଡ ନିକଟରେ ନିର୍ମିତ କଳିଙ୍ଗଦଳା ପ୍ରକଳ୍ପ ପାଣି ତଳ ଅଂଶରେ ପହଞ୍ଚିବା ପରେ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। କଳିଙ୍ଗଦଳା ପ୍ରକଳ୍ପରୁ ବହୁଦା କେନାଲ ମାଧ୍ୟମରେ…
Read More...

ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ ସୁପର ସ୍ପେଶାଲିଟି କୋଠାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। କୋଠାର ପଞ୍ଚମ ମହଲାରେ ଥିବା ୟୁରୋଲୋଜୀ ଅପରେସନ ଥିଏଟରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କାହାର…
Read More...

ବନ୍ୟାଞ୍ଚଳରେ ଗୋଖାଦ୍ୟ ବାଣ୍ଟିବା ସହ ଗୋମାତାଙ୍କ ପ୍ରାଥମିକ ଚିକିତ୍ସା କଲେ ​‌ସ୍ବେ​‌ଚ୍ଛାସେବୀ

ସୁଆଣ୍ଡୋ: ଡଭାର ବନ୍ୟାଞ୍ଚଳରେ ଗୋଖାଦ୍ୟ ବାଣ୍ଟିବା ସହିତ ଗୋମାତାଙ୍କ ପ୍ରାଥମିକ ଚିକିତ୍ସା କରିଛନ୍ତି ସ୍ବେ​‌ଚ୍ଛାସେବୀ। ପୁରୀ ଜିଲା ସତ୍ୟବାଦୀ ବ୍ଲକର ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ ଚୋକଡ, କୁଣ୍ଡା, ଗୁଳୁଚି ପରି…
Read More...

ବିପଦକୁ ସ୍ବାଗତ କରୁଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵାଗତମ ଫାଟକ

ରେଙ୍ଗାଲିକ୍ୟାମ୍ପ: ଜିଲ୍ଲା ଅତାବିରା ମଧ୍ୟ ଦେଇ ଲମ୍ଵିଯାଇଛି ୫୩ନଂ ଜାତୀୟ ରାଜପଥ । ଏହି ଜାତୀୟ ରାଜପଥକୁ ଚାରି ଥାକିଆ ରାସ୍ତା କରାଯାଇଛି ଶୃଙ୍ଖଳିତ ଓ ସୁରକ୍ଷାରେ ଯାନ ବାହନ ସବୁ ଯାତାୟାତ କରିପାରିବ ବୋଲି । ଏହି…
Read More...

ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

ଭୁବନେଶ୍ୱର: ଚଳିତବର୍ଷ ମହାନଦୀରେ ବଡ଼ ବନ୍ୟା ଆସି ବିଭିନ୍ନ ନଦୀ କୂଳିଆ ଗାଁରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ବାଙ୍କୀ ଅଞ୍ଚଳର ସାହାଡ଼ାପଦା ଯୋରକୂଳ, ଡେଲାଙ୍ଗର…
Read More...

ଆଉ ନାହାନ୍ତି ‘ସନମ୍‌ ବେୱଫା’ ନିର୍ଦେଶକ ସାୱନ କୁମାର

ନୂଆଦିଲ୍ଲୀ: ‘ସନମ୍‌ ବେୱଫା’ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ନିର୍ଦେଶକ ସାୱନ କୁମାର ଟାକ୍‌ଙ୍କର ଗୁରୁବାର ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା କାରଣରୁ ବୁଧବାର ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ…
Read More...

ବିନିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବହୁଛି ନର୍ଦ୍ଦମା ପାଣି: ଅଧିକାରୀ ଚୁପ୍, ଲୋକେ ହନ୍ତସନ୍ତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର ସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପରିସରରେ ଦୈନନ୍ଦିନ ପ୍ରଚୁର ନର୍ଦ୍ଦମା ଓ ବର୍ଷା ପାଣି ବହୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ…
Read More...

ଡମ୍ବରୁଧରଙ୍କର ଲାଗିଲା କୃତ୍ରିମ ଗୋଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ଓ କୋଲନରା ବ୍ଲକ ସୀମାନ୍ତ ଗାଡିଶେଷଖାଲ ପଞ୍ଚାୟତର ପେଦାଗୁଡା ଗାଁର ମୃତ ବିନ୍ଧା କଣ୍ଡାଗରୀଙ୍କ ପୁଅ ଡମ୍ବରୁଧର କଣ୍ଡାଗରୀଙ୍କ ଦେହରେ କୃତ୍ରିମ ଗୋଡ଼ ଲଗାଯାଇଛି। ଜିଲା…
Read More...

ସାମ୍ନାକୁ ଆସିଲା ‘ପଠାନ୍‌’ ଖଳନାୟକଙ୍କ ପ୍ରଥମ ଲୁକ୍‌; ଦର୍ଶକଙ୍କୁ ପସନ୍ଦ ଆସୁଛି ଜନ୍‌ଙ୍କ ଏଙ୍ଗ୍ରିମ୍ୟାନ୍‌ ଅବତାର

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ ମୁକ୍ତିଲାଭ ପାଇଁ ପ୍ରାୟ ୫ ମାସ ବାକି ଅଛି। ନିର୍ମାତା ଶାହରୁଖ ଖାନ, ଦୀପିକା ପାଦୁକୋନଙ୍କ ପରେ ଏବେ ଖଳନାୟକ ସାଜିଥିବା ଜନ୍‌ ଆବ୍ରାହମ୍‌ଙ୍କ ପ୍ରଥମ ଲୁକ୍‌…
Read More...

ଫେରିଲା ଚେତା; ସୁସ୍ଥ ହେଉଛନ୍ତି ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ପ୍ରଭାବ ଦେଖାଇଛି। ଡାକ୍ତରଖାନାରେ ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଲୋକପ୍ରିୟ କମେଡ଼ିଆନଙ୍କ ଚେତା ଫେରିଥିବା ସୂଚନା ମିଳିଛି। ଏହି ଖବର…
Read More...

ଭିକ୍ଷୁକଙ୍କ ଆକସ୍ମିକ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଗୁରୁବାର ଜଣେ ଭିକ୍ଷୁକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉକ୍ତ ବ୍ଲକରେ ଭିକ୍ଷୁକ ଜଣକ ହାତରେ ତ୍ରିଶୂଳ ଧରି…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲଙ୍କ ଛୁଟି ଏବଂ ଇସ୍ତଫାକୁ ନେଇ ଥମୁନି ଚର୍ଚ୍ଚା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ବିବାଦୀୟ ସ୍ଥିତି ମଧ୍ୟରେ ଗତ ଜୁନ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ପୁଣି ଚଳିତ ମାସ ୧ ତାରିଖରୁ ଅଗଷ୍ଟ ମାସ ୨୨ ତାରିଖକୁ…
Read More...

ଶିକ୍ଷକ ନିଯୁକ୍ତି ଦାବିରେ ତ୍ରିବଣପୁର ପ୍ରାଥମିକ ବିଦ୍ୟାଳୟରେ ତାଲା

ରେଢ଼ାଖୋଲ: କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏପରିକି ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ରାଜ୍ୟ ସରକାର ୫ଟି…
Read More...

ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖ ଯାଏ ଚାଲିବ ବରଗଡ଼ ଧନୁଯାତ୍ରା। ବୁଧବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ…
Read More...

ବାବୁସାନ-ପ୍ରକୃତି-ତୃପ୍ତି ବିବାଦ: ୫ କୋଟି ଟଙ୍କାର ମାନହାନି ମାମଲା କଲେ ପ୍ରକୃତି

ଭୁବନେଶ୍ବର: ବାବୁସାନ୍‌-ପ୍ରକୃତି-ତୃପ୍ତି ବିବାଦ ମାମଲାରେ ବୁଧବାର ମାନହାନି ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଭୁବନେଶ୍ବର କୋର୍ଟରେ ସେ ୫ କୋଟି ୧୦ ହଜାର ଟଙ୍କାର ମାନହାନି ମାମଲା ଦାୟର…
Read More...

ପରିଚୟ ଅପେକ୍ଷାରେ ଅପରିଚିତ ବୃଦ୍ଧ

କଣ୍ଟାବାଞ୍ଜି : ଜଣେ ଅପରିଚିତ ମଧ୍ୟ ବୟସ୍କ ପାଖାପାଖି ୫୦ରୁ ୫୫ବର୍ଷର ବୃଦ୍ଧ କେଉଁ ଆଡୁ ଚାଲି ଆସି ବର୍ତ୍ତମାନ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ଗତ ସପ୍ତାହେ ହେବ କଣ୍ଟାବାଞ୍ଜି ସହରକୁ ଆସି ବିଭିନ୍ନ…
Read More...

ସଞ୍ଚାର-୩ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପୂର୍ତ୍ତ ବିଭାଗ ରାସ୍ତାରେ ବଡ଼ ଖାଲ; ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ବେଲପଡା ମୁଖ୍ୟ ପୂର୍ତ୍ତ ବିଭାଗ ରାଜ୍ୟ ରାଜ ପଥ(ଏସ. ଏଚ ୪୨) ଅନ୍ତର୍ଗତ କୁର୍ଲି ଗ୍ରାମ-ସଲାଣ୍ଡି ମଧ୍ୟରେ ଧୋବ ଘାଟେନ ମନ୍ଦିର ଆଗକୁ ରାସ୍ତା ମଝିରେ ବଡ଼ ବଡ଼ ଖାଲ ହୋଇଛି। ଫଳରେ ବର୍ଷା…
Read More...

ନାହିଁ ନାହିଁରେ ଚାଲିଛି ବୌଦ୍ଧ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ

ହରଭଙ୍ଗା: ୨ଜାନୁୟାରୀ ୧୯୯୪ରେ ବୌଦ୍ଧ ଜିଲ୍ଲା ଗଠନ ହେଲା। ଜିଲ୍ଲା ଗଠନକୁ ୨୮ବର୍ଷ ପୂରିଛି। ଅଭାବଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପନ ପରେ ବୌଦ୍ଧ ଏକ ପୂର୍ଣ୍ଣାଙ୍ଗ ଜିଲ୍ଲାଭାବେ ନିଜର ପରିଚୟ ସୃଷ୍ଟି କରିଛି।…
Read More...

ଏୟାରଟେଲ ମୋବାଇଲ୍ ଟାୱାର କପର କେବୁଲ ଡକାୟତି ମାମଲା; ୬ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସୁକୁଟାପାଲି ଏୟାରଟେଲ ଟାୱାରଠାରେ ଦୀର୍ଘ ଦିନରୁ କପର କେବୁଲ୍ ଚୋରୀ ହୋଇ ଆସୁଥିବା ନେଇ କମ୍ପାନୀର ଦୀପକ ପରିଡ଼ା ଅତାବିରା ଥାନାରେ ଲିଖିତ ଅଭିଯୋଗ…
Read More...

ଝୋରଡି ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଅଘଟଣ; ଛାତ୍ରଙ୍କ ଆକ୍ରମଣରେ ଛାତ୍ର ମୃତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ନିକଟସ୍ଥ ଝୋରଡି ଆଶ୍ରମ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ମିଳିଛି। ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଝଲେଇଗୁଡା ଗ୍ରାମର ଗୋବିନ୍ଦ ତୋଇକାଙ୍କ ଅନ୍ୟ ଜଣେ ଛାତ୍ରଙ୍କ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ ବାବୁସାନ-ପ୍ରକୃତି-ତୃପ୍ତି ତ୍ରିକୋଣୀୟ…
Read More...

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି

ଭୁବନେଶ୍ବର: ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲାରେ ମଙ୍ଗଳବାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା…
Read More...

ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଗଞ୍ଜାମ ବ୍ଲକ ସଂଘ ସମ୍ମିଳନୀ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ କଲ୍ୟାଣ ମଣ୍ଡପରେ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଗଞ୍ଜାମ ବ୍ଲକ ସଂଘର ପଞ୍ଚମ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଘ ସମ୍ପାଦିକା ହରପ୍ରିୟା…
Read More...

୫ ଚୋରି ମୋଟରସାଇକେଲ ଜବତ; ଜଣେ ଗିରଫ

ପୁରୀ: ପୁରୀରେ ମଙ୍ଗଳବାର ୫ଟି ଚୋରି ମୋଟରସାଇକେଲ ଜବତ ହୋଇଛି। ଏଥିସହ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୁଲିସ। ଗିରଫ ବ୍ୟକ୍ତି ହେଉଛନ୍ତି ପୁରୀ ସଂଗ୍ରାମ କ୍ଲବ ଲେନର ରଘୁନାଥ ମହାନ୍ତି(୨୭)। ଅଭିଯୁକ୍ତଙ୍କ ବିରୋଧରେ…
Read More...

ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର ବନ୍ୟାଜଳ ଘେରରେ ରହିଥିବା ପରିବାରମାନଙ୍କୁ ମଙ୍ଗଳବାର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରନ୍ଧା…
Read More...

ଖୁସିଖବର! ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା

ମୁମ୍ବାଇ: ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ସୂଚନା ଅନୁଯାୟୀ, ରାଜୁଙ୍କ ମସ୍ତିଷ୍କରେ ହୋଇଥିବା ସଂକ୍ରମଣ ଧିରେ ଧିରେ କମୁଛି।…
Read More...

ଆରପାରିରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌ ଷ୍ଟାର, ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ଙ୍କ ପରଲୋକ ଘଟିଛି। ସୋମବାର ରାତିରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ସୋନାଲୀ ତାଙ୍କର କିିଛି କର୍ମଚାରୀଙ୍କ ସହ…
Read More...

ଅନଲାଇନ୍ ଟଙ୍କା ନେଣଦେଣରେ ଲାଗିବନି ଅତିରିକ୍ତ ଚାର୍ଜ ! ଦେଖନ୍ତୁ ଭିଡିଓ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ନେଇ ସାଧାରଣରେ ଚର୍ଚ୍ଚା ଦିନକୁ ଦିନ ବୃଦ୍ଧି ପାଉଛି। ଅନଲାଇନ୍ ଟଙ୍କା ନେଣଦେଣକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ଯୁବପିଢ଼ି । କ’ଣ ଗୁଗଲ ପେ’ ଓ ଫୋନ୍ ପେ’ କଲେ ଲାଗିବ ଚାର୍ଜ ? କେତେ ଥର…
Read More...

୬ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ପାଚଲପୁର ଗ୍ରାମ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗ୍ରାମ ଗତ ୬ଦିନ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଗ୍ରାମ ଚାରିପାଖରେ ବନ୍ୟାଜଳ ୬ରୁ ୮ଫୁଟ୍‍ ଉଚ୍ଚତାରେ ପ୍ରବାହିତ ହେଉଛି। କଣ୍ଟି ପଞ୍ଚାୟତର…
Read More...

ଆଇଏସର ଆତ୍ମଘାତୀ ଆତଙ୍କୀ ରୁଷ୍‌ରେ ଅଟକ; ବରିଷ୍ଠ ବିଜେପି ନେତାଙ୍କୁ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ମସ୍କୋ: ରୁଷ୍‌ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ ଆଇଏସର ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକୁ ଅଟକ ରଖିଛି। ସେ ଭାରତରେ ଆତ୍ମଘାତୀ ଆକ୍ରମଣର ଯୋଜନା କରିଥିଲା। ଏଫଏସବି ଅଧିକାରୀଙ୍କ କହିବାନୁସାରେ, ଗିରଫ…
Read More...

ଷଷ୍ଠ ଦିନରେ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ ଆନ୍ଦୋଳନ

ଫୁଲବାଣୀ: ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସମୟକୁ ପଦୋନ୍ନତି, ବର୍ଦ୍ଧିତ ଦରମା, ବରିଷ୍ଠତାରେ ଗଣନା କରିବା ଦାବିରେ ଦିର୍ଘ ୬ ଦିନ ଧରି ସାରା ରାଜ୍ୟରେ…
Read More...

କନକଲତା ମୃତ୍ୟୁ ମାମଲା: ଅଭିଯୁକ୍ତ କୋର୍ଟ ଚାଲାଣ, ଜାମିନ ନାମଞ୍ଜୁର

ଧର୍ମଗଡ଼: ବହୁ ଚର୍ଚ୍ଚିତ କନକଲତା ମୃତ୍ୟୁ ମାମଲାରେ ପୁଲିସ ପୂର୍ଣ୍ଣଛେଦ ଟାଣିଛି । ଘଟଣାର ୬ଦିନ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହି ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କଳାହାଣ୍ଡି…
Read More...

ଦିନେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିଲେ; ଆଜି ସେହି ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି ଜଳବନ୍ଦୀ

ସାକ୍ଷୀଗୋପାଳ: ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍କଳମଣିଙ୍କ କର୍ମପୀଠ ଡଭାର ଗ୍ରାମରେ। ଦିନ ଥିଲା ଏହି ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା…
Read More...

ବାସଗୃହ ନିମନ୍ତେ ଏବିଡିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ରାଣୀପଦର ଗ୍ରାମର ପ୍ରାୟ ୨୦ ଜଣ ଲୋକ ବାସଗୃହ ନିମନ୍ତେ ଏବିଡିଓ ବଳରାମ ପାତ୍ରଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଲଗାଣ ବର୍ଷାରେ ଘର ଚାରି ପାଖରେ…
Read More...

ଲାଞ୍ଚ ନେଇ ଧରାପଡ଼ିଲେ ବିଏମସି ଟିକସ ଆଦାୟକାରୀ

ଭୁବନେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଏମସିର ଟିକସ ଆଦାୟକାରୀ। ବିଏମସି ଟିକସ ଆଦାୟକାରୀ ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ ଟିକସ ଆଦାୟକାରୀ ଯୋଗେନ୍ଦ୍ର ପ୍ରଧାନ, ଯିଏକି ବିଏମସିରେ ଏବେବି…
Read More...

ରାତିରେ ମାରଣାସ୍ତ୍ର ଧରି ବୁଲୁଥିବା ଦୁଇ ସନ୍ଦିଗ୍ଧ ଯୁବକ ଅଟକ

କଲମପୁର: କଳାହାଣ୍ଡିରେ ଥମୁନାହିଁ ଚୋରି ଡକାୟତିର ଭୟ। ଗାଁ ଗାଁରେ ଯୁବ ଗୋଷ୍ଠୀ ରାତି ପହରା ଦେଉଛନ୍ତି। ଗତ ୧୫ ଦିନ ମଧ୍ୟରେ କଳାହାଣ୍ଡି ପୁଲିସ ଦୁଇ ଡକାୟତ ଗୋଷ୍ଠୀଙ୍କୁ ଗିରଫ କରିଛି। ତଥାପି ଲୋକଙ୍କ ମଧ୍ୟରେ ଚୋରି ଭୟ…
Read More...

ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଲେ ଦୁର୍ବୃତ୍ତ: ସ୍ବାମୀ, ସ୍ତ୍ରୀ ଗୁରୁତର

କେନ୍ଦୁଝର: ଅମାନବୀୟ, ଅମାନୁଷିକ, ଲୋମଟାଙ୍କୁରା ଘଟଣା। ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଲେ ଦୁର୍ବୃତ୍ତ। ଫଳରେ ଗୁରୁତର ଅବସ୍ଥାରେ ସ୍ବାମୀ, ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି…
Read More...

ଚାଷ ଜମିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତର ଜାର୍ଗୀ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗ୍ରାମର ଦୁଇ…
Read More...

ପୁରୀ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ଦିନ ସ୍କୁଲ ଛୁଟି

ପୁରୀ: ପୁରୀ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅଗଷ୍ଟ ୨୨ ଓ ୨୩ ତାରିଖ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରବିବାର ସୂଚନା…
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ ନର୍ଲା କଂଗ୍ରେସ ପକ୍ଷରୁ ହାଲ୍ଲାବୋଲ କାର୍ଯ୍ୟକ୍ରମ

ନର୍ଲା: ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଲାବୋଲ କାର୍ଯ୍ୟକ୍ରମ ନର୍ଲା ବଜାରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ଡମ୍ବରୁ ଛତ୍ରିଆ, ଜିଲ୍ଲା ସଭାପତି ଭାରତ ବେମାଲ,…
Read More...

ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ଯାଜଯୁର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର…
Read More...

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ବଣ୍ଟନ

ପିପିଲି: ଦୟାନଦୀର ବନ୍ୟାଜଳରେ ପ୍ରବାହିତ ହୋଇଥିବା କଣ୍ଠପୁର, ମିର୍ଜାପୁର, ଭୋଇଗୁଣ, ପୋଡାଗୁଣ, ଭାରତୀପୁର ଆଦି ଅଞ୍ଚଳରେ ବନ୍ୟାଜଳ ଘେରରେ ରହିଥିବା ବିପନ୍ନଙ୍କୁ ‘ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ’ ପକ୍ଷରୁ ଶୁଖିଲା…
Read More...

୮୧ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି : ମାଲକାନଗିରିର ଗାନ୍ଧୀ ଶହୀଦ ଲକ୍ଷ୍ମଣ ନାୟକ ତଥା ମାଥିଲି ଗୁଳିକାଣ୍ଡର ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଦର ମହକୁମା ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ୮୧ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ…
Read More...

ତାଲିବାନ କବ୍‌ଜାରେ ଆମେରିକୀୟ ସାମ୍ବାଦିକ

ନ୍ୟୁୟର୍କ: ଜଣେ ଆମେରିକୀୟ ସାମ୍ବାଦିକ ତଥା ସ୍ବତନ୍ତ୍ର ଚଳଚ୍ଚିତ୍ର ନିର୍ମାତା ଏବଂ ଆଫଗାନିସ୍ତାନ ପ୍ରଯୋଜକଙ୍କୁ ଅଟକ ରଖିଛି ତାଲିବାନ। ନ୍ୟୁୟର୍କ ସ୍ଥିତ ଗଣମାଧ୍ୟମ ୱାଚଡଗ୍‌ର ସୂଚନା ଅନୁଯାୟୀ, ଆମେରିକୀୟ ଚଳଚ୍ଚିତ୍ର…
Read More...

‘ଏମରଜେନ୍ସି’: ଇନ୍ଦିରା ଗାନ୍ଧୀଙ୍କ ବନ୍ଧୁ ଚରିତ୍ରରେ ମହିମା ଚୌଧୁରୀ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

ମୁମ୍ବାଇ: ବଲିଉଡ଼ କ୍ବିନ କଙ୍ଗନା ରାଣାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ଚର୍ଚ୍ଚାରେ। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା  ଭୂମିକାରେ ନଜର ଆସିବେ। କିଛି ଦିନ ତଳେ ଫିଲ୍ମରୁ…
Read More...

ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ଦୁର୍ଗାଦେବୀ ସାହି ସ୍ଥିତ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟଠାରେ ଏକ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର…
Read More...

ଗୋଲପାରାରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ; ଅଲ୍‌କାଏଦା ସଦସ୍ୟ ଥିବା ମିଳିଲା ପ୍ରମାଣ

ଗୌହ୍ବାଟି: ଆସାମ ପୁଲିସକୁ ମିଳିଛି ବଡ଼ ସଫଳତା। ଶନିବାର ରାତିରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ଅଲ-କାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍(ଏକ୍ୟୁଆଇଏସ) ଏବଂ ଅନସାରୁଲ୍ଲାହ ବାଙ୍ଗ୍‌ଲା…
Read More...

ଅତାବିରା ଆରୋଗ୍ୟମ୍ ଚିକିତ୍ସାଳୟରେ ମାଗଣା ଚକ୍ଷୁ ପରୀକ୍ଷା

ରେଙ୍ଗାଲିକ୍ୟାମ୍ପ: ଅତାବିରା ସ୍ଥିତ ଆରୋଗ୍ୟମ୍ ଚିକିତ୍ସାଳୟରେ ପ୍ରତ୍ୟହ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାନଦୀ ନେତ୍ର ଚିକିତ୍ସାଳୟର ନିର୍ଦ୍ଦେଶକ୍ରମେ ବିଭିନ୍ନ ପ୍ରକାର ଚକ୍ଷୁ…
Read More...

ବନ୍ୟାରେ ଭାସିଯାଇ ଛାତ୍ର ନିଖୋଜ

ଧାମନଗର: ବନ୍ୟାରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି ଜଣେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ଅନ୍ତର୍ଗତ ଭଉଁରିଆ ବାଙ୍କ ଗ୍ରାମରେ। ଶୁକ୍ରବାର ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ର ଗାଁ…
Read More...

ବାହାରିଲା ନୂଆଖାଇ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୧ ତାରିଖ ନୂଆଖାଇରେ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସକାଳ ୧୦ଟା ୫୬ରୁ…
Read More...

ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ପୋଲ ରାସ୍ତା

ଫୁଲବାଣୀ: ସାରା ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧସି…
Read More...

ଲାଞ୍ଜିଗଡ ବେଦାନ୍ତ ଆଲୁମିନା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଳକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ଓ ବେଦାନ୍ତ ଡାକ୍ତରଖାନା ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଲାଞ୍ଜି…
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ; ୨୧ଟି ସ୍ଥାନରେ ରେଡ଼୍‌

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ଅବକାରୀ ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଘର ସମେତ ଦିଲ୍ଲୀ ଏନସିଆରର ୨୧ଟି ସ୍ଥାନରେ ଚଢାଉ କରିଛି…
Read More...

ମୁମ୍ବାଇ: ଚାହୁଁ ଚାହୁଁ ଭୁଶୁଡ଼ିଲା ୫ ମହଲା କୋଠା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରରେ ଶୁକ୍ରବାର ଘଟିଛି ଏକ ବଡ଼ ଅଘଟଣ। ଏଠାରେ ଥିବା ବୋରିଭଲି ପଶ୍ଚିମର ସାଇବାବା ନଗରରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ସୌଭାଗ୍ୟବଶତଃ, କୋଠାଟି ଖାଲି ଥିଲା ଏବଂ ଦୁର୍ଘଟଣାରେ କ୍ଷୟକ୍ଷତି…
Read More...

କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କୁ ବଡ଼ ସଫଳତା

ଫୁଲବାଣୀ: କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ତ୍ୱେ ମଙ୍ଗଳବାର ଓ ବୁଧବାର ଦୁଇଦିନ ଗୋଛାପଡା ଥାନା…
Read More...

ଦିବ୍ୟାଙ୍ଗ ବିଧବା ମହିଳାଙ୍କ ଦୁଃଖ ବୁଝିବ କିଏ: ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଭୋକରେ ଦିନ କାଟୁଛି ପରିବାର

ମାଲକାନଗିରି: ଭଙ୍ଗା ଚାଳ ଘରେ ଭୋକରେ କଟୁଛି ଦିନ। ଶୋଚନୀୟ ଅବସ୍ଥାରେ ବିଧବା ଦିବ୍ୟାଙ୍ଗ ମହିଳାଙ୍କ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତରେ। ଏହି ପଞ୍ଚାୟତ…
Read More...

ଶ୍ରୀ ବିନୋଦବିହାରୀ ଦେବଙ୍କ ପୀଠରେ ନନ୍ଦୋତ୍ସବ

ସୁଆଣ୍ଡୋ : ନନ୍ଦୋତ୍ସବ ଉପଲକ୍ଷେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ପୀଠରେ ନନ୍ଦୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ସଂକୀର୍ତ୍ତନ ଓ ଘଣ୍ଟ, ଶଙ୍ଖ ନାଦରେ ଠାକୁରଙ୍କ…
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ କୃମି ନାଶକ ଔଷଧ ବଣ୍ଟନ

କଣ୍ଟାବାଞ୍ଜି: ଭାରତ ସରକାରଙ୍କ ଦେଶ ବ୍ୟାପି କୃମି ନାଶକ ସପ୍ତାହ (ତା -୧୨/୯/୨୨ ରୁ ତା - ୧୯/୯/୨୨ ପର୍ଯ୍ୟନ୍ତ) ପାଳନ ଅବସରରେ ଶୁକ୍ରବାର ମହିଳା ସ୍ନାତକ ମହାବିଦ୍ୟାଳୟରେ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ…
Read More...

ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆରଏସସି୧୩ ଗ୍ରାମରେ ଗତ ଜୁନ ମାସ ୭ ତାରିଖ ଦିନ ଏସଡିପିଓ ଅଂଶୁମାନ ଦୁବେଦୀ ରାତି ଅଧିଆ ଘରେ ପଶି ୪ ଜଣ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ବିରୋଧ…
Read More...