www.samajalive.in
Saturday, December 13, 2025
27.1 C
Bhubaneswar

ବିଜୁ ଜନତା ଦଳ ପକ୍ଷରୁ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଆଶାବାଡ଼ି ବଣ୍ଟନ

ବାଙ୍କୀ: ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ତତ୍ୱାବଧାନରେ ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ଡମପଡ଼ା, ଗୋବିନ୍ଦପୁର ଓ ବାଙ୍କୀ ଏନଏସିର ୧୨ଜଣ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ୨୪ ଜଣଙ୍କୁ ଆଶାବାଡି ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ କୁଶପଙ୍ଗି ପଞ୍ଚାୟତ ଅନ୍ତର୍ଗତ ଘାସିପୁଟ ପଞ୍ଚାୟତ ଭବନ ପରିସରରେ ସୋମବାର ଅପରାହ୍ନରେ ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଙ୍ଗ ସମାଜସେବୀ ତ୍ରିଲୋଚନ ସାହୁଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ବେଉରା, କୁଶପଙ୍ଗି ସରପଞ୍ଚ ନରେଶ ବେଉରା, ଡମପଡ଼ା ସରପଞ୍ଚଙ୍କ ପ୍ରତିନିଧି ଭବାନୀ ଶଙ୍କର ପରିଜା, ଡମପଡ଼ା ଛାତ୍ର ଜନତାଦଳର ସଭାପତି ଗୌରବ ବଳିୟାରସିଂହ, କୁଶପଙ୍ଗି ସମିତି ସଭ୍ୟଙ୍କ ପ୍ରତିନିଧି ବସନ୍ତ କୁମାର ବେଉରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ଓ ଆଶାବାଡ଼ି ବଣ୍ଟନ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories