www.samajalive.in
Friday, December 12, 2025
15.1 C
Bhubaneswar

ସେମିଫାଇନାଲରେ ହାରିଗଲେ ସାତ୍ୱିକ-ଚିରାଗ ଯୋଡ଼ି

ଡେସ୍କ: ମାଲେସିଆ ଓପନ୍ ବ୍ୟାଡମିଣ୍ଟନର ସେମିଫାଇନାଲରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପରାସ୍ତ ହୋଇଛନ୍ତି। ଶନିବାର କୁଆଲାଲମ୍ପୁରରେ ଚାଲିଥିବା ପୁରୁଷ ଡବଲ୍ସ ସେମିଫାଇନାଲରେ ଦକ୍ଷିଣ କୋରିଆର ସିଓ ସେଉଙ୍ଗ-ଜାଏ ଓ କିମ୍ ଓ୍ଵାନ୍-ହୋଙ୍କ ଯୋଡ଼ି ୨୧-୧୦, ୨୧-୧୫ରେ ଭାରତୀୟ ଯୋଡ଼ିଙ୍କ ପରାସ୍ତ କରିଛନ୍ତି। ପୂର୍ବରୁ କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡ଼ି ୨୬-୨୪ ଓ ୨୧-୧୫ରେ ମାଲେସିଆର ୟୁ ସିନ୍ ଓଙ୍ଗ ଓ ଇୟି ଟିଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories