www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଣବଙ୍କୁ ଧନ୍ୟବାଦ ଜଣାଇଲେ ନବନିଯୁକ୍ତ ବିଜେଡି ଗାର୍ଲସ ୱିଙ୍ଗ୍

ଯାଜପୁର : ଧର୍ମଶାଳା ବିଜେଡି ଗାର୍ଲସ ୱିଙ୍ଗର ସଭାପତି କ୍ଷୀରାବ୍ଧୀ ତନୟା ମଲ୍ଲିଙ୍କ ନେତୃତ୍ୱରେ ଶୁକ୍ରବାର ବିଜୁ ଜନତା ଦଳ ଜାରକା କାର୍ଯ୍ୟାଳୟଠାରେ ନବ ନିଯୁକ୍ତ ବିଜେଡି ଗାର୍ଲସ ୱିଙ୍ଗର ପଞ୍ଚାୟତ ସଭାନେତ୍ରୀ ଓ ବ୍ଲକ୍ କର୍ମକର୍ତ୍ତାମାନେ ଏକ ବିରାଟ ପଟୁଆରରେ ଆସି ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶଙ୍ଖର ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇବା ସହିତ ଆର୍ଶିବାଦ ଗ୍ରହଣ କରିଥିଲେ। ଦଳର ନବ ନିଯୁକ୍ତ ବିଜେଡି ଗାର୍ଲସ ୱିଙ୍ଗର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ସାଧାରଣ ଲୋକଙ୍କ ସୁଖ ଦୁଖରେ ସାମିଲ ହୁଅନ୍ତୁ ବୋଲି ବିଧାୟକ କହିଥିଲେ ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories