ପୁରୀ: ପୁରୀରେ ମଙ୍ଗଳବାର ୫ଟି ଚୋରି ମୋଟରସାଇକେଲ ଜବତ ହୋଇଛି। ଏଥିସହ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୁଲିସ। ଗିରଫ ବ୍ୟକ୍ତି ହେଉଛନ୍ତି ପୁରୀ ସଂଗ୍ରାମ କ୍ଲବ ଲେନର ରଘୁନାଥ ମହାନ୍ତି(୨୭)। ଅଭିଯୁକ୍ତଙ୍କ ବିରୋଧରେ ପୁରୀ ଟାଉନ ଥାନା ଏବଂ କୁମ୍ଭାରପଡ଼ା ଥାନାରେ ତିନୋଟି ମୋକଦ୍ଦମା ରହିଛି।
Popular Categories



