www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ୟାଞ୍ଚଳରେ ଗୋଖାଦ୍ୟ ବାଣ୍ଟିବା ସହ ଗୋମାତାଙ୍କ ପ୍ରାଥମିକ ଚିକିତ୍ସା କଲେ ​‌ସ୍ବେ​‌ଚ୍ଛାସେବୀ

ସୁଆଣ୍ଡୋ: ଡଭାର ବନ୍ୟାଞ୍ଚଳରେ ଗୋଖାଦ୍ୟ ବାଣ୍ଟିବା ସହିତ ଗୋମାତାଙ୍କ ପ୍ରାଥମିକ ଚିକିତ୍ସା କରିଛନ୍ତି ସ୍ବେ​‌ଚ୍ଛାସେବୀ। ପୁରୀ ଜିଲା ସତ୍ୟବାଦୀ ବ୍ଲକର ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ ଚୋକଡ, କୁଣ୍ଡା, ଗୁଳୁଚି ପରି ଗୋଖାଦ୍ୟ ଆଇମା ପାଟଣା ଗ୍ରାମର ପଶୁପାଳକମାନଙ୍କୁ ବଣ୍ଟନ କରିଥିଲେ। ଅନୁଷ୍ଠାନର ସଭ୍ୟ(ଗୋ ମିତ୍ର) ବାଲୁଙ୍କେଶ୍ୱର ମହାପାତ୍ର, ମନୋରଞ୍ଜନ ଦାସ କେତେକ ଗୋମାତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ସ୍ୱେଚ୍ଛାସେବୀ ଦୂର୍ଗେଶ ମିଶ୍ର, ଉମେଶ ପଣ୍ଡା ଓ ଅନୁଷ୍ଠାନର ଆବାହକ ସନ୍ଦୀପ ମହାପାତ୍ର ସହଯୋଗ କରିଥିଲେ।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories