ଡା. ଏମ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଦେଶର ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ନିର୍ଦ୍ଦେଶକ ଘୋଷଣା କରାଯାଇଛି। ଡା. ଏମ ଶ୍ରୀନିବାସଙ୍କୁ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଡା. ଶ୍ରୀନିବାସ ହାଇଦ୍ରାବାଦର ଇଏସଆଇସି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଡିନ୍‌ ଭାବେ କାର୍ଯ୍ୟରତ।

Comments are closed.