www.samajalive.in
Saturday, December 13, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସେପ୍ଟେମ୍ବର ୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା..

ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା.. ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ..ମୃତକ ହେଲେ ରାଜମୋହନ ସେନାପତି.. ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୁଲିସ ଗିରଫ କରିଛି..

- Advertisement -

ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ… ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ଚଢ଼ାଉ କରୁଛି ସ୍ୱତନ୍ତ୍ର ସ୍କ୍ୱାଡ୍‌… ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ନିଜେ ଡିସିପି… ଗୋଟିଏ ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ଟିମ୍‌…

ନୋଏଡାରେ ବଡ଼ ଧରଣର ଦୁର୍ଘଟଣା… ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ… ଅନେକ ଲୋକ ଆହତ ହୋଇଥିବା ଅନୁମାନ… ଘଟଣାସ୍ଥଳରେ ଲୋକଙ୍କୁ ଉଦ୍ଧାର କରୁଛି ପୁଲିସ ଓ ଉଦ୍ଧାରକାରୀ ଦଳ…

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ… ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୪ ପଜିଟିଭ୍‌… ସୁସ୍ଥ ହେଲେ ୨୧୮ ଆକ୍ରାନ୍ତ… ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ରହିଛନ୍ତି ମୋଟ୍‌ ୧୪୯୯ ସକ୍ରିୟ ସଂକ୍ରମିତ…

ଦେଶରେ ୫ହଜାର ତଳେ ରହୁଛି କରୋନା ଦୈନିକ ସଂକ୍ରମଣ… ଚିହ୍ନଟ ହେଲେ ଆଉ ୪ହଜାର ୪୩ ପଜିଟିଭ୍‌… ଗୋଟିଏ ଦିନରେ ସୁସ୍ଥ ହେଲେ ୪,୬୭୬ ଆକ୍ରାନ୍ତ… ସେପଟେ ବର୍ତ୍ତମାନ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା​‌ ରହିଛି ୪୭,୩୭୯…

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା… ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ତନାଘନା… ୧୨ ଘଣ୍ଟା ମଧ୍ୟରେ ୪ଶିଶୁଙ୍କ କେମିତି ଗଲା ଜୀବନ… ସେନେଇ ଖୋଳତାଡ଼ କରୁଛି ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍‌… ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଆସିଛି ଅଭିଯୋଗ…

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଏମଏମ୍‌ଏସ୍‌ ଭାଇରାଲ ଘଟଣା… ତଦନ୍ତ କରିବ ଏସ୍‌ଆଇଟି… ୭ ଦିନିଆରିମାଣ୍ଡରେ ୩ ଅଭିଯୁକ୍ତ… ଶନିବାର ଦିନ ଯାଏ ହଷ୍ଟେଲ ଆସିପାରିବେନି ଛାତ୍ରଛାତ୍ରୀ…

ଆହୁରି ବର୍ଷିବ ଦୁଇ ଦିନ… ୯ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର… ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢ଼ୁଛି ହୀରାକୁଦର ଜଳସ୍ତର… ବିପଦ ଏଡ଼ାଇବାକୁ ଖୋଲିଲା ୬ଟି ଗେଟ୍‌…

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories