www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ, କହିଲେ ହକି ଇଣ୍ଡିଆକୁ ନୂଆ ସୋପାନରେ ପହଞ୍ଚାଇବାକୁ ପ୍ରତିଜ୍ଞାବଦ୍ଧ

ତୈଳ ସନ୍ଧାନରେ ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଖନନ ପ୍ରକ୍ରିୟା ଆରମ୍ଭ..

- Advertisement -

ଭୂକମ୍ପରେ ଥରିଲା ତାଇୱାନ, ୩୦୦ କିମି ଭିତରେ ସୁନାମୀ ଆଲର୍ଟ..

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାରଙ୍କ ତତ୍ପରତା, ଗଠନ ହେଲା ମିଳିତ ଟାସ୍କ ଫୋର୍ସ..

ଅକ୍ଟୋବର ୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା..

କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ୬ ଶିଶୁଙ୍କର ମୃତ୍ୟୁ, କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ..

ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ବିଗ୍ ବସ୍-୧୬’ରେ ନଜର ଆସିବା ନେଇ ଖବର ସାମ୍ନାକୁ ଆସିଛି.. ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ..

ପିଏଫଆଇ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏନଆଇଏ.. ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ) ଚଢ଼ାଉ କରୁଛି..

ଚୀନର ଗୁଇୟାଙ୍ଗରେ ଚୀନରେ ବଡ଼ ଧରଣର ବସ୍‌ ଦୁର୍ଘଟଣା, ୨୭ଜଣଙ୍କ ମୃତ୍ୟୁ..

ପୁରୀବାସୀ ଦେଖିଲେ ବାୟୁ ବୀରଙ୍କ କମାଲ… ମେଘୁଆ ଆକାଶରେ ହେଲା ସୂର୍ଯ୍ୟ କିରଣ ସୋ’… ଏକା ସଙ୍ଗେ ଦୁଃସାହସିକ କଳା କୌଶଳ ଦେଖାଇଲେ ୯ଟି ହକ୍‌ ବିମାନ… ବ୍ଲୁ ଫ୍ଲାଗ୍ ବିଚରେ ସୂର୍ଯ୍ୟ କିରଣ ସୋ’ ଦେଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ହଜାର ହଜାର ଦର୍ଶକ…

ଓଡ଼ିଶାରେ ସମର୍ଥନ ସାଉଁଟିବ କଂଗ୍ରେସ… ଭାରତ ଯୋଡ଼ ଅଭିଯୋନ ପାଇଁ ଦଳ ପକ୍ଷରୁ କସରତ ଆରମ୍ଭ… ରାଜ୍ୟରେ ଅଛନ୍ତି ୨ ବରିଷ୍ଠ ନେତା…ଦିଗ୍‌ ବିଜୟ ସିଂ ଓ ଜୟରାମ ରମେଶ ନେତାମାନଙ୍କ ସହ କଲେ ଆଲୋଚନା… ୩୦ଜିଲ୍ଲାରେ ସ୍ଥିତି ସୁଦୃଢ଼ କରିବାକୁ କଂଗ୍ରେସ କରିବ ପଦଯାତ୍ରା…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୭ କରୋନା ଆକ୍ରାନ୍ତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୭ ପଜିଟିଭ୍‌… ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ରହିଛି ୧୬୦୯… ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି ୫୭ଜଣ ଆକ୍ରାନ୍ତ…

ଦେଶରେ ଆଜି ବି ୫ ହଜାର ଉପରେ ଦୈନିକ କରୋନା ମାମଲା… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୫ହଜାର ୬୬୪ ଆକ୍ରାନ୍ତ… ସୁସ୍ଥ ହେଲେ ୪,୫୫୫ ପଜିଟିଭ୍‌… ବର୍ତ୍ତମାନ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ରହିଛି ୪୭,୯୨୨…

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ… ପ୍ରଭାବରେ ଆଜି ଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା… ୨୦ ଓ ୨୧ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷିବ… ଅଶାନ୍ତ ରହିବ ଓଡିଶା ଉପକୂଳ… ମଙ୍ଗଳବାର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…. ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିଛି ବର୍ଷା…

ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ବ୍ରିଟିସ୍‌ କୁଇନ୍‌ ଏଲିଜା ବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଦେବେ ଯୋଗ… ଆସନ୍ତାକାଲି ହେବ ରାଣୀଙ୍କ ଅନ୍ତେଷ୍ଟି… ଗତ ୮ ତରିଖରେ ହୋଇଥିଲା ଏଲିଜା ବେଥ୍‌ ଦ୍ୱିତୀୟଙ୍କ ପରଲୋକ…

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories