ଭଦ୍ରକ: ଆରଡ଼ି ଛକ ନିକଟ ଏକ କ୍ଲିନିକରେ ଡାକ୍ତର ଓ ସହଯୋଗୀଙ୍କୁ ମାଡ଼। ଭୁଲ ଇଞ୍ଜେକସନ ଯୋଗୁ ଜଣେ ୧୦ବର୍ଷର ଶିଶୁ ମୃତ୍ୟୁ ଅଭିଯୋଗରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡ ଫାଟି ଯାଇଛି। କ୍ଲିନିକରେ ଉତ୍ତେଜନା ଖବର ପାଇଁ ପୁଲିସ ପହଞ୍ଚି ପଚରାଉଚୁରା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Popular Categories



