ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଆଜି ମିଳିଛି ଅଣଗାନ୍ଧୀ ଅଧ୍ୟକ୍ଷ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ବୁଧବାର ନିର୍ବାଚିତ ହୋଇଛନ୍ତି। ୯୩୮୫ ଭୋଟ୍ରୁ ମୋଟ୍ ୭୮୯୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ଖଡ଼ଗେ। ଅପରପକ୍ଷେ ୧୦୭୮ ଭୋଟ୍ ପାଇ ପରାଜୟ ସ୍ବୀକାର କରିଛନ୍ତି ଶଶି ଥରୁର। ଏଥିସହ ୪୧୬ ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି।
କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ମୁଖିଆ; ମଲ୍ଲିକାର୍ଜୁନ ଖଡ଼ଗେ ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ
Popular Categories



