‘ସଞ୍ଜୁ’ ପରେ ‘ଦାଦା’: ପରଦାରେ ଛକା ମାରିବେ ରଣବୀର !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଏମଏସ ଧୋନୀ, ସଚିନ ତେନ୍ଦୁଲକରଙ୍କ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ପରେ ବଲିଉଡ଼ ଏବେ…
Read More...

ବାଲେଶ୍ବର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫଶିଛନ୍ତି ବାଲେଶ୍ବର ପୂର୍ତ୍ତ ବିଭାଗ-୨ର ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରେ ଗୁରୁବାର ଚଢ଼ାଉ କରିଛି…
Read More...

ନିଜ ପାଇଁ ନିଜେ ଖୋଳିଲେ କବର; ବୃଦ୍ଧ ଦମ୍ପତିଙ୍କ ଚିନ୍ତାଧାରା ସଭିଙ୍କୁ କରିଛି ଚକିତ

ଗଜପତି: ମିଛ ମାୟା ସଂସାରରେ ଜନ୍ମ ମୃତ୍ୟୁ ଚୀର ସତ୍ୟ। ମୃତ୍ୟ ଯେ କାହାକୁ କେତେବେଳେ ଆସିବ ତାହା କାହାକୁ ଜଣାନଥାଏ। ହେଲେ ମୃତ୍ୟୁ ପୁର୍ବରୁ ଏକ ବୃଦ୍ଧ ଦମ୍ପତି ନିଜ ପାଇଁ କବର ଖୋଳି ସାଇତି ରଖିଛନ୍ତି । ଜୀବନ ଯୁଦ୍ଧରେ…
Read More...

୧୫ ଲିଟର ରନ୍ଧା ମଦ ଜବତ, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଆ. କଟାପାଲିର ଡୁଡିଆପଡ଼ାରୁ ୧୫ ଲିଟର ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ବିଭାଗର ପାଟ୍ରୋଲିଂ ଦଳ ଆ. କଟାପାଲି ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ ଖବର ପାଇ ମଦ…
Read More...

୨ କ୍ୱିଣ୍ଟାଲ ଗଞ୍ଜେଇ ସହ ୩ କାର୍‌ ଜବତ, ୧୧ ଗିରଫ

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟାପକ ପାଟ୍ରୋଲିଂ ଓ ଚଢ଼ଉ ଅଭିଯାନ ଜାରି କ୍ରମରେ ବୁଧବାର ବିଭାଗକୁ ବଡ ସଫଳତା ମିଳିଛି। ବିଭାଗ ପକ୍ଷରୁ ୩ଟି ସ୍ଥାନରେ…
Read More...

ବାମରାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ଚକ୍ରଧରପୁର ରେଳବାଇ ମଣ୍ଡଳ ଅଧିନସ୍ଥ ବାମରା ଠାରେ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରାଯାଉଛି। ଏଣୁ ଝାରସୁଗୁଡା – ରାଉରକେଲା ସେକ୍ସନ ମଧ୍ୟରେ ରେଳ ଚଳାଚଳ ଆଂଶିକ ବ୍ୟାହତ…
Read More...

ମଝିଘରିଆଣୀଙ୍କ ଦର୍ଶନ ହେଲା ଶେଷ ଦର୍ଶନ; ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲା କେରେଡାଠାରୁ ମାତ୍ର କିଛି ଦୂରରେ ଆନ୍ଧ୍ରର କୋମରଡ଼ାର ବଙ୍ଗରାମାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ,…
Read More...

ଜିଲା ମୁକ ଓ ବଧିର ସଙ୍ଗଠନ ତରଫରୁ ଜିଲାପାଳଙ୍କୁ ସାକ୍ଷାତକାର

ସମ୍ବଲପୁର: ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ସମ୍ବଲପୁର ଜିଲା ମୁକ ଓ ବଧିର ସଙ୍ଗଠନର ସଭାପତି ସଞ୍ଜୟ ବାବୁଙ୍କୁ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲାପାଳ ଅନନ୍ୟା ଦାସଙ୍କୁ ସାକ୍ଷାତକାର କରିଛନ୍ତି। ଜିଲାରେ ମୁକ ଓ…
Read More...

ଗୃହ ଅଚଳ; ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ମୁଲତବୀ ଘୋଷଣା

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ଫଳରେ ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା.. ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ.. ଉମରକୋଟ ଚନ୍ଦାହାଣ୍ଡି ଥାନା ପରିସରରେ ଜଳିଗଲା ଜବତ ହୋଇଥିବା ୪୦ ଗାଡ଼ି.. ଆମ ଆଦମୀ…
Read More...

ପୁଣି ଥରିଲା ଉତ୍ତରାଞ୍ଚଳ; କେନ୍ଦ୍ରସ୍ଥଳ ନେପାଳ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ବିଶ୍ବର ବିଭିନ୍ନ ସ୍ଥାନରେ ଲଗାତର ଭୂମିକମ୍ପ ହେଉଛି। ବୁଧବାର ପୁଣିଥରେ ଦିଲ୍ଲୀଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ନେପାଳରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି…
Read More...

ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ: କାହାପାଇଁ ମଉକା ତ କାହାପାଇଁ ମରୀଚିକା

ଲଡୁଗାଁ: ଚାଷୀଙ୍କ କ୍ଷେତକୁ ପାଣି ଯିବ, ଉପଯୁକ୍ତ ଭାବେ ଜଳସେଚନ ହୋଇପାରିବ, ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପାରିକ ଧାନଫସଲ ବଦଳରେ ଅର୍ଥକାରୀ ଫସଲ କରିବାକୁ ଚାଷୀ ଉତ୍ସାହିତ ହେବେ ବୋଲି ସରକାରଙ୍କ ପକ୍ଷରୁ…
Read More...

ନବ ଦାସ ହତ୍ୟା ମାମଲା: ଉପର କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ପ୍ରାର୍ଥନା କରିଛି। ହତ୍ୟାକାଣ୍ଡର ମୁଖ୍ୟ…
Read More...

ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ନବୀନ

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ଆଜି ବିରୋଧୀଙ୍କ ହୋହଲ୍ଲା ସହ ନାରାବାଜି ଫଳରେ ପୁଣି ଅଚଳ ହୋଇଛି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଗୃହର ମଧ୍ୟଭାଗରେ ଆସି…
Read More...

କାର୍ଯ୍ୟକ୍ରମରେ ସୋନୁ ନିଗମଙ୍କୁ ଦୁର୍ବ୍ୟବହାର; ବିଧାୟକଙ୍କ ପୁଅ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଚେମ୍ବୁରରେ ଏକ କାର୍ଯ୍ୟକ୍ରମ ସମୟରେ ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଠାକରେ ଦଳର ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସ୍ବପ୍ନିଲ୍‌ ଫାଟେରପେକର ସୋନୁ…
Read More...

ନଦୀ ଘାଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଲମପୁର : ହାତୀ ନଦୀର ଟେମରା ପରୁଆଗୁଡା ଘାଟ ମଝିରୁ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ଘାଟରେ ଏକ ମୃତଦେହ ଭାସୁଥିବା ନେଇ ପ୍ରଚାର ହେବା ପରେ ଏନେଇ ତୁରନ୍ତ ଜୟପାଟଣା ଓ କଲମପୁର ଥାନାକୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସିଡିଏ ସେକ୍ଟର ୧୦ସ୍ଥିତ ଦିବ୍ୟାଙ୍ଗ ସ୍କୁଲରେ ଘଟିଛି ଏକ ଅଘଟଣ.. ସ୍କୁଲର ଶ୍ରେଣୀଗୃହରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର.. ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ.. କୁରଡ଼ ବାଲିପୋଷି ନିକଟରେ…
Read More...

ଚାନ୍ଦିପୁରରୁ ଆଇଟିସିଏମର ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁରରୁ ପରୀକ୍ଷା ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ ମିସାଇଲ। କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ ଏହା ପରୀକ୍ଷା ହୋଇଛି। ଇଣ୍ଡିଜିୟସ୍ ଟେକ୍ନୋଲୋଜି କ୍ରୁଜ୍…
Read More...

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଆଲୁମିନା ପରୀକ୍ଷଣ ପାଇଁ ପ୍ରଥମ ଇନ୍‌‌-ହାଉସ୍‌‌ ଲାବ୍ରୋଟୋରୀ ଉଦ୍‌ଘାଟିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଏହାର କାର୍ଯ୍ୟକ୍ଷମତା ପାଇଁ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଭାରତରେ ପ୍ରଥମ ଇନ୍‌‌-ହାଉସ୍‌‌ ଲାବ୍ରୋଟୋରୀ…
Read More...

ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର; ସ୍ବାମୀର ହେଲମେଟ ମାଡରେ ସ୍ତ୍ରୀ ଗୁରୁତର

ବାଲେଶ୍ଵର: ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍ ହେଲେ ଦମ୍ପତ୍ତି। ସ୍ବାମୀର ହେଲମେଟ ମାଡରେ ଗୁରୁତର ହେଲେ ପତ୍ନୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ…
Read More...

ଟିଟିଲାଗଡ଼ରେ ଜାତୀୟ କୋସଲି ଭାଷା ସମ୍ମେଳନ

ଟିଟିଲାଗଡ଼: ଟିଟିଲାଗଡ଼ଠାରେ ମଙ୍ଗଳବାରଠାରୁ ଦ୍ବିଦିବସୀୟ ଜାତୀୟ କୋସଲି ଭାଷା ସମ୍ମେଳନ ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ ଘଣ୍ଟାଶୁନି ମନ୍ଦିର ପରିସରରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି।…
Read More...

ଜରିପାଲ ତଳେ ବିତୁଛି ଅସହାୟ ବିଧବା ଅମୂଲ୍ୟଙ୍କ ଜୀବନ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକର ବାଇସିଙ୍ଗା ପଞ୍ଚାୟତ ମାଳପୁରା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଣେ ବିଧବା ମହିଳା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଜରି ପାଲ ତଳେ ଦିନ…
Read More...

ପୁଲିସ କର୍ମୀଙ୍କ ଅନୁପ ସାଏଙ୍କୁ ଆକ୍ରମଣ ଚେତାବନୀ

ଝାରସୁଗୁଡ଼ା: ଗାନ୍ଧୀ ଛକଠାରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା​‌ କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ସମୟରେ ପୁଲିସ ବିରୋଧୀ…
Read More...

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ପୁନଶ୍ଚ ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର…
Read More...

ନୂଆଡିହି ଜାଗର ମେଳା ଉଦ୍‌‌ଯାପିତ; ବାଦିପାଲା ଓ ପଣ୍ଡିତ ଜିତୁ ଦାଶଙ୍କ ପ୍ରବଚନରେ ଶ୍ରଦ୍ଧାଳୁ ବିଭୋର

କେନ୍ଦୁଝରଗଡ଼: ସଦର ବ୍ଲକ ପର୍ଜନପୁର ପଞ୍ଚାୟତ ନୁଆଡିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମନ୍ଦିର ପରିଚାଳନା କମିତି ପକ୍ଷରୁ ୩ଦିନ ବ୍ୟାପୀ ଚାଲିଥିବା ଜାଗରମେଳା ସୋମବାର ଉଦ୍‌‌ଯାପିତ ହୋଇଯାଇଛି। ବହୁ ପୁରାତନ ଏହି ଶିବ…
Read More...

ଚାଷ ଜମିରେ ବନୀକରଣ ବନ୍ଦ ଓ ପୋଡୁଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ

କେନ୍ଦୁଝରଗଡ଼: ଚାଷ ଜମିରେ ବନୀକରଣ ବନ୍ଦ ସାଙ୍ଗକୁ ପୋଡୁଚାଷୀଙ୍କୁ ତୁରନ୍ତ ଜମିର ପଟ୍ଟା ପ୍ରଦାନ ଦାବିରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ(ଏଆଇକେକେଏମ୍‌‌ଏସ୍‌‌) ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ…
Read More...

ଦୋଳ ପାଇଁ ସଜ ପିପିଲି ଚାନ୍ଦୁଆ

ପିପିଲି: ଦୋଳଯାତ୍ରା ଯେ ନିକଟତର ଏହା ହୃଦ୍‌‌ବୋଧ ହୁଏ ପିପିଲି ବଜାରରୁ। କାରଣ ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ବଜାର ସଂପ୍ରତି ପୂର୍ଣ୍ଣ ଶୃଙ୍ଗାରରେ ମଣ୍ଡିତ ହୋଇଛି ରଙ୍ଗିନ ଛତ୍ରୀ, ତ୍ରାସ, ଆଲଟ ସାଙ୍ଗକୁ ଦୋଳସଜ୍ଜ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଟକ ବାଦାମବାଡ଼ି ଥାନା ପୁଲିସ ଦ୍ବାରା ଜଣେ ଭଣ୍ଡ ବାବା ଗିରଫ.. ଯାଜପୁର ଧର୍ମଶାଳାର ଭଣ୍ଡବାବା ସିଦ୍ଧେଶ୍ବର ସାମନ୍ତରାୟ ଗିରଫ.. ଝାଞ୍ଜିରିମଙ୍ଗଳା ଅଞ୍ଚଳର ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନପ୍ରାପ୍ତି କରାଇଦେବାକୁ କହି…
Read More...

ନକ୍ସଲ ଆକ୍ରମଣରେ ୨ ଯବାନ ଶହୀଦ: ‘ବଳିଦାନ ବ୍ୟର୍ଥ ଯିବ ନାହିଁ’ କହିଲେ ବଘେଲ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁରେ ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଘଟଣା ଘଟିଛି ରାଜନନ୍ଦଗାଓଁ ଜିଲାର ବୋରତଲାଓ ଥାନା ଅଞ୍ଚଳରେ। ବୋରତଲାଓ ଥାନା ନିକଟସ୍ଥ ଗୋନ୍ଦିଆ-ମହାରାଷ୍ଟ୍ର ସୀମାରେ ଅବସ୍ଥିତ…
Read More...

ଠକ ସ୍ୱାମୀର ଏସିଡ୍ ମାଡ଼; ପତ୍ନୀ ସମେତ ୪ ଗୁରୁତର

ବାଲେଶ୍ଵର: ବାଲେଶ୍ଵରରେ ଘଟିଛି ଏକ ଅଭାବନୀୟ ଘଟଣା। ଠକ ସ୍ୱାମୀର ଏସିଡ୍ ମାଡ଼ରେ ପତ୍ନୀ, ତାଙ୍କ ବଡ଼ ଭଉଣୀ ଓ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସମସ୍ତ ୪…
Read More...

ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର…
Read More...

ମଣିଷ ତିଆରି କାରଖାନା ଏବେ ପାଲଟିଛି ଅମଣିଷଙ୍କ ଆଡ୍ଡାସ୍ଥଳୀ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଗଦା ହୋଇଛି ମଦ ବୋତଲ ଓ ଜରି ପାଉଚ। ଏହି ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବାଳିକା…
Read More...

ଚିକିଲି ଛକ ନିକଟରେ ବାଇକ ଦୁର୍ଘଟଣା; ଯୁବକ ଗୁରୁତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଚିକିଲି ଛକ ନିକଟରେ ସୋମବାର ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଏବଂ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ…
Read More...

ବଡ଼ଡୁମୁରିଆ ଫିଲସାହିରେ ପିଇବାପାଣି ସଙ୍କଟ; ପଡ଼ୋଶୀ ଗ୍ରାମ ଉପରେ ନିର୍ଭର କରୁଛନ୍ତି ସାହି ବାସିନ୍ଦା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବଡ଼ଡୁମୁରିଆ ଫିଲସାହିରେ ପିଇବା ପାଣି ସଂକଟ ଲାଗିରହିଥିବା ସମ୍ପର୍କରେ ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ସାହିବାସିନ୍ଦାଙ୍କ କହିବାନୁସାରେ, ଏହି ସାହିରେ ବର୍ତ୍ତମାନ ୫୦ରୁ ଊର୍ଦ୍ଧ୍ବ…
Read More...

ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ରବିବାର ଦ୍ବିପ୍ରହର ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଏହା ତୀବ୍ରତା ୩.୮ ରେକର୍ଡ଼ କରାଯାଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏକ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସ୍ତ୍ରୀକୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ.. କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି.. ଅରୁଣାଚଳ ପ୍ରଦେଶରେ…
Read More...

ଅବକାରୀ ଚଢ଼ାଉ: ଦୁଇ ଗିରଫ, ବାଇକ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ଜାଗର ଯାତ୍ରା ଉପଲକ୍ଷେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ସୂଚନା ମିଳିଛି। ଗିରଫ ଦୁଇ ଯୁବକ…
Read More...

ମହିଳାଙ୍କ ଅଧିକାର ନେଇ ତାଳୁକ ସମିତି ପକ୍ଷରୁ ସଚେତନତା ଶିବିର

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଶଗଡ଼ଘାଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମହିଳାଙ୍କ ଅଧିକାର, ନ୍ୟାୟ ପାଇଁ ଆଇନରେ ବିଭିନ୍ନ ଧାରା, ସ୍ୱାସ୍ଥ୍ୟ ସେବା ଆଦି ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ…
Read More...

ଫୁସଫୁସ କର୍କଟରେ ପୀଡ଼ିତ ବାପା: ନିରାଶ୍ରୟ ତିନି ବାଳୁତ ଝିଅ ଓ ପରିବାର

ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳରାମପୁରଗଡ଼ ଗ୍ରାମପଞ୍ଚାୟତର ମାଳସାହି ଗ୍ରାମରେ ବାସ କରନ୍ତି ନେତ୍ରାନନ୍ଦ ଭୋଇ(୩୮) ଓ ତାଙ୍କ ପରିବାର। ତିନୋଟି ଛୋଟ ଝିଅ, ଅର୍ଚ୍ଚିତା(୧୨), ଅର୍ପିତା(୮),…
Read More...

ବର୍ଷେ ମଧ୍ୟରେ ଜିଲା ମାନ୍ୟତା ପାଇବ ପଦ୍ମପୁର: ନବୀନ

ଡେସ୍କ : ବର୍ଷେ ମଧ୍ୟରେ ଜିଲା ମାନ୍ୟତା ପାଇବ ପଦ୍ମପୁର। ରବିବାର ଦିନିକିଆ ପଦ୍ମପୁର ଗସ୍ତରେ ଯାଇ ଝାରବନ୍ଧରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଉଦ୍‌ବୋଧନରେ…
Read More...

ଶଯ୍ୟାଶାୟୀ ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ପାଇଁ ପତ୍ନୀଙ୍କ ସଂଘର୍ଷ; ବିରି ବଡ଼ି ହିଁ ସାଜିଛି ସାହାରା

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ପୁରୁଣା ବୁଢ଼ାକେରା ଗ୍ରାମର ଗନ୍ଧର୍ବ ପରିଡା ୪ବର୍ଷ ହେଲା ଶଯ୍ୟାଶାୟୀ । ସାମୁଦ୍ରିକ ଫନି ବାତ୍ୟା ସମୟରେ ଗୁହାଳରୁ ଗାଈଙ୍କୁ ଫିଟେଇବାକୁ ଯାଇଥିବା ସମୟରେ ଗୁହାଳ ଉପରେ ଏକ ନଡ଼ିଆ ଗଛ…
Read More...

ଦିଲ୍ଲୀ ଟେଷ୍ଟରେ ଭାରତର ଦମ୍‌ଦାର ବିଜୟ; ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ୨-୦ରେ ଆଗୁଆ ଦଳ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ବର୍ଡର୍‌-ଗାଭାସ୍କର୍‌ ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ରବିବାର ଦମ୍‌ଦାର ବିଜୟ ହାସଲ କରିଛି ଭାରତ। ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ…
Read More...

ପଞ୍ଚାୟତରେ କରନାଳୀ ନିର୍ମାଣ ନିମ୍ନମାନର ଅଭିଯୋଗ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମରେ ବ୍ଲକ ପକ୍ଷରୁ ନିର୍ମାଣ କରାଯାଉଥିବା କରନାଳୀ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ବାଲିଗୋରଡ଼ ପଞ୍ଚାୟତର…
Read More...

୩୨କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ: ଫୁଲବାଣୀ ସଦର ଅବକାରୀ ବିଭାଗର କର୍ମଚାରୀ ଶୁକ୍ରବାର ସକାଳୁ ପାଟ୍ରୋଲିଂ କରୁଥିବା ସମୟରେ ଗୁଦାରି ଏଆରଷ୍ଟ୍ରିପ ନିକଟରୁ ୩୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏଥିସହ ଅଟୋ, ବାଇକ୍ ଜବତ କରି ୩ଜଣ ଗଞ୍ଜେଇ…
Read More...

ଚୋରାଚାଲାଣ ବେଳେ ଲୁହା ପାଇପ୍‌‌ ବୋଝେଇ ଟ୍ରକ ଜବତ; ୮ ଅଟକ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପୁଲିସ ଲୁହା ପାଣି ପାଇପ୍‌‌ ଚୋରାଚାଲାଣ କରୁଥିବା ଏକ ଟ୍ରକକୁ ଜବତ କରିଛି। ଏହି ଘଟଣାରେ ୮ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଥିବା ସୂଚନା…
Read More...

ସମାଜ ପ୍ରଭାବ: ଭୂତକୋଠି ପାଲଟିଥିବା ଛାତ୍ରୀନିବାସ ପରିର୍ଦଶନ କଲେ ଜିଲାପାଳ

ହରଭଙ୍ଗା: ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଂଚାୟତ ତିଲିକପୁରଠାରେ ଥିବା ଛାତ୍ରୀନିବାସଟି ଭୂତକୋଠି ପାଲଟିଥିବା ଏକ ଶୀର୍ଷକ ଖବର ଗତ ଶୁକ୍ରବାର ସମାଜରେ ପ୍ରକାଶ ପାଇଥିଲା। ଖବରଟିକୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁତୁର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ.. ଓପନର ଖାୱଜାଙ୍କ ୮୧ ରନ ଓ ହ୍ୟାଣ୍ଡସକମ୍ବଙ୍କ ଅପରାଜିତ ୭୨ରନ.. ସାମିଙ୍କୁ ୪, ଅଶ୍ବିନ ଓ ଜାଡେଜାଙ୍କୁ ୩ ଲେଖାଏଁ ୱିକେଟ.. କୋରାପୁଟ ଷ୍ଟେସନ ନିକଟରେ ମାଲ ବୋଝେଇ…
Read More...

ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ; ରେଳ ଚଳାଚଳ ବ୍ୟାହତ

କୋରାପୁଟ(କାର୍ଯ୍ୟାଳୟ): କୋରାପୁଟରୁ ବିଶାଖାପାଟଣା ରେଳ ରାସ୍ତାରେ ପୁଣି ଥରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଶୁକ୍ରବାର କୋରାପୁଟରୁ ସୁକୁ ମଧ୍ୟରେ ତିଆଡି ପୁଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି।…
Read More...

ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁୁରୀ/ଭଦ୍ରକ/ଭୁବନେଶ୍ବର: ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବପୀଠ। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ…
Read More...

ଜଙ୍ଗଲ ନିଆଁ ରୋକିବା ପାଇଁ ନବୋଦୟ ପିଲାଙ୍କ ସଚେତନତା ପଦଯାତ୍ରା

ପାତ୍ରପୁର: ଗଞ୍ଜାମ ଜିଲା ସୁରଙ୍ଗି ଜବାହର ନବୋଦୟ ବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେବା ସଂସ୍ଥାର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…
Read More...

ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା; ବାସଭବନରେ ପୁଲିସ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା। ପୁଲିସ ଇମ୍ରାନଙ୍କୁ ଗିରଫ କରିପାରେ। କୁହାଯାଉଛି ଯେ, ଲାହୋର ପୁଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ତାଙ୍କ…
Read More...

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ରେହେନଭଟା ଗ୍ରାମ ନିକଟରେ ଟିଟିଲାଗଡ଼ ବଲାଙ୍ଗୀର ରାସ୍ତା କଡ଼ରୁ ଶୁକ୍ରବାର ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡ଼ିଥିବା ଦେଖାଯାଇଥିଲା।…
Read More...

ଘରମାଲିକଙ୍କୁ ମରଣାନ୍ତକ ଆକ୍ରମଣ; ଲୁଟିନେଲେ ସର୍ବସ୍ବ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ାଯଇପୁର ଫାଣ୍ଡି ଅରିଲୋ ଗ୍ରାମରେ ଗୃହକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ସର୍ବସ୍ବ। ଦୁର୍ବୃତ୍ତଙ୍କ ସହ ଲଢେଇ କରି ଗୃହକର୍ତ୍ତା କିଶୋର ଚନ୍ଦ୍ର…
Read More...

‘ସାଢେ ତିନି କୋଟି ଓଡ଼ିଆଙ୍କ ମୁହଁରୁ ଅନ୍ନ ଛଡ଼ାଇଲେ କେନ୍ଦ୍ର ସରକାର’

ରେଙ୍ଗାଲିକ୍ୟାମ୍ପ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କିଲୋ ଚାଉଳ ବନ୍ଦ କରିବା ସହ କେନ୍ଦ୍ରର ଚାଷୀ ମାରଣ ନୀତି ଏବଂ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନେଇ ଗୁରୁବାର ଅତାବିରା ବ୍ଲକ ବିଜେଡି ପକ୍ଷରୁ…
Read More...

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସ୍କୁଲ ଶିକ୍ଷାକୁ ମଜଭୁତ୍ କରିବା ପାଇଁ ଭୁବନେଶ୍ୱରଠାରେ ଗୁରୁବାର ଅନୁଷ୍ଠିତ ଦୁଇଦିନିଆ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)ର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମୀ ମାମଲାରେ ଦୋଷୀକୁ ୨୦ବର୍ଷ ସଜା.. ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ.. ଦୋଷୀ ସନ୍ତୋଷ ଭୋଳକୁ ଦଣ୍ଡାଦେଶ ଶୁଣାଇଲେ ପ​‌​‌କ୍ସୋ କୋର୍ଟ.. ପୀଡ଼ିତାକୁ ୭ଲକ୍ଷ…
Read More...

ଚାରିଛକ ବସଷ୍ଟପ୍‌‌ରେ ନାହିଁ ପିଇବା ପାଣି ବ୍ୟବସ୍ଥା

ହରଭଙ୍ଗା: ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଖରାର ପ୍ରକୋପ ବୃଦ୍ଧି ପାଇଲାଣି। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଫେବୃୟାରୀରୁ ଗ୍ରୀଷ୍ମର ପ୍ରକୋପ ଦେଖିଲେ ଆଗକୁ ଅଗ୍ନିବର୍ଷାର ସମ୍ଭାବନା ଆଶଙ୍କା…
Read More...

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡି ପକ୍ଷରୁ ପ୍ରତିବାଦ ସହ ଦାବିପତ୍ର ପ୍ରଦାନ

ମ.ରାମପୁର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କିଲୋ ଚାଉଳ ବନ୍ଦ କରିବା ସହ କେନ୍ଦ୍ରର ଚାଷୀ ମାରଣ ନୀତି ଏବଂ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନେଇ ଗୁରୁବାର କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ବିଜେଡି…
Read More...

ବିଜେଡି ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା

କଲ୍ୟାଣସିଂହପୁର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ବିଜେଡି ପକ୍ଷରୁ ପ୍ରତିବାଦ ଜାରି ରହିଛି।…
Read More...

କୃଷି ଓଡ଼ିଶା-୨୦୨୩ ଉଦ୍‌ଘାଟିତ; ନୂଆ ଟେକ୍ନୋଲୋଜି ବ୍ୟବହାର କରିବାକୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସ୍ଥାନୀୟ ବରମୁଣ୍ଡା ପଡ଼ିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକମାନଙ୍କୁ ଉଦ୍‌ବୋଧନ…
Read More...

ଧାମରା ସବ ପୋଷ୍ଟମାଷ୍ଟରଙ୍କ ଟଙ୍କା ହଡ଼ପ ଘଟଣା; ୩ଦିନ ଧରି ସେବା ବ୍ୟାହତ, ତାଲା ଭାଙ୍ଗି ତଦନ୍ତ ଆରମ୍ଭ

ଧାମରା: ଧାମରା ସବ ପୋଷ୍ଟ ମାଷ୍ଟର ୧୬.୫ଲକ୍ଷ ଟଙ୍କା ନେଇ ଗତ ସୋମବାର ଭଦ୍ରକ ମୁଖ୍ୟ ପୋଷ୍ଟ ଅଫିସକୁ ଯାଉଛନ୍ତି ବୋଲି ମୁଖ୍ୟ ଅଧିକାରୀଙ୍କୁ ଫୋନ ଯୋଗେ କହିବା ଏବଂ ଦୀର୍ଘ ୩ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ…
Read More...

ଜବର ଦଖଲ ଉଚ୍ଛେଦ ନେଇ ରାସ୍ତାକାମ ବନ୍ଦ କଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଭୂର୍ଶିପାଲି ମୁଖ୍ୟ କେନାଲରୁ ବାହାରିଥିବା ଭାଲୁପାଲି ଡିଷ୍ଟ୍ରିବ୍ୟୁଟାରିଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ପାଇଁ ଅଞ୍ଚଳବାସୀ ଅନେକ ଦିନରୁ ସପ୍ନ ଦେଖିଆସିଥିଲେ । ବହୁ ଦିନର…
Read More...

ପାକିସ୍ତାନ: ଟ୍ରେନ୍‌ରେ ବିସ୍ଫୋରଣ, ୨ ମୃତ ଓ ୪ ଗୁରୁତର

ପେଶାୱର: ପାକିସ୍ତାନରେ ଗୁରୁବାର ସକାଳେ ଏକ ଟ୍ରେନରେ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର…
Read More...

ନଳକୂପ ଅଚଳ; ପାଣି ପାଇଁ ଲୋକେ ହନ୍ତସନ୍ତ

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ସଦରମହକୁମା ଛକରେ ଥିବା ନଳକୂପଟି ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ଏହି ନଳକୂପ ଉପରେ ସାହିର ପାଖାପାଖି ପଚାଶ…
Read More...

୧୫.୫ଲକ୍ଷ ଟଙ୍କା ସହ ପୋଷ୍ଟ ମାଷ୍ଟର ଫେରାର; ନିଖୋଜ ଏତଲା ଦେଲେ ପତ୍ନୀ

ଧାମରା: ଧାମରା ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ୨ଦିନ ହେବ ଗାଏବ ଅଛନ୍ତି ବୋଲି ତାଙ୍କ ପତ୍ନୀ ଧାମରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି, ସତ୍ୟମ ସୁନ୍ଦରମ ମଙ୍ଗଳମ ଦାସ…
Read More...

ସିଲେଇ ତାଲିମର ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ

ନବରଙ୍ଗପୁର: ସ୍ଥାନୀୟ କୋଣାର୍କ ଆଇଟିଆଇ ପରିସରରେ ବୁଧବାର ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ଯୁବତୀଙ୍କୁ ୪୦ ଦିନର ସିଲେଇ ତାଲିମ ପ୍ରଦାନର ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିବିସି କାର୍ଯ୍ୟାଳୟରେ ଆୟକର ସର୍ଭେକୁ କଂଗ୍ରେସ ନିନ୍ଦା କରିଛି.. ବିବିସି ବିରୋଧରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଦେଶର ଭାବମୂର୍ତ୍ତି ନଷ୍ଟ କରୁଛି ବୋଲି କହିଛି କଂଗ୍ରେସ.. ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି…
Read More...

କାଞ୍ଚଲି ଗାଁରେ ବାଘ ଆତଙ୍କ

ଲାଞ୍ଜିଗଡ଼: ଧିରେ ଧିରେ ବାଘ ସଂଖ୍ୟା ଲୋପ ପାଇବାକୁ ବସିଥିବାବେଳେ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଅପରପକ୍ଷେ, କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ତଥା ଲାଞ୍ଜିଗଡ଼…
Read More...

ଟ୍ରେନ ଉପରେ ସେଲ୍‌ଫି ନେବା ହେଲା କାଳ; ଜଳିଗଲେ ବାଳକ

କଲ୍ୟାଣସିଂହପୁର: ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ। ୨୫କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ବାଳକ। ଏଥିସହ ଅନ୍ୟ ଦୁଇଜଣ ବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
Read More...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଗଣଧାରଣା

ନବରଙ୍ଗପୁର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ…
Read More...

ଜୋର ଧରିଲା ଚାଉଳ ରାଜନୀତି; ବିକ୍ଷୋଭ ପ୍ରଦର୍ଶନ ସହ ବିଜେଡିର ଦାବିପତ୍ର ପ୍ରଦାନ

କଲମପୁର : ଆରମ୍ଭ ହେଇଯାଇଛି ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୀତି। କେଉଁ ଦଳ କେଉଁ ଅସ୍ତ୍ର ଧରି ରାଜନୀତି ମଇଦାନକୁ ଓହ୍ଲାଇବେ ପ୍ରତିପକ୍ଷଙ୍କୁ ପ୍ରତିହତ କରିବା ପାଇଁ ସେନେଇ ଚାଲିଛି ପ୍ରସ୍ତୁତି। ନିକଟରେ ପ୍ରକାଶିତ…
Read More...

ବିଜେପିର ବିକ୍ଷୋଭ ସମୟରେ ଜୟ ନାରାୟଣ ମିଶ୍ର ଓ ପୁଲିସ ଧସ୍ତାଧସ୍ତି

ସମ୍ବଲପୁର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ନେଇ ବୁଧବାର ସମ୍ବଲପୁର ଜିଲା ବିଜେପି ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ…
Read More...

ବାତ୍ୟା ପରେ ଶକ୍ତିଶାଳୀ ଭୂକମ୍ପ; ନ୍ୟୁଜିଲାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ

ୱେଲିଂଟନ: ବାତ୍ୟାର ବିଭୀଷିକାରେ ବେହାଲ୍‌ ନ୍ୟୁଜିଲାଣ୍ଡରେ ଏବେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍‌ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି। ରିକ୍ଟର…
Read More...

କେନ୍ଦୁଝରରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଘୋଷଣା; ପ୍ରତିଶ୍ରୁତି ନା ପ୍ରତାରଣା ? 

କେନ୍ଦୁଝରଗଡ଼: ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ସର୍ବଦା ସମୃଦ୍ଧ କରି ଆସୁଥିବା ଖଣି ବହୁଳ କେନ୍ଦୁଝର ଜିଲାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ, ବୃହତ୍‌‌ ଇସ୍ପାତ ପ୍ରକଳ୍ପ, ଧରଣୀଧର ସ୍ୱୟଂଶାସିତ…
Read More...

ରେଙ୍ଗାଲି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ପାଇଁ ଦାବୀ

ରେଙ୍ଗାଲି: ରେଙ୍ଗାଲିଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନିଉ)ରେ ଗତ ଦୁଇ ସପ୍ତାହ ହେଲା ଡାକ୍ତର ନାହାନ୍ତି। ଫଳରେ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି.. ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଅଛନ୍ତି.. ମ୍ୟାଲେରିଆ…
Read More...

ଆଫ୍ରିକୀୟ ଦେଶରେ ବ୍ୟାପିଛି ମାରବର୍ଗ ଭୂତାଣୁ; କରୋନାଠାରୁ ମାରାତ୍ମକ

ନୂଆଦିଲ୍ଲୀ: ମହାମାରୀ କରୋନା କବଳରୁ ବିଶ୍ବ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବା ବେଳେ ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ଏବେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ନେଚର କ୍ୟାମ୍ପ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ପ୍ରକୃତିକୁ ଜାଣିବା ଓ ତାହାର ସଂରକ୍ଷଣ କରିବା ପାଇଁ ଏକ ନେଚର କ୍ୟାମ୍ପ ହରଭଙ୍ଗା ବ୍ଲକର ପୁରୁଣାକଟକ ଅନ୍ତର୍ଗତ ଯାଜପୁର ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ…
Read More...

ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅନୁମତି ପ୍ରଦାନ କରିଥିବାରୁ ନାଗରିକ କମିଟି ପକ୍ଷରୁ କୃତଜ୍ଞତା 

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ନିର୍ମାଣରେ କ୍ଷତିଗ୍ରସ୍ତ ବୌଦ୍ଧ ଜିଲାର ଜଙ୍ଗଲ ଜମି ଅନୁମତି ନେଇ ଦୀର୍ଘଦିନ ହେଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଲୁଚକାଳି ଖେଳ ଚାଲିଥିବାବେଳେ ଏହି ବହୁ…
Read More...

ଜନ୍ମମାଟିରେ ଉତ୍କଳମଣିଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ସ୍ଥାପିତ

ସାକ୍ଷୀଗୋପାଳ: ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ୨୮.୮ କୋଟି ଟଙ୍କା ଅନୁଦାନରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରକଳ୍ପ…
Read More...

ଆଇଏଏସ ସମ୍ମିଳନୀ ଉଦ୍‌ଘାଟିତ; ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ମଙ୍ଗଳବାର ଉଦଘାଟନ କରିଛନ୍ତି। ପ୍ରଥମ ଦିନରେ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ…
Read More...

‘ପୁରୀ କୃଷି ବିଜ୍ଞାନ କେନ୍ଦ୍ର ରାଷ୍ଟ୍ରର ଏକ ଆଦର୍ଶ ମଡେଲ’

ସାକ୍ଷୀଗୋପାଳ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦେଶକ(ସମ୍ପ୍ରସାରଣ) ଡ. ୟୁ.ଏସ. ଗୌତମ, ଅଟାରି କଲିକତାର ନିର୍ଦେଶକ ଡ. ପ୍ରଦୀପ କୁମାର ଦେ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ସମ୍ପ୍ରସାରଣ…
Read More...

ଡାଲମିଆ ସିମେଣ୍ଟ ତରଫରୁ ସଚେତନତା କର୍ମଶାଳା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ବଡପଶିଠାରେ ଡାଲମିଆ ସିମେଣ୍ଟ ତରଫରୁ ମିସ୍ତ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଡାଲମିଆ ସିମେଣ୍ଟର ଯାନ୍ତ୍ରୀକ ସେବା ଯନ୍ତ୍ରୀ ଇଂ ଅନିଶ…
Read More...

କଛପ ଗତିରେ ଚାଲିଛି ଝୁମ୍ପୁରା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ

ଝୁମ୍ପୁରା: ଝୁମ୍ପୁରାଠାରେ ନୂତନ ଭାବରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନୂତନ ବସଷ୍ଟାଣ୍ଡା ନିର୍ମାଣ କରୁଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମକୁ ଆଗେଇ ନେବା ଦିଗରେ ଆଦୌ ଗୁରୁତ୍ୱ ଦେଉ…
Read More...

୧୫ରେ ଜିଲାପାଳ କାର୍ଯ୍ୟାଳୟ ଘେରିବ ବିଜେପି

ସମ୍ବଲପୁର: ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ନିଜର ପ୍ରାକ ପ୍ରସ୍ତୁତି ଓ ରଣନୀତିଗୁଡ଼ିକୁ ଚୂଡାନ୍ତ କରିବା ଆରମ୍ଭ କରିଛନ୍ତି। ଏଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଗାମୀ ୧୫ ତାରିଖରେ ସାରା ରାଜ୍ୟରେ…
Read More...

ଦୂରତା ସୂଚନାଫଳକ ପ୍ରତି ପୂର୍ତ୍ତ ବିଭାଗର ନିଘା ନାହିଁ

ରାମନାଗୁଡା: ରାୟଗଡା ଜିଲା ରାମନାଗୁଡା ମୁଖ୍ୟ ବଜାରରେ ଗତ କିଛି ଦିନ ତଳେ ଅନ୍ୟ ସହରର ଦୂରତା ଜାଣିବା ନିମନ୍ତେ ଏକ ପିଲର ନିର୍ମାଣ କରି ଉପରି ଭାଗରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୂରତା ହୋର୍ଡିଂ ଲଗା ଯାଇଥିଲା। କିନ୍ତୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ସହିଦ ନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ.. ଦିନ ଦ୍ୱିପହରରେ ସ୍କୁଲ୍‌ ବସ୍‌କୁ ରୋକି ଭଙ୍ଗାରୁଜା କରିବା ସହ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ.. ସହିଦ ନଗର ଖଣ୍ଡୁଆଳୀ ମନ୍ଦିର…
Read More...

ବିଦେଶରେ ସ୍ଵର୍ଣ୍ଣ ପଦକ ଜିତିଲେ ନବରଙ୍ଗପୁରର ବାପା-ପୁଅ

ନବରଙ୍ଗପୁର: ଚଳିତ ମାସ ୧୧ ଓ ୧୨ ଫେୃଆୟାରୀରେ ଜାପାନର କେଶାରଜୁ, ଚିବାକାନ ସହର ଟୋକିଓରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ବାପାପୁଅ ଯୋଡ଼ି ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।…
Read More...

ଦୁର୍ଘଟଣାରେ ଯୁବକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର କଲୋନୀ ସାହିର ଯୁବକ ପ୍ରଶାନ୍ତ ପ୍ରାସ୍କା(୨୦)ଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୁଲିସ କହିବା ଅନୁଯାୟୀ, ଏକ ଗାଡ଼ିରେ…
Read More...

ୟଶ ଓ ଋଷଭ ଶେଟ୍ଟୀଙ୍କୁ ସାକ୍ଷାତ କଲେ ମୋଦୀ; ସାଉଥ୍‌ ସିନେ ଶିଳ୍ପକୁ ପ୍ରଶଂସା କରି କହିଲେ..

ବେଙ୍ଗାଲୁରୁ: ଦକ୍ଷିଣ ଭାରତୀୟ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍‌’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା…
Read More...

ସଂଗ୍ରାମୀ ମାଟି ପାହାର ଶ୍ରିଗିଡ଼ାରେ ବିଧାୟିକାଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶିଳାନ୍ୟାସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ମାଟି ପାହାର ଶ୍ରିଗିଡ଼ାରେ ବୀରତା ଦିବସ ଅବସରରେ ରବିବାର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମାର୍କେଟ ଛକରେ ଗଣ ସମାଜ ଦ୍ଵାରା ନିର୍ମିତ ଜମିଦାର ସ୍ବର୍ଗତ…
Read More...

ମେଡିକାଲ କଲେଜ ସହ କେନ୍ଦୁଝରବାସୀଙ୍କୁ ୪୭୦୩.୨୪ କୋଟିର ଭେଟି

କେନ୍ଦୁଝରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁଝର ଗସ୍ତରେ ଯାଇ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ଜିଲାବାସୀଙ୍କୁ ମୋଟ୍‌ ୪୭୦୩.୨୪ କୋଟି ଟଙ୍କାର ବିଭିନ୍ନ…
Read More...

ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ନଷ୍ଟ ହେଉଛି କାଜୁ ଗଛ

ଝୁମ୍ପୁରା: ଝୁମ୍ପୁରା ନହବେଡା ପଞ୍ଚାୟତ ବାଘିଆନସା ଗ୍ରାମରେ ଓଟିଇଏଲପି ଏବଂ ଚମ୍ପୁଆ ଆଇଟିଡିଏ ତରଫରୁ ୨ ହେକ୍ଟର ଜମିରେ ମନରେଗା ଯୋଜନାରୁ କାଜୁ ଗଛ ଲାଗିଥିଲା। କାଜୁ ଗଛ ଲାଗିବା ପରେ କାଜୁ ଗଛର ରକ୍ଷଣାବେକ୍ଷଣ କରିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେଡିର ବୈଠକ

ଝୁମ୍ପୁରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁଝର ଜିଲା ଗସ୍ତ କରି ଜିଲାର ମେଡିକାଲ କଲେଜ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ଉଦଘାଟନ କରିବେ। ଏଥିପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ସରିଥିବା ବେଳେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

-ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି -ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ…
Read More...

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରଥମ ଭାଗ ଉଦ୍‌ଘାଟନ କଲେ ମୋଦୀ: କହିଲେ- ଏହା ବିକଶିତ ଭାରତର ଚିତ୍ର

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ଦିଲ୍ଲୀ-ଦଉସା-ଲାଲସୋଟ ଭାଗକୁ ଉଦ୍‌ଘାଟନ କରିଛନ୍ତି। ଏଥି ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ…
Read More...

ଥାନାରେ ଭୟାବହ ଅଗ୍ନିକାଣ୍ଡ; ଜବତ ଗାଡ଼ି ଜଳିଗଲା

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପରିସରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଥାନା ପରିସରରେ ଜବତ ହୋଇ ରହିଥିବା ଅନେକ ଗାଡି ଜଳି ପୋଡ଼ି ପାଉଁଶ ହୋଇଯାଇଛି।…
Read More...

ଧରଣୀଧର ମହାବିଦ୍ୟାଳୟକୁ ମିଳିଲା ବିଶ୍ଵବିଦ୍ୟାଳୟ ମାନ୍ୟତା

କେନ୍ଦୁଝର: କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ଭିଡିଓ ବାର୍ତ୍ତା ଜରିଆରେ ଏନେଇ ଘୋଷଣା କରିଛନ୍ତି। ବାରିପଦା ମହାରାଜା…
Read More...

ଆଦିଲଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ମହୀଶୂର ଥାନାରେ ଏତଲା

ମୁମ୍ବାଇ: ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବିବାହ ପରଠାରୁ ହିଁ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଛି। ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ…
Read More...

୪ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ରିଜିଜୁଙ୍କ ସୂଚନା ମୁତାବକ, ରାଜସ୍ଥାନ…
Read More...