ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ Samaja Digital (PM) Mar 24, 2023 କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ସ୍ପେଶାଲ କୋର୍ଟ ଫାଷ୍ଟ ଟ୍ରାକ୍ କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଗାଁ ଥାନା ଭୋଳବେଡା ଗ୍ରାମର ଜଣେ ୧୫… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 24, 2023 ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ନିଷ୍ପତ୍ତି ତରବରିଆ ଓ ଉଦ୍ଦେଶ୍ୟ ପ୍ରଣୋଦିତ – କଂଗ୍ରେସ.. ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ.. ସାଂସଦ ପଦ ରଦ୍ଦ ନେଇ ଲୋକସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ..… Read More...
ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ; ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ହେବ ଯଥୋଚିତ… Samaja Digital (PM) Mar 24, 2023 ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ନିର୍ବାଚନ ପାଇଁ ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀମାନେ ନିଜର ନିଜର ପ୍ରଚାର ପ୍ରସାର ବଢାଇବା ପାଇଁ ଓ ସମର୍ଥକ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ଚାଲିଥିବା… Read More...
ଦ୍ଵିତୀୟ ରାଜ୍ୟ ର୍ୟାକିଂ ତିରନ୍ଦାଜ ପ୍ରତିଯୋଗିତା ପାଇଁ କଳାହାଣ୍ଡିର ୧୫ ପ୍ରତିଯୋଗୀଙ୍କ କୋରାପୁଟ ଗସ୍ତ Samaja Digital (PM) Mar 24, 2023 ଲାଞ୍ଜିଗଡ:ଓଡ଼ିଶାର କୋରାପୁଟ ଜିଲ୍ଲା ସୁନାବେଡା ସାଇ ହଲ୍ ଠାରେ ମାର୍ଚ୍ଚ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ରାଜ୍ୟ ର୍ୟାକିଂ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି… Read More...
ଜୀ-ସାର୍ଥକରେ ବିବାହ ମହୋତ୍ସବ Samaja Digital (PM) Mar 24, 2023 ଭୁବନେଶ୍ବର: ଜୀ-ସାର୍ଥକରେ ଆସିଛି ବିବାହ ଋତୁ । ତିନୋଟି ମେଗା ଧାରାବାହିକରେ ହେବ ମହାମିଳନ । ଦର୍ଶକଙ୍କ ମନକୁ ଛୁଇଁବ ଏହି ସବୁ ମେଗା ଧାରାବାହିକ କାହାଣୀର ଟ୍ୱିଷ୍ଟ । ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା… Read More...
ବସ୍ରୁ ବିପୁଳ ପରିମାଣର କଫସିରପ ଜବତ, ୩ ଗିରଫ Samaja Digital (PM) Mar 24, 2023 ବଲାଙ୍ଗିର: ଏକ ଯାତ୍ରୀବାହୀ ବସ୍ରୁ ଶୁକ୍ରବାର ୨୨୪୦ ବୋତଲ କଫସିରପ ଜବତ କରିଛି ଟାଉନ୍ ପୁଲିସ। ଏଥି ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗତ ୭ଦିନ ତଳେ ଏକ ବଡ ଚଢାଉ କରାଯାଇ ପ୍ରାୟ ୧୨,୯୬୦ ବୋତଲ… Read More...
ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା Samaja Digital (PM) Mar 24, 2023 କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ସ୍ଥାନୀୟ ଲ୍ୟାମ୍ପ ପକ୍ଷରୁ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଲ୍ୟାମ୍ପ… Read More...
ପରିଣୀତିଙ୍କ ନାଁ ଶୁଣି ଲାଜେଇ ଗଲେ ଆପ୍ ସାଂସଦ, ବିବାହକୁ ନେଇ କହିଲେ.. Samaja Digital (PM) Mar 24, 2023 ନୂଆଦିଲ୍ଲୀ: ରାଜନେତା ଏବଂ ଚଳଚ୍ଚିତ୍ର ତାରକାଙ୍କ ଡେଟିଂ ଖବର କିଛି ନୂଆ କଥା ନୁହେଁ। କିନ୍ତୁ ପ୍ରତ୍ୟେକ ଥର ଏପରି କିଛି ମିଳନ ଘଟିଲେ ଏହା କେବଳ ରାଜନୀତି ଏବଂ ଚଳଚ୍ଚିତ୍ର ଜଗତରେ ଆଲୋଚନାର ବିଷୟ ହୋଇ ନଥାଏ, ବରଂ… Read More...
୧୫ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ; ମାଫିଆ ଫେରାର Samaja Digital (PM) Mar 23, 2023 ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଲାଣ ଓ ଚାଷ କମିବାରେ ନାଁ ଧରୁନି। ଗୋଟିଏ ପଟେ ଫିରିଙ୍ଗିଆ ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଧର ପଗଡ ସହ ଗଞ୍ଜେଇ ଜବତ ଏବଂ ଚାଲାଣକାରୀକୁ ଗିରଫ କରି କୋର୍ଟ… Read More...
ଲୋକ ଉନ୍ନତି ସଂଗଠନ ପକ୍ଷରୁ ତୁରେକେଲା ବିଡିଓଙ୍କୁ ଦାବିପତ୍ର Samaja Digital (PM) Mar 23, 2023 କଣ୍ଟାବାଞ୍ଜି: ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତୁରେକେଲା ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରେକେଲା ବ୍ଲକର ୫ ଗୋଟି ପଞ୍ଚାୟତକୁ ସ୍ୱଚ୍ଛ ପାନୀୟ ଜଳର… Read More...
ଜଙ୍ଗଲ ନିଆଁ ନିର୍ବାପନ ନିମନ୍ତେ ସଚେତନତା ଶିବିର Samaja Digital (PM) Mar 23, 2023 ରେଙ୍ଗାଲି: ରେଙ୍ଗାଲି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ଗୁରୁବାର ଜଙ୍ଗଲ ନିଆଁ ନିର୍ବାପନ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି… Read More...
ରେଙ୍ଗାଲିରେ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା Samaja Digital (PM) Mar 23, 2023 ରେଙ୍ଗାଲି: ରେଙ୍ଗାଲି ପୁରୁଣାବସ୍ତିଠାରେ ଥିବା କଳ୍ୟାଣ ମଣ୍ଡପରେ ରେଙ୍ଗାଲି ସେବା-ସମବାୟ ସମିତି ପକ୍ଷରୁ ଗୁରୁବାର ବ୍ୟାଙ୍କିଂ ସେବା ଏବଂ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ରେଙ୍ଗାଲି ସେବା-ସମବାୟ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 23, 2023 ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର.. ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା.. ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଥିବା ନେଇ ସୂଚନା.. ନବୀନ ନିବାସରେ… Read More...
ଖାକି ପୋଷାକରେ ମୃଣାଳ; ରିଲିଜ୍ ହେଲା ‘ଗୁମରାହ’ ଟ୍ରେଲର Samaja Digital (PM) Mar 23, 2023 ମୁମ୍ବାଇ: ଆଦିତ୍ୟ ରୟ କପୁର ଓ ମୃଣାଳ ଠାକୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁମରାହ’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ଏଥିରେ ମୃଣାଳ ଖାକି ପୋଷାକରେ ନଜର ଆସିଛନ୍ତି। ଫିଲ୍ମରେ ସେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ… Read More...
ରାହୁଲଙ୍କୁ ମିଳିଲା କେଜ୍ରିୱାଲଙ୍କ ସମର୍ଥନ Samaja Digital (PM) Mar 23, 2023 ନୂଆଦିଲ୍ଲୀ: ୨୦୧୯ରେ କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ କହିଥିଲେ ଯେ, ମୋଦୀ ସାଙ୍ଗିଆ ଥିବା ବ୍ୟକ୍ତିମାନେ ଚୋର କାହିଁକି ହୋଇଥାଆନ୍ତି। ତାଙ୍କର ଏହି ବୟାନ ପରେ ଆରମ୍ଭ ହୋଇଥିଲା ବିବାଦ। ଏହାକୁ ନେଇ ପଶ୍ଚିମ ସୁରଟ… Read More...
ପାକିସ୍ତାନରେ ଜଳ ସଙ୍କଟ; ୩ କୋଟି ପାକିସ୍ତାନୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ Samaja Digital (PM) Mar 23, 2023 କରାଚୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ବର୍ତ୍ତମାନ ଜଳାଭାବ ଦେଖା ଦେଇଛି। ଦିନକୁ ଦିନ ପାକିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ମୁତାବକ, ପାକିସ୍ତାନର ୨୪ଟି ପ୍ରମୁଖ ସହରରେ… Read More...
ଥାନାକୁ ଗଲା ବିରଳ ଏଣ୍ଡୁଅ Samaja Digital (PM) Mar 22, 2023 ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ବୁଧବାର ମଧ୍ୟାହ୍ନ ମସୟରେ ଜଣେ ବ୍ୟକ୍ତି ଗୋଟିଏ ବିରଳ ଏଣ୍ଡୁଅକୁ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା… Read More...
ହରଭଙ୍ଗା ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା Samaja Digital (PM) Mar 22, 2023 ହରଭଙ୍ଗା: ଗ୍ରୀଷ୍ମ ଆରମ୍ଭରୁ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଛି। ସମ୍ପ୍ରତି ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଲୋକଙ୍କ ପାଇଁ… Read More...
ବିନା ପ୍ରଚାର ପ୍ରସାରରେ ଶେଷହେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା Samaja Digital (PM) Mar 22, 2023 ହରଭଙ୍ଗା: ଓଡ଼ିଶା ସାମାଜିକ ସୁରକ୍ଷା ଉତ୍ତରଦାୟିତ୍ୱ ଓ ସୁରକ୍ଷା ସମିତି ଆନୁକୂଲ୍ୟରେ ବୁଧବାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମନରେଗା ଏବଂ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ… Read More...
ଆର୍ଏସ୍ଏସ୍ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳନ Samaja Digital (PM) Mar 22, 2023 ପିପିଲି: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ପିପିଲି ପ୍ରଖଣ୍ଡ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନବବର୍ଷ ସମାରୋହରେ ପାଳିତ ହୋଇଯାଇଛି। ଏହି… Read More...
ଏଲଓସି ନିକଟରେ ମା’ ଶାରଦାଙ୍କ ମନ୍ଦିର ଉଦ୍ଘାଟନ କଲେ ଶାହ, କହିଲେ-‘‘…ଆରମ୍ଭ’’ Samaja Digital (PM) Mar 22, 2023 ଶ୍ରୀନଗର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କାଶ୍ମୀରର କରନାହ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ମା’ ଶାରଦା ଦେବୀଙ୍କ ମନ୍ଦିର ଉଦ୍ଘାଟନ କରିଛନ୍ତି। ଭିଡିଓ କନ୍ଫରେନ୍ସ ଜରିଆରେ… Read More...
ରଶି ଲଗାଇ ନବବଧୂଙ୍କ ଆତ୍ମହତ୍ୟା; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ Samaja Digital (PM) Mar 22, 2023 ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତ ଅଧିନ ଧୁରୁକୁଡିଆ ଗ୍ରାମରେ ଜଣେ ନବବଧୂ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଧୁରୁକୁଡିଆ ଗ୍ରାମର ମୁରଲୀଧର ପତ୍ରୀଙ୍କ ପୁଅ… Read More...
ଅଜଣା ଗାଡ଼ି ଧକ୍କାରେ ଯୁବତୀଙ୍କ ମୃତ୍ୟୁ Samaja Digital (PM) Mar 22, 2023 ଆଠଗଡ଼: ମୁଣ୍ଡଳୀ-ଆଠଗଡ଼ ରାସ୍ତାର ବେତଖୋଲି ଛକ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ବେତଖୋଲି ଗ୍ରାମର ଅଭିରାମ ପ୍ରଧାନଙ୍କ ଝିଅ କାନ୍ତିଲତା ପ୍ରଧାନ ବୋଲି… Read More...
୫-ଟି ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ ଅନୁଧ୍ୟାନ କଲେ ବିଡିଓ Samaja Digital (PM) Mar 22, 2023 କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ପୂଜାରିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ୫-ଟିର ରୂପାନ୍ତରଣ କାର୍ଯ୍ୟ ବିଡିଓ ଡକ୍ଟର ସୁନୀଲ ଖରା ଓ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ… Read More...
ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ Samaja Digital (PM) Mar 22, 2023 କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପସୀଠାରେ ବୁଧବାର ପୂର୍ବାହ୍ନରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୁକ୍ତାପସୀ ଗ୍ରାମର ସରୋଜ ବିଶ୍ୱାଳଙ୍କ ପତ୍ନୀ… Read More...
ଟ୍ରକ-ପିକ୍ଅପ୍ ମୁହାଁମୁହିଁ ଧକ୍କା; ୩ ଗୁରୁତର Samaja Digital (PM) Mar 21, 2023 ବୋଲଗଡ଼: ବୋଲଗଡ଼ ବ୍ଲକ ଜାତୀୟ ରାଜପଥ ୫୭ ହଡାନଈ ବ୍ରିଜ ନିକଟରେ ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏକ ଟ୍ରକ ଓ ପିକଅପ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପିକ୍ଅପ୍ ଚାଳକଙ୍କ ସହ ୨ଜଣ ଯୁବତୀ ଗୁରୁତର… Read More...
ଓଲଟିଲା ପାରାମିଲିଟାରୀ ଗାଡ଼ି; ଅଳ୍ପକେ ବର୍ତ୍ତିଲେ ଯବାନ Samaja Digital (PM) Mar 21, 2023 ବୋଲଗଡ: ବୋଲଗଡ଼ ଥାନା ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପର ଅନତି ଦୂରରେ ଏକ ପାରାମିଲିଟାରୀ ଗାଡ଼ି ମଙ୍ଗଳବାର ଭାରସାମ୍ୟ ହରାଇ ରାସ୍ତା କଡ଼ ବିଲ ମଧ୍ୟକୁ ଖସି ପଡିଛି। ସୂଚନା ଅନୁଯାୟୀ, ଗାଡି… Read More...
ଉରଲାଦାନୀ ଅଞ୍ଚଳରେ ବ୍ୟାପକ ଗଛ କଟା; ବନ ବିଭାଗ ନିରବ Samaja Digital (PM) Mar 21, 2023 ମ.ରାମପୁର: ସରକାର ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ କାଠ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 21, 2023 ଆସିଲା ଡିଜେ ଆଜେକ୍ସଙ୍କ ବ୍ୟବଛେଦ ରିପୋର୍ଟ.. ବାନ୍ଧବୀଙ୍କ ବୟାନ ରେକର୍ଡ କଲା ପୁଲିସ.. ଆସୁଛି ଆଉ ଏକ ପଶ୍ଚିମା ଝଡ଼.. ୨୩ମାର୍ଚ୍ଚ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର… Read More...
‘ହ୍ୟାରି ପୋଟର’ ଅଭିନେତା ପଲ୍ ଗ୍ରାଣ୍ଟଙ୍କ ପରଲୋକ Samaja Digital (PM) Mar 21, 2023 ନୂଆଦିଲ୍ଲୀ: ‘ହ୍ୟାରି ପୋଟର ଆଣ୍ଡ୍ ଦି ସୋର୍ସେରର୍ସ ଷ୍ଟୋନ’ ଓ ‘ଷ୍ଟାର ୱାର୍ସ: ରିଟର୍ଣ୍ଣ ଅଫ୍ ଦି ଜେଡି’ ଭଳି ଲୋକପ୍ରିୟ ହଲିଉଡ଼ ଚଳଚ୍ଚିତ୍ରରେ ଦମ୍ଦାର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପଲ୍ ଗ୍ରାଣ୍ଟଙ୍କ… Read More...
ଜିଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ Samaja Digital (PM) Mar 21, 2023 ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀ ସଭାଗୃହ ପ୍ରାଙ୍ଗଣରେ ବୌଦ୍ଧ ବନଖଣ୍ଡ ଆନୁକୂଲ୍ୟରେ ମଙ୍ଗଳବାର ଜିଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ… Read More...
୩ ଦିନିଆ ଓଡ଼ିଶା ଗସ୍ତରେ ମମତା ବାନାର୍ଜୀ Samaja Digital (PM) Mar 21, 2023 ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀ… Read More...
ପଦ୍ମପୁର ଲ୍ୟାମ୍ପ୍ସ ତରଫରୁ ପଞ୍ଚାୟତସ୍ତରୀୟ ବ୍ୟାଙ୍କିଂ ସେବା ସହ ଋଣ କର୍ମଶାଳା ଅନୁଷ୍ଠିତ Samaja Digital (PM) Mar 21, 2023 ପଦ୍ମପୁର: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ପଞ୍ଚାୟତରେ ହେଉଛି ସମବାୟ ବ୍ୟାଙ୍କ ତରଫରୁ ସଚେତନତା କାର୍ଯ୍ୟକ୍ରମ। ଏହି କ୍ରମରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ସମସ୍ତ ପଞ୍ଚାୟତରେ ଏହି ସଚେତନତା… Read More...
ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳ ଆମେରିକା ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଉପ ମୁଖ୍ୟ ମନୋନୀତ Samaja Digital (PM) Mar 21, 2023 ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଏନେଇ… Read More...
ଗଞ୍ଜେଇ ସହ ବୋଲେରୋ ଜବତ; ୩ ଗିରଫ Samaja Digital (PM) Mar 20, 2023 ସମ୍ବଲପୁର : ସମ୍ବଲପୁର ଦେଇ ନିୟମିତ ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ଅବକାରୀ ବିଭାଗ ପାଟ୍ରୋଲିଂ ଓ ଚେକିଂ କରୁଛି। ଏହି କ୍ରମରେ ସୋମବାର ଅଇଁଠାପାଲି ଥାନା ସମ୍ମୁଖ ଦେଇ ଚାଲାଣ ହେଉଥିବା ଗଞ୍ଜେଇ… Read More...
ଛାତ୍ରଙ୍କ ସୁରକ୍ଷା ନେଇ ଥାନାଧିକାରୀଙ୍କୁ ଭେଟିଲା ଏବିଭିପି Samaja Digital (PM) Mar 20, 2023 ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଦେହେରିପାଲି ଅଞ୍ଚଳରେ ଛାତ୍ରଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଥିବା ଘଟଣାରେ ଛାତ୍ରଙ୍କ ସୁରକ୍ଷା ପାଇଁ ଅଖିଳ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ ସମ୍ପାଦକ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 20, 2023 ଯୌତୁକ ପାଇଁ ବଧୂ ହତ୍ୟା.. ଶାଶୂ ଓ ସ୍ବାମୀକୁ ଆଜୀବନ.. ଶାଶୂ ଚଞ୍ଚଳା ସାହୁ ଓ ସ୍ବାମୀ ସୁରେନ୍ଦ୍ର ସାହୁଙ୍କୁ ଆଜୀବନ କାରାଦଣ୍ଡ.. ଆଜୀବନ ଜେଲ ସହ ୧୦ହଜାର ଜରିମାନା କଲେ ଏଡିଜେ କୋର୍ଟ.. ୨୦୧୯ରେ କୋରେଇ ଥାନା ଜଳନ୍ଦା… Read More...
ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପକ୍ଷୀ Samaja Digital (PM) Mar 20, 2023 କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ରାଇବୋଲ ଗ୍ରାମରୁ ଏକ ବିରଳ ପ୍ରଜାତିର ବିରାଟକାୟ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଛି। ଉଦ୍ଧାର ପକ୍ଷୀର ଉଚ୍ଚତା ପ୍ରାୟ ୩ ଫୁଟ ହେବ। ଗତ ରାତିରେ ଝଡ ତୋଫାନରେ କେଉଁ ଆଡୁ ଆସି… Read More...
୧୯୦୪ ମସିହାର ବିଦ୍ୟାଳୟ ଖୋଜୁଛି ବିକାଶ Samaja Digital (PM) Mar 20, 2023 ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ପାହାର ଶ୍ରିଗିଡା ଗ୍ରାମରେ ରହିଛି ୧୯୦୪ ମସିହାର ଶତାଧିକ ବର୍ଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଛାତ୍ରଛାତ୍ରୀ ସଂଖ୍ୟାରେ ବ୍ଲକର ସବୁଠାରୁ ଅଗ୍ରଣୀ ବିଦ୍ୟାଳୟ କହିଲେ… Read More...
୧୪ ଦିନ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି Samaja Digital (PM) Mar 20, 2023 ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ୧୪ ଦିନ ବୃଦ୍ଧି କରିଛନ୍ତି। ଏବେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀର… Read More...
ପାନୀୟଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ମନମୁଖୀ କାମ ଯୋଗୁଁ ଶିକ୍ଷା ଓ ସ୍ଵାସ୍ଥ୍ୟ ବାଧାପ୍ରାପ୍ତ Samaja Digital (PM) Mar 20, 2023 ରେଙ୍ଗାଲିକ୍ୟାମ୍ପ : ପାନୀୟଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଯୋଜନାରେ ବର୍ତ୍ତମାନ ଗଙ୍ଗାଧର ପାନୀୟ ଜଳ ପ୍ରକଳ୍ପ ଯୋଜନାର ନିର୍ମାଣ କାର୍ଯ୍ୟ ଚାଲିଛି । ଜିରୋ ପଏଣ୍ଟରୁ ବିଜେପୁର ପର୍ଯ୍ୟନ୍ତ ପାଇପ… Read More...
ବିକାଶ ଧାରାରେ ଯୋଡ଼ି ହୋଇପାରିନି ଆଦର୍ଶ ଗାଁ ଯୋଡ଼ାବନ୍ଧ Samaja Digital (PM) Mar 20, 2023 ନର୍ଲା: ନାମକୁ କେବଳ ଆଦର୍ଶ ଗାଁ । ଆଦର୍ଶ ଗାଁର ମାନ୍ୟତାକୁ ଧରି ପାନୀୟ ଜଳ ବିହୁନେ ହାକୁଟି ମାରୁଛନ୍ତି ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ପଞ୍ଚାୟତର ଆଦର୍ଶ ଗ୍ରାମ ଯୋଡାବନ୍ଧବାସୀ । ଜନଜାତି ଓ ଅନୁସୂଚିତ ଜନଜାତି… Read More...
‘ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ପଖାଳ’ Samaja Digital (PM) Mar 20, 2023 ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ପଖାଳ ଦିବସ ପାଳନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ… Read More...
କାଳବୈଶାଖୀ ତାଣ୍ଡବ: ଉଡ଼ିଲା ୪ ଡଙ୍ଗରିଆଙ୍କ ଘରର ଟିଣ Samaja Digital (PM) Mar 20, 2023 କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ପାରସାଲିର ୪ ଡଙ୍ଗରିଆଙ୍କ ଘରର ଟିଣ ଉଡେଇ ନେଇ ଯାଇଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ରବିବାର ରାତିରେ ଲଗାଣ ବର୍ଷା… Read More...
ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଅଭିଯୋଗ; ବ୍ଲକ ଘେରିଲା କଂଗ୍ରେସ Samaja Digital (PM) Mar 20, 2023 ଟିଟିଲାଗଡ଼: ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ବ୍ଲକରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି… Read More...
ଫାଇଲରେ ହାକୁଟି ମାରୁଛି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଆଇନ୍: ଦଲାଲ ଓ ବେପାରୀ ମାଲାମାଲ Samaja Digital (PM) Mar 19, 2023 ରେଙ୍ଗାଲି: ଜଙ୍ଗଲ ତଳି ଓ ଜଙ୍ଗଳ ଘେରା ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନଜୀବିକା ନିର୍ବାହ କରିଥାନ୍ତି। ସେମାନଙ୍କ ସାମାଜିକ, ସାଂସ୍କୃତିକ… Read More...
କୁମ୍ବିଂ ଅପରେସନ ବେଳେ ଦେଶୀ ବନ୍ଧୁକ ସହ ୧୧ ଅଟକ Samaja Digital (PM) Mar 19, 2023 ଫୁଲବାଣୀ/କୋଟଗଡ: କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ ସିଆରପିଏଫ୍ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ସନ୍ଦେହଜନକ ଭାବେ ୧୧ଜଣଙ୍କୁ କାବୁ କରିଥିବା ଜଣାପଡ଼ିଛି।… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 19, 2023 ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ.. ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ.. ମାତ୍ର ୧୧ ଓଭରରେ ମ୍ୟାଚ ହାତେଇଲା ଅଷ୍ଟ୍ରେଲିଆ.. ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷା.. ଭାରତ ୧୧୭(୨୬ ଓଭର), ମାର୍ଶ ୬୬ ଓ ହେଡ ୫୧… Read More...
ବାରୁଣୀ ସ୍ନାନଯାତ୍ରା ଆରମ୍ଭ Samaja Digital (PM) Mar 19, 2023 ପାତ୍ରପୁର: ସମାସିଙ୍ଗି ଶାସନ ପାର୍ଶ୍ବ ଦେଇ ପ୍ରବାହିତ ପବିତ୍ର ବହୁଦା ନଦୀର ମହା ଶ୍ମଶାନ ଉତ୍ତର ବାଙ୍କ ନିକଟରେ ରବିବାର ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ ହୋଇଛି। ଭୋର ସମୟରୁ ଅଞ୍ଚଳର ବହୁ ଭକ୍ତ ଏହି ପୀଠରେ ପହଞ୍ଚି… Read More...
ବେଆଇନ ଅଫିମ ଚାଷ ଉପରେ ଚଢ଼ଉ Samaja Digital (PM) Mar 19, 2023 ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନକାଟିଦେଉଳ ବ୍ଲକ ଗୋପାଳପୁର ଗ୍ରାମରେ ବେଆଇନ ଅଫିମ ଚାଷ ଉପରେ ରବିବାର ସମ୍ବଲପୁର ଅବାକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ବଲପୁର ଅବକାରୀ ବିଭାଗର ଏକ ଟିମ୍ ଆସି… Read More...
ଦ୍ବିତୀୟ ଦିନିକିଆ : ଷ୍ଟାର୍କଙ୍କ ଘାତକ ବୋଲିଂରେ ଘାଇଲା ଭାରତୀୟ ଦଳ, ୧୧୭ରେ ଅଲ୍ଆଉଟ୍ Samaja Digital (PM) Mar 19, 2023 ବିଶାଖାପାଟଣା: ବିଶାଖାପାଟଣାରେ ରବିବାର ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୧୭ ରନ୍ରେ ଅଲ୍ଆଉଟ୍ ହୋଇଛି। ଫଳରେ ଅଷ୍ଟ୍ରେଲିଆକୁ ୧୧୮ ରନ୍ର ବିଜୟ… Read More...
ଅସୁରକ୍ଷିତ ଗଜରାଜ, ପୁଣି ଏକ ଦନ୍ତାର ମୃତ୍ୟୁ Samaja Digital (PM) Mar 19, 2023 କେନ୍ଦୁଝରଗଡ଼: ଖଣି ଓ ଶିଳ୍ପ ଆଳରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଯୋଗୁଁ କେନ୍ଦୁଝର ଜିଲାରେ ଗଜରାଜ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛନ୍ତି। କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ବିଟ୍ ଅଧିନ ବସନ୍ତପୁର… Read More...
ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ତାଲିକା ପ୍ରକାଶିତ, ଜାଣନ୍ତୁ ଶୀର୍ଷରେ କିଏ ? Samaja Digital (PM) Mar 19, 2023 ମୁମ୍ବାଇ: ଭାରତରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବିଷୟରେ ଆପଣ ଜାଣନ୍ତି କି ? ଯଦି ନାଁ, ତେବେ ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଇବୁ। ଏହି ତାଲିକା ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଏହି ତାଲିକାରେ ଦୁଇଟି ବଲିଉଡ… Read More...
ବଢିଲା ସିସୋଦିଆଙ୍କ ହେପାଜତ ଅବଧି Samaja Digital (PM) Mar 17, 2023 ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ୫ ଦିନ ବୃଦ୍ଧି ପାଇଛି। ଆଉ ୫ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତରେ ରହିବେ ସିସୋଦିଆ। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 17, 2023 ଚାଳକ ମହାସଂଘ ଆନ୍ଦୋଳନ ସ୍ଥଗିତ.. ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ସଭାପତିଙ୍କ ସୂଚନା.. ୩ ମାସ ପାଇଁ ସ୍ଥଗିତ ରହିଲା ଆନ୍ଦୋଳନ.. ଦିଲ୍ଲୀ ମଦ ଦୁର୍ନୀତି ମାମଲା.. ମନୀଷ ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗର… Read More...
ଆନ୍ଦୋଳନରୁ ଓହରିଲା ଚାଳକ ମହାସଂଘ Samaja Digital (PM) Mar 17, 2023 ଭୁବନେଶ୍ବର: ଦୀର୍ଘ ୩ ଦିନ ଧରି ସାରା ରାଜ୍ୟରେ ଚାଲିଥିବା ଚାଳକ ମହାସଂଘ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ୩ ମାସ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଶୁକ୍ରବାର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ସୂଚନା… Read More...
ଭଗବାନ ଭରସାରେ ହରଭଙ୍ଗା ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ Samaja Digital (PM) Mar 17, 2023 ହରଭଙ୍ଗା: ବହୁତ ଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଥିବାବେଳେ ନିର୍ମାଣର ୧୬ମାସ ପରେ ବି… Read More...
ମାଗଣା ଚକ୍ଷୁ ପରୀକ୍ଷା ଶିବିର Samaja Digital (PM) Mar 17, 2023 ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ଗୁଣ୍ଡିଚା ମନ୍ଦିର ପରିସରରେ ଶୁକ୍ରବାର ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା… Read More...
ମିଳୁନି ପେଟ୍ରୋଲ, ଡିଜେଲ: ରାସ୍ତାରେ ଅଟକି ରହିଛି ଯାନବାହାନ Samaja Digital (PM) Mar 17, 2023 ପଦ୍ମପୁର: ରାଜ୍ୟବ୍ୟାପୀ ଚାଲିଥିବା ଚାଳକ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି। ସେଥିରୁ ବାଦ ପଡିନି ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ… Read More...
ଏମିତି ବି ଆସେ ମୃତ୍ୟୁ; ଚାଳକଙ୍କ ଆକସ୍ମିକ ମୃତ୍ୟୁ Samaja Digital (PM) Mar 17, 2023 ପଦ୍ମପୁର : ମଣିଷର ମୃତ୍ୟୁ କେତେବେଳେ କେଉଁ ବାଟରେ ଆସେ ତାହା ସେ ନିଜେ ମଧ୍ୟ ଜାଣିପାରି ନଥାଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ କେନ୍ଦୁଗୁଡା ଗ୍ରାମରେ। ଗତକାଲି… Read More...
ରାସ୍ତା କାମରେ ଅନିୟମିତତା ଅଭିଯୋଗ, ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ଫଳ ଶୂନ Samaja Digital (PM) Mar 17, 2023 ଚାନ୍ଦିପୁଟ : ଗଜପତି ଜିଲ୍ଲା ପୂର୍ତ୍ତ ବିଭାଗର ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିଠାରୁ ଅନ୍ତରବା ଚୁଡଙ୍ଗପୁରକୁ ସଂଯୋଗ… Read More...
ବାହା ହେବାକୁ ୬କିମି ଚାଲିଲେ ବର Samaja Digital (PM) Mar 17, 2023 କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପାର୍ତ୍ତିବେଡ଼ା ଗାଁର ଯୁବକ ବାହା ହେବାକୁ ୬କିମି ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଛି । ପାର୍ତ୍ତିବେଡ଼ା ଗାଁର ଯୁବକ ନରେଶ… Read More...
ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲାରେ ଫେରାର ଆସାମୀ ଗିରଫ Samaja Digital (PM) Mar 17, 2023 ପଦ୍ମପୁର : ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲି ବନ୍ଧ ନାଳ ନିକଟରେ ଗୁଣି ଗାରେଡ଼ି ସନ୍ଦେହରେ ଗତ ୨୦୨୧ ଜାନୁଆରୀ ୨୬ ତାରିଖରେ ପାଜିଲିବନ୍ଦ ଗ୍ରାମର ରାମ ମୁଳିକୁ ପୋଡ଼ି ହତ୍ୟା କରି ଫେରାର ଥିବା ଆସାମୀ ଗିରଫ ହୋଇଛି।… Read More...
ଜିଲ୍ଲାପାଳଙ୍କ ଫୋକସରେ ମାରଡା ଗାଁ; ୧୦ ଦିନରେ ପ୍ରତିଶ୍ରୁତି ପୂରଣ କଲେ Samaja Digital (PM) Mar 16, 2023 ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର… Read More...
ରାୟଗଡ଼ା ଜିଲାର ସ୍ବାସ୍ଥ୍ୟ ସମସ୍ୟା ନେଇ ସଚିବଙ୍କ ସହ ଆଲୋଚନା Samaja Digital (PM) Mar 16, 2023 ରାୟଗଡ଼ା: ରାୟଗଡ଼ା ଜିଲାର ସ୍ବାସ୍ଥ୍ୟ ସମସ୍ୟା ଓ ଖାଲିଥିବା ଡାକ୍ତର ପଦବୀ ପୂରଣ ନେଇ ଗୁରୁବାର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ତିତଙ୍କ ସହ ଆଲୋଚନା ହୋଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର… Read More...
୫-ଟି ସ୍କୁଲର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ Samaja Digital (PM) Mar 16, 2023 ଝୁମ୍ପୁରା: ଝୁମ୍ପୁରା ବ୍ଲକର ନିଶ୍ଚିନ୍ତପୁରଠାରେ ରହିଥିବା ଅସୁଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ହେଉଥିବା ଉନ୍ନୟନ କାର୍ଯ୍ୟଗୁଡିକ କିପରି ଚାଲଛିି ଗୁରୁବାର ତାର ଟିକିନିଖି ତଦାରଖ କରିଛନ୍ତି ଜିଲା ଗ୍ରାମ୍ୟ ଉନ୍ନୟନ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 16, 2023 ବାଲେଶ୍ବରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭର ଗିରଫ.. ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ.. ଅରୁଣାଞ୍ଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ.. ପାଇଲଟ୍ ନିଖୋଜ..… Read More...
ଚତୁର୍ଦିବସୀୟ ‘ପ୍ରାରମ୍ଭ’ ତାଲିମ ଶିବିର ଉଦଯାପିତ Samaja Digital (PM) Mar 16, 2023 କଲମପୁର : ଗତ ୪ଦିନ ଧରି କଲମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ କୋଟାଗାଁ ଉନ୍ନିତ ବିଦ୍ୟାଳୟରେ ଚାଲିଥିବା ପ୍ରାରମ୍ଭ ତାଲମି ଶିବିର ଗୁରୁବାର ଅପରାହ୍ନରେ ଉଦଯାପିତ ହେଇଯାଇଛି। ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ… Read More...
ୟୁନିଫର୍ମ ବର୍ଜନ କଲେ ପ୍ରାଥମିକ ଶିକ୍ଷକ Samaja Digital (PM) Mar 16, 2023 ପିପିଲି: ୩ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନ୍ସନ୍ ଯୋଜନାଭୁକ୍ତ) ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁରୁବାରଠାରୁ ବିନା ୟୁନିଫର୍ମରେ ବିଦ୍ୟାଳୟକୁ… Read More...
ପିପିଲିରେ ମୋ ବସ୍କୁ ଅଟକାଇଲେ ଆନ୍ଦୋଳନକାରୀ Samaja Digital (PM) Mar 16, 2023 ପିପିଲି: ୧୦ ଦଫା ଦାବି ନେଇ ଡ୍ରାଇଭର ମହାମଞ୍ଚ ପକ୍ଷରୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିଥିବା ଷ୍ଟିଅରିଂ ଛାଡ ଆନ୍ଦୋଳନର ଦ୍ୱିତୀୟ ଦିନରେ ପିପିଲିଠାରେ ମୋ ବସ୍କୁ ୩ଘଣ୍ଟା କାଳ… Read More...
‘ହେରା ଫେରି ୩’ରେ କମେଡ଼ିର ତଡ଼୍କା ଲଗାଇବେ ସଞ୍ଜୟ ଦତ୍ତ Samaja Digital (PM) Mar 16, 2023 ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ଏକାଧିକ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ରେ ନଜର ଆସିବେ ସଞ୍ଜୟ। ଏହାପରେ ଶୁଣିବାକୁ ମିଳୁଛି ‘ହେରା… Read More...
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ Samaja Digital (PM) Mar 16, 2023 ଇଟାନଗର: ଅରୁଣାଞ୍ଚଳପ୍ରଦେଶରେ ଗୁରୁବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଣ୍ଡଲା ପାହାଡ଼ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପାଇଲଟ୍ ଘଟଣାସ୍ଥଳରୁ ନିଖୋଜ ଥିବା ବେଳେ ତାଙ୍କୁ… Read More...
ହାସ୍ୟାଭିନେତା ଖୟାଲିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ Samaja Digital (PM) Mar 16, 2023 ଜୟପୁର: ଜୟପୁରର ମାନସରୋବର ଥାନାରେ ହାସ୍ୟାଭିନେତା ତଥା ଆପ୍ ନେତା ଖୟାଲି ସହାରନ୍ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ହନୁମାନଗଡ଼ ନିବାସୀ ଜଣେ ୨୮ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।… Read More...
ପିଇଓଙ୍କ ବଦଳି ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା Samaja Digital (PM) Mar 15, 2023 ମୋହନା: ଗଜପତି ଜିଲ୍ଲାର ମୋହନା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ । ୩୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକ । ସଦର ମହକୁମା ମୋହନା ପଞ୍ଚାୟତ ନାନା ଅବ୍ୟବସ୍ଥା ମଧ୍ୟରେ ବୁଡି ରହିଛି। ବର୍ଷ ବର୍ଷ ଧରି ଏହି ପଞ୍ଚାୟତ… Read More...
ହୁତୁ ହୁତୁ ହୋଇ ଜଳିଥିଲା ଟାଟା ମ୍ୟାଜିକ୍ ଗାଡ଼ି Samaja Digital (PM) Mar 15, 2023 ପିପିଲି: ଏକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନେବାଆଣିବା କାର୍ଯ୍ୟରେ ନିୟୋଜିତ ଥିବା ଏକ ଟାଟା ମ୍ୟାଜିକ୍ ଗାଡିରେ ହଠାତ୍ ନିଆଁ ଲାଗି ଜଳିଯାଇଛି। ବ୍ୟାଟେରୀ ସର୍ଟସର୍କିଟ୍ ଯୋଗୁଁ ଗାଡିରେ ନିଆଁ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 15, 2023 ପାକିସ୍ତାନ ପୁଲିସ ମତେ ଅପହରଣ କରି ହତ୍ୟା କରିଥାନ୍ତା – ଇମ୍ରାନ ଖାନ.. ଇମ୍ରାନ ଖାନଙ୍କ ଗିରଫଦାରୀ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ରୋକ୍ ଲଗାଇଲେ ଲାହୋର ହାଇକୋର୍ଟ.. ଆରପାରିରେ ଅଭିନେତା ସମୀର… Read More...
ମାଙ୍କଡ଼ ଧରିବାକୁ ବନବିଭାଗର ପ୍ରୟାସ Samaja Digital (PM) Mar 15, 2023 କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଲୋକେ ବିରକ୍ତ ଓ ଅତିଷ୍ଠ ହୋଇ ବନବିଭାଗକୁ ଗୁହାରି କରିଥିଲେ । ଏହାକୁ ନେଇ ବନ ବିଭାଗ ପକ୍ଷରୁ ଏକ ଟ୍ରାକ୍ଟର ଡାଲାରେ ଜାଲି… Read More...
ଆରପାରିରେ ଅଭିନେତା ସମୀର ଖଖର୍ Samaja Digital (PM) Mar 15, 2023 ମୁମ୍ବାଇ: ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରେ ଖୋପଡ଼ି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସମୀର ଖଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି।… Read More...
୧୧ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ; ୨ ଗିରଫ Samaja Digital (PM) Mar 15, 2023 ରାଉରକେଲା: ବିରମିତ୍ରପୁର ବନାଞ୍ଚଳ ରାଏବଗା ଏବଂ ଭାଲୁଳତା ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ୧୧ ଲକ୍ଷ ଟଙ୍କାର ବେଆଇନ ଚାଲାଣ ହେଉଥିବା ମୂଲ୍ୟବାନ କାଠ ଜବତ କରାଯାଇଛି। ବେଆଇନ କାଠ କାରବାର କରୁଥିବା ଅଭିଯୋଗରେ… Read More...
ବିପଦରେ ବନ୍ୟଜନ୍ତୁ; ସାଳଚୁଆ ଗାଁ ପାଖ ଜଙ୍ଗଲରୁ ବାର୍ହା ମୃତଦେହ ଉଦ୍ଧାର Samaja Digital (PM) Mar 15, 2023 ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବୁଧବାର ଗୋଟିଏ ବାରହାର ମୃତଦେହକୁ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଶାଳଚୁଆ ଗ୍ରାମ ନିକଟ ଜଙ୍ଗଲ ଭିତରେ ଏକ ବାରହାର ମୃତଦେହ… Read More...
ଗାଁ ବିକାଶରେ ବାଧା, ଥାନା ଘେରିଲେ ଗ୍ରାମବାସୀ Samaja Digital (PM) Mar 15, 2023 ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାନ୍ଧୁପଲା ପଞ୍ଚାୟତ ବୁର୍ଡିପଡ଼ା ଗ୍ରାମର ଜଣେ ପରିବାର ଗାଁର ବିକାଶ କାମରେ ବାଧା ଦେଉଛନ୍ତି। ଏନେଇ ପୁଲିସକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା… Read More...
ଅର୍ଚ୍ଚନା ନାଗ ମାମଲା; ଜଗବନ୍ଧୁଙ୍କୁ ଜାମିନ Samaja Digital (PM) Mar 15, 2023 ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଗିରଫ ହୋଇଥିବା ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଛି। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ… Read More...
ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଉପଖଣ୍ଡ ଡ୍ରାଇଭର ମହାସଂଘ Samaja Digital (PM) Mar 15, 2023 ଠାକୁରମୁଣ୍ଡା: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇ କରଞ୍ଜିଆ, ଠାକୁରମୁଣ୍ଡା, ଜଶିପୁର, ସୁକୃଳି, ରରୁଆଁ ବ୍ଲକର ଡ୍ରାଇଭର ସଂଘ ସକାଳୁ ସକାଳୁ ବିଭିନ୍ନ ଜାଗାରେ ଶାନ୍ତି ଶୃଙ୍ଖଳାର… Read More...
ମୋଟର ଚାଳକଙ୍କ ଆନ୍ଦୋଳନ, ଚକଅଖ ବନ୍ଦ Samaja Digital (PM) Mar 15, 2023 ଟିଟିଲାଗଡ଼: ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ ନେତୃବୃନ୍ଦଙ୍କ ଆହ୍ୱାନରେ ଟିଟିଲାଗଡ଼ ଡ୍ରାଇଭର ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ଡ୍ରାଇଭରମାନେ ସହରର ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ, ଟିଟିଲାଗଡ଼ କେସିଙ୍ଗା,… Read More...
‘ବୈଭବ ଭୂମି କେନ୍ଦୁଝର’ ଶୀର୍ଷକ ଆଭାସୀ ଆଲୋଚନାଚକ୍ର Samaja Digital (PM) Mar 14, 2023 କେନ୍ଦୁଝରଗଡ଼: ସୃଜନୀ ପରିବାର ଚେନ୍ନାଇ ପକ୍ଷରୁ ‘ବୈଭବ ଭୂମି କେନ୍ଦୁଝର’ ଶୀର୍ଷକ ଆଲୋଚନାଚକ୍ର ଆଭାସୀ ଯୋଗେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ଭାଷା ସଂସ୍କୃତି ଗବେଷକ କବି ଦେବାଶିଷ… Read More...
ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ Samaja Digital (PM) Mar 14, 2023 କେନ୍ଦୁଝରଗଡ଼: ଅଖିଳ ଭାରତ ରାଜ୍ୟ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନିଷ୍ପତ୍ତିକ୍ରମେ କେନ୍ଦୁଝର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ… Read More...
ଗର୍ଭଧାରଣର ପୂର୍ବ ଓ ପ୍ରସୂତୀ ପୂର୍ବ ନିଦାନ କୌଶଳ ଆଇନ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ Samaja Digital (PM) Mar 14, 2023 କେନ୍ଦୁଝରଗଡ଼: ଗର୍ଭଧାରଣର ପୂର୍ବ ଓ ପ୍ରସୂତୀ ପୂର୍ବ ନିଦାନ କୌଶଳ(ପିସିପିଏନ୍ଡିଟି) ଆଇନର ସରଳୀକୃତ କାର୍ଯ୍ୟକାରୀ କରିବା ପାଇଁ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନି… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 14, 2023 ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର.. କୋଟାରିପଶି ପଞ୍ଚାୟତ କଙ୍କଡ଼ାପାଟ ଗାଁ ବୈତରଣୀ ନଦୀରୁ ଉଦ୍ଧାର.. ମୃତ ଯୁବତୀଙ୍କ ଅଣ୍ଟାରେ ବନ୍ଧା ହୋଇଛି ପଥର.. ପରିଚୟ ମିଳିନି.. ନଦୀରେ ମାଛ ଧରିବାବେଳେ… Read More...
ରିଲିଜ୍ ହେଲା ‘ଗ୍ୟାସ୍ଲାଇଟ୍’ ଟ୍ରେଲର; ଚିତ୍ରାଙ୍ଗଦାଙ୍କ ଜାଲରେ ଫଶିଛନ୍ତି ସାରା Samaja Digital (PM) Mar 14, 2023 ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ ଆଗାମୀ ଚଳଚ୍ଚିତ୍ର ‘ଗ୍ୟାସ୍ଲାଇଟ୍’କୁ ନେଇ ଏବେ ଚର୍ଚ୍ଚାରେ। ଇତି ମଧ୍ୟରେ ‘ଗ୍ୟାସ୍ଲାଇଟ୍’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେଉ ହେଉ ସାମାଜିକ… Read More...
ବିଜେଡିର ବିଶାଳ ଶୋଭାଯାତ୍ରା; ନାମାଙ୍କନ ପତ୍ର ଦାଖଲ ପାଇଁ ଗୋଟିଏ ମଞ୍ଚରେ ୩ ବିଧାୟକ Samaja Digital (PM) Mar 14, 2023 ରେଙ୍ଗାଲିକ୍ୟାମ୍ପ: ଆସନ୍ତା ଏପ୍ରିଲରେ ଅନୁଷ୍ଠିତ ହେବ ଅତାବିରା ଏନଏସି ନିର୍ବାଚନ। ଏ ନେଇ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେଡି ପକ୍ଷରୁ ଏକସଙ୍ଗେ ୧୩ ନାମାଙ୍କନ ପତ୍ର… Read More...
ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବନି ଅଧିକ କ୍ଷତିପୂରଣ, କେନ୍ଦ୍ରର ଆବେଦନ ଖାରଜ Samaja Digital (PM) Mar 14, 2023 ନୂଆଦିଲ୍ଲୀ: ୧୯୮୪ ଭୋପାଳ ଗ୍ୟାସ୍ ଦୁର୍ଘଟଣା ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍କା ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ରାଶି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ… Read More...
ବିମାନରେ ସିଗାରେଟ୍ ଟାଣିବାରୁ ଲାଗିଲା ୨୫ହଜାର ଜୋରିମାନା; ୨୫୦ ଦେବାକୁ ଜିଦି ଧରିଲା ଅଭିଯୁକ୍ତ, ଗଲା ଜେଲ୍ Samaja Digital (PM) Mar 14, 2023 ମୁମ୍ବାଇ: ଏୟାର ଇଣ୍ଡିଆ ବିମାନରେ ସିଗାରେଟ୍ ଟାଣିବା ଓ ଅସଦାଚରଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଦାଲତ ଜେଲ୍ ପଠାଇଛନ୍ତି। କୋର୍ଟ ଅଭିଯୁକ୍ତ ଉପରେ ୨୫,୦୦୦ ଟଙ୍କା ଜୋରିମାନା ଲଗାଇଥିଲେ କିନ୍ତୁ ଅଭିଯୁକ୍ତ କେବଳ ୨୫୦… Read More...
ହାଇଦ୍ରାବାଦରୁ ଦାଦନ ଶ୍ରମିକ ନିଖୋଜ; ଥାନାରେ ଏତଲା Samaja Digital (PM) Mar 13, 2023 ମୋହନା: ବାପା ରୋଗାଗ୍ରସ୍ତ। ମା ଦିନ ମଜୁରିଆ। ପରିବାର କହିଲେ ୨ ପୁଅ ଓ ଗୋଟିଏ ଝିଅ। ଘର ଚ଼ଳିବା କଷ୍ଟକର। ତେଣୁ ଦାଦନ ଖଟିବାକୁ ପ୍ରାୟ ୨ ମାସ ହେବ ବଡ଼ ପୁଅ ଯାଇଥିଲା ହାଇଦ୍ରାବାଦ। କିଛି ସାଙ୍ଗସାଥିଙ୍କ ସହିତ ଘର ଭଡା… Read More...
ଝୁଲି ପଡ଼ିଲେ କନଷ୍ଟେବଳ Samaja Digital (PM) Mar 13, 2023 ଟିକାବାଲି: ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ କନଷ୍ଟେବଳ। ଟିକାବାଲି ଥାନା ସ୍ଥିତ ସରକାରୀ ବାସଭବନରେ ଶ୍ରୀନିବାସ ଘଟାଲ(୪୫) ନାମକ ଜଣେ କନଷ୍ଟେବଳ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଫୁଲବାଣୀ ଟାଉନ… Read More...
ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Mar 13, 2023 ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଘଟଣା.. ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କ ଉପରୁ ହଟିଲା ନିଲମ୍ବନ.. ନିଲମ୍ବନ ହଟାଇଲେ ବାର କାଉନସିଲ ଅଫ ଇଣ୍ଡିଆ.. ଦୋହା ଯାଉଥିବା ଏକ ଇଣ୍ଡିଗୋ… Read More...
ଟିଟିଲାଗଡ଼ ରେଳ ଷ୍ଟେସନରୁ ବିପୁଳ ଗଞ୍ଜେଇ ଜବତ Samaja Digital (PM) Mar 13, 2023 ଟିଟିଲାଗଡ଼: ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରୁ ସୋମବାର ବ୍ୟାପକ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏଥି ସହ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମଧ୍ୟପ୍ରଦେଶ ରାଜ୍ୟ ଛୀନ୍ଦବାଡା ଜିଲା ସୋସର ସହରର ଆଦମ… Read More...
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗଡ଼ିଲା ସଚେତନତା ରଥ Samaja Digital (PM) Mar 13, 2023 ଜି ଉଦୟଗିରି: ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜି ଉଦୟଗିରି ବାନାଞ୍ଚଳରେ ଗଡ଼ିଲା ସଚେତନତା ରଥ। ବିଗତ ଦିନରେ ଏକ ସଚେତନତା ରଥ କନ୍ଧମାଳ ଜିଲ୍ଲା ଖଣ୍ଡିଅ ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡିଅ ବନ ଅଧିକାରୀ… Read More...
କେବଳ ଆମ୍ବ ନୁହେଁ, ଏହାର ଚୋପା ମଧ୍ୟ ବେଶ୍ ଲାଭଦାୟକ Samaja Digital (PM) Mar 13, 2023 ପରିବା କିମ୍ବା ଫଳ କାଟିବା ପୂର୍ବରୁ ପ୍ରଥମେ ଆମେ ତା’ର ଚୋପା ଛଡ଼ାଇ ଥାଉ। ଚୋପାକୁ ଅଦରକାରୀ ଭାବି ଲୋକେ ଫିଙ୍ଗି ଦେଇଥା’ନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳ ଓ ପରିବା ଚୋପାରେ ମଧ୍ୟ ପୋଷକ ତତ୍ତ୍ବ ଥାଏ, ଯାହା… Read More...
ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ Samaja Digital (PM) Mar 13, 2023 କାଠମାଣ୍ଡୁ: ନେପାଳର ନବନିର୍ବାଚିତ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ସୋମବାର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି… Read More...
ପାକିସ୍ତାନରେ ଜରୁରୀ ଅବତରଣ କଲା କତର ଯାଉଥିବା ଇଣ୍ଡିଗୋ ବିମାନ Samaja Digital (PM) Mar 13, 2023 ନୂଆଦିଲ୍ଲୀ: ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଗୋ… Read More...