www.samajalive.in
Monday, December 15, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର.. କୋଟାରିପଶି ପଞ୍ଚାୟତ କଙ୍କଡ଼ାପାଟ ଗାଁ ବୈତରଣୀ ନଦୀରୁ ଉଦ୍ଧାର.. ମୃତ ଯୁବତୀଙ୍କ ଅଣ୍ଟାରେ ବନ୍ଧା ହୋଇଛି ପଥର.. ପରିଚୟ ମିଳିନି.. ନଦୀରେ ମାଛ ଧରିବାବେଳେ ଗାଁ ଲୋକେ ମୃତଦେହ ଦେଖିଥିଲେ..

ପିତୃହନ୍ତା ପୁଅକୁ ଆଜୀବନ ଜେଲ ଦଣ୍ଡାଦେଶ.. ଜେଲ ସହ ୫୦ହଜାର ଟଙ୍କା ଜୋରିମାନା ଶୁଣାଇଲେ ଜିଲା ଦୌରାଜଜ.. ୨୦୧୮ରେ ନର୍ଲା ଥାନା ବଡ଼ ଗୁଣ୍ଡିରି ଗାଁରେ ହତ୍ୟାକାଣ୍ଡ ହୋଇଥିଲା.. ବାପାକୁ ମାରି ପୋତି ଦେଇଥିଲା ପୁଅ ନାଭିଦୈତ୍ୟ ବାଗ..

- Advertisement -

ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବନି ଅଧିକ କ୍ଷତିପୂରଣ..​ କେନ୍ଦ୍ରର କ୍ୟୁରେଟିଭ୍ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ..

୧୦ ବର୍ଷ ଭିତରେ ୯୨୫ ଜଣଙ୍କୁ ମାରିଛି ହାତୀ.. ଯାଇଛି ୭୮୪ ହାତୀଙ୍କ ଜୀବନ..

ଭାରତୀୟ ରେଳରେ ବରିଷ୍ଠ ନାଗରିକ ଯାତ୍ରା କଲେ ୫୦ ପ୍ରତିଶତ ରିହାତି ମିଳିପାରେ.. ବରିଷ୍ଠ ନାଗରିକଙ୍କୁ ପୁଣି ଥରେ ରିହାତି ଦେବା ପାଇଁ ଦାବି ଉଠିଛି.. ବିଜେପି ସାସଂଦ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ରେଳ ମନ୍ତ୍ରାଳୟର ସଂସଦୀୟ ସ୍ଥାୟୀ କମିଟି ଏ ବିଷୟରେ ନିଜ ରିପୋର୍ଟ ଦାଖଲ କରିଛନ୍ତି..

୧୫ ତାରିଖରୁ ରାଜ୍ୟର ପାଗ ବଦଳିବ.. ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା..

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବି ଏନ ହାଇସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା.. ଦୁର୍ଘଟଣାରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଆସୁଥିବା ଜଣେ ଛାତ୍ର ଗୁରୁତର..

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories