www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ନିଷ୍ପତ୍ତି ତରବରିଆ ଓ ଉଦ୍ଦେଶ୍ୟ ପ୍ରଣୋଦିତ – କଂଗ୍ରେସ..

ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ.. ସାଂସଦ ପଦ ରଦ୍ଦ ନେଇ ଲୋକସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ..

- Advertisement -

ପଶ୍ଚିମାଝଡ଼ ପ୍ରଭାବରେ ୨୬ରୁ ପୁଣି ବର୍ଷା, ଝଡ଼ ଓ ପବନ ସମ୍ଭାବନା.. ୧୧ଟି ଜିଲ୍ଲାକୁ ସତର୍କତା..

ଛତିଶଗଡ଼ରେ ଭୂମିକମ୍ପ ଅନୁଭୂତ.. ରିକ୍ଟର ସ୍କେଲରେ ତୀବ୍ରତା ୩.୯..

କ୍ରମାଗତ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ବଜେଟ ଅଧିବେଶନ.. ମାର୍ଚ୍ଚ ୨୭ ଯାଏ ଲୋକସଭା ମୁଲତବି କଲେ ବାଚସ୍ପତି..

ଓଡ଼ିଶାରେ ଏଫ୍‌ଆଇଏଚ୍‌ ପୁରଷ ହକି ବିଶ୍ବକପ୍‌ ଯେକୌଣସି ହକି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଆୟୋଜନ.. ଏସୀୟ ହକି ମହାସଂଘ ଦ୍ୱାରା ହକି ଇଣ୍ଡିଆ ପୁରସ୍କୃତ..

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ବଲଜିତ କୌରଙ୍କୁ ଗିରଫ କଲା ହରିୟାଣା ପୁଲିସ..

ଓଡ଼ିଶା ଏଫ୍‌ସି ଫୁଟବଲ କ୍ଲବର ବ୍ରାଜିଲ ଫରୱାର୍ଡ ଡିଏଗୋ ମୁରାସିଓ ଓ ଓଡ଼ିଶାର ଉଦୟମାନ ଯୁବ ଧାବକ ବାପି ହାଁସଦାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଚଳଚ୍ଚିତ୍ର ନିର୍ମାତା ପ୍ରଦୀପ ସରକାରଙ୍କ ୬୮ ବର୍ଷ ବୟସରେ ପରଲୋକ.. ପରିଣିତା, ଲଗା ଚୁନରି ମେଁ ଦାଗ ଓ ମର୍ଦ୍ଦାନି ଭଳି ଚଳଚ୍ଚିତ୍ରର ନିର୍ମାତା ଥିଲେ ପ୍ରଦୀପ ସରକାର..

ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳ ଭାବେ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ମାନ୍ୟତା.. କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିସାରିଛି ଜୈବ ବିବିଧ ଐତିହ୍ୟସ୍ଥଳ ମାନ୍ୟତା..

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories