www.samajalive.in
Monday, December 15, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚାଳକ ମହାସଂଘ ଆନ୍ଦୋଳନ ସ୍ଥଗିତ.. ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ସଭାପତିଙ୍କ ସୂଚନା.. ୩ ମାସ ପାଇଁ ସ୍ଥଗିତ ରହିଲା ଆନ୍ଦୋଳନ..

ଦିଲ୍ଲୀ ମଦ ଦୁର୍ନୀତି ମାମଲା.. ମନୀଷ ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ସପ୍ତାହ ମାଗିବା ପରେ ଦିଲ୍ଲୀର ଏକ ଅଦାଲତ ଆଜି ତାଙ୍କ ରିମାଣ୍ଡ ଅବଧି ଆଉ ୫ ଦିନ ବୃଦ୍ଧି କରିଛନ୍ତି..

- Advertisement -

ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ.. ଅଷ୍ଟ୍ରେଲିଆ ୧୮୮ରେ ଅଲ୍‌ଆଉଟ୍‌..

ସିକନ୍ଦରାବାଦର ଏକ ଆବାସିକ କମ୍ପଲେକ୍ସରେ ଅଗ୍ନିକାଣ୍ଡ.. ୬ ମୃତ, ୪ ବାଳିକା ଓ ୨ ବାଳକ, ୭ ଜଣ ସୁରକ୍ଷିତ ଉଦ୍ଧାର..

ରାଜ୍ୟରେ ପୁଣି ଦୁଇ ଜଣ ଏଚ୩ଏନ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି.. ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି..

ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଶଙ୍ଖାରୀ ସାହିରେ ଅଜଣା ଜନ୍ତୁ ଆତଙ୍କ.. ୬ ମେଣ୍ଢାକୁ ମାରିଲା ଜନ୍ତୁ.. ଗାଁରେ ପହଞ୍ଚି ପ୍ରାଣୀ ସଂପଦ ବିଭାଗ ଟିମର ଅନୁଧ୍ୟାନ..

ସଂସଦର ଉଭୟ ସଦନରେ ପ୍ରବଳ ହଟ୍ଟଗୋଳ.. ରାଜ୍ୟସଭା ଓ ଲୋକସଭା ସୋମବାର ପର୍ଯ୍ୟନ୍ତ ମୁଲତବି..

ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories