www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପାକିସ୍ତାନ ପୁଲିସ ମତେ ଅପହରଣ କରି ହତ୍ୟା କରିଥାନ୍ତା – ଇମ୍ରାନ ଖାନ..

ଇମ୍ରାନ ଖାନଙ୍କ ଗିରଫଦାରୀ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ରୋକ୍ ଲଗାଇଲେ ଲାହୋର ହାଇକୋର୍ଟ..

- Advertisement -

ଆରପାରିରେ ଅଭିନେତା ସମୀର ଖଖର୍‌.. ଦୂରଦର୍ଶନ ଧାରାବାହିକ ‘ନୁକ୍କଡ଼’ର ଖୋପଡ଼ି ଭୂମିକା ଦେଇଥିଲା ସ୍ବତନ୍ତ୍ର ପରିଚୟ..

ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ୩ଟି ମାମଲାରୁ ଗୋଟିଏରେ ଜାମିନ ପ୍ରଦାନ କଲେ ହାଇକୋର୍ଟ..
ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି..

ଆଇଆଇଟି-ମାଡ୍ରାସର ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା.. ଏକ ମାସ ମଧ୍ୟରେ ଦ୍ୱିତୀୟ ଘଟଣା..

ରାଜ୍ୟରେ ୧୧ ହଜାର ୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଧାନସଭାରେ ପ୍ରକାଶ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ..

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଖେର ଖେଡି ଗ୍ରାମରେ ୬୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିବା ଆଠ ବର୍ଷର ଶିଶୁ ଲୋକେଶକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ସୁରକ୍ଷିତ ଉଦ୍ଧାର କରିଛି..

୧୦ ଦଫା ଦାବି ନେଇ ରାଜ୍ୟରେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ.. ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲେ ଡ୍ରାଇଭର..

କେନ୍ଦ୍ରାପଡ଼ାରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣାଧୀନ ଗୋବରୀ ନଦୀ ବାଇପାସ୍ ରାସ୍ତାର ନିର୍ମାଣାଧୀନ ପୋଲ ଭାଙ୍ଗିଲା..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories