www.samajalive.in
Tuesday, November 18, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସିଲା ଡିଜେ ଆଜେକ୍ସଙ୍କ ବ୍ୟବଛେଦ ରିପୋର୍ଟ.. ବାନ୍ଧବୀଙ୍କ ବୟାନ ରେକର୍ଡ କଲା ପୁଲିସ..

ଆସୁଛି ଆଉ ଏକ ପଶ୍ଚିମା ଝଡ଼.. ୨୩ମାର୍ଚ୍ଚ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି..

- Advertisement -

‘ହ୍ୟାରି ପୋଟର ଆଣ୍ଡ୍‌ ଦି ସୋର୍ସେରର୍ସ ଷ୍ଟୋନ’ ଓ ‘ଷ୍ଟାର ୱାର୍ସ: ରିଟର୍ଣ୍ଣ ଅଫ୍‌ ଦି ଜେଡି’ ଭଳି ଲୋକପ୍ରିୟ ହଲିଉଡ଼ ଚଳଚ୍ଚିତ୍ରରେ ଦମ୍‌ଦାର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପଲ୍‌ ଗ୍ରାଣ୍ଟଙ୍କ ପରଲୋକ ଘଟିଛି.. ମାତ୍ର ୫୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି..

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ.. ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସେଠାରୁ ସଡ଼କ ପଥରେ ଯାଇ ପୁରୀରେ ପହଞ୍ଚିଛନ୍ତି..

ଭାରତୀୟ ବଂଶୋଦ୍ଭବ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍..

ଦେଶରେ ଶାନ୍ତି ଭଙ୍ଗ କରିବାକୁ କେହିବି ଚେଷ୍ଟା କଲେ ତାକୁ ଛଡା ଯିବନାହିଁ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି.. ପଞ୍ଜାବରେ ଆପ୍‌ ସରକାର ଥିବା ବେଳେ ଅମ୍ରିତ ପାଲ୍‌ ସିଂ ପ୍ରସଙ୍ଗରେ ସେ ଏହି କଥା କହିଛନ୍ତି..

ସ୍ୟାଟ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମ କୋର୍ଟ..

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories