www.samajalive.in
Sunday, December 7, 2025
26.1 C
Bhubaneswar

ଏଥର ହୋଲିରେ ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଚଳିତ ବର୍ଷର ପ୍ରଥମ ଗ୍ରହଣ ଫାଲଗୁଣ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣରେ ଚଳିତ ଥର ୧୪ ମାର୍ଚ୍ଚରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ୯ଟା ୨୭ ମିନିଟ୍‌ରୁ ଦିନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଗ୍ରହଣ ସମୟ ଥିବା ବେଳେ ମୋଟ୍‌ ୬ ଘଣ୍ଟା ୩ ମିନିଟ୍‌ ଏହାର ସମୟ ରହିଛି। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହା ହୋଲି ଦିନ ହେବାକୁ ଯାଉଛି।

ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଏକ ଖାସ୍‌ ଘଟଣା ବୋଲି ମଧ୍ୟ କୁହାଯାଉଛି । ଏହି ଖାସ୍‌ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବ । ଏମାନଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବା ସହ ଆର୍ଥିକ ସ୍ଥିତିରେ ବଡ ପରିବର୍ତ୍ତନ ହେବ।

- Advertisement -

ବୃଷ- ଏହି ରାଶିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭଙ୍କର। କର୍ମକ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହେବ । ଅଟକି ଥିବା କାମରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ।

ମିଥୁନ- ଅନେକ ରୋଗରୁ ମୁକ୍ତି ମିଳିବ। ମାନସିକ ଅଶାନ୍ତି ଦୂର ହେବ। ସମୟ ବେଶ ଅନୁକୂଳ ରହିଛି।

କନ୍ୟା – ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ। ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ। ଅନେକ କାମରେ ସଫଳତା ମିଳିବ।

କୁମ୍ଭ- ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଧନ ବୃଦ୍ଧି ହେବ । ପ୍ରତ୍ୟେକ କ୍ଷେତ୍ରରେ ସକରାତ୍ମକ ଫଳ ମିଳିବ।

ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories