www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ.. ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ.. ମାତ୍ର ୧୧ ଓଭରରେ ମ୍ୟାଚ ହାତେଇଲା ଅଷ୍ଟ୍ରେଲିଆ.. ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷା.. ଭାରତ ୧୧୭(୨୬ ଓଭର), ମାର୍ଶ ୬୬ ଓ ହେଡ ୫୧ ରନରେ ଅପରାଜିତ। ଅଷ୍ଟ୍ରେଲିଆ ୧୨୧/୦(୧୧ ଓଭର)..

ଅସୁରକ୍ଷିତ ଗଜରାଜ.. ପୁଣି ଏକ ଦନ୍ତାର ମୃତ୍ୟୁ.. କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ବିଟ୍‌‌ ଅଧିନ ବସନ୍ତପୁର ପଞ୍ଚାୟତ ଜଡିପଦା ସାହିରେ ୧୧କେଭି ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ରବିବାର ଭୋର ୫ଟାରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ..

- Advertisement -

ପଶ୍ଚିମାଝଡ଼ ପ୍ରଭାବରେ ବର୍ଷ ଯୋଗୁ ରାଜ୍ୟର ଜଙ୍ଗଲଗୁଡିକରେ ନିଆଁ ଲିଭିଥିବା ସ୍ପଷ୍ଟ କଲା ନାସା..

ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ କୁମାରଙ୍କ ମୃତ୍ୟୁ.. ଭୁବନେଶ୍ୱର ଖାରବେଳନଗର ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର.. ଆତ୍ମହତ୍ୟା ପାଇଁ ପ୍ରେମିକାକୁ ଦାୟୀ କଲେ ମୃତକଙ୍କ ମାମୁଁ..

ସାମାଜିକ ଗଣମାଧ୍ୟମରେ ଖଲିସ୍ତାନୀ ନେତା ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମ୍ରିତପାଲ ସିଂ ଧରା ପଡିଥିବା ଖବର ମିଛ.. ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପଞ୍ଜାବ ପୁଲିସ..

ଇକ୍ୟୁଏଡର ଏବଂ ଉତ୍ତର ପେରୁରେ ୬.୮ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ମୃତ, ଶତାଧିକ ଆହତ.. ଭୂକମ୍ପରେ ଅନେକ ଘରଦ୍ୱାର ନଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି..

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ୭୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ.. ସେ ଯକୃତ ରୋଗରେ ପୀଡ଼ିତ ଥିଲେ..

କଟକ ରୋଡ୍ ଓ ରସୁଲଗଡ଼ରେ ବିଳମ୍ବିତ ରାତି ଯାଏ ଚାଲିଥିବା ବାର୍ ଓ ୪ଟି ହୋଟେଲରେ ଚଢ଼ାଉ..

ଆଜିଠାରୁ ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା..

ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଳିଲା ନ୍ୟାସନାଲ ଓ୍ବାଟର ଡାଇଜେଷ୍ଟ ପୁରସ୍କାର..

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories