ଜିଲାପାଳଙ୍କ ଅଭିଯୋଗ ଶୁଣାଣି; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ୨ହଜାର ଟଙ୍କା ସହାୟତା

ହରଭଙ୍ଗା: ବହୁତ ଦିନ ବ୍ୟବଧାନ ପରେ ହରଭଙ୍ଗା ବ୍ଲକର ଦୁର୍ଗମ ପଂଚାୟତ ଭାବେ ଜଣାଶୁଣା ତଳଗାଁଠାରେ ସୋମବାର ବୌଦ୍ଧ ଜିଲାପାଳ ଏବଂ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ତଳଗାଁ ୫-ଟି ସ୍କୁଲ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ହରଭଙ୍ଗା: ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ତଳଗାଁରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସାରି ୫-ଟି ସ୍କୁଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜମିବାଡ଼ି ବିବାଦରୁ ଦାଦାପୁଅ ଭାଇକୁ ଠେଙ୍ଗାରେ ପିଟି ହତ୍ୟା.. ଖୋର୍ଦ୍ଧା ଜିଲା ନିରାକାରପୁର ନୂଆଗଡ଼ ପଞ୍ଚାୟତ ହରିପୁର ଗାଁରେ ହତ୍ୟାକାଣ୍ଡ.. ଘଟଣା ପରେ ହତ୍ୟା ଅଭିଯୁକ୍ତ ବଡ଼ବାପା ପୁଅ ଫେରାର.. ଭିଜିଲାନ୍ସ…
Read More...

ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ

କଂଟାବାଞ୍ଜି: ସ୍ଥାନୀୟ ତହସିଲ ଅଫିସ କମ୍ୟୁନିଟି ସେଣ୍ଟରରେ ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ବିଷ୍ଣୁ ପୁଞ୍ଜିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲା ଆବାହକ ଆଶିଷ ପାଣ୍ଡେ…
Read More...

କୋଟଗାଁ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର 

କଲମପୁର: କୋଟଗାଁ ପଂଚାୟତର ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି। ସକାଳ ୧୦ଟାରୁ ଆରମ୍ଭ ହେଇଥିବା ଏହି ଶିବିରର ପ୍ରଥମ ପର୍ଯ୍ୟାୟରେ ଜିଲାପରିଷଦର ମୁଖ୍ୟ କାର୍ଯ୍ୟ…
Read More...

ସାଧାରଣ ଓ ପଛୁଆ ବର୍ଗ ପିଲାଙ୍କ ପାଇଁ ବିଦ୍ୟାଳୟରେ ସ୍ଥାନ ନାହିଁ; ବିଦ୍ୟାର୍ଥୀ ଓ ଅଭିଭାବକ ହନ୍ତସନ୍ତ

ମୋହନା: ସ୍ଥାନୀୟ ପଞ୍ଚାୟତରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢିବା ପାଇଁ ସାଧାରଣ ବର୍ଗ ଓ ପଛୁଆ ବର୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ଥାନ ନଥିବାରୁ ଓ ସେମାନେ ନାମଲେଖାରୁ ବଞ୍ଚିତ ହେଉଥିବା ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ…
Read More...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦ୍‌ଭାବନା ଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷର ଦ୍ୱିତୀୟ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ…
Read More...

ପ୍ରଭାକର ରଥ ମେମୋରିଆଲ ଟି-୨୦ କ୍ରିକେଟ୍‌‌; ବିହାରୀଲାଲ ଲାୟନ୍ସ ଚମ୍ପିୟାନ

ପିପିଲି: ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ‘ଏଭର ଗ୍ରୀନ ଆଣ୍ଡ ବିହାରୀଲାଲ’ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ଖେଳପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରଥମ ପ୍ରଭାକର ରଥ ମେମୋରିଆଲ ଟି-୨୦…
Read More...

ଝାରସୁଗୁଡ଼ା ଉପନିର୍ବାଚନ; ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମୁକୁଲ ଓ୍ବାସନିକ ଏହି ଘୋଷଣା କରିଛନ୍ତି।…
Read More...

ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘ ୮ମ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ଵର ରୀବୀନ୍ଦ୍ର ମଣ୍ଡପ ସମ୍ମିଳନୀ କକ୍ଷରେ ସୋମବାର ସଂଘର ସଭପତି ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ୱରେ ୮ମ ବାର୍ଷିକ ସମ୍ମିଳନୀ ଓ ସର୍ବପୁରାତନ ହୋମିଓପାଥିକ ଚିକତ୍ସାର ଜନକ ଡାକ୍ତର ହ୍ୟାନିମନାଙ୍କ…
Read More...

ଆପ୍‌ର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ; ପ୍ରମାଣପତ୍ର ଦେଖାଇଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ପକ୍ଷରୁ ରବିବାର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଆପ୍‌ ନେତା ଆତିଶୀ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆତିଶୀ କହିଛନ୍ତି ଯେ, ଆଜିଠାରୁ ଆମେ ଏକ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦଶପଲ୍ଲା: ୫ ଦିନ ଧରି ନିଖୋଜ ଥିବା ଦଣ୍ଡୁଆଙ୍କ ମୃତଦେହ ଉଦ୍ଧାର.. ଘୁଘୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀକୂଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର.. ମୃତକ କୃଷ୍ଣଚନ୍ଦ୍ରପୁର ପାଟଣା ଗାଁର ବିଜୟ ନାହାକ ସୂଚନା..…
Read More...

୨ ଶିକାରୀ ଗିରଫ, ଫାସ ଓ ଦୁଇ କୁକୁଡ଼ା ଜବତ

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମିଟୁଆଣୀ ସଂରକ୍ଷିତ ଜଙ୍ଗଲରେ ଶିକାର ପାଇଁ ଯୋଜନା କରୁଥିବା ୨ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଘଟଣାରୁ ପ୍ରକାଶ ଯେ, କେଶଡିହା ସେକ୍ସନର…
Read More...

ବଜ୍ରାଘାତରେ ୧୧ ଆହତ, ଜଣେ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ବଜ୍ରପାତ ହୋଇଛି। ଫଳରେ ଅଞ୍ଚଳରେ ୩ ବଖରା ଘର ପୋଡ଼ିଯିବା ସହ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି।…
Read More...

ବିଦେଶ ମାଟିରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ; ୭ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌ ବୈଠକ। ପ୍ରଥମ ଥର ପାଇଁ ବିଦେଶ ମାଟିରୁ ଆଭାସୀ ମାଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାପାନ ଗସ୍ତରେ ଥିବା ନବୀନ ରବିବାର…
Read More...

ଟାଟା ଏସି ଗାଡ଼ି ଧକ୍କାରେ ଜଣେ ମୃତ

ରେଢ଼ାଖୋଲ: ରାଞ୍ଚି-ବିଜୟୱାଡା ରାଜପଥ ରେଢ଼ାଖୋଲ ଥାନା କଦଳୀଗଡ଼ଠାରେ ରବିବାର ଭୋର ସମୟରେ ଏକ ଟାଟା ଏସି ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଦଳୀଗଡ଼ର ହାଡୁ ନାଏକ(୪୨)। ସୂଚନା ଅନୁସାରେ,…
Read More...

ଏପ୍ରିଲ ୧୭ରୁ ଆନ୍ଦୋଳନକୁ ଓହ୍ଲାଇବ ଫାର୍ମାସିଷ୍ଟ ମହାସଂଘ

କେନ୍ଦୁଝରଗଡ଼: ରାଜ୍ୟର ବିଭିନ୍ନ ବର୍ଗର ଫାର୍ମାସିଷ୍ଟମାନଙ୍କ ଦାବି ସମ୍ପର୍କରେ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅବଗତ କରିବା ପରେ ମଧ୍ୟ ଦାବି ପୂରଣ ନେଇ ସରକାର କର୍ଣ୍ଣପାତ…
Read More...

ରେଳ ଧାରଣାରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝରଗଡ଼: କେନ୍ଦୁଝରଗଡ଼-ନରଣପୁର ରେଳପଥ ମଧ୍ୟରେ ଥିବା ଘଡଘଡି ମନ୍ଦିର ନିକଟ ରେଳ ଧାରଣାରୁ ରବିବାର ସକାଳେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ରେଳ ବିଭାଗ ପୁଲିସ ଉଦ୍ଧାର କରିଛି। ୪୦ରୁ ୪୫ବର୍ଷ ବୟସ୍କ ଅଚିହ୍ନା…
Read More...

୧୨୦ କେଜି ଗଞ୍ଜେଇ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଲାଣ ଓ ଚାଷକୁ ବନ୍ଦ କରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଧରପଗଡ଼ ଜାରି ରଖିବା ସହ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି। ହେଲେ ଗଞ୍ଜେଇ…
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଗ୍ରାମବାସୀଙ୍କ ଥାନା ଘେରାଉ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦାନୁଆବାଲିପୋଷି ଗ୍ରାମରେ ଜନୈକ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମହିଳାଙ୍କୁ ଆଣିଥିବା ଯଦୁ ଲୋହାର ତାଙ୍କୁ ହତ୍ୟା…
Read More...

ବୌଦ୍ଧରୁ ପୁରୀ ଗଲା ରଥକାଠ, ଭାବବିହ୍ୱଳ ପରିବେଶରେ ବିଦାୟ ଦେଲା ପ୍ରଶାସନ

ବୌଦ୍ଧ : ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଲାଗି ବୌଦ୍ଧରୁ ରଥକାଠ ପୁରୀକୁ ପଠାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲାପାଳ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଖଲ୍ଲିକୋଟ କୁମାରସିଂ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ.. ସାଙ୍ଗ ସହ ବାଇକରେ ଫେରୁଥିବାବେଳେ ମରଣାନ୍ତକ ଆକ୍ରମଣ.. ପୂର୍ବ ଶତ୍ରୁତାର ଛୁରୀ ଭୁସିବା ସହ ଖଣ୍ଡାରେ ହାଣିଲେ ୫ ଦୁର୍ବୃତ୍ତ.. ଗୁରୁତର ଅବସ୍ଥାରେ ଯୁବକ…
Read More...

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପିପିଲି: ରୋଟାରୀ କ୍ଲବ ଅଫ୍‌‌ ଭୁବନେଶ୍ୱର ମିଡୋସ ପକ୍ଷରୁ ସ୍ଥାନୀୟ ଡାକ୍ତରଖାନା ଛକସ୍ଥିତ ଲାବିକ୍ସ୍‌‌ ଲ୍ୟାବଠାରେ ଶୁକ୍ରବାର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ସଦସ୍ୟ…
Read More...

ପୂର୍ବତନ ବିଧାୟକଙ୍କ ତାଗିଦ୍‌ ପରେ ପିପିଲି ବଜାର ମଧ୍ୟ ଦେଇ ଚାଲିଲା ଯାତ୍ରୀବାହୀ ବସ୍‌‌

ପିପିଲି: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ତାଗିଦ୍‌ ପ​‌ରେ ପିପିଲି ବଜାର ମଧ୍ୟ ଦେଇ ଚାଲିଲା ଯାତ୍ରୀବାହୀ ବସ୍‌‌। ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ପିପିଲିର ପୂର୍ବତନ ବିଧାୟକ…
Read More...

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ବର: ଉପନିର୍ବାଚନ ଜିତିବାରେ ରେକର୍ଡ଼ କରିଥିବା ବିଜୁ ଜନତା ଦଳ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନୂଆ ରଣନୀତି ଆପଣାଇଛି। ଝାରସୁଗୁଡ଼ାର ୪ଟି ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ…
Read More...

ପୁଡୁଚେରୀରେ ପୁଣି ମାସ୍କ ବାଧ୍ୟତାମୂଳକ

ପୁଡୁଚେରୀ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କ ହୋଇ ଯାଇଛନ୍ତି। ୬ ମାସ ପରେ ପୁଣି ହଠାତ୍ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…
Read More...

ହରଭଙ୍ଗା ବ୍ଲକରେ ମିଶନଶକ୍ତି ଗୃହ ଉଦଘାଟନ କଲେ ମନ୍ତ୍ରୀ

ହରଭଙ୍ଗା: ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌‌ ଗୁରୁବାର ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…
Read More...

ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ପାଇଁ ତାଲିମ ଶିବିର

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧିତ ଅଧିନିୟମ ୨୦୨୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ସର୍ଭେ କରିବା ପାଇଁ ରାଜ୍ୟ ପଛୁଆ ବର୍ଗ କମିଶନର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୫୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁ.. ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଲା ବେଳେ ନାକା ଗେଟ ନିକଟରେ ଧରିଲା ଭିଜିଲାନ୍ସ.. ପରେ ଭିଜିଲାନ୍ସ…
Read More...

କଳାହାଣ୍ଡି ମେଡିକାଲ କଲେଜ: ଚଳିତ ଶିକ୍ଷା ବର୍ଷରୁ ୧୦୦ ସିଟ୍‌ରେ ଆରମ୍ଭ ହେବ ପାଠପଢା

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ନାମଲେଖା ଆରମ୍ଭ ହେବ। ସେଥିପାଇଁ ଜାତୀୟ…
Read More...

ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ଅସମ୍ମାନ କରନ୍ତୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳ ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ…
Read More...

ବ୍ୟାଙ୍କରୁ ଡକାୟତି ଉଦ୍ୟମ ପଣ୍ଡ

କଟକ: କଟକରୁ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ। ଗୁରୁବାର ତ୍ରିଶୁଳିଆ ନିକଟ ଫକିରପଡା ଆଇସିଆଇସିଆଇ ବ୍ୟାଙ୍କରୁ ଡକାୟତି ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କିଛି ସମୟ…
Read More...

ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ମାମଲାରେ ସହ-ଅଭିଯୁକ୍ତ ବୈଭବ ଜୈନ ଏବଂ ଅଙ୍କୁଶ ଜୈନଙ୍କ…
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼: ଜଣେ ୧୩ ବର୍ଷର ଆଦିବାସୀ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ପୋଖରୀ ବନ୍ଦ ପଞ୍ଚାୟତ ଅଞ୍ଚଳରେ।…
Read More...

ଭୂମିହୀନକୁ ୨ ଏକର ଚାଷ ଜମି ଓ ୧୦ ଡେସିମିଲ ଘର ଡିହ ଦାବି କଲା ପାଣ-ଗଣ୍ଡା ବିକାଶ ପରିଷଦ

ବୌଦ୍ଧ: ବୌଦ୍ଧ ଜିଲା ପାଣ-ଗଣ୍ଡା ବିକାଶ ପରିଷଦ ପକ୍ଷରୁ ସଂଗଠନର ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ବୁଧବାର ଅତିରିକ୍ତ ତହସିଲଦାରଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ପାଣ-ଗଣ୍ଡା ବିକାଶ…
Read More...

ଏକାଧିକ କ୍ରସରରେ ଆୟକର ଚଢ଼ଉ

ଗଡ଼ମଧୁପୁର: କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ଥିବା ଧର୍ମଶାଳା ତହସିଲ ଅଞ୍ଚଳର ୫ କ୍ରସର ଓ ଏକ ପେଟ୍ରୋଲ ପମ୍ପ ଉପରେ ୩ ଦିନ ଧରି ଚଢ଼ାଉ ଜାରି ରହିଛି। ଏହି ମାଲିକଙ୍କ ବିଭିନ୍ନ ସ୍ଥାନରେ ଥିବା…
Read More...

ଭାଉଜକୁ ହତ୍ୟାକଲା ଦିଅର, ହତ୍ୟାକାରୀ ଅଟକ

ବଡ଼ଚଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୈରୀ ଥାନା ଅଧିନରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଲିସର ଉଦ୍ୟମ ଫଳରେ ହତ୍ୟାକାରୀକୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି। ପୂର୍ବରୁ ଜମିବାଡି ଘଟଣା ଏବଂ ଗତକାଲି…
Read More...

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରଲର; ୨ ମୃତ

ଜେନାପୁର/ଧର୍ମଶାଳା: ୧୬ନଂ ଜାତୀୟ ରାଜପଥ ଭାଲୁଖାଇ ନିକଟରେ ବୁଧବାର ଏକ ଅଭାବନୀୟ ସଡକ ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଓ ସହ-ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଟ୍ରକ ଲୁହାଛଡ଼ ବୋଝେଇ କରି…
Read More...

୪ ଦିନରେ ୧ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ

ଲାଞ୍ଜିଗଡ଼: ଲାଞ୍ଜିଗଡ ଥାନା ପକ୍ଷରୁ ଲାଞ୍ଜିଗଡ ଅଂଚଳର ବିଭିନ୍ନ ଛକଠାରେ ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଇଛି । ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏବଂ ରାଜ୍ୟର ମୃତ୍ୟୁ ସଂଖ୍ୟା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାରା ଦେଶରେ କାର୍ଯ୍ୟ କରୁଛି ଭାରତୀୟ ରେଳବାଇର ୧୭ଟି ଜୋନ୍‌- ଅଶ୍ବିନୀ ବୈଷ୍ଣବ.. ଦେଶର ୧,୪୬୭୧ ଗ୍ରାମପଞ୍ଚାୟତରେ ୱାଇଫାଇ ସେବା ଉପଲବ୍ଧ ଥିବା କହିଛନ୍ତି ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଦେବୁସିହ୍ନ ଚୌହାନ..…
Read More...

ନକଲି ଶିକ୍ଷାଗତ ଯୋଗ୍ୟତାରେ ଅସଲି ଚାକିରୀ, ଚିନ୍ତାରେ ମେଧାବୀ

ହରଭଙ୍ଗା: କିଛିଦିନ ତଳେ ବଲାଙ୍ଗୀରରେ ଡାକବିଭାଗର ବିଭିନ୍ନ ପଦବୀ ପାଇଁ ଆବେଦନକାରୀଙ୍କ ଜାଲ ପ୍ରମାଣପତ୍ର ଚିହ୍ନଟ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି। ଏହାର ଚେର ବଲାଙ୍ଗୀରରୁ ବିଭିନ୍ନ ଜିଲାକୁ ଲମ୍ବିଥିବା କୁହାଯାଉଛି।…
Read More...

ପାଣିରେ ବୁଡ଼ି ଯୁବକ ମୃତ

ନର୍ଲା: ନର୍ଲା ବ୍ଲକ ଅଧିନ ତୁଳାପଡାଠାରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ଗାଧୋଇବା ସମୟରେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତୁଳାପଡାରେ ନିଜ ପରିବାର ସହିତ ରହୁଥିବା ଗାଙ୍ଗୁରାମ ଭୋଇ(୩୬) ନାମକ ଜଣେ…
Read More...

ମନ୍ଦିର ପୁଷ୍କରିଣୀରେ ବୁଡ଼ି ୫ ମୃତ

ଚେନ୍ନଇ: ତାମିଲନାଡୁର ରାଜଧାନୀ ଚେନ୍ନଇରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ମନ୍ଦିର ପୁଷ୍କରିଣୀରେ ବୁଡ଼ି ୫ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ପୂଜା ବିଧି ଚାଲିଥିବା ସମୟରେ…
Read More...

୧୭ ଲକ୍ଷ ଲୁଟ୍ ଘଟଣା: କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର

ଫୁଲବାଣୀ: ସୋମବାର ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ଘଟଣାରେ ପୁଲିସକୁ ସଫଳତା ମିଳିଛି। ମାତ୍ର ୪୮ ଘଣ୍ଟା ମଧ୍ୟରେ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ। ସେମାନଙ୍କ ପାଖରୁ ଲୁଟ ହୋଇଥିବା ସବୁ…
Read More...

ଜାତୀୟ ସ୍ତରରେ ଛାତ୍ରୀଙ୍କ କୃତିତ୍ୱ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଲାୟନ୍ସ ପବ୍ଳିକ୍ ସ୍କୁଲର ଛାତ୍ରୀ ରାନୀ ବିଶ୍ବାଳ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ସ୍ବାମୀ ବିବେକାନନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର…
Read More...

ଗାଁକୁ ନାହିଁ ରାସ୍ତା; ରାତିରେ ଜଙ୍ଗଲ ରାସ୍ତାରେ ୧୦ କିମି ବୋହିଲେ ଶିଶୁକନ୍ୟା ମୃତଦେହ

ପାତ୍ରପୁର: ଦୁର୍ଗମ ଅଞ୍ଚଳରେ ଗାଁକୁ ରାସ୍ତା ନାହିଁ। ମୃତ ଶିଶୁକନ୍ୟାକୁ ବୋହି ୧୦ କିଲୋମିଟର ଜଙ୍ଗଲ ପଥ ପାର କରି ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦୁର୍ଗମ ଆଙ୍କୁଲି…
Read More...

ବେଆଇନ ବାଲି କାରବାର ବନ୍ଦ ଦାବି କଲା ନଦୀ ସୁରକ୍ଷା ସମିତି

କେନ୍ଦୁଝରଗଡ଼: ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର, ଘସିପୁରା ଓ ହାଟଡିହି ତହସିଲ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ବେଆଇନ ବାଲି ଚାଲାଣ ହୋଇ ଆସୁଛି। ହେଲେ ଏଭଳି ବେଆଇନ କାର୍ଯ୍ୟପ୍ରତି ତହସିଲ ଓ ପୁଲିସ ପ୍ରଶାସନ ଆଖିବୁଜି ଦେବା…
Read More...

ଡେଲି ମାର୍କେଟ ଅଗ୍ନିବିପନ୍ନଙ୍କୁ ଭେଟିଲେ ସଦର ବିଧାୟକ

କେନ୍ଦୁଝରଗଡ଼: କେନ୍ଦୁଝର ଡେଲି ମାର୍କେଟରେ ସୋମବାର ଭୋରରୁ ଘଟିଥିବା ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମଙ୍ଗଳବାର କେନ୍ଦୁଝରରେ ପହଞ୍ଚିବା ପରେ ଘଟଣାସ୍ଥଳ ପରିଦର୍ଶନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସିକ୍କିମରେ ଭୟଙ୍କର ହିମସ୍ଖଳନ.. ୭ ପର୍ଯ୍ୟଟକ ମୃତ, ୧୧ ଆହତ.. ବରଫ ଅତଡ଼ା ତଳେ ଫସି ରହିଛନ୍ତି ବହୁ ସଂଖ୍ୟକ ପର୍ଯ୍ୟଟକ.. ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ.. ଜଣେ ଉଦ୍ଧାର.. ମୃତକ ହେଉଛନ୍ତି…
Read More...

ସିକ୍କିମରେ ବଡ଼ଧରଣର ହିମସ୍ଖଳନ: ୭ ମୃତ, ୧୧ ଆହତ

ଗୌହ୍ବାଟି: ସିକ୍କିମର ନାଥୁ ଲାରେ ବଡ଼ ଧରଣର ହିମସ୍ଖଳନ ଘଟି ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ସଂଖ୍ୟକ ପର୍ଯ୍ୟଟକ ବରଫରେ ଫସି ରହିଥିବା ବେଳେ ସେନା ଯବାନଙ୍କ ପକ୍ଷରୁ…
Read More...

ନଦୀରେ ବୁଡ଼ି ୩ ଛାତ୍ର ମୃତ, ଜଣେ ଉଦ୍ଧାର 

ଭଦ୍ରକ: ୪ ଜଣ ଛାତ୍ର ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଗଲେ। ଏହିପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ…
Read More...

ଆର୍ଥିକ ଅନଗ୍ରସର ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ

ସାକ୍ଷୀଗୋପାଳ: ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୁର୍ବଳ ଶ୍ରେଣୀର ନିରାଶ୍ରୟ ଶ୍ଵାସ ରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ଏକ ଅକ୍ସିଜେନ…
Read More...

ରାମଚରଣ ଓ ଭେଙ୍କଟେଶଙ୍କ ସହ ଭାଇଜାନ୍‌ଙ୍କ ଲୁଙ୍ଗି ଡାନ୍ସ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ୍‌’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାର ମୁକ୍ତିଲାଭ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏହା ପୂର୍ବରୁ…
Read More...

ଏପ୍ରିଲ ୬ରୁ ୧୪ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ବିଜେପି

ନୂଆଦିଲ୍ଲୀ: ଆଗାମୀ ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଇତି ମଧ୍ୟରେ ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ…
Read More...

ପାଉଡିଭୂୟାଁ ପୀଢ଼ ଡେରେଙ୍ଗପୀଢ଼କୁ ସ୍ୱୀକୃତି ପ୍ରଦାନ ଦାବି

କେନ୍ଦୁଝରଗଡ଼: ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ ସଂଶୋଧିତ ଜଙ୍ଗଲ ଅଧିକାର ଆଇନ-୨୦୧୩ ଧାରା ୩(୧) ଅନୁଯାୟୀ ଫର୍ମ ଖ ଓ ଗ ପୂରଣ କରି ଧାରା ୧୩ ଅନୁଯାୟୀ ପ୍ରମାଣିକୃତ ତଥ୍ୟର ନଥିପତ୍ର ସଂଲଗ୍ନ କରି ପୁରୁଷାନୁକ୍ରମେ ଜୀବନଜୀବୀକା…
Read More...

କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ପ୍ରସଙ୍ଗ; ଟ୍ରକ ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବୁ

କେନ୍ଦୁଝରଗଡ଼: ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୯ ଅଗଷ୍ଟ ୨୦୨୨ରୁ ଆଜକୁ ୯ମାସ ଧରି ଶେଷ ହୋଇ ଯାଇଥିଲେ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉନଥିବାରୁ…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା; ଅଭିଭାବକ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ବୋଦାପଳସାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ୫୦ରୁ ଊର୍ଦ୍ଧ୍ବ ଅଭିଭାବକ ସୋମବାର ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।…
Read More...

ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ୭୪ ଅଭିଯୋଗର ଚୂଡ଼ାନ୍ତ ଫଇସଲା

କେନ୍ଦୁଝରଗଡ଼: ଦରବାରହଲଠାରେ ସୋମବାର ଜିଲାପାଳ ଆଶିଷ ଠାକରେ ଏବଂ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ମିଳିତ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ଗ୍ରହଣ…
Read More...

କନ୍ଧମାଳର ଦିଲ୍ଲୀପ ହେଲେ ଟିଡିସିସି ଉପାଧ୍ୟକ୍ଷ

ଫୁଲବାଣୀ: ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଥିବା ୨ ଅଭିଯୁକ୍ତ ଗିରଫ.. ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା.. ପିଅନ, କିରାଣୀ, ଆଗ୍ନିକ, ସୁରକ୍ଷା କର୍ମୀ…
Read More...

ଜେଏସଡବ୍ଲ୍ୟୁ ପକ୍ଷରୁ ନୂଆଗାଁରେ ମେଗା ସ୍ବାସ୍ଥ୍ୟ ଶିବିର; ୪୬୩ ରୋଗୀଙ୍କୁ ମିଳିଲା ସ୍ୱାସ୍ଥ୍ୟସେବା

ପାରାଦୀପ: ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପକ୍ଷରୁ ନୂଆଗାଁଠାରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ କ୍ୟାନ୍ସର ଏଡ୍ ଫାଉଣ୍ଡେସନ…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ; ୧୩ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟ ସେସନ୍ସ କୋର୍ଟ। ମୋଦୀ ସାଙ୍ଗିଆ ନେଇ ମାନହାନି ମାମଲାରେ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।…
Read More...

ପ୍ରତିଷ୍ଠା ହେଲା ଦେବଗିରି କୁଣ୍ଡ; ଆତ୍ମହତ୍ୟା କରିଥିଲେ ଛାତ୍ରୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ଐତିହାସିକ ପ୍ରସିଦ୍ଧ ଶୈବପୀଠରେ ଥିବା କୁଣ୍ଡରେ ଯୁକ୍ତ ତିନି ପଡୁଥିବା ଛାତ୍ରୀ ପଡି ମୃତ୍ୟୁ ଘଟିଥିବା ବେଳେ ସୋମବାର କୁଣ୍ଡକୁ ପୂଜକ ପ୍ରତିଷ୍ଠା କରିଛନ୍ତି।…
Read More...

ଟିଟିଲାଗଡ଼ ବିଜେପି ପକ୍ଷରୁ ହାଲ୍ଲାବୋଲ

ଟିଟିଲାଗଡ଼: ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷାଙ୍କୁ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ଉତ୍ସବରେ ଅପମାନିତ କରାଯାଇଥିବା ଅଭିଯୋଗରେ ବିଜେପି ରାସ୍ତାକୁ ଓହ୍ଲାଇଛି। ସୋମବାର ଦଳର ବଲାଙ୍ଗିର ଜିଲା ସଭାପତି ଶିବାଜୀ ନାୟକଙ୍କ…
Read More...

ବିଜେପି ଜାରି କଲା ‘କଂଗ୍ରେସ ଫାଇଲ୍ସ’: ପ୍ରଥମ ଅଧ୍ୟାୟରେ ୪.୮୨ ଲକ୍ଷ କୋଟିର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରବିବାର କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ‘କଂଗ୍ରେସ ଫାଇଲ୍ସ’ ଶୀର୍ଷକ ଏକ ସିରିଜ୍ ଆରମ୍ଭ କରିଛି। ଏହି ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛି…
Read More...

ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ; ୨ଲକ୍ଷ ୬୦ହଜାର ଟଙ୍କା ଜୋରିମାନା ଆଦାୟ

ହରଭଙ୍ଗା: ଶୂନ୍ୟମୃତ୍ୟୁ ସପ୍ତାହ ପାଳନ ଅବସରରେ ରବିବାର ହରଭଙ୍ଗା ବ୍ଲକର ଚାରିଛକର ସବୁ ରାସ୍ତାରେ ପୁରୁଣାକଟକ ପୁଲିସ ଏବଂ ବୌଦ୍ଧ ପରିବହନ ବିଭାଗ ପକ୍ଷରୁ ମିଳିତିଭାବେ ଯାନବାହାନ ଯାଞ୍ଚ କରାଯାଇଛି। ୪ଟି ଟିମ…
Read More...

ସନ୍ତୋଷ କରଙ୍କୁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର

ନର୍ଲା: ହାଇସ୍କୁଲ ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର(ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଶ୍ରୀ କରଙ୍କ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚୌଦ୍ବାର: ଭୁଲ ନିଷ୍ପତ୍ତି ଅଭିଯୋଗରେ ଅମ୍ପାୟାରଙ୍କୁ ହତ୍ୟା.. ମହିଷାନଣ୍ଡା ପଞ୍ଚାୟତରେ ଛୁରାମାଡ଼ ସହ ଅମ୍ପାୟାର ଲକି ରାଉତଙ୍କୁ ବ୍ୟାଟରେ ପିଟି ହତ୍ୟା.. ଅମ୍ପାୟାର ଲକି ରାଉତଙ୍କ ଭୁଲ ନିଷ୍ପତ୍ତି ଅଭିଯୋଗରେ…
Read More...

ଖାଲକୁ ଖସିଲା ବସ୍‌: ୨ ମୃତ, ୨୬ ଆହତ

ଡେରାଡୁନ: ମସୁରୀ-ଡେରାଡୁନ୍ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ଏକ ବସ୍ ଖାଲକୁ ଖସିପଡ଼ିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍ ଚାଳକଙ୍କ ସମେତ ୨୬ ଜଣ ଆହତ…
Read More...

ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲେ କନଷ୍ଟେବଳ ତୁଷାର 

କେନ୍ଦୁଝରଗଡ଼: ୮୮ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନାରେ କାର୍ଯ୍ୟରତ କନଷ୍ଟେବଳ ତୁଷାର କୁମାର କରଙ୍କୁ ଉତ୍କୃଷ୍ଟ ସେବା ପାଇଁ ‘ଆରକ୍ଷୀ ମହାନିର୍ଦ୍ଦେଶକ ଡିସ୍କ’…
Read More...

ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ ବୁଲି ଦେଖିଲେ ହାଇସ୍କୁଲ ଛାତ୍ରୀ

କେନ୍ଦୁଝରଗଡ଼: ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମାର୍ଗଦର୍ଶିକା ଅନୁଯାୟୀ ଜିଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରକୁ ପରିଦର୍ଶନ କରି…
Read More...

‘ଅନ୍ୱେଷା’ ଯୋଜନାରେ ୧୦୦ସିଟ୍‌‌ ପାଇଁ ୧୬୬୯ ଆବେଦନକାରୀ

କେନ୍ଦୁଝରଗଡ଼: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଶିଶୁଙ୍କୁ ମାଗଣାରେ ଇଂରାଜୀ ମାଧ୍ୟମ ଶିକ୍ଷା ଲାଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୱେଷା ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯାଇ ଆସୁଛି।…
Read More...

ପଦ୍ମପୁର ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ କଡ଼ାକଡ଼ି

ପଦ୍ମପୁର: ସମଗ୍ର ରାଜ୍ୟରେ ସମ୍ପ୍ରତି ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସଚେତନ ସହ ଅମାନିଆ ଚାଳକମାନଙ୍କୁ ସାବାଡ଼ କରିବାରେ ଲାଗିପଡିଛି ଓଡ଼ିଶା ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ। ସେଥିରୁ ବାଦ ପଡିନି ରାୟଗଡା ଜିଲା।…
Read More...

ଅବକାରୀ ଚଢାଉ: ବିପୁଳ ପରିମାଣର ମଦ ଜବତ, ମହିଳା ଗିରଫ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ବ୍ୟାପକ ମାତ୍ରାରେ ଚୋରା ମଦ କାରବାର ହେଉଥିବା ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଜନସାଧାରଣ ଅଭିଯୋଗ କରିଥିଲେ। ତେବେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅବକାରୀ ଅଧିକାରୀ…
Read More...

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଢୋଲମାନ୍ଦଳ ସେବା ସମବାୟ ସମିତି ପକ୍ଷରୁ ସମିତିସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି। ପେକ୍ସ ସମ୍ପାଦକ ବାଞ୍ଛାନିଧି ମାଝୀଙ୍କ ନେତୃତ୍ୱରେ…
Read More...

ପାନ୍‌-ଆଧାର ଲିଙ୍କ୍‌ ସମୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରିବାର ସମୟସୀମା ବୃଦ୍ଧି କରିଛନ୍ତି। ନୂତନ ସୂଚନା ଅନୁଯାୟୀ, ପାନ୍-ଆଧାର ଲିଙ୍କ୍‌ର ସମୟସୀମା ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।…
Read More...

ଏନଏସି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନା, ମହିଳା ଅସନ୍ତୋଷ

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍ ଧରିଥିବା ବେଳେ ଭୋଟରମାନଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ଉଠିଛି କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା…
Read More...

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

କୋରାଇ: କୋରାଇ ଥାନା ଅନ୍ତର୍ଗତ ରଗଡି ସ୍ଥିତ ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲରେ ଜଣେ ୩ୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଯାଜପୁର ଜିଲା…
Read More...

ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା; କ୍ଷତିପୂରଣ ପାଇଁ ଜାତୀୟ ରାଜପଥ ଅବରୋଧ

କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଲକର ପୁଣି ଜଣେ ଦାଦନ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଅପରପକ୍ଷେ, କ୍ଷତିପୂରଣ ଦାବିରେ ମାହଜନଗୁଡାଠାରେ ଜାତୀୟ…
Read More...

ସୁରେନ୍ଦ୍ରପାଟଣା ହତ୍ୟାକାଣ୍ଡ; ଜଣେ ଅଭିଯୁକ୍ତ ଗିରଫ

ତିଗିରିଆ: ତିଗିରିଆ ଥାନା ନୂଆପାଟଣା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆ ସାହିରେ ପୂର୍ବ ଶତୃତାକୁ ନେଇ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ସୋମବାର ଗିରଫ ହୋଇଛି। ତିଗିରିଆ ପୁଲିସ ପ୍ରମୋଦ…
Read More...

୨୯ ତାରିଖ ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି

ଭୁବନେଶ୍ବର: ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲାରେ ଲୋକାଲ ହଲିଡେ ଘୋଷଣା କରାଯାଇଛି। ୨୯ ତାରିଖ ବୁଧବାର ଦିନ ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଲୋକାଲ ହଲିଡେ…
Read More...

ଏପଟେ ହଜାର ହଜାର ଲିଟର ପାଣି ଅପଚୟ, ସେପଟେ ମିଳୁନି ଘରୋଇ ସଂଯୋଗ; ହେଲେ କର୍ମଚାରୀଙ୍କ ନିଘା ନାହିଁ

କଲ୍ୟାଣସିଂହପୁର: ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗାଁରେ ନଳକୂପ ଖନନ ସାଙ୍ଗକୁ ସୋଲାର ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା ଓ ମେଗା ପ୍ଲାଣ୍ଟ ଭଳି…
Read More...

ପଶ୍ଚିମା ଝଡ଼ ପ୍ରଭାବ: ଭାଙ୍ଗିଲା ଗଛ, ଉଡ଼ିଲା ଘରର ଛାତ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

କଲମପୁର : କଲମପୁର ତହସିଲ ଅଂଚଳରେ ରବିବାର ବିଳମ୍ବିତ ରାତିରେ ପଶ୍ଚିମା ଝଡ଼ ପ୍ରଭାବରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ଦେଶୀ ମଦ ଭାଟି ନିକଟେର ଏକ ବିରାଟକାୟ ଗଛ ଭାଙ୍ଗି ପଡ଼ିଥିଲା। ଏହାଦ୍ୱାରା ଯାନ ବାହାନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ORHDC ଦୁର୍ନୀତି ମାମଲା: ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ଦଣ୍ଡାଦେଶ.. ବିନୋଦ କୁମାରଙ୍କ ସହ ୫ ଜଣଙ୍କୁ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ.. ସମସ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନା..…
Read More...

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ସମବାୟ ସମିତି ପରିସରେ ୨ଟି ଗ୍ରାମପଞ୍ଚାୟତ ତୁରେକେଲା ଓ ଝରଣୀର ଚାଷୀମାନଙ୍କୁ ନେଇ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

୩୦ଜିଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଜାରି କଲା ବିଜେଡି; ବବିଙ୍କୁ ସର୍ବାଧିକ ୪ ଜିଲା ଦାୟିତ୍ବ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ରଣ କୌଶଳ ଆପଣାଇଛି ବିଜେଡି। ଜିଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୩୦ ଜିଲା ପାଇଁ ୨୫ଜଣ ବରିଷ୍ଠ…
Read More...

ବିଧାନସଭାରେ ହୁମ୍ମା ଲବଣ ଜମିର ମାଲିକାନା ନେଇ ପ୍ରଶ୍ନ ଉଠାଇଲେ ଛତ୍ରପୁର ବିଧାୟକ 

ଗଞ୍ଜାମ : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନସଭାରେ ଗଞ୍ଜାମ ବ୍ଲକରେ ରହିଥିବା ଐତିହାସିକ ହୁମ୍ମା ଲବଣ ଜମିର ମାଲିକାନାକୁ ନେଇ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉକ୍ତ ଲବଣ ଚାଷ…
Read More...

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତାଡିସରୁ ବାଇଙ୍କୁ କନ୍ଧମାଳ ରତ୍ନ ଭୂଷଣ ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ ତାଡିସରୁ ବାଇଙ୍କୁ କନ୍ଧମାଳ ରତ୍ନ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ସୂଚନା ପ୍ରକାରେ, କୁଇ ସମାଜ ସେବା ସମିତି ଫୁଲବାଣୀ କାର୍ଯ୍ୟାଳୟଠାରେ…
Read More...

ସମସ୍ୟା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ମୋହନା: ରାଜ୍ୟସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ବିଦ୍ୟାଳୟଗୁଡିକର ରୂପାନ୍ତରିକରଣ କାର୍ଯ୍ୟ କରିବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି। ହେଲେ ଉପଯୁକ୍ତ…
Read More...

ଦଳୀୟ କର୍ମୀଙ୍କ ସହ ମନ୍ତ୍ରୀ ଅତନୁଙ୍କ ପଦଯାତ୍ରା, ଜୋର୍ ଧରୁଛି ପ୍ରଚାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିର ପ୍ରଚାର ସେତିକି ଜୋର୍ ଧରିଛି । ଦଳୀୟ କର୍ମୀଙ୍କ ସହ ସମବାୟ ଯୋଗାଣ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନିର୍ବାଚନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି ଓ କବି ସୂର୍ଯ୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି.. ଛତ୍ରପୁରରେ ୧୦୦୦ କୋଟି,…
Read More...

୪ ମଇଁଷିଙ୍କୁ ମାରିଲା ମହାବଳ

ପାଟଣା: ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷିକୁ ମାରିବା ପରେ ଗୋଟିଏ ମଇଁଷିକୁ ପୁରା ଖାଇଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦୁଝର…
Read More...

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା, ହୋଟେଲରୁ ମୃତଦେହ ଉଦ୍ଧାର

ବାରାଣସୀ: ଭୋଜପୁରୀ ସିନେଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାରାଣସୀ ସ୍ଥିତ ସାରନାଥ ଥାନା ନିକଟସ୍ଥ ସୋମେନ୍ଦ୍ର ହୋଟେଲରୁ ଅଭିନେତ୍ରୀଙ୍କ…
Read More...

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି: ମହାଖଣ୍ଡ ମଣ୍ଡି ପ୍ରାଙ୍ଗଣରେ ମହାଖଣ୍ଡ ସେବା ସମବାୟ ସମିତି ପକ୍ଷରୁ ସମିତିସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି। ପେକ୍ସ ସମ୍ପାଦକ ସ୍ଵପ୍ନେଶ୍ଵର ବାରିକଙ୍କ ନେତୃତ୍ୱରେ…
Read More...

କ୍ରିପ୍ଟୋ କରେନ୍ସି ନାଁରେ ୩.୦୫ ଲକ୍ଷ ଟଙ୍କା ଠକେଇ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ସାଇବର ଅପରାଧିକ ଘଟଣା ବୃଦ୍ଧି ପାଉଥିବା ବେଳେ ନିଷ୍କ୍ରିୟ ସାଇବର ପୁଲିସ ପାଇଁ ଜନତା ସର୍ବସ୍ୱାନ୍ତ ହେଉଛନ୍ତି। କିଛି ଦିନ ତଳେ ୨ ଜଣ ମହିଳା ଆଭାଷୀ କ୍ରିପ୍ଟୋ କରେନ୍ସି ନାମରେ…
Read More...

କମିଶନରେଟ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଆହତ

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ୍‌ ଜିତୁକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ଶନିବାର ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ କମିଶନରେଟ ପୁଲିସର ସ୍ବତନ୍ତ୍ର ଦଳ ତାକୁ ଏନକାଉଣ୍ଟର…
Read More...

‘ମନ୍‌ କି ବାତ୍‌’ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯୯ତମ ସଂସ୍କରଣରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପ୍ରଶଂସା କରିଛନ୍ତି। ଆଇୟୁପିଏସି ୨୦୨୩…
Read More...

ନକଲି ମଦ କାରଖାନା ଠାବ; ଜଣେ ଗିରଫ 

ସମ୍ବଲପୁର : ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡା ଅଞ୍ଚଳରେ ଏକ ନକଲି ବିଦେଶୀ ମଦ କାରଖାନାକୁ ଅବକାରୀ ବିଭାଗର ଗୁଇନ୍ଦା ୟୁନିଟ ଠାବ କରିଛି। ବିଶ୍ୱସ୍ତସୂତ୍ରରୁ ଖବର ପାଇ ସମ୍ବଲପୁର ସହରର ଉପକଣ୍ଠସ୍ଥ…
Read More...

ଦେଶୀ ମଦ ଜବତ, ଜଣେ ଗିରଫ 

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ଝାଙ୍କରପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ଶୀତଲେନପାଲିଠାରେ ନିଶା ବିରୋଧି ଅଭିଯାନ କ୍ରମରେ ଅବକାରୀ ଦଳ ଚଢ଼ଉ କରିଛି। ଶୁକ୍ରବାର ଏହି ଚଢ଼ଉ ଅଭିଯାନରେ ଶୀତଲେନପାଲି…
Read More...

ଯୁଯୁମୁରା ହକି ଷ୍ଟାଡିୟମକୁ ମଧୁ ଗଡ଼ତିଆଙ୍କ ନାମରେ ନାମିତ ପାଇଁ ଦାବୀ 

ସମ୍ବଲପୁର : ସମ୍ବଲପୁରର ଯୁଯୁମୁରା ଅଞ୍ଚଳବାସୀ ହକି ଷ୍ଟାଡିୟମକୁ ମଧୁ ଗଡ଼ତିଆଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି। ମଧୁ ଗଡ଼ତିଆ ଏକାଡେମୀ ଓ ଅଞ୍ଚଳବାସୀଙ୍କ ତରଫରୁ ଶୁକ୍ରବାର ଜିଲା ପ୍ରଶାସନକୁ ଦିଆଯାଇଥିବା…
Read More...