www.samajalive.in
Sunday, December 14, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜମିବାଡ଼ି ବିବାଦରୁ ଦାଦାପୁଅ ଭାଇକୁ ଠେଙ୍ଗାରେ ପିଟି ହତ୍ୟା.. ଖୋର୍ଦ୍ଧା ଜିଲା ନିରାକାରପୁର ନୂଆଗଡ଼ ପଞ୍ଚାୟତ ହରିପୁର ଗାଁରେ ହତ୍ୟାକାଣ୍ଡ.. ଘଟଣା ପରେ ହତ୍ୟା ଅଭିଯୁକ୍ତ ବଡ଼ବାପା ପୁଅ ଫେରାର..

ଭିଜିଲାନ୍ସ ମାମଲାରେ ପୂର୍ବତନ ପୁଲିସ ଏଏସଆଇଙ୍କୁ ୫ ବର୍ଷ ଜେଲ ଦଣ୍ଡ.. ଖୋର୍ଦ୍ଧା ଟାଉନ ଥାନାର ପୂର୍ବତନ ଏଏସଆଇ ଲକ୍ଷ୍ମୀଧର ପଣ୍ଡାଙ୍କୁ ଜେଲ.. ଜେଲ ସହ ୫ ହଜାର ଟଙ୍କା ଜୋରିମାନା କଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ..

- Advertisement -

ପୋଷ୍ଟମାଷ୍ଟର ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଘଟଣା ପ୍ରସଙ୍ଗ.. ଯାଞ୍ଚ ହେବ ପୋଷ୍ଟମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ.. ଗଣମାଧ୍ୟମକୁ ପିଏମଜି ନିର୍ଦେଶକ ସୁରେଶଚନ୍ଦ୍ର ବାରିକଙ୍କ ସୂଚନା..

୨୦୧୮ ପରେ ପାଇଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ ହେବ.. ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ..

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ..

କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଆଜିଠୁ ଦୁଇଦିନିଆ ମକ୍ ଡ୍ରିଲ..

ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା.. ୭ ଜଣଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ..

ଦେଶରେ ଦିନକରେ ୫ ହଜାର ୮୮୦ କରୋନା ଆକ୍ରାନ୍ତ ଚିହ୍ନଟ.. ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫,୧୯୯କୁ ବୃଦ୍ଧି..

ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ନେଇ ସମ୍ଭାବନା.. ଆଗାମୀ ୨ ରୁ ୩ଦିନରେ ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ନେଇ ରହିଛି ସମ୍ଭାବନା.. ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବରେ ବଢିବ ତାପମାତ୍ରା..

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories