ନକଲି ମଦ କାରଖାନା ଠାବ; ଜଣେ ଗିରଫ 

ସମ୍ବଲପୁର : ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡା ଅଞ୍ଚଳରେ ଏକ ନକଲି ବିଦେଶୀ ମଦ କାରଖାନାକୁ ଅବକାରୀ ବିଭାଗର ଗୁଇନ୍ଦା ୟୁନିଟ ଠାବ କରିଛି। ବିଶ୍ୱସ୍ତସୂତ୍ରରୁ ଖବର ପାଇ ସମ୍ବଲପୁର ସହରର ଉପକଣ୍ଠସ୍ଥ ରାଣୀଖିଣ୍ଡା ଗ୍ରାମରେ ଚଢ଼ଉ ସମୟରେ ଏହି ନକଲି ବିଦେଶୀ କାରଖାନାକୁ ଠାବ କରାଯାଇଛି। ଏଥିସହ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ନିର୍ମାଣ ସାମଗ୍ରୀ ଜବତ କରାଯାଇଛି।

 

 

Comments are closed.