www.samajalive.in
Wednesday, December 10, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦଶପଲ୍ଲା: ୫ ଦିନ ଧରି ନିଖୋଜ ଥିବା ଦଣ୍ଡୁଆଙ୍କ ମୃତଦେହ ଉଦ୍ଧାର.. ଘୁଘୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀକୂଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର.. ମୃତକ କୃଷ୍ଣଚନ୍ଦ୍ରପୁର ପାଟଣା ଗାଁର ବିଜୟ ନାହାକ ସୂଚନା.. ରାବଣପୋଡ଼ି ଉତ୍ସବରେ ଅଭିନୟ ପରେ ନିଖୋଜ ଥିଲେ..

କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍‌ ବୈଠକ.. ଜାପାନରୁ ଆଭାସୀ ଜରିଆରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ..

- Advertisement -

ଏଫପିଓ ପାଇଁ ଆରମ୍ଭ ହେବ ସହାୟତା ପାଣ୍ଠି.. ପ୍ରତିଷ୍ଠା ହେବ ଓଡ଼ିଶା ପରିବାର ନିର୍ଦେଶାଳୟ.. ୧୦ ଗ୍ରାମୀଣ ପାଇପ୍‌ ଜଳ ପ୍ରକଳ୍ପକୁ ମଞ୍ଜୁରୀ.. ବିଧାନସଭା ଦ୍ବାଦଶ ଅଧିବେଶନର ସତ୍ରାବସାନକୁ କ୍ୟାବିନେଟ୍‌ ମଞ୍ଜୁରୀ..

୨୦୨୨ ବ୍ୟାଘ୍ର ଗଣନା ଅନୁଯାୟୀ ଦେଶରେ ବାଘ ସଂଖ୍ୟା ୩୧୬୭କୁ ବୃଦ୍ଧି..

୨ ମାସ ତଳେ ନିର୍ମିତ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୧୦୦ ଫୁଟ ପାଚେରୀ ଭୁଶୁଡି ପଡିଥିବା ସୂଚନା.. ନିମ୍ନମାନର ନିର୍ମାଣକୁ ଦାୟୀ କଲେ ଲୋକେ..

ମେ ମାସ ଶେଷ ସୁଦ୍ଧା +୨ ପରୀକ୍ଷା ଫଳ ପ୍ରକାଶ ପାଇବ.. କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ..

ଆସନ୍ତାକାଲି ଠାରୁ +୨ ଖାତା ଦେଖା ଆରମ୍ଭ.. ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୩ ଓ ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୨୪ରୁ ମେ ୭.. ୬୫ଟି ମୂଲ୍ୟାୟନ କେନ୍ଦ୍ର ଓ ୩୯ଟି ଅନଲାଇନ କେନ୍ଦ୍ରରେ ଖାତା ଦେଖିବେ ଅଧ୍ୟାପକ ଅଧ୍ୟାପିକା..

ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ୟୁକ୍ରେନର ଅତିରିକ୍ତ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା..

ଢେଙ୍କାନାଳ କାଲଟାକ୍ସ ନିକଟରୁ ପୁଲିସ ଧରିଲା ସେକ୍ସ ରାକେଟ୍‌.. ଜଣେ ଗିରଫ..

ଗଜପତିରେ ବ୍ୟାପୁଛି ମିଳିମିଳା.. ୧୦ ଶିଶୁ ସମେତ ୧୧ ଆକ୍ରାନ୍ତ..

ଆସନ୍ତା ୩ ଦିନ ଯାଏ ୨ରୁ ୩ ଡ଼ିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗର ସୂଚନା..

ଆଇପିଏଲ: ମୁମ୍ବାଇ ଇଣ୍ଡିଆନସକୁ ୭ ୱିକେଟରେ ହରାଇଲା ଚେନ୍ନାଇ..

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ମାମଲାରେ ଜେଲ୍ ଗଲେ ୪ ଅଭିଯୁକ୍ତ..

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories