ଦଶପଲ୍ଲା: ୫ ଦିନ ଧରି ନିଖୋଜ ଥିବା ଦଣ୍ଡୁଆଙ୍କ ମୃତଦେହ ଉଦ୍ଧାର ହୋଇଛି। ଘୁଘୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀକୂଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଦଣ୍ଡୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କୃଷ୍ଣଚନ୍ଦ୍ରପୁର ପାଟଣା ଗାଁର ବିଜୟ ନାହାକ ବୋଲି ସୂଚନା ମିଳିଛି। ରାବଣପୋଡ଼ି ଉତ୍ସବରେ ଅଭିନୟ ପରେ ବିଜୟ ନାହାକ ନିଖୋଜ ଥିଲେ।
Popular Categories



