www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି ଓ କବି ସୂର୍ଯ୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି.. ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳିରେ ୫୯୦ କୋଟି ଓ କବି ସୂର୍ଯ୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି..

ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଜାହିର କରିଛି ମହାବଳ ବାଘ.. ଏକା ଥରକେ ୪ଟି ମଇଁଷିକୁ ମାରିବା ପରେ ଗୋଟିଏ ମଇଁଷିକୁ ପୁରା ଖାଇଦେଇଥିବା ଜଣାପଡ଼ିଛି..

- Advertisement -

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା.. ହୋଟେଲରୁ ମୃତଦେହ ଉଦ୍ଧାର..

‘ମନ୍‌ କି ବାତ୍‌’ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଏପ୍ରିଲ ୩ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ.. ୧୯ ଜିଲାକୁ ସତର୍କତା..

ଇସ୍ରୋର ଆଉ ଏକ ସଫଳତା.. ୱାନ ୱେବ ମିଶନ ଅଧୀନରେ ଏକା ଥରକେ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ.. ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏଲଭିଏମ ୩ରୁ ରକେଟ ଜରିଆରେ ହେଲା ଉତକ୍ଷେପଣ..

କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମର ଏନକାଉଣ୍ଟର.. ବନେଶ୍ବର ବାଂକୁଆଲ ନଦୀଘାଟ ନିକଟରେ ଏନ୍‌କାଉଣ୍ଟର ସୂଚନା.. ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ଜିତେନ୍ଦ୍ର.. ଭୁବନେଶ୍ବର, କଟକ ଏବଂ ପୁରୀ ସମେତ ବିଭିନ୍ନ ଥାନାରେ ଅଛି ଅପରାଧିକ ମାମଲା..

ରାହୁଲ ଗାନ୍ଧି ପ୍ରସଙ୍ଗରେ କଂଗ୍ରେସର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି.. କେନ୍ଦ୍ର ବିରୋଧରେ ରାଜ୍ୟପାଳଙ୍କ ନିକଟରେ ହେବେ ଫେରାଦ..

ରାଜସ୍ଥାନରେ ଭୂମିକମ୍ପ ଅନୁଭୂତ.. ରିକ୍ଟର ସ୍କେଲରେ ୪.୨ ତୀବ୍ରତା..

ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ୪୮ କେଜି ବର୍ଗରେ ଭାରତୀୟ ବକ୍ସର ନୀତୁ ଘନ୍‌ଘାସଙ୍କୁ ସ୍ବର୍ଣ୍ଣପଦକ..୮୧ କେଜି ବର୍ଗରେ ସ୍ବିଟି ବୋରାଙ୍କୁ ସ୍ବର୍ଣ୍ଣ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories