www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାରା ଦେଶରେ କାର୍ଯ୍ୟ କରୁଛି ଭାରତୀୟ ରେଳବାଇର ୧୭ଟି ଜୋନ୍‌- ଅଶ୍ବିନୀ ବୈଷ୍ଣବ..

ଦେଶର ୧,୪୬୭୧ ଗ୍ରାମପଞ୍ଚାୟତରେ ୱାଇଫାଇ ସେବା ଉପଲବ୍ଧ ଥିବା କହିଛନ୍ତି ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଦେବୁସିହ୍ନ ଚୌହାନ..

- Advertisement -

କ୍ରମାଗତ ୧୪ ଦିନ ପାଇଁ ସଂସଦ ଅଚଳ, ଉଭୟ ସଦନରେ ବିରୋଧୀଙ୍କ ହଟ୍ଟଗୋଳ..

ତାମିଲନାଡୁର ରାଜଧାନୀ ଚେନ୍ନଇରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି..ମନ୍ଦିର ପୁଷ୍କରିଣୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି.. ସକଳା ପ୍ରାୟ ୧୦.୩୦ ସମୟରେ ଦକ୍ଷିଣ ଚେନ୍ନାଇ ଉପକଣ୍ଠ କିଲ୍‌କଟ୍ଟାଲାଇ ନିକଟ ମୁଭାରସମ୍ପେଟ୍ ପୁଷ୍କରିଣୀରେ ବୁଡ଼ି ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି.. ଧର୍ମଲିଙ୍ଗେଶ୍ୱରର୍ ମନ୍ଦିରର ତୀର୍ଥଭାରୀ ପୂଜାରେ ସାମିଲ ହୋଇଥିବା ବେଳେ ଘଟିଛି ଏହି ଅଘଟଣ..

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ ପାଇଁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ..

ଆମ୍ବେଦକର ଜୟନ୍ତୀ ଯାଏ ବିଜେପି ଓବିସି ମୋର୍ଚ୍ଚାର ଗାଁକୁ ଚାଲ ଅଭିଯାନ..

ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ୧୭ ଲକ୍ଷ ଲୁଟ୍ ଘଟଣାରେ ପୁଲିସକୁ ସଫଳତା.. ୪୮ ଘଣ୍ଟା ମଧ୍ୟରେ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ.. କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ.. ସବୁ ଟଙ୍କା ଉଦ୍ଧାର..

ରାଜ୍ୟରେ ଦିନକରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ.. ମୋଟ୍‌‌ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି..

ରାଉରକେଲା : ୨୦୧୭ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ..ଦୋଷୀ ଅନୀଲ ଖାଲକୋକୁ ଆଜୀବନ ଶୁଣାଇଲେ ଏଡିଜେ-୧..୨୦୧୭ରେ ବିଶ୍ରା କଦଳୀବାହାଲ ଗାଁରେ ଘଟିଥିଲା ହତ୍ୟାକାଣ୍ଡ..

ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତିଙ୍କ ମୃତଦେହ ଉଦ୍ଧାର.. ଆତ୍ମହତ୍ୟା କରିଥିବା ସନ୍ଦେହ.. ପୁଲିସର ତଦନ୍ତ ଆରମ୍ଭ..

ନକଲି ସାର୍ଟିଫିକେଟ୍‌‌ ମାମଲାରେ କ୍ରାଇମବ୍ରାଞ୍ଚର ଜାରି ରହିଛି ଖୋଳତାଡ.. ବଲାଙ୍ଗୀର ଜିଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍‌‌ର ତଦନ୍ତ.. ପୋଷ୍ଟାଲ ଅଧୀକ୍ଷକଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍‌‌ର ଆଲୋଚନା..

ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍‌‌.. ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ.. ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ..

ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ବିଜୟୀ.. ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ..

ପୁଣି ବୃଦ୍ଧି ଆକ୍ରାନ୍ତଙ୍କ ସଂଖ୍ୟା.. ଦେଶରେ ୨୪ ଘଣ୍ଟାରେ ୪,୪୩୫ କରୋନା ସଂକ୍ରମିତ ଚିହ୍ନଟ..

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories