www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ.. ଓପନର ଖାୱଜାଙ୍କ ୮୧ ରନ ଓ ହ୍ୟାଣ୍ଡସକମ୍ବଙ୍କ ଅପରାଜିତ ୭୨ରନ.. ସାମିଙ୍କୁ ୪, ଅଶ୍ବିନ ଓ ଜାଡେଜାଙ୍କୁ ୩ ଲେଖାଏଁ ୱିକେଟ..

କୋରାପୁଟ ଷ୍ଟେସନ ନିକଟରେ ମାଲ ବୋଝେଇ ଟ୍ରେନର ୮ଟି ବଗି ଲାଇନଚ୍ୟୁତ.. ମାଲବାହୀ ଟ୍ରେନଟି କିରୁଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ କୋରାପୁଟରୁ ସୁକୁ ମଧ୍ୟରେ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା..

- Advertisement -

ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ.. ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଳିବନି.. ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି.. ଆନ୍ଧ୍ର ବିଭାଜନ ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଛି..

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା.. ପୁଲିସ ଇମ୍ରାନଙ୍କୁ ଗିରଫ କରିପାରେ.. କୁହାଯାଉଛି ଯେ, ଲାହୋର ପୁଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛି..

ପଞ୍ଚାୟତରେ(ଏଲଏସଡିଜି) ଲୋକାଲାଇଜେସନ୍ ଉପରେ ତିନି ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ.. ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. କେନ୍ଦ୍ରୀୟ ଯୋଜନାର ସଠିକ କ୍ରିୟାନ୍ୱୟନ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ସାମିଲ ଜରୁରୀ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ..

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା.. ବିସିସିଆଇ ସଂପାଦକ ଜୟ ଶାହାଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର..

ବର୍ଡର-ଗାଭାସ୍କର ଟ୍ରଫି : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆଜିଠାରୁ୨ୟ ଟେଷ୍ଟ ମ୍ୟାଚ୍.. ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ଚେତେଶ୍ବର ପୂଜାରା..

ବଜେଟରେ ମନରେଗା ଅନୁଦାନ ହ୍ରାସ ପାଇ ନାହିଁ – ସୀତାରମଣ..

ଭୁବନେଶ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଜି ପୋଷ୍ଟ ବଜେଟ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ..
ଆଇଆଇଟିରେ ଛାତ୍ରଛାତ୍ରୀଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା..

ଦୀର୍ଘ ୬୦ ଘଣ୍ଟା ପରେ ବିବିସି କାର୍ଯ୍ୟାଳୟରେ ଶେଷ ହେଲା ଆୟକର ଚଢଉ..

ତୁର୍କୀ ଓ ସିରିଆରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲା.. ପୀଡିତଙ୍କୁ ସହାୟତା ପାଇଁ ଜାତିସଂଘର ନିବେଦନ..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories