www.samajalive.in
Saturday, December 6, 2025
15.1 C
Bhubaneswar

ଜନ୍ମମାଟିରେ ଉତ୍କଳମଣିଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ସ୍ଥାପିତ

ସାକ୍ଷୀଗୋପାଳ: ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ୨୮.୮ କୋଟି ଟଙ୍କା ଅନୁଦାନରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରକଳ୍ପ ଅଧିନରେ ରାଜ୍ୟରେ ଉତ୍କଳମଣିଙ୍କର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାଙ୍ଗ ବ୍ରୋଞ୍ଚ ପ୍ରତିମୂର୍ତ୍ତି ମଙ୍ଗଳବାର ସ୍ଥାପନ କରାଯାଇଛି।

- Advertisement -

ଏହି ପ୍ରତିମୂର୍ତ୍ତି ଓଡ଼ିଶା ସେତୁ ନିର୍ମାଣ ନିଗମ ତରଫରୁ ସଂସ୍କୃତି ବିଭାଗ ତତ୍ତ୍ୱାବଧାନରେ ନିର୍ମାଣ ହୋଇଛି। ଭୁବନେଶ୍ୱରସ୍ଥିତ ପାତ୍ରପଡାର ଜୟନ୍ତ କୁମାର ଦାସ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରତିମୂର୍ତ୍ତିର ଓଜନ ୨ ଟନ୍। ଓଡ଼ିଶା ସେତୁ ନିର୍ମାଣ ନିଗମ ତରଫରୁ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories