www.samajalive.in
Monday, December 15, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇସିସି ଟି-୨୦ ବିଶ୍ୱକପ୍‌‌: ଫାଇନାଲରେ ପାକିସ୍ତାନ.. ଆସନ୍ତାକାଲି ଭାରତ-ଇଂଲଣ୍ଡ ସେମିଫାଇନାଲ..ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କଲା ପାକିସ୍ତାନ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲକୁ ଉଦ୍‌‌ଘାଟନ କରିବେ.. ୫ ହଜାର କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଇଛି.. ଏହା କାର୍ଯ୍ୟକ୍ଷମ ହେଲେ ବିମାନ ବନ୍ଦରର ଯାତ୍ରୀସେବା, ଇମିଗ୍ରେସନ ଏବଂ ଚେକ୍‌‌ ଇନ୍‌‌ ବ୍ୟବସ୍ଥା ଦ୍ୱିଗୁଣିତ ହେବ..

- Advertisement -

ବାୟୁ ମାନରେ ଉନ୍ନତି ପରେ ଦିଲ୍ଲୀରେ ଖୋଲିଲା ପ୍ରାଥମିକ ବିଦ୍ୟାଳୟ..

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡାଗାଁର ହରିଜନ ସାହିରେ ପୂର୍ଣ୍ଣିମାରେ ପିଶାଚ ସାଜି ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ଘଟଣାରେ ସ୍ୱାମୀ ନୀଳକଣ୍ଠ କୌଶଲ୍ୟାକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି..

ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ଭାବେ ନେଲେ ଶପଥ.. ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ..

ଦୁଇ କେଜିର ଧଳାଜହର ଜବତ କଲା ଏସଟିଏଫ୍‌.. ଘଟଣାରେ ଦୁଇ ଗିରଫ .. ଜବତ ଧଳାଜହର ମୂଲ୍ୟ ଦୁଇ କୋଟି.. ଗିରଫ ୨ ମଧ୍ୟରେ ଜଣେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ନେଇ ସୂଚନା

ନେପାଳରେ ବଡ଼ ଧରଣର ଭୂମିକମ୍ପ… ୬ ମୃତ, ଅନେକ ଆହତ… ଡୋଟି ଜିଲ୍ଲାରେ ସବୁଠୁ ଅଧିକ ହୋଇଛି କ୍ଷୟକ୍ଷତି… ଅନେକ ସ୍ଥାନରେ ଭାଙ୍ଗିଛି ଘରଦ୍ବାର… ସେନାବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି… ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା…

ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି … ୫୦ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼… ୨ବର୍ଷ ରହିବ କାର୍ଯ୍ୟକାଳ… ୨୦୨୪ ନଭେମ୍ବର ୧୦ରେ ଅବସର… ପୂର୍ବରୁ ଚନ୍ଦ୍ରଚୂଡ଼ ତୁଲାଇଛନ୍ତି ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି… ଆଜି ପୁରୀରେ କାରକେଡ୍‌ ରିହର୍ସାଲ… ଭୁବନେଶ୍ୱରରେ ମଧ୍ୟ କରାଯିବ ରିହର୍ସାଲ… ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ…

ଆଜି ମାର୍ଗଶିର-କୃଷ୍ଣ ପ୍ରତିପଦ ତିଥି… ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି… ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସର୍ବସାଧାରଣ ଦର୍ଶନ ବନ୍ଦ… ଅପରାହ୍ନ ଘ.୫.୦୦ରୁ ରାତ୍ର  ଘ.୯.୦୦ ଟା ପର୍ଯ୍ୟନ୍ତ ମିଳିବନି କାଳିଆ ଦର୍ଶନ…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories