ପାଣିରେ ବୁଡ଼ି ୨ ଭଉଣୀ ମୃତ

ବାରିପଦା : ମୟୂରଭଞ୍ଜ ଜିଲା ବାରିପଦାର କୁଳିଆଣା ବ୍ଲକ ଚାନ୍ଦୁଆ ଗ୍ରାମରେ ମଙ୍ଗଳବାର ଏକ ଦୁଃଖଦ ଖଟଣା ଘଟିଛି । ୨ ଭଉଣୀ ପାଣୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଦୁଇ ଭଉଣୀ ଖେଳିବା…
Read More...

ପାରିବାରିକ କଳହ – ସ୍ୱାମୀ ମୃତ,  ସ୍ତ୍ରୀ ଗୁରୁତର

ପାଟଣାଗଡ଼ : ବଲାଙ୍ଗୀର ଜିଲା କେନ୍ଦୁମୁଣ୍ଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଆଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ୱାମୀର ମୃତଦେହ ମିଳିଥିବାବେଳେ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରାଯାଇଇଛି ।…
Read More...

ଲଙ୍ଗୁଳି ଓ ଏମାର ମଠ ପରେ ମଙ୍ଗଳବାର ବଡ ଆଖଡା ମଠ ଉପରେ ଚଢିବ ବୁଲଡୋଜର

ପୁରୀ: ରବିବାର ଏବଂ ସୋମବାର ବନ୍ଦ ଥବା ଉଚ୍ଛେଦ କାର୍ଯ୍ୟ ମଙ୍ଗଳବାର ପୁଣିଥରେ ଆରମ୍ଭ ହେବ।ଆଉ ଏଥର ପାଳି ବଡ ଆଖଡା ମଠର। ମଙ୍ଗଳବାର ମାଟିରେ ମିଶିବ ବଡ ଆଖଡା ମଠ। ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ…
Read More...

ସାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ସୋମବାର ଗିରଫ ୱାରେଣ୍ଟ ଜାରି କରାଯାଇଛି। ପଶ୍ଚିମବଙ୍ଗର ଆଲିପୁର ଅଦାଲତ ପକ୍ଷରୁ ପତ୍ନୀ ହସିନ୍ ଜହାନଙ୍କ ଦ୍ଵାରା ଦାୟର ହୋଇଥିବା ଘରୋଇ…
Read More...

ଆଏଜ୍ ପରୁହାଁ ତିହାର ନୂଆଁଖାଇ…

ବଲାଙ୍ଗୀର:  ଆଏଜ୍ ପରୁହାଁ ତିହାର ନୂଆଁଖାଇ। ହେତିର ଲାଗି ତ ଦେଶ ବିଦେଶ ନେ ରହୁଥିବାର ଲୁକେ ନିଜର ମା’ ମାଟିକେ ଫିରିଆସିଛନ। ବଛର ଯାକର ଥରେ କୁଟୁମ ଯାକି ଲୋକ ଭେଟ ପଡବେ। ଗୁଟେ ଠାନେ ତିହାର ମାନବେ। ଗୁଟେ ଠାନେ ବସି…
Read More...

କଳାହାଣ୍ଡି ମହାରାଜା ଉଦୀତ ପ୍ରତାପ ଦେଓଙ୍କ ପରଲୋକ

ଭବାନୀପାଟଣା:କଳହାଣ୍ଡିର ମହାରାଜା ଉଦୀତ ପ୍ରତାପ ଦେଓଙ୍କ ପରଲୋକ ହୋଇଛି। ସୋମବାର ସଂନ୍ଧ୍ୟା ୫.୪୦ ମିନିଟ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୧ ବୟସରେ ମହାରାଜା ଉଦୀତ ପ୍ରତାପ ଦେଓଙ୍କର ଦେହାନ୍ତ ହୋଇଛି।
Read More...

ଆଖଣ୍ଡଳମଣି ମନ୍ଦିରରେ ସେବାୟତଙ୍କୁ ମାଡ ମାରିଲା ପୁଲିସ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୈନଦିନ ନୀତିକାନ୍ତି ସହ ସୋମବାର ଗଣେଷପୂଜା ନିମନ୍ତେ ସମସ୍ତ ନୀତି ଚାଲିଥିବା ସମୟରେ ସକାଳ ୧୦ଟା ସମୟରେ ମଣିବାବାଙ୍କ ପଅଡଖିଆ ଅନ୍ନନୀତି ଭୋଗ ଲାଗି ହେଉଥିବା ସମୟରେ ମନ୍ଦିରର…
Read More...

କୂଅରେ ପଡି ଶିଶୁ ମୃତ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଭାଲିଆଡିହା ଗ୍ରାମର ବିଲ ମଧ୍ୟରେ ଥିବା ଏକ କୂଅ ମଧ୍ୟରେ ଖସି ପଡି ସୋମବାର ଜନୈକ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।…
Read More...

ଅସହାୟ ବୃଦ୍ଧା ମହିଳାଙ୍କୁ ମାହେଶ୍ବରୀ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟସେବା ପ୍ରଦାନ

ଲୋଇସିଂହା:ଲୋଇସିଂହା ବ୍ଳକ ଅର୍ନ୍ତଗତ ବୁର୍ଡା ଗ୍ରାମପଞ୍ଚାୟତ ର ବୁର୍ଡା ଗ୍ରାମ ର ଅସହାୟ ୬୧ ବର୍ଷିୟା ମହିଳା ତାଙ୍କ ବୃଦ୍ଧା ମା ଙ୍କ ସହ ଅସୁସ୍ଥ ଅବସ୍ଥାରେ ରହିଥିବା ଏବଂ ତାଙ୍କର ଦେଖା ଶୁଣା ପାଇଁ କେହି ନ ଥିବା ଖବର…
Read More...

ମା ମାଣିକେଶ୍ୱରୀଙ୍କ ନବାନ୍ନ ଲାଗିପାଇଁ ନୀତି ନିର୍ଘଣ୍ଟ

କଳାହାଣ୍ଡି:କଳାହାଣ୍ଡିର ଆରାଧ୍ୟଦେବୀ ମା ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେପ୍ଟେମ୍ବର ୮ ଦଶମୀ ତିଥି ସକାଳ ୬.୩୦ ମିନିଟ ରୁ ୯.୪୦ ମଧ୍ୟରେ ନବାନ୍ନ ଭୋଗ ଲାଗିବା ପାଇଁ ସମୟ…
Read More...

ଈଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୋମବାର ୩୧ବର୍ଷ ବୟସରେ ପାଦ ଦେଇଛନ୍ତି। ଈଶାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ…
Read More...

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା

ସୁଆଣ୍ଡୋ:ସୁସ୍ଥ ଓ ନିରାମୟ ଜୀବନଜାପନ କରିବାପାଇଁ ଯୋଗର ଆବଶ୍ୟକତା ରହିଛି। ଭାରତରୁ ଉତ୍ପତି ହୋଇଥିବା ଯୋଗ ବର୍ତ୍ତମାନ ସାରା ବିଶ୍ୱରେ ଆଦୃତ ଲାଭ କରିଛି। ସମଗ୍ର ବିଶ୍ୱ ଯୋଗର ଉପଯୋଗିତାକୁ ଅନୁଭବ କରି ବିଶ୍ୱ ଯୋଗ ଦିବସ…
Read More...

ନୋକିଆ ୮.୧ରେ ମିଳିବ ୧୧ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଏଚଏମଡ଼ି ଗ୍ଲୋବାଲ ତରଫରୁ ଭାରତରେ ନୋକିଆର ଫ୍ଲାଗସିପ୍ ସ୍ମାର୍ଟଫୋନ ନୋକିଆ ୮.୧ଫୋନ ମୂଲ୍ୟରେ ୧୧ହଜାର ଟଙ୍କାର ରିଆତି ଦେବାପାଇଁ ଘୋଷଣା କରିଛି। ଭାରତରେ ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୨୬ହଜାର…
Read More...

ଟ୍ରେନରେ ଭିକ୍ଷାବୃତ୍ତି କରୁଥିବା ୨ କିନ୍ନର ଗିରଫ: ଜିଆରପି ଥାନା ଆଗରେ ଧାରଣାରେ ବସିଲେ କିନ୍ନର

ଖୋର୍ଦ୍ଧା:ଟ୍ରେନରେ ଭିକ୍ଷା ବୃତ୍ତି କରୁଥିବା ଦୁଇ ଜଣ କିନ୍ନରଙ୍କୁ ଗିରଫ କରି ଜେଲରେ ଭର୍ତ୍ତୀ କରିଛି ଜିଆରପି ପୁଲିସ। ଖୋର୍ଦ୍ଧା ରୋଡ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା କିନ୍ନର ଅନି ଦଳେଇ ଓ ଅମ୍ରିତା ମହାନ୍ତିଙ୍କୁ…
Read More...

ଟଙ୍କା ପାଇଁ ପୁଅକୁ ମାରିଦେଲା ବାପା

କେନ୍ଦୁଝର: ବାମବେରୀ ଥାନା ବଳଭଦ୍ରପୁର ଗାଁରେ ଘଟିଛି ଅଭାବନୀୟ କାଣ୍ଡ। ସାମାନ୍ୟ ଟଙ୍କା ପାଇଁ ପୁଅକୁ ପଥରରେ ଛେଚି ହତ୍ୟା କରିଛି ନୃଶଂସ ବାପା।ସୂଚନା ମୁତାବକ ଟ୍ରାନ୍ସପୋଟିଂ ଟଙ୍କା ଭାଗ ବାଣ୍ଟାକୁ ନେଇ ବାପ ପୁଅଙ୍କ…
Read More...

ନୂଆଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗୀର

ବଲାଙ୍ଗୀର:ଶୁକ୍ରବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଳିତ ହେବ। ଏହି ପର୍ବ କୁ ଧୁମଧାମରେ ପାଳନ କରିବା ପାଇଁ ବଲାଙ୍ଗୀରରେ ଜୋରଦାର ପ୍ରସ୍ତୁତି ସହ ଗାଁ ଠୁ ସହର ଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ ଚାଷ ଆରମ୍ଭ ରୁ…
Read More...

ଦୁଆପଡ଼ାରେ ମୋ ସ୍କୁଲ ଅଭିଯାନ

ତୁଷୁରା:ନୂଆପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଷରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଭାପତି ଶୁଶିଲ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ମାଳଦ୍ୱୀପରେ ପାକିସ୍ତାନ ଲଜ୍ଜିତ, ଭାରତ କହିଲା ଅତ୍ୟାଚାରୀ ଦିଅନି ଉପଦେଶ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମାଳଦ୍ୱୀପରେ ଦକ୍ଷିଣ ଏସିଆ ଦେଶ ସଂସଦ ଅଧ୍ୟକ୍ଷଙ୍କ ଶିଖର ସମ୍ମିଳନୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସମ୍ମିଳନୀରେ ପାକିସ୍ତାନ…
Read More...

ଆରମ୍ଭ ହେଲା ୱାନ୍‍ ନେସନ ୱାନ୍‍ ରାସନ ବ୍ୟବସ୍ଥା

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରରେ ଲାଗୁ ହୋଇଛି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ ହୋଇଛି । ଏହି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା ଅନୁଯାଇ…
Read More...

ବିଶ୍ୱ ବ୍ୟାଙ୍କରୁ ମିଳିଥିବା ଋଣରେ ମୁସଲମାନଙ୍କ ପାଇଁ ଜେଲ ନିର୍ମାଣ କରିଛି ଚୀନ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱ ବ୍ୟାଙ୍କ ଦ୍ୱାରା ଶିକ୍ଷା ପାଇଁ ଆବଣ୍ଟିତ ଅର୍ଥକୁ ଚୀନ ମୁସଲମାନଙ୍କ ପାଇଁ ଜେଲ ନିର୍ମାଣରେ ଖର୍ଚ୍ଚ କରିଛି। ଏଭଳି ଅଭିଯୋଗ ଆସିବା ପରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ନ୍ୟୁୟର୍କ…
Read More...

ମୋ ବସ ଯାତ୍ରୀଙ୍କୁ ମିଳିବ ମାଗଣା ଖବର କାଗଜ ପଢିବାର ସୁବିଧା

ଭୁବନେଶ୍ୱର: ଏଣିକି ମୋ ବସରେ ଯାତ୍ରା କରୁଥିବା ସମୟରେ ଯାତ୍ରୀ ପାଇପାରିବେ ମାଗଣାରେ ଖବର କାଗଜ ପଡିବାର ସୁବିଧା। ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ୱିଲ୍‍ ବ୍ୟବସ୍ଥା। ରବିବାର ସିଆରୟୁଟିର ଏମଡି ଅରୁଣ ବୋଥ୍ରା…
Read More...

ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ଦଳର ନେତାଙ୍କୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଇଡକଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଥିବାରୁ ଆଜିର ବୈଠକରେ ପ୍ରଥମ ଅଧିବେଶନରେ…
Read More...

ଜିଡିପି ପରେ ଜିଏସଟି ଝଟକା; ୧ ଲକ୍ଷ କୋଟି ତଳକୁ ଖସିଲା ଆଦାୟ

ନୂଆଦିଲ୍ଲୀ : ଜିଡିପି ଅଭିବୃଦ୍ଧି ହାର ଖସିବା ପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଆଦାୟରେ ମୋଦୀ ସରକାରଙ୍କୁ ଆଉ ଏକ ଝଟକା ଲାଗିଛି। ଅଗଷ୍ଟ ମାସରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ତଳେ ରହିଛି। ରାଜସ୍ୱ ବିଭାଗ…
Read More...

ପାକିସ୍ତାନର ଆଇଏସଆଇଠାରୁ ଟଙ୍କା ନେଉଛନ୍ତି ବିଜେପି ଏବଂ ବଜରଙ୍ଗ ଦଳ: ଦିଗବିଜୟ ସିଂହ

ଭୋପାଳ : କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଶନିବାର ଭିଣ୍ଡଠାରେର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦିଗବିଜୟ କହିଛନ୍ତି ଯେ ବିଜେପି ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା…
Read More...

ମନୋଜ ମୁକୁନ୍ଦ ନାରାଭାନେ ହେଲେ ସେନାର ଉପମୁଖ୍ୟ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ରବିବାର ସେନାର ଉପମୁଖ୍ୟ ପଦଭାର ଗ୍ରହଣ କରିଛନ୍ତି। ଲେପ୍ଟନାଣ୍ଟ ଜେନେରାଲ ନାରାଭାନେ ଭାରତୀୟ ସେନା ଇଷ୍ଟର୍ଣ୍ଣ କମାଣ୍ଡେର ନେତୃତ୍ୱ ନେଉଥିଲେ। ସେ…
Read More...

୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ସପ୍ଟେମ୍ୱର ୬ରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ।  ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି । ରାଜ୍ୟରେ ୫୦ରୁ ୬୦ ହଜାର…
Read More...

୮ ମାସରେ ୧୧ ଥର ବଦଳି, କୋର୍ଟରେ ପହଞ୍ଚିଲେ ଥାନାଧିକାରୀ

ଭୋପାଳ : ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ପରେ ସରକାରୀ ଅଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ରାଜ୍ୟର ଜଣେ ଥାନାଧିକାରୀଙ୍କୁ ୮ ମାସରେ ୧୧ ଥର ବଦଳି କରାଯାଇଛି। ଏଥିରେ ବ୍ୟତିବ୍ୟସ୍ତ ହୋଇ…
Read More...

ସାଧାରଣ ଲୋକଙ୍କୁ ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରୁ ରନ୍ଧନ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି। ଭାରତୀୟ ତୈଳ ନିଗମ (ଆଇଓସି)ର ସୂଚନା ଅନୁସାରେ ଅଣରିଆତି ବା ବଜାରରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦରରେ…
Read More...

ରାଜଧାନୀରେ ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର :  ନୟାପଲ୍ଲୀ ଥାନା ଅଞ୍ଚଳର ଜଣଙ୍କ ଘରୁ ଲୁଟ୍ ହୋଇଥିବା ଘଟଣାର ରବିବାର ପର୍ଦ୍ଦାଫାସ  କରିଛି କମିଶନରେଟ୍  ପୁଲିସ । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୁଲିସ ଲୁଟେରାଙ୍କୁ ଗିରଫ କରିଛି । ସୂଚନା…
Read More...

ମାଲେସିଆ ଜାହାଜରୁ ପୁଣି ତେଲ କଢ଼ା ଆରମ୍ଭ

ଚିଲିକା:  ଚିଲିକାର ରାଜହଂସ ନିକଟରେ ଫସି ରହିଥିବା ମାଲେସିଆ ଜାହାଜର କଣ୍ଟେନରରୁ ରବିବାର ଠାରୁ ପୁଣି ତେଲ କଢ଼ା ଆରମ୍ଭ ହୋଇଛି । ଗତ ମଙ୍ଗଳବାର ରାତିରୁ ତେଲ କଢ଼ା ଆରମ୍ଭ ହୋଇଥିଲା । ବୁଧବାର ତେଲ କଢ଼ାହେଲା ପରେ ଏହା…
Read More...

ଅପରାଧୀ ପାପା ପଣ୍ଡା ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲାର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀକୁ ରବିବାର ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ପପାକୁ କଟକରୁ ଗିରଫ କରାଯାଇଛି । ପାପା ନାମରେ ବିଭିନ୍ନ ଥାନାରେ ଏକାଧିକ ହତ୍ୟା ଓ ଆପରଧିକ ମାମଲା ରହିଛି…
Read More...

ଖୋଲିଲା ହୀରାକୁଦର ୨ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୁଦ୍ଧି ପାଉଥିବାରୁ ରବିବାର ୨ଟି ଗେଟ୍ ଖୋଲାଯାଇଛି ।  ଆଜି ଦିନ ୧୦ଟା ସୁଦ୍ଧା ହୀରୀକୁଦ ଜଳଭଣ୍ଡାର ଜଳସ୍ତର ୬୨୨.୯୩ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫୩…
Read More...

ବସ୍ ଧକ୍କାରେ ବାଳକ ମୃତ

ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ଼ ୨୬ ନମ୍ବର ଜାତୀୟ ରାଜପଥ ମଥୁରା ଛକରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଳକର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ସେ ଟ୍ୟୁସନ ଯାଉଥିବା ସମୟରେ ଏକ ବସ୍ ଧକା…
Read More...

ପାର୍କ ପରିସରରୁ ୭ ଫୁଟର ଅଜଗର ଉଦ୍ଧାର

କଟକ:କଟକ ସିଡିଏ ସେକ୍ଟର ୧୧ ସ୍ତିତ ବୀରେନ ମିତ୍ର ପାର୍କ ପରିସର ରୁ ଏକ ୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ପିପୂଲ୍ ଫର୍ ଆନିମଲ୍ କଟକ ର ସଦସ୍ୟ ତିଲକ କର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି…
Read More...

ଏଲିଡି ଲାଇଟରେ ଅଲୋକିତ ହେଲା ପ୍ରସିଦ୍ଧ କୁତବମିନାର

ନୂଆଦିଲ୍ଲୀ: ଦ୍ୱାଦଶ ଶତାବ୍ଦିରେ ନିର୍ମୀତ ଭାରତର  ପ୍ରସିଦ୍ଧ ଐତିହାସିକ ସ୍ଥଳ କୁତବମିନାର ସୁନ୍ଦର ଏଲିଡି ଆଲୋକମାଳାରେ ଝଲସି ଉଠିଛି। ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ…
Read More...

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଇଛାପଡ଼ା ଛକରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ…
Read More...

ଆସନ୍ତା କାଲିଠାରୁ ସାରା ଦେଶରେ ଲାଗୁହେବ ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ଵର/ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ ଟ୍ରାଫିକ୍ ନିୟମକୁ ଅବମାନନା କରନ୍ତି ତେବେ ଆପଣଙ୍କୁ ୧୦ଗୁଣା…
Read More...

ଆକ୍ସନ ମୁଡରେ ନବୀନ: ପୁଣି ୬ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଜାରୀ ରହିଛି। ଜିରୋ ଟଲରାନ୍ସ ନୀତିକୁ ଆପଣେଇଥିବା ମୁଖ୍ୟମନ୍ତ୍ରୀ ଶନିବାର ପୁଣି…
Read More...

ପୁରୀରେ ୨ ଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଥିବା ଉଚ୍ଛେଦ କାର୍ୟ୍ୟ ଆଗାମୀ ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ସୋମବାର(ଗଣେଶ ପୂଜା) ପାଇଁ ଉଚ୍ଛେଦ କାର୍ୟ୍ୟକୁ ବନ୍ଦ ରଖାଯାଇଛି। ଏନେଇ ପୁରୀ ଜିଲାପାଳ…
Read More...

୧୭ ବର୍ଷରୁ କମ୍‍ ମହିଳାଙ୍କୁ ନେଇ ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଏଫଏସଡିଏଲ୍‍

ମୁମ୍ବଇ:ଭାରତରେ ଫୁଟବଲର ତ୍ୱରିତ ବିକାଶ, ବିଶେଷ କରି ବାଳିକାମାନଙ୍କୁ ଏହି ଖେଳରେ ସୁଦକ୍ଷ କରାଇବା ଲକ୍ଷ୍ୟରେ ଫୁଟବଲ୍‍ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିମିଟେଡ୍‍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ନୀତା…
Read More...

ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା

ଦ୍ୱାରଶୁଣି: ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣି ସରକାରୀ ଉଚ୍ଚବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ…
Read More...

ପ୍ରଥମ ଦିନରେ ୧୦୦କୋଟି କ୍ଲବରେ ‘ସାହୋ’

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଶୁକ୍ରବାର(୩୦ ଅଗଷ୍ଟ) ମୁକ୍ତିଲାଭ କରିଛି। ମୁକ୍ତିଲାଭ କରିବାର ପ୍ରଥମ ଦିନ ସାହୋ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ‘ସାହୋ’ର ହିନ୍ଦୀ ଭର୍ସନରୁ କେବଳ…
Read More...

ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି, ତ୍ୱରିତ ଗୃହ ନିର୍ମାଣ ନକ୍ସା ଅନୁମୋଦନ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…
Read More...

ରିଲିଜ ହେଲା ସଞ୍ଜୟ ଦତ୍ତଙ୍କ ‘ପ୍ରସ୍ଥାନମ’ର ଟ୍ରେଲର

ମୁମ୍ବଇ : ସଞ୍ଜୟ ଦତ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ରସ୍ଥାନମ’ର ଟ୍ରେଲର ରିଲିଜ ହୋଇଛି। ‘ଦେବ କଟ୍ଟା’ଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବାବେଳେ ଏଥିରେ ସଙ୍ଗିତ ନିର୍ଦେଶନାର ଗୁରୁଦାୟିତ୍ବ ବହନ…
Read More...

ମାଲକାନାଗିରିରେ ବିଏସଏଫ ସ୍ୱତନ୍ତ୍ର ଅପରେସନ ଡିଆଇଜି

ମାଲକାନାଗିରି: ବିଏସଏଫ ସ୍ୱତନ୍ତ୍ର ଅପରେସନ ଡିଆଇଜି ଅର୍ଜୁନ ସିଂହ ରାଠୋର ଶନିବାର ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରୁ…
Read More...

ପ୍ରାକ୍ ଛାତ୍ର ସାଂସଦ ନିର୍ବାଚନୀ ହିଂସା; ସିନିୟରଙ୍କୁ ପାଣିରେ ବୁଡ଼ାଇଲେ ଜୁନିୟର

ବାଲେଶ୍ୱର : ବାଲେଶ୍ୱର ଜିଲା ରସାଳପୁର ଯଦୁନାଥ କଲେଜରେ ପ୍ରାକ୍ ଛାତ୍ର ସାଂସଦ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଛାତ୍ର ସାଂସଦ ନିର୍ବାଚନକୁ ନେଇ ଉଭୟ ସିନିୟର ଓ ଜୁନିୟର ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ…
Read More...

ହାତୀଙ୍କ ସୁରକ୍ଷା ପାଇଁ ‘ଗଜବନ୍ଧୁ’ ଯୋଜନା

ଭୁବନେଶ୍ୱର : ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ବାରା ‘ଗଜବନ୍ଧୁ’ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏନେଇ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟକୁମାର ମହାପାତ୍ର ଶନିବାର ସୂଚନା ଦେଇଛନ୍ତି ।…
Read More...

ନବଜାତ ଶିଶୁ ମୃତଦେହ ଜବତ

ଜି.ଉଦୟଗିରି: ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମରେ ଶନିବାର ଗୋଟିଏ ନବଜାତ ଶିଶୁର ମୃତଦେହ ଜବତ ହୋଇଛି ।ଏକ ଢ଼ାବା ପାଖ ରାସ୍ତା କଡରେ ଥିବା ଏକ ବୁଦା ମୂଳରେ ନବଜାତ ଶିଶୁର ମୃତଦେହ ପଡିଥିବା ଗ୍ରାମବାସୀମାନେ…
Read More...

ମାଓବାଦୀଙ୍କ ବର୍ବର କାଣ୍ଡ, ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି : କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଶନିବାର ମାଲକାନଗିରି ସୀମାନ ଛତିଶଗଡରେ ମାଓବାଦୀମାନେ ପୁଣି ବର୍ବରତା କାଣ୍ଡ ଭିଆଇଛନ୍ତି । ମାଓବାଦୀମାନେ ଜଣେ…
Read More...

ନକଲି ଖଇନି କାରଖାନା ଠାବ

ନବରଙ୍ଗପୁର : ନବରଙ୍ଗପୁରରେ ଶନିବାର ଏକ ନକଲି ଖଇନି କାରଖାନା ଠାବ ହୋଇଛି । ପୁଲିସ ସେଠାରୁ ବିପୁଳ ପରିମାଣରେ ନକଲି ଖଇନି,  ବନଦୁର୍ଗା ବ୍ରାଣ୍ଡ ଥିବା ପ୍ୟାକେଜିଂ ଜରି ଓ ମେସିନ୍ ଜବତ କରିଛି । ସୂଚନା ଅନୁଯାୟୀ,…
Read More...

ସମୁଦ୍ର କୂଳରୁ ବିଦେଶୀଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର : ପାରାଦୀପ ସମୁଦ୍ର କୂଳରେ ଶନିବାର ସକାଳେ ଏକ ଯୁବକଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି | ସେଠାରେ ଜଟାଧାରୀ ମୁହାଣ ପୋଲିସ ପହଞ୍ଚି ମୃତ ଯୁବଙ୍କୁ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣଙ୍କ…
Read More...

ରାସ୍ତାରେ ବସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଦରିବାହାଲ ଠାରେ ଶନିବାର ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ମିସି ରାସ୍ତାରୋକ କରିଛନ୍ତି  । ଗ୍ରାମକୁ ଥିବା ବିଜୁ ଏକ୍ସପ୍ରେସ ରୋଡ୍ ମରଣାଯନ୍ତା ପାଲଟିଥିବା…
Read More...

ଟୋଲ ପ୍ଲାଜା କାର୍ଯ୍ୟାଳୟରେ ତାଲା ପକାଇଲେ ଠିକାଦାର

ଟାଙ୍ଗୀ : ଭୁବନେଶ୍ୱର ବରମୁଣ୍ଡା ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ହାଇୱେଜ ପ୍ରାଇଭେଟ ଲିମିଟେଡ୍ (ଏସଜେଇପିଏଲ) ଏବଂ ସିଂପ୍ଲେକ୍ସ କମ୍ପାନୀ…
Read More...

ମମତାଙ୍କ ଦୁର୍ଗାପୂଜା ଉପହାର : ପ୍ରତି କମିଟିକୁ ଦେବେ ୨୫ହଜାର

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟର ସମସ୍ତ ଦୁର୍ଗାପୂଜା କମିଟି ମାନଙ୍କପାଇଁ ଉପହାର ରାଶି ଘୋଷଣା କରିଛନ୍ତି।  ଚଳିତ ବର୍ଷ ଦୂର୍ଗାପୂଜାରେ ପ୍ରତ୍ୟେକ ପୂଜା କମିଟିକୁ ସେ…
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଧାମରା: ଭଦ୍ରକ ଜିଲା ଧାମରା ଅଞ୍ଚଳରେ ଶୁକ୍ରବାର ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ଘରେ ଥିବା ବେଳେ ପଡୋଶୀ ଘରର ପୁଅ ସେହି ନାବାଳିକାକୁ ବାହାରକୁ ଯିବା କହି…
Read More...

 ନବ ନିର୍ମାଣ କୃଷକ ସଙ୍ଗଠନର ବ୍ଲକସ୍ତରୀୟ ସମ୍ମିଳନୀ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଡ଼ାକ ବଙ୍ଗଳା ପ୍ରାଙ୍ଗଣରେ ଶୁକ୍ରବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଭାରୀ ଚିନୁ ଦାଶଙ୍କ ପୌରହିତ୍ୟରେ…
Read More...

ଗୋ-ସମ୍ପଦ ପାଇଁ ନୂଆ ବିପଦ ;  ‘ଚର୍ମବିଣ୍ଡି ବସନ୍ତ’

ବଡ଼ସାହି -ଉତ୍ତର ଓଡ଼ିଶାର ଗୋ-ସମ୍ପଦ ପାଇଁ ନୂଆ ବିପଦ ଭାବେ ଦେଖାଦେଇଥିବା ବସନ୍ତ ଭଳି ରୋଗ ଘଟଣା ପ୍ରଥମେ କେବଳ ‘ସମାଜ’ ରେ ୧୪ ତାରିଖରେ ପ୍ରକାଶ ପାଇବା ପରେ ପରଦିନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ…
Read More...

ଚନ୍ଦ୍ରର ଚତୁର୍ଥ କକ୍ଷରେ ପ୍ରବେଶ କଲା ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ-୨ ଶୁକ୍ରବାର ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ଶୁକ୍ରବାର ସନ୍ଧ୍ୟା ୬ଟା ୧୮ ମିନିଟରେ…
Read More...

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ; ୫%କୁ ଖସିଲା ଜିଡିପି ଅଭିବୃଦ୍ଧି ହାର

ନୂଆଦିଲ୍ଳୀ : ଆର୍ଥିକ ମାନ୍ଦାବସ୍ଥାରୁ ଦେଶର ଜିଡିପି ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଉ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫.୮%ରୁ ହ୍ରାସ ପାଇ ୫%ରେ…
Read More...

ଭିଜିଲାନ୍ସ ଜାଲରେ ସେଲ୍ସଟ୍ୟାକ୍ସ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲାର ସେଲ୍ସଟ୍ୟାକ୍ସ ବିଭାଗର ଜଣେ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି । ସେ ହେଉଛନ୍ତି ମାଲକାନଗିରିର ଅବଶିଷ୍ଟାଂଶ କମିଶନର ଅଜୟ କୁମାର ମଲ୍ଲିକ ।…
Read More...

ଆଇଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ କରାଯାଇଛି। ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ ଉନ୍ନୟନ ସଚିବ ସହିତ ସ୍ବତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।…
Read More...

ବସ୍ ଓଲଟି ଦୁଇ ଗୁରୁତର, ୨୦ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲାର ପୁବୁସାହି ନିକଟରେ ଶୁକ୍ରବାର ସଂନ୍ଧ୍ୟାରେ ଏକ ଆଭାବନୀୟ ଘଟଣା ଘଟିଯାଇଛି । ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଦୁଇ ଜଣ ଯାତ୍ରୀ…
Read More...

କୋଶଲେଶ୍ୱରୀ ଶକ୍ତି ପୀଠରେ ନବାନ୍ନ ଚରୂ ଅର୍ପଣ

ଟିଟିଲାଗଡ଼ : ପ୍ରତିବର୍ଷ ପରି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲଇତରା କୁମୁଡିପଦର କୋଶଲେଇ ବନ ସ୍ଥିତ ମା' କୋଶଲେଶ୍ୱରୀ ଶକ୍ତି ପୀଠରେ ଶନିବାର ସପ୍ତପୁରୀ ଅମାବାସ୍ୟା ତିଥିରେ ବେଳାରେ ବିଧି ମତେ ନବାନ୍ନ ଚରୂ ଅର୍ପଣ…
Read More...

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼

ନୟାଗଡ଼ : ନୟାଗଡ଼ ଜିଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଥିବା ଜଣାପଡିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ନାମ ମୁରଲୀ ବାରିକ। ଶ୍ରମିକ…
Read More...

ଦୁର୍ନୀତି ବିରୋଧରେ ସିବିଆଇର ସ୍ୱତନ୍ତ୍ର ଅଭିଯାନ, ଦେଶର ୧୫୦ ସ୍ଥାନରେ ଚଢଉ

ନୂଆଦିଲ୍ଳୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦୁର୍ନୀତି ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର ସିବିଆଇ ଦେଶର ୧୫୦ଟି ସ୍ଥାନରେ ଚଢଉ କରିଛି। ସିବିଆଇର ପୃଥକ ପୃଥକ ଦଳ ଅଚାନକ…
Read More...

ଇନିସପେକ୍ଟର ପ୍ରଫୁଲ କମାର ସାହୁ ସରକାରୀ ଚାକିରିରୁ ବହିଷ୍କୃତ

କଟକ :  ଇନିସପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା  । କର୍ତ୍ତବ୍ୟ ହେଳା ଓ ବିଶୃଙ୍ଖଳା ପ୍ରଦର୍ଶନ ସହ ଦୀର୍ଘ ପାଞ୍ଚ…
Read More...

ଏହି ଦିନ ବଜାରକୁ ଆସିବ ଆପଲ ‘ଆଇଫୋନ୍-୧୧’

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୦ରେ ବଜାର ପ୍ରବେଶ କରିବ ଆପଲର ୧୧ସିରିଜ ଆପଲ୍ ‘ଆଇଫୋନ୍ -୧୧’। ସିଲିକନ୍ ଭ୍ୟାଲିର ଏକ କ୍ୟାମ୍ପସରେ ଆପଲର ଏହି ଫୋନକୁ ଲଞ୍ଚ କରାଯିବ। ସେପ୍ଟେମ୍ବର ୧୦ରେ ଲଞ୍ଚ ହେବାକୁଥିବା ଏହି ଫୋନ…
Read More...

ମଦ ପରେ ବିହାରରେ ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଲେ ନିତିଶ ସରକାର

ପାଟନା : ବିହାରରେ ନିତିଶ କୁମାରଙ୍କ ସରକାର ମଦ ପରେ ଏବେ ଗୁଟଖା, ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି। ମାଗ୍ନେସିୟମ କାର୍ବୋନେଟ ଯୁଦ୍ଧ ପାନ ମସଲା ଉତ୍ପାଦନ, ଗଚ୍ଛିତ ରଖିବା, ବିତରଣ, ପରିବହନ ଏବଂ ବିକ୍ରି ଉପରେ…
Read More...

ରାୟୁଡୁଙ୍କ ପ୍ରତ୍ୟାବର୍ତ୍ତନ, ପୁଣି ଖେଳିବେ କ୍ରିକେଟ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ମଧ୍ୟକ୍ରମ ବ୍ୟାଟ୍ସମାନ ଅମ୍ବାତି ରାୟୁଡୁ ଶୁକ୍ରବାର ତାଙ୍କ ନିଷ୍ପତ୍ତିରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ପୁଣି କ୍ରିକେଟ୍ ଖେଳିବାପାଇଁ କହିଛନ୍ତି। ରାୟୁଡୁ କିଛିଦିନ ପୂର୍ବେ…
Read More...

ଗରିବଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କଲେ ହରିୟାଣା ସରକାର

ଚଣ୍ଡିଗଡ଼ : ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୁକ୍ରବାର ‘ମୁଖ୍ୟମନ୍ତ୍ରୀ ପରିବାର ସମୃଦ୍ଧି ଯୋଜନା’ ନାମକ ଏକ ନୂଆ ଏବଂ ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା…
Read More...

ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଳୀ : ଭାରତ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ସହ ଗତିଶୀଳ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କେତେକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସରକାରୀ ବ୍ୟାଙ୍କଗୁଡ଼ିକର…
Read More...

ବିଚଳିତ ଇମ୍ରାନ କହିଲେ; ପୂରା ବିଶ୍ୱରେ ପଡିବ ଭାରତ-ପାକ୍‍ ଯୁଦ୍ଧର ପ୍ରଭାବ

ଇସଲାମାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପଡୋଶୀ ଦେଶ ପାକିସ୍ତାନ ବିଚଳିତ ହୋଇପଡିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାରମ୍ବାର ପରମାଣୁ ଯୁଦ୍ଧର ଫମ୍ପା ଭୟ ଦେଖାଉଛନ୍ତି। ଏହି…
Read More...

ସାମସଙ୍ଗ ଗାଲାକ୍ସି ନୋଟ ୧୦ ଓ ଗାଲାକ୍ସି ୧୦+ ବଜାରରେ

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଗାଲାକ୍ସି ନୋଟ ୧୦ ଓ ଗାଲାକ୍ସି ୧୦+ର ବଜାର ପ୍ରବେଶ କରାଯାଇଛି। ଏହା ଦୁଇଟି ଆକର୍ଷଣୀୟ ଏବଂ ଶକ୍ତିଶାଳୀ ଫ୍ଲାଗସିପ ଡିଭାଇସ। ଏହା ଆଗାମୀ ପିଢିର ଉତ୍ପାଦକତା ଓ ସୃଜନଶୀଳତାକୁ ପରବର୍ତ୍ତୀ…
Read More...

ନୋକିଆ ୧୦୫ର ବଜାର ପ୍ରବେଶ

ଭୁବନେଶ୍ୱର : ନୋକିଆ ଫୋନର ଏଚଏମଡି ଗ୍ଲୋବଲ ଏହାର ସମ୍ପୂର୍ଣ୍ଣ ନୂଆ ଚତୁର୍ଥ ପିଢ଼ୀର ସବୁଠାରୁ ଅଧିକ ଲୋକପ୍ରିୟ ବୈଶିଷ୍ଟ୍ୟର ନୋକିଆ ୧୦୫ର ଶୁଭାରମ୍ଭ କରାଇଛି। ଏହି ନୂଆ ନୋକିଆ ୧୦୫ରେ ସେହି ସମସ୍ତ ଗୁଣ ରହିଛି…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷିତ; ଫେରିଲେ ହାର୍ଦିକ

ନୂଆଦିଲ୍ଲୀ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ଗୁରୁବାର ହୋଇଛି। ଘୋଷିତ ଦଳକୁ…
Read More...

ଫିଟ୍‌ ଇଣ୍ଡିଆ ଅଭିଯାନକୁ ତେନ୍ଦୁଲକରଙ୍କ ପ୍ରଶଂସା

ନୂଆଦିଲ୍ଲୀ  : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ଅଭିଯାନ ପ୍ରତି ସମର୍ଥନବ୍ୟକ୍ତ…
Read More...

ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟମ୍ୟାଚ୍ ଆଜିଠାରୁ

କିଙ୍ଗ୍‌ଷ୍ଟନ୍ : ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଆଶା ଅନୁସାରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଭାରତୀୟ ଦଳ। ମ୍ୟାଚ୍‌ର ପ୍ରଥମ ୨ ଦିନ ଉଭୟ ଦଳଙ୍କ ମଧ୍ୟରେ କିଛିଟା ମୁକାବିଲା ହୋଇଥିଲେ ହେଁ…
Read More...

ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁତ ବସ୍‌ ପରମିଟ ବାତିଲ

ଭୁବନେଶ୍ୱର: ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ବସ୍‍ ପରମିଟ୍। ବୁଧବାର ବରମୁଣ୍ଡା ବସ ଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିବା ପରେ ଚେତିଛି ପ୍ରଶାସନ। ଗୁରୁବାର ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ…
Read More...

ଓଲଟିଲା ଟ୍ରାକ୍ଟର, ୭ଶ୍ରମିକ ଗୁରୁତର, ୧୪ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲା କୋଡ଼ିଙ୍ଗାମାଳି ଖଣି ଅଞ୍ଚଳରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ୭ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ୧୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ…
Read More...

୨୨ତମ ମିସ୍ ଏବଂ ମିଷ୍ଟର ଟିନି ଇଣ୍ଡିଆ ରାମ୍ପ୍ ସୋ, ଓଡ଼ିଶା ଝିଅ ଜାଜ୍ଞସେନୀ ହେଲେ ମିସ ଟିନି ସପୋର୍ଟିଭ୍-୨୦୧୯

ଗୋପାଳପୁର : ଦିଲ୍ଲୀ ଠାରେ ଆୟୋଜିତ ୨୨ତମ ମିସ୍ ଏବଂ ମିଷ୍ଟର ଟିନି ଇଣ୍ଡିଆ ରାମ୍ପ୍ ସୋରେ ଅଶଂଗ୍ରହଣ କରିଥିବା ଓଡ଼ିଶାର ବି.ଜାଜ୍ଞସେନୀ ମିସ୍ ଟିନି ସପୋର୍ଟିଭ୍ ୨୦୧୯ ର ଟାଇଟେଲ ପାଇଥିଲେ। ଜାଜ୍ଞସେନୀ ଙ୍କ ଘର ଗଞ୍ଜାମ…
Read More...

ବସ୍‍ ଦୁର୍ଘଟଣାରେ ୨୫ରୁ ଉର୍ଦ୍ଧ ଶ୍ରମିକ ଆହାତ

ଯୋଡା :ଯୋଡା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ଟାଟା କମ୍ପାନୀର ଖଣ୍ଡବନ୍ଧ ଖଣିର ନବୀକରଣ କାର୍ୟ୍ୟରେ ନିୟୋଜିତ ଟିପିଏଲ ଠିକା ସଂସ୍ଥାର ଶ୍ରମିକଙ୍କ ପରିବହନ ନିମନ୍ତେ ଅବସ୍ଥାପିତ ବସ୍‍ ନମ୍ବର ଓଡି ୦୫ ଭି ୬୪୦୫…
Read More...

ବନୀକରଣ ଲାଗି କାମ୍ପା ପାଣ୍ଠିରୁ ୪୭,୪୩୬ କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ବନୀକରଣ ଲାଗି କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଯୋଜନା ଅଧୀନରେ ୪୭,୪୩୬ କୋଟି ଟଙ୍କା ଜାରି କରିଛନ୍ତି। ଦେଶରେ ବନୀକରଣକୁ…
Read More...

ଯୋଡାରେ ଖଣି ମନ୍ତ୍ରଣାଳୟର ରୁଦ୍ଧଦ୍ୱାର ବୈଠକ,ମଳିଲାନି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି

ଯୋଡା: ପୂର୍ବରୁ କେବଳ ଖଣି ନିର୍ଦ୍ଦେଶାଳୟ ପରିସରରେ ସମୀକ୍ଷା ବୈଠକ ସମ୍ପନ୍ନ ହେଉଥିବା ରାଜ୍ୟରେ ପ୍ରଥମ ଥର ନିମନ୍ତେ ଯୋଡା ଅଞ୍ଚଳରେ ଖଣି ମନ୍ତ୍ରଣାଳୟର ବିଧିବଦ୍ଧ ରୁଦ୍ଧକୋଠରୀ ସମୀକ୍ଷା ବୈଠକକୁ କେନ୍ଦ୍ର କରି…
Read More...

ଏସ-୪୦୦ କ୍ଷେପଣାସ୍ତ୍ର ପାଇଁ ରୁଷକୁ ଅଗ୍ରୀମ ଅର୍ଥ ପ୍ରଦାନ କଲା ଭାରତ

ନୂଆଦିଲ୍ଲୀ : ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏସ୍‍-୪୦୦ (ବାୟୁ ପ୍ରତିରକ୍ଷା ବ୍ୟବସ୍ଥା) କ୍ରୟ ପାଇଁ ଭାରତ ରୁଷକୁ ଅଗ୍ରୀମ ଅର୍ଥ ପ୍ରଦାନ କରିଛି। ଏବେ ଭାରତକୁ ଏହି…
Read More...

ନିର୍ମାଣ ହେବ ମହିଳା କ୍ରିକେଟର ‘ମିତାଲି ରାଜ’ଙ୍କ ବାୟୋପିକ୍

ମୁମ୍ବଇ : ବଲିଉଡ଼ ଠାରୁ ଆରମ୍ଭ କରି ତେଲୁଗୁ, ତାମିଲ ପର୍ଯ୍ୟନ୍ତ ସବୁଆଡେ ଏବେ ବାୟୋପିକର ସୁଅ ଛୁଟିଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ…
Read More...

ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ

ପିପିଲି: ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁବାର ପିପିଲିରେ ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ୭ଟାରେ ପିପିଲି…
Read More...

ରାମେୟାପାଟଣାକୁ ଗିଳୁଛି ସମୁଦ୍ର

ଚିକିଟି : ଗଞ୍ଜାମ ଜିଲା ଚିକିଟି ବ୍ଲକର ରାମାୟାପଟଣା ଗ୍ରାମକୁ ମାସେ ହେଲା ସମୁଦ୍ର ଜୁଆର ମାଡ଼ ହେଉଛି। କ୍ରମାଗତ ଜୁଆର ମାଡ଼ରେ ଗ୍ରାମର ୨୭ ପରିବାରର ଘର ସମୁୁଦ୍ରରେ ଲୀନ ହୋଇଯାଇଛି। ମାତ୍ର ସପ୍ତାହକ ପାଇଁ ସମୁଦ୍ର କିଛି…
Read More...

ପିପିଲିରେ ପ୍ରତିଷ୍ଠା ହେବାକୁଥିବା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପରିଦର୍ଶନ କଲେ ସ୍ୱତନ୍ତ୍ର ସଚିବ

ପିପିଲି: ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝା ଗୁରୁବାର ପିପିଲି ଏନ୍ଏସି ପରିଦର୍ଶନ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ ଅଧିନରେ ପିପିଲି ପୌରାଞ୍ଚଳରେ କାର୍ୟ୍ୟକାରୀ ହେବାକୁ…
Read More...

ରେନୋ ପକ୍ଷରୁ ଏହାର ଅଲ୍ ନ୍ୟୁ ଗେମ୍ ଚେଞ୍ଜର ରେନୋ ଟ୍ରାଇବର

ଭୁବନେଶ୍ୱର : ରେନୋ ପକ୍ଷରୁ ଏହାର ଅଲ୍ ନ୍ୟୁ ଗେମ୍ ଚେଞ୍ଜର ରେନୋ ଟ୍ରାଇବରର ଶୁଭାରମ୍ଭ କରାଯାଇଛି। ଏହାର ମୂଲ୍ୟ ୪.୯୫ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍, ସାରା ଭାରତ) ରହିଛି। ରେନୋ ଟ୍ରାଇବର ଚାରିଟି ଟ୍ରିମ୍‌ରେ ଉପଲବ୍ଧ…
Read More...

ନିଜ ନାମରେ ଆଉ ଏକ ରେକର୍ଡ କରିବେ କୋହଲି

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ସବୁଠୁ ସଫଳ ଭାରତୀୟ ଟେଷ୍ଟ ଅଧିନାୟକ ହେବା ପାଇଁ ଆଉ ମାତ୍ର ଗୋଟିଏ ମ୍ୟାଚ ବିଜୟ ଆବଶ୍ୟକ କରୁଛନ୍ତି।ଶୁକ୍ରବାର ୱେଷ୍ଟଇଣ୍ଡିଜ ବିପକ୍ଷ…
Read More...

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ଥର ୨ ଜଣ ଦୀପା ମଲ୍ଲିକ( ପାରା…
Read More...