www.samajalive.in
Monday, December 8, 2025
27.1 C
Bhubaneswar

ସାମସଙ୍ଗ ଗାଲାକ୍ସି ନୋଟ ୧୦ ଓ ଗାଲାକ୍ସି ୧୦+ ବଜାରରେ

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଗାଲାକ୍ସି ନୋଟ ୧୦ ଓ ଗାଲାକ୍ସି ୧୦+ର ବଜାର ପ୍ରବେଶ କରାଯାଇଛି। ଏହା ଦୁଇଟି ଆକର୍ଷଣୀୟ ଏବଂ ଶକ୍ତିଶାଳୀ ଫ୍ଲାଗସିପ ଡିଭାଇସ। ଏହା ଆଗାମୀ ପିଢିର ଉତ୍ପାଦକତା ଓ ସୃଜନଶୀଳତାକୁ ପରବର୍ତ୍ତୀ ନେବାରେ ସାହାଯ୍ୟ କରିବ। ଏହାର ବୈଶିଷ୍ଟ୍ୟତା ଦୃଷ୍ଟି କୋଣରୁ ଗ୍ୟାଲେକ୍ସି ନୋଟ ୧୦ ଦୁଇଟି ସାଇଜରେ ଆସୁଛି।

ଏହି ସ୍ମାର୍ଟଫୋନଟିରେ ଏସ୍ ପେନ୍‌ର ଶକ୍ତି ଓ ଅଲଟିମେଟ୍ ପ୍ରଡକ୍ଟିଭିଟି ରହିଥିବାବେଳେ ଅନ୍ୟପଟେ ୬.୩ ଇଞ୍ଚର ସିନୋମାଟିକ ଇନଫିନିଟି ଡିସପ୍ଲେ ମଧ୍ୟ ରହିଛି। ସେହିଭଳି ଗ୍ୟାଲେକ୍ସି ନୋଟ ୧୦+ରେ ବୃହ ନୋଟ ଡିସପ୍ଲେ ଏବଂ ୬.୮ ଇଞ୍ଚ ସିନେମାଟିକ ଇନଫିନିଟି ଡିସପ୍ଲେ ରହିଛି, ଯାହାକି ବ୍ୟବହାରକାରୀଙ୍କୁ ଧରିବା ଏବଂ ବ୍ୟବହାର କରିବାରେ ସହାୟକ ହେବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories