www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତାରେ ବସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଦରିବାହାଲ ଠାରେ ଶନିବାର ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ମିସି ରାସ୍ତାରୋକ କରିଛନ୍ତି  । ଗ୍ରାମକୁ ଥିବା ବିଜୁ ଏକ୍ସପ୍ରେସ ରୋଡ୍ ମରଣାଯନ୍ତା ପାଲଟିଥିବା ଅଭିଯୋଗରେ ଏହି ରାସ୍ତାରୋକ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ରାସ୍ତା ଦେଇ ଗ୍ରାମବାସୀ  ଯାତାୟତ କରୁଥିବାବେଳେ ଛୋଟ ପିଲାମାନେ ସ୍କୁଲ ଯିବାଆସିବା କରୁଛନ୍ତି । ରାସ୍ତାର ଆବସ୍ଥା ସମ୍ପୂର୍ଣ୍ଣରୂପେ ଖରାପ ହୋଇଯାଇଥିବାରୁ ଏବେ ଏହା ମରଣଯନ୍ତା ପାଲଟିଛି । ଗ୍ରାମବାସୀ ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ । ତେଣୁ ଗ୍ରାମବାସୀଙ୍କ ସହ ବହୁ ଛାତ୍ରଛାତ୍ରୀ ରାସ୍ତା ମରାମତି ଦାବିରେ ଦରିବାହଲ ଠାରେ ରାସ୍ତାରୋକୋ କରିଛନ୍ତି ।

- Advertisement -

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories