କଟକ:କଟକ ସିଡିଏ ସେକ୍ଟର ୧୧ ସ୍ତିତ ବୀରେନ ମିତ୍ର ପାର୍କ ପରିସର ରୁ ଏକ ୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ପିପୂଲ୍ ଫର୍ ଆନିମଲ୍ କଟକ ର ସଦସ୍ୟ ତିଲକ କର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଥିଲେ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!