ନୂଆଦିଲ୍ଲୀ : ସେପ୍ଟେମ୍ବର ୧୦ରେ ବଜାର ପ୍ରବେଶ କରିବ ଆପଲର ୧୧ସିରିଜ ଆପଲ୍ ‘ଆଇଫୋନ୍ -୧୧’। ସିଲିକନ୍ ଭ୍ୟାଲିର ଏକ କ୍ୟାମ୍ପସରେ ଆପଲର ଏହି ଫୋନକୁ ଲଞ୍ଚ କରାଯିବ। ସେପ୍ଟେମ୍ବର ୧୦ରେ ଲଞ୍ଚ ହେବାକୁଥିବା ଏହି ଫୋନ ସହିତ ଆଉ ତିନୋଟି ଫୋନ ଲଞ୍ଚ ହେବ। ଖବର ଅନୁସାରେ ଆପଲ ଏଥର ଚାରୋଟି ରଙ୍ଗରେ ଫୋନ ଲଞ୍ଚ କରିବ। ଯେଉଁଥିରେ ଗ୍ରୀନ, ନୀଳ, ହଳଦିଆ, ଲାଲ ଏବଂ ପର୍ପଲ ରଙ୍ଗ ସାମିଲ ରହିଛି।
Popular Categories



